"ଫୁସଫୁସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୯ କ ଧାଡ଼ି:
}}
 
'''ଫୁସଫୁସ''' [[ଶ୍ଵାସକ୍ରିୟାଶ୍ବାସକ୍ରିୟା]] ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସ । ଏହା ଛାତି ଭିତରେ ଥାଏ । ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । [[ପ୍ଲୁରା]] ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । ପ୍ରତ୍ୟେକ ଫୁସ୍ଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । [[ଟ୍ରାକିଆ]] ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ [[ବ୍ରୋଙ୍କସ]] ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ [[ବ୍ରୋଙ୍କିଓଲ]] ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି. ବାଯୁବାହୀ ନଳୀ ଅଛି ଓ ୩୦୦ରୁ ୫୦୦ ଆଲଭିଓଲାଇ ଅଛି ଯାହାର ସରଫେସ ଏରିଆ ୧୦୦ ବର୍ଗ ମିଟର ବା ଗୋଟିଏ ଟେନିସ କୋର୍ଟ ସହ ସମାନ <ref>{{cite book |author=Notter, Robert H. |title=Lung surfactants: basic science and clinical applications |publisher=Marcel Dekker |location=New York, N.Y |year=2000 |pages=120 |isbn=0-8247-0401-0 |oclc= |url=http://books.google.com/books?id=pAuiWvNHwZcC&pg=PA120&lpg=PA120&dq=area+tennis+court+alveoli|accessdate=2008-10-11}}</ref> । <br>
[[File:Alveolus2.PNG|200px|thumb|Gas exchange in humans - between a capillary and an alveolus]]
ଶ୍ଵାସଶ୍ବାସ କ୍ରିୟାରେ ମାନବ ଶରୀରରେ ପ୍ରତ୍ୟେକ ଜୀବକୋଷ ରକ୍ତରୁ [[ଅମ୍ଳଜାନ]] ଗ୍ରହଣ କରେ ଓ [[ଅଙ୍ଗାରକାମ୍ଳ]] ତ୍ୟାଗ କରେ । ଏହି ଅଙ୍ଗାରକାମ୍ଳ [[ରକ୍ତ]]ର [[ପ୍ଲାଜମା]]ରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି [[କାର୍ବୋନିକ ଆନହାଇଡ୍ରେଜ ଏନଯାଇମ]]ଦ୍ଵାରାଦ୍ବାରା [[ବାଇକାର୍ବୋନେଟ]] [[ଆୟୋନ]] ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ <ref name="Raymond&Swenson2000">{{Cite journal| authors=Raymond H & Swenson E| title=The distribution and physiological significance of carbonic anhydrase in vertebrate gas exchange organs| journal=[[Respiration physiology]]| volume=121| year=2000| pages=1–12}}</ref> ।
* {{CO2|link=yes}} + H<sub>2</sub>O → H<sub>2</sub>CO<sub>3</sub>
* H<sub>2</sub>CO<sub>3</sub> → H<sup>+</sup> + HCO{{su|b=3|p=−}}
ଆଲଭିଓଲାଇହିଁ ଶ୍ଵାସକ୍ରିୟାରଶ୍ବାସକ୍ରିୟାର ମୂଖ୍ୟ ଅଙ୍ଗ ଯେଉଁଠି ଗ୍ୟାସ ବିନିମୟ ହୁଏ <ref name="s-cool">{{Cite web| title= Gas Exchange in humans| url=http://www.s-cool.co.uk/a-level/biology/gas-exchange/revise-it/gas-exchange-in-humans| accessdate= 19 March 2013}}</ref> । ଏହାର କାନ୍ଥରେ ମାତ୍ର ଗୋଟିଏ ଧାଡି ଜୀବକୋଷ ଥାଏ ଓ ଏହା କାପିଲାରି ରକ୍ତନାଳୀ ସହ ଲାଗି ହୋଇ ଥାଏ । କାପିଲାରି କାନ୍ଥ ମଧ୍ୟ ବହୁତ ପତଳା । ସୁତରାଂ ଆଲଭିଓଲାଇ ଓ କାପିଲାରି ମଧ୍ୟରେ କେବଳ ଦୁଇଟି ସ୍ତର ଜୀବକୋଷ ଥାଏ । ଏହି ଦୁଇ ସ୍ତର ଭେଦ କରି ଗ୍ୟାସ ବିନିମୟ ହୁଏ । ଡିଫ୍ୟୁଜନ ପଦ୍ଧତିଦ୍ଵାରାପଦ୍ଧତିଦ୍ବାରା ଅଙ୍ଗାରକାମ୍ଳ ରକ୍ତରୁ ବାହାରି ଆସି ଆଲଭିଓଲାଇରେ ପହଞ୍ଚେ ଓ ବାଯୁରେ ଥିବା ଅମ୍ଳଜାନ ଆଲଭିଓଲାଇରୁ ବାହାଋ ଯାଇ ରକ୍ତରେ ମିଶେ ।
[[File:Illu bronchi lungs numerical labels.jpg|thumb|200px|[[ବ୍ରୋଙ୍କସ]], ବ୍ରୋଙ୍କିଆଲ ବୃକ୍ଷ, ଏବଂ [[ଫୁସଫୁସ]]]]
 
"https://or.wikipedia.org/wiki/ଫୁସଫୁସ"ରୁ ଅଣାଯାଇଅଛି