"ବିଧାନ ସଭା ସଭ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|MLA}}
[[ଭାରତ]] ପ୍ରତି [[ରାଜ୍ୟ]] ପାଇଁ ଗୋଟିଏ ଲେଖାଏଁ ବିଧାନ ସଭା ରହିଛି । [[ସାବାଳକ]] ଭୋଟଦାନ ମାଧ୍ୟମରେ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ଲୋକମାନଙ୍କଦ୍ଵାରାଲୋକମାନଙ୍କଦ୍ବାରା ଲୋକ-ପ୍ରତିନିଧି ଚୟନ କରାଯାଇ ବିଧାନ ସଭା ଗଠିତ ହୁଏ । ବିଧାନ ସଭା ସଦସ୍ୟ ସଂଖ୍ୟା ସର୍ବାଧିକ ୫୦୦ ଓ ସର୍ବନିମ୍ନ ୬୦ ଅଟେ । ତେବେ [[ଭାରତ|ଭାରତର]] କେତେକ ରାଜ୍ୟ-ବିଧାନ ସଭାରେ ୬୦ରୁ କମ ସଂଖ୍ୟକ ଆସନ ଅଛି;- ଯଥା:- [[ସିକିମ]](୩୨), [[ଗୋଆ]], [[ଅରୁଣାଚଳ ପ୍ରଦେଶ]] ଓ [[ମିଜୋରମ]] (ପ୍ରତ୍ୟେକ ୪୦) ।<ref>{{cite web|url=http://www.kkhsou.in/main/polscience/government_state.html|title=KKHSOU|publisher=}}</ref>
== ଓଡ଼ିଶା ବିଧାନ ସଭା ==
ଓଡ଼ିଶା ବିଧାନ ସଭାରେ ସଭ୍ୟସଂଖ୍ୟା [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|୧୪୭]], ତନ୍ମଧ୍ୟରୁ ୨୨ ଓ ୩୪ଟି ଆସନ ଯଥାକ୍ରମେ [[ଅନୁସୂଚିତ ଜାତି]] ଓ [[ଅନୁସୂଚିତ ଜନଜାତି]] ବା [[ଆଦିବାସୀ]]ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ [[ସାଧାରଣ ବର୍ଗ]]ଙ୍କ ପାଇଁ ଉଦ୍ଦିଷ୍ଟ ।
୧୦ କ ଧାଡ଼ି:
# ସେ ଜଣେ ଭାରତୀୟ [[ନାଗରିକ]] ହୋଇଥିବେ ।
# ତାଙ୍କର ବୟସ ୨୫ ବର୍ଷରୁ କମ ହୋଇନଥିବ ।
# [[ସଂସଦ]]ଦ୍ଵାରାଦ୍ବାରା ପ୍ରଣୀତ ନିର୍ବାଚନ ଆଇନ ଅନୁଯାୟୀ ତାଙ୍କର ଅନ୍ୟ ଯୋଗ୍ୟତା ଥିବା ।
 
ଜଣେ ପ୍ରାର୍ଥୀ ନିର୍ବାଚନ ପାଇଁ ଅଯୋଗ୍ୟ ବିବେଚିତ ଯଦି -
୧୬ କ ଧାଡ଼ି:
# ସେ କୌଣସି ସରକାରୀ ଲାଭ ଜନକ ପଦବୀରେ ଥିବେ ।
# ସେ ଯଦି ମସ୍ତିସ୍କ ବିକୃତ ବୋଲି ନାୟାଳୟରୁ ବିବେଚିତ ହୋଇଥିବେ ।
# ସେ ନିଃସ୍ଵନିଃସ୍ବ ହୋଇଥିବେ ।
# ସେ ଯଦି ଅନ୍ୟ ରାଷ୍ଟ୍ରର ନାଗରିକ ହୋଇଥିବେ ।
#