"ବଚେନ୍ଦ୍ରୀ ପାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୨ କ ଧାଡ଼ି:
}}
'''ବଚେନ୍ଦ୍ରୀ ପାଲ''' (ଜନ୍ମ: ୨୪ ମେ ୧୯୫୪) [[ଏଭେରେଷ୍ଟ ଶୃଙ୍ଗ]]ରେ ପାଦ ଥାପିଥିବା ପ୍ରଥମ ଭାରତୀୟ ମହିଳା ।<ref name="britannica">{{cite web|url=http://www.britannica.com/EBchecked/topic/1912159/Bachendri-Pal|title=Bachendri Pal (Indian mountaineer) – Encyclopedia Britannica|accessdate=11 January 2014}}</ref>
ସେ ଏହି ସଫଳତା ପ୍ରାପ୍ତ କରିବାରେ ବିଶ୍ଵରବିଶ୍ବର ପଞ୍ଚମ ମହିଳା । ବର୍ତ୍ତମାନ ସେ [[ଟାଟା ଷ୍ଟିଲ]] ଇସ୍ପାତ କମ୍ପାନୀରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି ।<ref name="jagran">{{cite news
| url=http://www.jagran.com/jharkhand/west-singhbhum-9209830.html
| title= ବାଚେନ୍ଦ୍ରୀ ପାଲଙ୍କ ସମ୍ପର୍କରେ ଜାଣିବା କଥା
୩୪ କ ଧାଡ଼ି:
 
==ଜୀବିକା==
ବଚେନ୍ଦ୍ରୀଙ୍କ ପାଇଁ ପର୍ବତାରୋହଣର ପ୍ରଥମ ସୁଯୋଗ ତାଙ୍କୁ ୧୨ବର୍ଷ ବୟସ ହେଇଥିବା ବେଳେ ଆସିଥିଲା, ଯେତେବେଳେ ସେ ସ୍କୁଲର ସହପାଠୀମାନଙ୍କସହ ୪୦୦ମିଟର ଉଚ୍ଚର ଏକ ପାହାଡ଼ ଚଢ଼ିଥିଲେ । ୧୯୮୪ରେ ଭାରତର ଚତୁର୍ଥ ଏଭେରେଷ୍ଟ ଅଭିଯାନ ଆରମ୍ଭ ହେଲା । ଏହି ଅଭିଯାନ ପାଇଁ ଯେଉଁ ଦଳ ଗଠନ କରାଗଲା ସେଥିରେ ବଚେନ୍ଦ୍ରୀଙ୍କ ସମେତ ୭ ମହିଳା ଓ ୧୧ ପୁରୁଷଙ୍କୁ ନିଆଗଲା । ଏହି ଦଳଦ୍ଵାରାଦଳଦ୍ବାରା ୨୩ ମଇ ୧୯୮୪ରେ ଅପରାହ୍ନ ଗୋଟେ ସାତ ମିନିଟରେ ୨୯,୦୨୮ଫୁଟ (୮୮୪୮ ମିଟର) ଉଚ୍ଚତାରେ ସାଗରମଥା (ଏଭେରେଷ୍ଟ)ରେ ଭାରତର ଜାତୀୟ ପତାକା ଉଡ଼ାଯାଇଥିଲା । ଏହା ସହ ଏଭେରେଷ୍ଟରେ ସଫଳତାର ସହ ପାଦ ରଖିବାରେ ସେ ବିଶ୍ଵରବିଶ୍ବର ପଞ୍ଚମ ମହିଳା ହେଲେ। ଭାରତୀୟ ଅଭିଯାନ ଦଳର ସଦସ୍ୟ ରୂପେ ଏହି ଏହି ଯାତ୍ରା ସାରିବାର କିଛି ସମଯପରେ ସେ ମହିଳାମାନଙ୍କ ଏକ ଦଳ ଗଠନ କରି ଏହାର ସଫଳ ନେତୃତ୍ଵନେତୃତ୍ବ ନେଇ ପୁଣି ଏଭେରେଷ୍ଟ ଚଢ଼ିଥିଲେ। ସେ ୧୯୯୪ରେ ହରିଦ୍ଵାରରୁହରିଦ୍ବାରରୁ କଲିକତା ପର୍ଯ୍ୟନ୍ତ ଗଙ୍ଗାନଦୀରେ ୨୫୦୦ ଦୀର୍ଘ ଜଳପଥ ଯାତ୍ରାର ନେତୃତ୍ଵନେତୃତ୍ବ ନେଇଥିଲେ । ହିମାଳୟର ଗଳିରେ [[ଭୁଟାନ]], [[ନେପାଳ]], [[ଲେହ]] ଓ [[ସିଆଚେନ]] ଦେଇଯାଇଥିବା [[କାରାକୋରମ ପର୍ବତମାଳା]]ର ୪୦୦୦ କି.ମି. ଲମ୍ବା ଗିରିପଥର ଯାତ୍ରା ସେ ପୂରଣ କରିଥିଲେ, ଯାହାକୁ ଏହି ଦୁର୍ଗମ ଅଞ୍ଚଳରେ ପ୍ରଥମ ମହିଳା ଅଭିଯାନ ବୋଲି କୁହାଯାଏ। <ref>{{cite web|url=http://web.archive.org/http://www.tsafindia.org/mystory.html|title=mystory|publisher=web.archive.org|accessdate=2014-02-19}}</ref><ref>{{cite web|url=http://www.everesthistory.com/climbers/pal.htm|title=EverestHistory.com: Bachendri Pal|accessdate=19 Feb 2014}}</ref><ref>{{cite web|url=http://sports.ndtv.com/othersports/othersports/210099-everest-conquerors-to-the-rescue|title=Everest conquerors to the rescue! – Other Sports - More – NDTVSports.com|accessdate=19 Feb 2014}}</ref>
==ସମ୍ମାନ/ପୁରସ୍କାର==
*ଭାରତୀୟ ପର୍ବତାରୋହଣ ଫାଉଣ୍ଡେସନରୁ ପର୍ବତାରୋହଣରେ ଉତ୍କର୍ଷତା ପାଇଁ ସ୍ଵର୍ଣ୍ଣସ୍ବର୍ଣ୍ଣ ପଦକ (୧୯୮୪)<ref name="ref-139443309">{{cite web|url=https://en.wikipedia.org/wiki/Indian_Mountaineering_Foundation|title=ଭାରତୀୟ ପର୍ବତାରୋହଣ ପ୍ରତିଷ୍ଠାନ - ଉଇକିପିଡ଼ିଆ,ଏକ ଖୋଲା ଜ୍ଞାନକୋଷ|accessdate=19 Feb 2014}}</ref>
*[[ପଦ୍ମଶ୍ରୀ]], (୧୯୮୪)ରେ ସମ୍ମାନିତ।<ref>{{cite web|url=https://en.wikipedia.org/wiki/Padma_Shri_Awards_(1980–89)|title=ପଦ୍ମଶ୍ରୀ ପୁରସ୍କାର (୧୯୮୦-୮୯) - Wikipedia, the free encyclopedia|accessdate=19 Feb 2014}}</ref>
*[[ଉତ୍ତର ପ୍ରଦେଶ]] ସରକାରଙ୍କ ଶିକ୍ଷା ବିଭାଗଦ୍ଵାରାବିଭାଗଦ୍ବାରା ସ୍ଵର୍ଣସ୍ବର୍ଣ ପଦକ (୧୯୮୫)।
*[[ଅର୍ଜୁନ ପୁରସ୍କାର]] (୧୯୮୬) [[ଭାରତ ସରକାର]]ଙ୍କ ଦ୍ଵାରା।ଦ୍ବାରା।
*[[କଲିକତା]] ଲେଡିଜ ଷ୍ଟଡି ଗ୍ରୁପ ପୁରସ୍କାର (୧୯୮୬)।
*[[ଗିନିଜ ବିଶ୍ଵବିଶ୍ବ ରେକର୍ଡ]] (୧୯୯୦)ରେ ଲିପିବଦ୍ଧ।
* ଜାତୀୟ ଦୁଃସହସିକତା ପୁରସ୍କାର [[ଭାରତ ସରକାର]]ଙ୍କଦ୍ଵାରାଙ୍କଦ୍ବାରା (୧୯୯୪)।
*[[ଉତ୍ତର ପ୍ରଦେଶ]] ସରକାରଦ୍ଵାରାସରକାରଦ୍ବାରା ଯଶ ଭାରତୀ ସମ୍ମାନ (୧୯୯୫)।
*[[ହେମବତୀ ନନ୍ଦନ ବହୁଗୁଣା ଗଢବାଲ ବିଶ୍ୱବିଦ୍ୟାଳୟ]]ରୁ ପି. ଏଚ.ଡି.ର ଉତ୍ପାଧି (୧୯୯୭)।
*ସଂସ୍କୃତି ମନ୍ତ୍ରଣାଳୟ, [[ମଧ୍ୟ ପ୍ରଦେଶ]] ସରକାରଙ୍କ ତରଫରୁ ପ୍ରଥମ ବୀରାଙ୍ଗନା ଲକ୍ଷ୍ମୀବାଇ ରାଷ୍ଟ୍ରୀୟ ସମ୍ମାନ (୨୦୧୩-୧୪)<ref>{{cite web|url=http://news.oneindia.in/2013/06/22/bachendri-pal-gets-mp-rashtriya-samman-1243022.html|title=Bachendri Pal gets MP 'Rashtriya Samman' - News Oneindia|accessdate=19 Feb 2014}}</ref><ref>{{cite web|url=http://news.outlookindia.com/items.aspx?artid=801445|title=Bachendri Pal gets 'Rashtriya Samman' from MP Governor|accessdate=19 Feb 2014}}</ref>