"ବାଲେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Baleswar}}
{{About| 'ବାଲେଶ୍ଵରବାଲେଶ୍ବର ସହର'| 'ବାଲେଶ୍ଵରବାଲେଶ୍ବର ଜିଲ୍ଲା' ପାଇଁ|ବାଲେଶ୍ଵରବାଲେଶ୍ବର ଜିଲ୍ଲା}}
{{Infobox settlement
|official_name = ବାଲେଶ୍ଵରବାଲେଶ୍ବର
|settlement_type = ସହର
| image_skyline = AAD Launch Crop.jpg
୨୪ କ ଧାଡ଼ି:
|subdivision_name1 = [[ଓଡ଼ିଶା]]
|subdivision_type3 = [[ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା|ଜିଲ୍ଲା]]
|subdivision_name3 = [[ବାଲେଶ୍ଵରବାଲେଶ୍ବର ଜିଲ୍ଲା|ବାଲେଶ୍ଵରବାଲେଶ୍ବର]]
| subdivision_type4 = ଭାଷା
| subdivision_name4 =[[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ]]
୪୯ କ ଧାଡ଼ି:
}}
 
'''ବାଲେଶ୍ଵରବାଲେଶ୍ବର''' [[ଓଡ଼ିଶା]]ର ଉତ୍ତରରେ ଥିବା [[ବାଲେଶ୍ଵରବାଲେଶ୍ବର ଜିଲ୍ଲା]]ର ମୁଖ୍ୟ ସହର ଓ ସଦର ମହକୁମା ।
 
ଏହା ଓଡ଼ିଶାର ରାଜଧାନୀ [[ଭୁବନେଶ୍ୱର]] ଠାରୁ ୧୯୪ କିମି ଦୂରରେ ଅବସ୍ଥିତ । ବାଲେଶ୍ୱର ସହରରେ ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ, ସରକାରୀ ଅଫିସ ଆଉ ବେସରକାରୀ କମ୍ପାନିର ପ୍ରଧାନ ଅଫିସ ସବୁ ଅଛି । ବାଲେଶ୍ଵରରବାଲେଶ୍ବରର [[ଚାନ୍ଦିପୁର]] ବେଳାଭୁମି, [[କ୍ଷୀରଚୋରା ଗୋପୀନାଥ ମନ୍ଦିର]], [[ଚନ୍ଦନେଶ୍ଵରଚନ୍ଦନେଶ୍ବର ମନ୍ଦିର]], [[ଭୂଷଣ୍ଡେଶ୍ଵରଭୂଷଣ୍ଡେଶ୍ବର ମନ୍ଦିର]], [[ତାଳସାରି ବେଳାଭୂମି]], [[ପଞ୍ଚଲିଙ୍ଗେଶ୍ଵରପଞ୍ଚଲିଙ୍ଗେଶ୍ବର ମନ୍ଦିର]] ଓ ଆହୁରି ଅନେକ ଦର୍ଶନୀୟ ସ୍ଥାନସବୁ ଅଛି । ବାଲେଶ୍ଵରବାଲେଶ୍ବର [[ଓଡ଼ିଆ ସାହିତ୍ୟ]] ଓ କଳାର ଏକ ମିଳନଭୁମି । [[ଓଡ଼ିଆ ସାହିତ୍ୟ]]ର ଅନେକ ପ୍ରମୁଖ ସ୍ରଷ୍ଟା, [[ଫକୀର ମୋହନ ସେନାପତି]], [[ରାଧାନାଥ ରାୟ]], [[ଦୀନକୃଷ୍ଣ ଦାସ]], [[ମନୋଜ ଦାସ]], [[ବ୍ରଜନାଥ ରଥ]], [[କମଳାକାନ୍ତ ଲେଙ୍କା]]ଙ୍କର ଏହା ଜନ୍ମଭୂମି ।
 
== ଇତିହାସ ==
[[ଫାଇଲ:StateLibQld 1 148311 Monongamela (ship).jpg|thumb|150px|ମନଁଗମେଳା, ନଉବଣିଜ କାଳର ଏକ ଡଚ ଜାହାଜ]]
ଅତୀତରେ ବାଲେଶ୍ଵରବାଲେଶ୍ବର ଥିଲା ଓଡ଼ିଶାର ଏକ ନୌବାଣିଜ୍ୟ ବନ୍ଦର । ଫିରିଙ୍ଗି, ଫ୍ରେଞ୍ଚ ଓ ଓଲନ୍ଦାଜମାନଙ୍କ ଜାହାଜ ସବୁ ଏଠାକୁ ଆସୁଥିଲା । ତେବେ ପରେ ବାଲେଶ୍ଵରବାଲେଶ୍ବର ଫିରିଙ୍ଗିମାନଙ୍କ ହାତକୁ ଗଲା ।
 
୧୭୬୩ରେ ବାଲେଶ୍ଵରବାଲେଶ୍ବର ଡାନିସମାନଙ୍କ ଅଧିକାରରେ ଥିଲା, ତା ପରେ କମ ଗହୀର ବନ୍ଦର ପାଇଁ ଡାନିସମାନେ ଏହାକୁ ଆଉ ବ୍ୟବହାର ନ କରିବାକୁ ଭାବିଲେ । ଆଉ ତାପରେ ଫିରିଙ୍ଗିମାନେ ଏଠାରେ ନିଜର ପତିଆରା ବଢେଇବାକୁ ଲାଗିଲେ ।
 
ବାଲେଶ୍ଵରବାଲେଶ୍ବର ଦୁଇହଜାର ବର୍ଷର ନଗରୀ । ବହୁ ପୁରାତନ କାଳରୁ ବାଲେଶ୍ଵରବାଲେଶ୍ବର ଏକ ଉନ୍ନତ ବନ୍ଦର ଥିଲା ଓ ଉତ୍କଳୀୟ ନୌବାଣିଜ୍ୟର ପେଣ୍ଠସ୍ଥଳ ଥିଲା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣାସୁରର ନାମ ଅନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶ୍ଵାସବିଶ୍ବାସ କରାଯାଇଥାଏ । ପୁରାତନ ଓଡ଼ିଆ କବି ଶିଶୁ ଶଙ୍କର ଦାସଙ୍କ ‘ଉଷାଭିଳାଷ’ କାବ୍ୟରେ ବାଣାସୁରର ଝିଅ ଓ କାବ୍ୟନାୟିକା ‘ଉଷା’ର ଜନ୍ମସ୍ଥଳୀ ଥିଲା ବାଲେଶ୍ଵରବାଲେଶ୍ବର । ବାଣାସୁରର ରାଜ୍ୟ [[ସୁବର୍ଣ୍ଣରେଖା]] ଠାରୁ [[ବୈତରଣୀ]] ଯାଏଁ ବ୍ୟାପୀଥିଲା ଓ ଏହି ରାଜ୍ୟର ରାଜଧାନୀ ଥିଲା ‘ଶୋଣିତପୁର’ ଯାହା ଆଜିର [[ସୁନହଟ]] । ଭଗବାନ ଶ୍ରୀକୃଷ୍ଣ ଓ ବାଣାସୁର ମଧ୍ୟରେ ହୋଇଥିବା ଯୁଦ୍ଧ ଏହିଠାରେ ସଙ୍ଘଟିତ ହୋଇଥିଲା । <ref>[[ଆର୍ତ୍ତବଲ୍ଲଭ ମହାନ୍ତି]], ମୁଖବନ୍ଧ, ''[[ଉଷାଭିଳାଷ]]'', [[ଶିଶୁ ଶଙ୍କର ଦାସ]]</ref> ଏଠାରେ କଳା ଓ ବାଣିଜ୍ୟର ସମାଗମ ଘଟିଥିଲା। [[ଓଡ଼ିଆ ସାହିତ୍ୟ]]ର ବହୁ ସମକାଳୀନ କବି ଓ ଲେଖକଙ୍କର ଜନ୍ମ ଏହିଠାରେ ହୋଇଅଛି । ଏହାର ପୁରାତନ ନାମ “କୋଶମ୍ବ” ଥିଲା ବୋଲି ଗ୍ରୀକ ଭୌଗଳିକ ଟଲେମି ତାଙ୍କ ବହିରେ ଲେଖିଛନ୍ତି । ଏହାଛଡ଼ା ‘ପିପିଲି ବନ୍ଦର’ ଓଡ଼ିଆ [[ସାଧବ]] ପୁଅମାନଙ୍କ ବିଦେଶ ବେପାର ବଣିଜ କାଳରେ ଏକ ପ୍ରମୁଖ ବନ୍ଦର ଥିଲା । [[ଖରିଦପିପ୍ପଳ]], [[ଝାଡ଼ପିପ୍ପଳ]] ଭଳି ଗାଆଁ ସବୁ ଏହି ନାମରୁ ଆସିଅଛି । ନବମରୁ ୧୨ସ ଶତାବ୍ଦୀମଧ୍ୟରେ ଯେଉଁ ନାଥ[[ସିଦ୍ଧ]] ଚାରଣ କବିମାନେ [[ଚର୍ଯାଗୀତିକା]] ରଚନା କରି ଓଡ଼ିଆ ସାହିତ୍ୟର ମୂଳଦୁଆ ପକାଇଥିଲେ ଯାହା କ୍ରମେ [[ବଙ୍ଗଳା ଭାଷା|ବଙ୍ଗଳା]], [[ଅସିମିୟା ଭାଷା|ଅସିମିୟା]] ଭାଷା ସାହିତ୍ୟକୁ ପୁଷ୍ଟ କରିଥିଲା ସେମାନଙ୍କ ମଧ୍ୟରୁ କେତେକଙ୍କ ଜନ୍ମ ବାଲେଶ୍ଵରରେବାଲେଶ୍ବରରେ ହୋଇଥିଲା ।<ref name="Prahlad Mohanty">ପ୍ର. ପ୍ରହଲାଦ ଚରଣ ମହାନ୍ତି</ref> ଏହାଛଡ଼ା ପୁରୀ ଗୋବର୍ଦ୍ଧନ ମଠର ଦଶମ ଶଙ୍କରାଚାର୍ଯ୍ୟ ତଥା ଭାଗବତର ଟୀକାକାର [[ଶ୍ରୀଧର ସ୍ଵାମୀସ୍ବାମୀ]] ଓ ବିକ୍ଷାତ ଦାର୍ଶନିକ [[ବଳଦେବ ବିଦ୍ୟାଭୂଷଣ]] ଏଠାରେ ଜନ୍ମ ନେଇଥିଲେ ଏହିଠାରେ ଜନ୍ମ ନେଇଥିଲେ ।।<ref name="Prahlad Mohanty" />
 
ରୀତିଯୁଗର ପ୍ରଥିତଯଶା କବି [[ଦୀନକୃଷ୍ଣ ଦାସ]] ବାଲେଶ୍ଵରରବାଲେଶ୍ବରର [[ରାଇବଣିଆ]]ରେ ଥିବା [[ମୁଣତୁଣିଆ]] ଗାଆଁରେ ଜନ୍ମଲଭ କରିଥିଲେ । ତାଙ୍କର ‘ରସକଲ୍ଲୋଳ’, ‘ରସବିନୋଦ’ ଓଡ଼ିଆ କାବ୍ୟଧାରାର ଏକ ମହାନ କୃତି । ସେହି ସମୟରେ [[ଖୁଲୁଡ଼ା]]ଠାରେ କବି କେଶବ ଚନ୍ଦ୍ର ଚଣ୍ଡ ମଧ୍ୟ ଓଡ଼ିଆ ସାହିତ୍ୟକୁ ନିଜ ରଚନାରେ ପୁଷ୍ଟ କରିଅଛନ୍ତି । କବିବର [[ରାଧାନାଥ ରାୟ]], ବ୍ୟାସକବି [[ଫକୀର ମୋହନ ସେନାପତି]] ଓ ଅବିଭକ୍ତ ବାଲେଶ୍ଵରବାଲେଶ୍ବର ଜିଲ୍ଲା ଓ ଏବେକାର [[ଭଦ୍ରକ ଜିଲ୍ଲା]]ର କବି କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]], ଚାରଣ କବି [[ବାଞ୍ଛାନିଧି]], [[ଚିନ୍ତାମଣି]], [[କୃଷ୍ଣକାନ୍ତ]], [[ପଦ୍ମଚରଣ]] ପ୍ରମୁଖଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅନେକ ।
 
== ଭୂଗୋଳ ==
ଓଡ଼ିଶାର ପୂର୍ବରେ ଥିବା ଜିଲ୍ଲା ବାଲେଶ୍ଵରବାଲେଶ୍ବର । [[ଭାରତ]]ର ଦକ୍ଷିଣ ପୂର୍ବ ଉପକୂଳରେ ବଙ୍ଗୋପସାଗର କଡ଼ରେ ଏହା ଅଛି । ଏହା ୨୧°୩୦`ଉତ୍ତର, ୮୬°୫୬` ପୂର୍ବରେ ଅଛି । ବାଲେଶ୍ଵରବାଲେଶ୍ବର ୩୦୭୬&nbsp;କିମିର ଜାଗାରେ ବ୍ୟାପିଛି ।
 
ଦକ୍ଷିଣ-ପୂର୍ବ ପର୍ବତ ମାଳାର ତିନୋଟି ଅଞ୍ଚଳ ବାଲେଶ୍ଵରବାଲେଶ୍ବର ଭିତରେ ଅଛି । [[ବାରିପଦା]] ଠରୁ ୨୫ କି.ମି. ଦୁରରେ ଅବସ୍ଥିତ । ବାଲେଶ୍ଵରରେବାଲେଶ୍ବରରେ ଅନେକ ଜଙ୍ଗଲ ଓ ଖଣିମାନ ରହିଅଛି । ଏଠାରେ [[ବୁଢ଼ା ବଳଙ୍ଗ]] ଓ [[ସୁବର୍ଣ୍ଣରେଖା]] ନଦୀ ବହୁଅଛି ଆଉ ୩୮୨୪ ଫୁଟ ଉଚ୍ଚର ମହାଗୀରି ପର୍ବତ ଅଛି ।
 
ବାଲେଶ୍ଵରରେବାଲେଶ୍ବରରେ ସମୁଦ୍ର ମୁହାଣକୁ ଛୁଇଁଥିବା ଅନେକ ନଇ ଓ ଶାଖାନଇ ରହିଅଛି । ବାଲେଶ୍ଵରରବାଲେଶ୍ବରର ଜଳସେଚନ ଚାରିଆଡ଼େ ବ୍ୟାପିଛି । ବାଲେଶ୍ଵରକୁବାଲେଶ୍ବରକୁ ବାଲିର ସହର ମଧ୍ୟ କୁହାଯାଏ ।
 
== ଲୋକସଂଖ୍ୟା ==
[[ଫାଇଲ:Balasoretraffic.jpg|thumb|right|250px|ବାଲେଶ୍ଵରବାଲେଶ୍ବର ଷ୍ଟେସନ ଛକ]]
୨୦୧୧ ଜଣଗଣନା ଅନୁସାରେ,<ref>[http://censusindia.gov.in/towns/ori_towns.pdf Alphabetical list of towns and their population], ଭାରତୀୟ ଜନଗଣନା, ୨୦୧୧</ref> ବାଲେଶ୍ଵରରବାଲେଶ୍ବରର ଲୋକସଂଖ୍ୟା ୧,୫୬,୪୩୦ । ପୁରୁଷ ସଂଖ୍ୟା ୮୨,୧୦୬ ଓ ମହିଳା ସଂଖ୍ୟା ୭୪,୩୨୪ ।
ବାଲେଶ୍ଵରରବାଲେଶ୍ବରର ସାକ୍ଷରତା ହାର ୮୬%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫%ରୁ ବେଶି | ଲୋକସଖ୍ୟାର ୧୧% ଛ ବର୍ଷରୁ କମ ।
 
== ସହର ନଜର ==
ବାଲେଶ୍ଵରରବାଲେଶ୍ବରର '''[[ଗଜା]]''' ସାରା ଓଡ଼ିଶାରେ ଜଣାଶୁଣା । ବାଲେଶ୍ଵରବାଲେଶ୍ବର ସହରରେ ଅନେକ ପୁରୁଣା ଓ ଖାଣ୍ଟି [[ଓଡ଼ିଆ ଖାଦ୍ୟ|ଓଡ଼ିଆ ମିଠା]] ସବୁ ମିଳିଥାଏ ।
 
୧୯୮୯ଠାରୁ ବାଲେଶ୍ଵରରବାଲେଶ୍ବରର ଚାନ୍ଦିପୁରଠାରେ ଗୋଲାବାରୁଦ ଓ କ୍ଷେପଣାସ୍ତ୍ର ପରିକ୍ଷଣ ଘାଟି ରହିଅଛି. ଅଗ୍ନି, ପୃଥିବି, ନାଗ, ତ୍ରିଶୁଳ, ବହ୍ମୋସ ଆଦି ଅନେକ କ୍ଷେପଣାସ୍ତ୍ର ପର ପରିକ୍ଷଣ ଏଠାରେ କରାଯାଇଛି .
 
== ବେପାର ବଣିଜ ==
ବାଲେଶ୍ଵରବାଲେଶ୍ବର ସହର ବାଲେଶ୍ଵରବାଲେଶ୍ବର ଜିଲ୍ଲାର ସବୁଠୁ ବଡ଼ ସହର । ଚାଷବାସ, କଳକାରଖାନା, ମାଛଧରା ଆଦି ଏଠାକାର ମୁଳବେଉସା। ନୁଆ ବଜାର, ମୋତିଗଞ୍ଜ, ବିବେକାନନ୍ଦ ମାର୍ଗ, ଫକିରମୋହନ ଗୋଲେଇ, ଷ୍ଟେସନ ଛକ, ଆଇଟିଆଇ ଛକ, କଚେରି ବଜାର, ନୁଆସାହି ଆଦି ଏଠାକାର ବେପାର ବଣିଜର ମୁଳ ।
ବାଲେଶ୍ଵରରବାଲେଶ୍ବରର '''[[ଜଉ କଣ୍ଢେଇ]]''' ବିରଳ, କୋଟିକମ କରା ଓ ନାମକରା ।
ଓଡ଼ିଶାର କଳା, ସାହିତ୍ୟ, ଚଳଣି, ଖାଇବା ପିଇବା, ଚାଷବାସ ଓ କଳକାରଖାନାର ବିକାଶରେ ବାଲେଶ୍ଵରବାଲେଶ୍ବର ଏକ ମୁଖ୍ୟ ସ୍ଥାନ ଗ୍ରହଣ କରିଅଛି ।
ଏଠାରେ ବିରଳା ଟାୟାର୍ସ, ଇମାମି କାଗଜ କଳ, ଅରିପ୍ଳାସ ପ୍ଳାସଟିକ କାରଖାନା ଓ ଆହୁରି ଅନେକ କଳ କାରଖାନା ଅଛି ।
ଏଠାରେ ବିଦ୍ୟୁତ୍ ବିଭାଗ(NESCO)ର ବାଲେଶ୍ୱର, ମୟୁରଭଞ୍ଜ,ଭଦ୍ରକ,କେନ୍ଦୁଝର,ଯାଜପୁର ୫ଟି ଜିଲ୍ଲାର ମୂକ୍ଷ୍ୟ କାର୍ଯ୍ୟାଳୟ ରେମୁଣା ଗୋଲେଇ ସ୍ଥିତ ଗ୍ରିଡ୍ ନିକଟରେ ଅବସ୍ଥିତ ୥|
 
== ଗମନାଗମନ ==
ବାଲେଶ୍ଵରବାଲେଶ୍ବର ରେଳ ଷ୍ଟେସନ [[ଚେନ୍ନାଇ]]ରୁ [[କଲିକତା]] ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ . ଜାତୀୟ ରାଜପଥ-୫/ଜଗନ୍ନାଥ ସଡ଼କ କଲିକତାରୁ ଚେନ୍ନାଇ ଯାଇଛି ଓ ଚାରି ଲେନବାଲା ଜାତୀୟ ରାଜପଥ-୬୦ ବାଲେଶ୍ଵରରୁବାଲେଶ୍ବରରୁ କଲିକତା ଯାଇଛି.
 
ପାଖରେ ଥିବା ବିମାନଘାଟି ହେଲା [[ଭୁବନେଶ୍ୱର]] (୧୯୮ କି.ମି.) ଓ କଲିକତା (୨୪୭ କି.ମି.) ।
 
[[ଭଦ୍ରକ]], [[ଯାଜପୁର]], [[କଟକ]], ଭୁବନେଶ୍ୱର, [[କୋରାପୁଟ]], [[ରାଉରକେଲା]], [[ସମ୍ବଲପୁର]], [[ବରଗଡ଼]] ଓ ଓଡ଼ିଶାର ବାକି ସହରମାନଙ୍କ ସହ ବାଲେଶ୍ଵରବାଲେଶ୍ବର ବସ ଓ କାର ଆଦିରେ ଭଲ ଭାବେ ଜୋଡ଼ା । ବାଲେଶ୍ଵରଠୁବାଲେଶ୍ବରଠୁ ୬୦କିମି ଦୁରରେ [[ବାରିପଦା]] |
 
== ପର୍ଯ୍ୟଟନ ==
* [[ଚାନ୍ଦିପୁର ବେଳାଭୂମି]]: ଏହା ବାଲେଶ୍ଵରରବାଲେଶ୍ବରର ଏକ ସୁନ୍ଦର ବେଳାଭୁଇଁ । ଏହା ବାକି ବେଳାଭୁଇଁ ଠାରୁ ଅଲଗା, ଏଠାରେ ଲହଡ଼ି କେବଳ ଭୋର ଓ ରାତିରେ ଦେଖିବାକୁ ମିଳେ । ଦିନସାରା ସମୁଦ୍ରର ୩-୪ ମାଇଲ ଜାଏଁ କେବେ ଲହଡି଼ ଆସେ ନାହିଁ । ପିକନିକ ଓ ବୁଲାବୁଲି ପାଇଁ ଏକ ସୁନ୍ଦର ଜାଗା ।
* [[ବାଲିଘାଟ ବନ୍ଦର]]: ଏହା ସହରର ଏକ ମୁଣ୍ଡରେ ଥିବା ଏକ ପୁରାତନ ବନ୍ଦର ।
 
* ଭୁଜାଖିଆ ପିର: [[ସୁନହଟ]]ରେ ଥିବା [[ଭୁଜାଖିଆ ପିର]] ହିନ୍ଦୁ ଓ ମୁସଲିମମାନଙ୍କ ଏକତାର ପ୍ରତିରୂପ । ଆସ୍ଥାନା ସରିଫ ହଜରତ ପିରବାବା ଏଠାରେ ହଇଜା ରୋଗିଙ୍କର ସେବା ପାଇଁ ଆସିଥିଲେ, ତାଙ୍କ ପରେ ଏହା ଏକ ତିରିଥଭୂଇଁ ପାଲଟି ଯାଇଛି, ବାଲେଶ୍ଵରିବାଲେଶ୍ବରି ଲୋକ ଭାଷାରେ [[ଭୁଜା]]ର ଅର୍ଥ [[ମୁଢ଼ି଼]], ବାବାଙ୍କର ମୁଢ଼ି଼ରେ ଥିଲା ଭାରି ସରଗ, ଆଉ ସେଇଠି ପାଇଁ ଏ ଜାଗାର ନାମ ଭୁଜାଖିଆ ପିର ।
 
* '''ଗାନ୍ଧି ସ୍ମୃତି ଭବନ''': ଏହା ସହର ଉପକଣ୍ଠରେ ଥିବା ଏକ ପୁରୁଣା ସଭା ଭବନ ଯେଉଁଠାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ ।
 
* [[ତାଳସାରି ବେଳାଭୂମି]]: ବାଲେଶ୍ଵରରବାଲେଶ୍ବରର ଆଉ ଏକ ସୁନ୍ଦର ବେଳାଭୂଇଁ ଅଛି ।
* ପୁରୀ, ବାରିପଦା ଓ କୋରାପୁଟ ପରେ [[ନୀଳଗିରି]]ର [[ଜଗନ୍ନାଥ ମନ୍ଦିର, ନୀଳଗିରି|ଜଗନ୍ନାଥ ମନ୍ଦିର]] ରଥଯାତ୍ରା ଭାରି ନାମକରା ।
* [[ଧାମରା]] ବାଲେଶ୍ଵରବାଲେଶ୍ବର ଭୂଇଁର ଆଉ ଏକ ସୁନ୍ଦର ବନ୍ଦର ଓ ଗୋଳାବାରୁଦ ପରଖ ପାଇଁ ଜଣାଶୁଣା ।
* [[ଭୁଷଣ୍ଡେଶ୍ଵରଭୁଷଣ୍ଡେଶ୍ବର]]ଠାରେ ରହିଛି [[ଏସିଆ]]ର ସବୁଠୁ ବଡ଼ ଶିବଲିଙ୍ଗ ।
* [[ଚନ୍ଦନେଶ୍ଵରଚନ୍ଦନେଶ୍ବର ମନ୍ଦିର]]: ଜଣାଶୁଣା ଶିବପିଠ | ଏଠାକାର '''ଜାଗର ମେଳା''' ପାଇଁ ଚାରିଆଡୁ ଭକତଙ୍କ ସୁଅ ଛୁଟେ ।
 
ବାଲେଶ୍ଵରଠାରେବାଲେଶ୍ବରଠାରେ [[ଓଡ଼ିଆ ସାହିତ୍ୟ]]ର ବ୍ୟାସକବି, ପ୍ରଥମ କ୍ଷୁଦ୍ର ଗଳପର ଲେଖାଳି ଓ [[ଓଡ଼ିଆ ଭାଷା]] ଆନ୍ଦୋଳନର ପୁରୋଧା [[ଫକିର ମୋହନ ସେନାପତି]], କବିବର [[ରାଧାନାଥ ରାଏ]], ଭକ୍ତ କବି [[ଦିନକୃଷ୍ଣ ଦାସ]] ଓ ଔପନ୍ୟାସିକ ତଥା ଗାଳ୍ପିକ [[ମନୋଜ ଦାସ]] ଜନ୍ମ ନେଇଥିଲେ ।
 
== ଶିକ୍ଷା ==
=== କଲେଜ ଓ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ ===
* [http://www.fmuniversity.nic.in ଫକୀର ମୋହନ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ, ବ୍ୟାସବିହାର, ବାଲେଶ୍ଵରବାଲେଶ୍ବର]
* [http://www.rjsms.org/ ଆର. ଜେ ସ୍କୁଲ ଅଫମାନେଜମେଣ୍ଟ]
* [http://www.bcetOdisha.org ବାଲେଶ୍ଵରବାଲେଶ୍ବର କଲେଜ ଅଫ ଇଞ୍ଜିନିଅରିଙ୍ଗ ଆଣ୍ଡ ଟେକନୋଲୋଜି]
* [http://abaindia.com/ ଏକାଡେମି ଅଫ ବିଜନେସମାନେଜମେଣ୍ଟ]
* [http://www.fmcollege.nic.in/ ଫକୀର ମୋହନ ସ୍ଵୟଂଶାସିତସ୍ବୟଂଶାସିତ କଲେଜ, ବାଲେଶ୍ଵରବାଲେଶ୍ବର]
* [[କୁନ୍ତଳାକୁମାରୀ ମହାବିଦ୍ୟାଳୟ]]
* [http://ritbalasore.net/ ଆର.ଆଇ.ଟି]
* [http://www.satyasaienggcollege.com/ ସତ୍ୟସାଇ ଇଞ୍ଜିନିଅରିଙ୍ଗ କଲେଜ]
* [http://www.bsebalasore.org/ ବାଲେଶ୍ଵରବାଲେଶ୍ବର ସ୍କୁଲ ଅଫ ଇଞ୍ଜିନିଅରିଙ୍ଗ]
 
=== ସ୍କୁଲ ===
{{div col|3}}
* ବାଲେଶ୍ଵରବାଲେଶ୍ବର ଜିଲା ସ୍କୁଲ
* ପବ୍ଲିକ ହାଇସ୍କୁଲ
* ବାଲେଶ୍ଵରବାଲେଶ୍ବର ପୋଲିସ ହାଇସ୍କୁଲ
* ଟାଉନ ହାଇସ୍କୁଲ
* [http://www.kvbalasore.org/ ବାଲେଶ୍ଵରବାଲେଶ୍ବର କେନ୍ଦ୍ରିୟ ବିଦ୍ୟାଳୟ]
* ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲ
* ମହର୍ଷି ବିଦ୍ୟା ମନ୍ଦିର
୧୪୬ କ ଧାଡ଼ି:
 
== ବାହାର ଆଧାର ==
* [http://baleswar.nic.in/ ବାଲେଶ୍ଵରବାଲେଶ୍ବର ଜିଲ୍ଲା ସରକାରୀ ପୋର୍ଟାଲ]
* [http://www.astronautix.com/sites/balasore.htm ଏନସାଇକ୍ଲୋପିଡ଼ିଆ ଆଷ୍ଟ୍ରୋନଟିକାରେ ବାଲେଶ୍ଵରବାଲେଶ୍ବର]
 
{{ବାଲେଶ୍ବର}}
{{ବାଲେଶ୍ଵର}}
{{ଓଡ଼ିଶାର ସହର}}
{{ଓଡ଼ିଶା}}
 
[[ଶ୍ରେଣୀ:ବାଲେଶ୍ଵରବାଲେଶ୍ବର ଜିଲ୍ଲାର ଗାଆଁ ଓ ସହର]]
"https://or.wikipedia.org/wiki/ବାଲେଶ୍ୱର"ରୁ ଅଣାଯାଇଅଛି