"ବନ୍ଦେ ମାତରମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୮ କ ଧାଡ଼ି:
}}
 
'''<big>ବନ୍ଦେ ମାତରମ</big>''' ଏକ ରାଷ୍ଟ୍ର ଭକ୍ତି କବିତା ଯାହା [[ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ]]ଙ୍କଦ୍ଵାରାଙ୍କଦ୍ବାରା ୧୮୮୨ ମସିହାରେ [[ଆନନ୍ଦ ମଠ]] ଉପନ୍ୟାସରେ ଲେଖାଯାଇଥିଲା । <ref name=Lipner>{{cite book|last=Julius|first=Lipner|title=Anandamath|year=2005|publisher=OUP|location=Oxford, UK|isbn=9780195178586|pages=27-59}}</ref> ଏହା [[ସଂସ୍କୃତ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । <ref name="mustard">Suresh Chandvankar, [http://www.mustrad.org.uk/articles/mataram.htm Vande Mataram] (2003) at ''Musical Traditions'' (mustrad.org.uk)</ref> ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା [[ଦୁର୍ଗା]]ଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ଵାଧୀନତାସ୍ବାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ [[ରବୀନ୍ଦ୍ରନାଥ ଠାକୁର]] ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
 
== ଇତିହାସ ଓ ଉପଯୋଗୀତା ==
=== ବର୍ଣ୍ଣନା ===
[[ବଙ୍କିମ ଚନ୍ଦ୍ର ଚାଟାର୍ଜୀ]] ନୂଆକରି ତିଆରି ହୋଇଥିବା [[କଲିକତା ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]ର ଜଣେ ସ୍ନାତକ ଥିଲେ । ପଢ଼ା ପରେ ସେ ପ୍ରଥମେ ଜିଲା ମାଜିଷ୍ଟ୍ରେଟ ଓ ପରେ ଜିଲାପାଳ ଭାବରେ କାମ ଆରମ୍ଭ କରିଥିଲେ । ସେ [[୧୮୫୭ର ଆନ୍ଦୋଳନ]] ବିଷୟରେ ଜାଣିବାକୁ ଇଚ୍ଛୁକ ଥିଲେ । <!-- Revolt of 1857]]--><ref name=Lipner /> ସେତେବେଳର ଫିରିଙ୍ଗି ସରକାର ''ଗଡ଼ ସେଭ ଦି କୁଇନ'' (God Save the Queen)କୁ ଜାତୀୟ ଗାନ କରିବାକୁ ଚେଷ୍ଟା ଚଳାଇଥିଲା ଯାହାକୁ ସ୍ଵାଧୀନତାବାଦୀମାନେସ୍ବାଧୀନତାବାଦୀମାନେ ଗ୍ରହଣ କରିନଥିଲେ ଯାହା ତାଙ୍କୁ ଏହି କବିତା ଲେଖିବାକୁ ପ୍ରେରଣା ଦେଇଥିଲା, ଏହା ବେଳକୁ ସରକାରୀ ସ୍ତରରେ ଅନୁମୋଦିତ ହୋଇଥିଲା ।<ref name="mustard" />
 
=== ଭାରତୀୟ ସ୍ଵାଧୀନତାସ୍ବାଧୀନତା ସଂଗ୍ରାମ ===
[[ଫାଇଲ:Flag of India 1907 (Nationalists Flag).svg|thumb|220px|[[ଭିକାଜୀ କାମା]]ଙ୍କ ଦେଇ ୧୯୦୭ରେ ତିଆରି ଜାତୀୟ ପତାକା]]
''"ବନ୍ଦେ ମାତରମ"'' [[ଭାରତୀୟ ସ୍ଵାଧୀନତାସ୍ବାଧୀନତା ଆନ୍ଦୋଳନ|ଭାରତୀୟ ସ୍ଵାଧୀନତାସ୍ବାଧୀନତା]] କାଳରେ ଫିରିଙ୍ଗିମାନଙ୍କ ବିରୋଧରେ ଏକ ଗାନ ଥିଲା । ଅନେକ ଧାରଣା, ଅନଶନରେ "ବନ୍ଦେ ମାତରମ" ବୋଲି ସ୍ଳୋଗାନ ଦିଆଯାଉଥିଲା । ଫିରିଙ୍ଗିମାନେ ଭୟଭୀତ ହୋଇ ଏହାକୁ ଅନ୍ୟାୟ ଭାବରେ ଘୋଷଣା କରି ବନ୍ଦେ ମାତରମ ବୋଲୁଥିବା [[ଭାରତୀୟ ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ]] <!--[[Freedom_fighters_of_India]]-->ମାନଙ୍କୁ ଜେଲରେ ଭର୍ତି କରୁଥିଲେ । [[ଲାଲା ଲଜପତ ରାୟ]] [[ଲାହୋର]] ଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାମ ଥିଲା "ବନ୍ଦେ ମାତରମ" ।<!--<ref name="mustard" />--> [[ହୀରାଲାଲ ସେନ]] ୧୯୦୫ରେ ଭାରତର ପ୍ରଥମ ରାଜନୀତିକ ଫିଲ୍ମ ତିଆରି କରିଥିଲେ ଯାହାର ଅନ୍ତରେ "ବନ୍ଦେ ମାତରମ" ଥିଲା ।<ref name="Local">{{cite book
| last = Chakrabarty
| first = Bidyut