"ବୀର ହନୁମାନ ମନ୍ଦିର, ରାୟଗଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hpsatapathy ପୃଷ୍ଠାଟିକୁ ହନୁମାନ ମନ୍ଦିର, ରାୟଗଡ଼ରୁ ବୀର ହନୁମାନ ମନ୍ଦିର, ରାୟଗଡ଼କୁ ଘୁଞ୍ଚାଇଲେ: ଏକାଧିକ ହନୁମା...
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୫ କ ଧାଡ଼ି:
[[ରାୟଗଡ଼ା]]ସହରର ବସଷ୍ଟାଣ୍ଡରୁ ପ୍ରାୟ ୨ କିମି ଗଲେ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ । ମନ୍ଦିରଟି ସହରର ଉଚ୍ଚତମ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ମନ୍ଦିର ପାଖରୁ ସାରା ସହରର ଦୃଶ୍ୟ ଦେଖିହୁଏ ।<ref name="onefivenine">{{cite web|title=Temple of Rayagada|url=http://www.onefivenine.com/india/Places/District/Rayagada/Temple|accessdate=22 May 2017}}</ref> ମନ୍ଦିରଟିର ଅବସ୍ଥିତି ତଥା ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।
== ପ୍ରତିଷ୍ଠା ==
୧୯୮୮ ମସିହା ମାଘମାସ(ଫେବୃଆରୀ) ଶୁକ୍ଳପକ୍ଷ ପଞ୍ଚମୀ ଦିନ ସ୍ଥାନୀୟ ଜନୈକ ବ୍ୟକ୍ତି ଶ୍ରୀ ଶତ୍ରୁଘନ ନାୟକଙ୍କ ପ୍ରଚେଷ୍ଟାରେଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । କଥିତ ଅଛି, ସ୍ଵପ୍ନାଦେଶସ୍ବପ୍ନାଦେଶ ପାଇ ସେ ମନ୍ଦିର ପ୍ରତିଷ୍ଠା କରାଇଥିଲେ । ତେବେ ଦୀର୍ଘ ପାଞ୍ଚ ବର୍ଷ ପରେ (ଅର୍ଥାତ୍‌ ୧.୬.୧୯୯୩ ଦିନ) ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଥିଲା ।
== ପୂଜା ==
ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ ।