"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Biswanath Das}}
{{Infobox Indian politician
|name = ବିଶ୍ଵନାଥବିଶ୍ବନାଥ ଦାସ
|image = Biswanath-Das.jpg
|office = [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ମୁଖ୍ୟମନ୍ତ୍ରୀ, ଓଡ଼ିଶା]]
୨୬ କ ଧାଡ଼ି:
|otherparty = ସଂଯୁକ୍ତ ସାମ୍ମୁଖ୍ୟ
|spouse =
|alma_mater = [[ରେଭେନ୍ସା ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]]<br />[[କଲିକତା ବିଶ୍ୱବିଦ୍ୟାଳୟ]]
|website =
}}
 
'''ବିଶ୍ଵନାଥବିଶ୍ବନାଥ ଦାସ''' (୧୮୮୯ - ୧୯୮୪) ଏକା ଧାରାରେ ଜଣେ [[ଭାରତୀୟ]] ରାଜନେତା, ସମାଜସେବୀ ଓ ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ [[ଓଡ଼ିଶା]] ପ୍ରଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ମଧ୍ୟ [[ଉତ୍ତର ପ୍ରଦେଶ|ଉତ୍ତର ପ୍ରଦେଶର]] [[ରାଜ୍ୟପାଳ]] (୧୯୬୨-୧୯୬୭) ଥିଲେ ଏବଂ ଶେଷରେ ଓଡ଼ିଶା ପ୍ରଦେଶର [[ମୁଖ୍ୟମନ୍ତ୍ରୀ]] (୧୯୭୧-୧୯୭୨) ଥିଲେ ।<ref>http://orissa.gov.in/e-magazine/orissaannualreference/ORA-2005/pdf/bio-data_of_chief_minister.pdf</ref>
 
== ପ୍ରାରମ୍ଭିକ ଜୀବନ ==
ବିଶ୍ଵନାଥବିଶ୍ବନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ ଓଡ଼ିଶାର [[ଗଞ୍ଜାମ ଜିଲ୍ଲା]]ରେ ଜନ୍ମ ଗ୍ରହଣ କରିଥିଲେ । ସେ [[ରେଭେନ୍ସା ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]]ରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ [[କଲିକତା ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]ରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । [[ମାଡ୍ରାସ]]ଠାରେ ଆଇନ ବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ]]ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାର [[ଛତ୍ରପୁର]] ତାଲୁକା ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
ଓଡ଼ିଶାର ସେବା କ୍ଷେତ୍ରରେ ମହତ୍ଵପୂର୍ଣ୍ଣମହତ୍ବପୂର୍ଣ୍ଣ ଅବଦାନ ଥିବା [[ଲୋକ ସେବକ ମଣ୍ଡଳ]]ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।
 
== ରାଜନୀତି ==
ବିଶ୍ଵନାଥବିଶ୍ବନାଥ ଦାସ [[ମାଡ୍ରାସ]] କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଂଗ୍ରାମରେରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ଵତନ୍ତ୍ରସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ଵତନ୍ତ୍ରସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ଵିତୀୟଦ୍ବିତୀୟ ବିଶ୍ଵଯୁଦ୍ଧବିଶ୍ବଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ରୁ ୧୯୫୨ ପର୍ଯ୍ୟନ୍ତ [[ଭାରତୀୟ ସମ୍ବିଧାନ]] ସଭାର ସଦସ୍ୟ ଥିଲେ । ସେ ଅନେକ ଥର [[ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି]]ର ସଭାପତି ଥିଲେ । ପରେ ୧୯୭୧-୧୯୭୨ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
 
== ଶେଷ ଜୀବନ ==