"କବିସୂର୍ଯ୍ୟ ବଳଦେବ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୧ କ ଧାଡ଼ି:
}}
 
'''ବଳଦେବ ରଥ''' (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଓଡ଼ିଆ ସାହିତ୍ୟ|ରୀତି ଯୁଗ]]ର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ଵରସଂଯୋଜନାସ୍ବରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର [[ଢୁମ୍ପା ସଙ୍ଗୀତ|ଢୁମ୍ପା ସଙ୍ଗୀତକୁ]] କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ<ref name="Garg1992">{{cite book|author=Gaṅgā Rām Garg|title=Encyclopaedia of the Hindu World|url=http://books.google.com/books?id=w9pmo51lRnYC&pg=PA78|year=1992|publisher=Concept Publishing Company|isbn=978-81-7022-374-0|pages=78–}}</ref> ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
[[File:Janana Baladeba Ratha (Odia).ogg|thumb|ଜଣେ ବ୍ୟକ୍ତିଙ୍କଦ୍ଵାରାବ୍ୟକ୍ତିଙ୍କଦ୍ବାରା କବିସୂର୍ଯ୍ୟ ବଳଦେବ ରଥଙ୍କ "କେହି ସରିକି ପ୍ରଭୁପଣେ ନୀଳାଦ୍ରି କେଶରୀକି" ଜଣାଣ ଗାନ]]
[[File:Baladev Rath statue at Berhampur.jpg|thumb| ବ୍ରହ୍ମପୁର ଆସ୍କା ରୋଡ଼ ନିକଟରେ ଥିବା ବଳଦେବ ରଥଙ୍କ ପ୍ରତିମୂର୍ତି]]
 
୪୩ କ ଧାଡ଼ି:
 
ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ [[ପୁରୀ ଜିଲ୍ଲା]]ର ମଣିପୁର ଶାସନରୁ ଆସି [[ବଡ଼ଖେମୁଣ୍ଡି ଗଡ଼]]ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ [[ଓଡ଼ିଶା]]ର [[ଗଞ୍ଜାମ ଜିଲ୍ଲା]]ର [[ବଡ଼ଖେମୁଣ୍ଡି ଗଡ଼]]ରେ ଜନ୍ମ ନେଇଥିଲ ।<ref>{{cite web |title=ଜିଲ୍ଲା ସମ୍ବନ୍ଧରେ |url=https://ganjam.nic.in/od/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%A8%E0%AD%8D%E0%AC%A7%E0%AC%B0%E0%AD%87/ |website=ganjam.nic.in |accessdate=13 August 2018}}</ref><ref>[http://orissadiary.com/personality/poet/Kabi%20Surya%20Baladeba%20Rath.asp Kabi Surya Baladeba Rath]</ref> ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରିଥିଲେ; ମାତ୍ର ଦଶବର୍ଷ ବୟସରେ ତାହାଙ୍କର ମାଆଙ୍କ ଦେହାନ୍ତ ଘଟିବାରୁ ତାଙ୍କୁ ଅଜା ତ୍ରିପୁରାରି ହୋତାଙ୍କ (କେତେକଙ୍କ ମତରେ ଓତା) ଯତ୍ନରେ ରହି ବିଦ୍ୟା ଶିକ୍ଷା କରିବାକୁ ହୋଇଥିଲା । [[ଜଗନ୍ନାଥ|ଶ୍ରୀଜଗନ୍ନାଥ]]ଙ୍କ ଦର୍ଶନ ଉଦ୍ଦେଶ୍ୟରେ [[ପୁରୀ]] ଯାଇ ସେ ଆପଣାର କବିପ୍ରତିଭା ଲାଗି [[ପୁରୀ]]ର ଗଜପତି ରାଜା ମୁକୁନ୍ଦଦେବଙ୍କ ଠାରୁ 'କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର' ଉପାଧି ପାଇଥିଲେ । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା: ୧୭୯</ref>
କବିସୂର୍ଯ୍ୟ [[ବଳଦେବ ରଥ]]ଙ୍କ ବିଷୟରେ ଅନ୍ୟ ଏକ ମଧୁର କିମ୍ବଦନ୍ତୀ ରହିଛି ଏବଂ ତା ହେଉଛି ସେ ଠାକୁରାଣୀ [[ଭୂବନେଶ୍ଵରୀଭୂବନେଶ୍ବରୀ]]ଙ୍କ କ୍ଷୀର ପାନ କରିବା କଥା । ଆଉ ଯାହା ବିଶ୍ବାସ କରାଯାଏ ଯେ, ବଳଦେବ ମାଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟର ପରିଚୟ ବହନ କରିଥିଲେ । ଲୋକକଥା ଅନୁଯାୟୀ ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ହୋଇଥିଲା ତାଙ୍କ ମା ପରଲୋକ ଗମନ କରିଥିଲେ । ମା'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା [[ତ୍ରିପୁରାରୀ ଓତା|ତ୍ରୀପୁରାରି ଓତା]] ତାଙ୍କର ସବୁ ଲାଳନପାଳନର ଦାୟିତ୍ଵଦାୟିତ୍ବ ନେଇଥିଲେ । ଏଇଠାରୁ ବଳଦେବ କବିତା ରଚନା କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ ।<ref>{{cite web|last=ଡାକୁଆ|first=ରାମକୃଷ୍ଣ|title=ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା|url=http://www.ameodia.com/?p=3816|publisher=ଆମେ ଓଡ଼ିଆ - ମାସିକ ପତ୍ରିକା|accessdate=11 October 2015}}</ref>
 
== ରଚନାରେ ଭାଷା ==