"ଫକୀର ଚନ୍ଦ୍ର ପରିଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ଫକୀର ଚନ୍ଦ୍ର ପରିଡାରୁ ଫକୀର ଚନ୍ଦ୍ର ପରିଡ଼ାକୁ ଘୁଞ୍ଚାଇଲେ: ବନାନ: ପରିଡା > ପରିଡ଼ା
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪୮ କ ଧାଡ଼ି:
}}
 
'''ଫକୀର ଚନ୍ଦ୍ର ପରିଡା''', [[କଟକ ଜିଲ୍ଲା]]ର କୁମ୍ଭାରସାହିର ଜନ୍ମିତ ଜଣେ ମୂର୍ତ୍ତିକାର । [[ହରିଦ୍ଵାରହରିଦ୍ବାର]]ରେ ରହୁଥିବା ଏହି ମୂର୍ତ୍ତିକାର [[ଭାରତ|ଭାରତବର୍ଷର]] ବିଭିନ୍ନ ପ୍ରାନ୍ତରେ ବହୁ କଳାକୃତି ପ୍ରସ୍ତୁତ କରିସାରିଛନ୍ତି ।<ref>http://www.tribuneindia.com/2010/20101119/himachal.htm#6</ref>
 
ଫକୀର ଚନ୍ଦ୍ର, ୧୯୪୨ମସିହା ନଭେମ୍ବର ୧୫ତାରିଖରେ କଟକ ଜିଲ୍ଲା କୁମ୍ଭାରସାହିର ଏକ ମୂର୍ତ୍ତିକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ପାଠପଢାରେ ମନ ଲାଗୁନଥିଲା ଓ ତୃତୀୟଶ୍ରେଣୀରୁ ପାଠପଢା ଛାଡିଥିଲେ । ଆଠ ବର୍ଷ ବୟସରୁ ମୂର୍ତ୍ତି ପ୍ରତି ମନ ବଳାଇଥଲେ । ପିତା ଓ ପରିବାରରେ ଅନ୍ୟମାନଙ୍କଠାରୁ ମୂର୍ତ୍ତିକଳା ଶିକ୍ଷା କରିଥିଲେ । ଛୋଟବଡ଼ ମୂର୍ତ୍ତି ନିର୍ମାଣକରି କିଛି ବର୍ଷ ମଧ୍ୟରେ ଶିଳ୍ପୀ କୁମ୍ଭାରସାହିର ଜଣାଶୁଣା ଶିଳ୍ପୀ ଭାବେ ପରିଚିତି ପାଇଥିଲେ । ୧୬ବର୍ଷ ଧରି କୁମ୍ଭାରସାହିରରେ ରହି ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଓ ପ୍ରତିମୂର୍ତ୍ତି ନିର୍ମାଣ କରିଥଲେ । ପରବର୍ତ୍ତୀ ସମୟରେ ସେ ହରିଦ୍ଵାରହରିଦ୍ବାର ଯାଇ ସେଠାରେ ରହିଲେ । ୧୯୯୨ମସିହାରେ ହରିଦ୍ଵାରଠାରେହରିଦ୍ବାରଠାରେ ଥିବା ଜୟରାମ ଆଶ୍ରମରେ ୫୦ X ୧୫ଫୁଟ 'ସମୁଦ୍ର ମନ୍ଥନ' କଳାକୃତି ନିର୍ମାଣ କରି ଲୋକଲୋଚନକୁ ଆସିଥିଲେ । କ୍ରମେ ତାଙ୍କ ଲୋକପ୍ରିୟତା ବଢିଲା ଓ ଦେଶର ଅନ୍ୟ ପ୍ରାନ୍ତରୁ ତାଙ୍କୁ କାମ ମିଳିଲା । ବର୍ତ୍ତମାନ ଫକୀର ଚନ୍ଦ୍ର ହରିଦ୍ଵାରରହରିଦ୍ବାରର ଭୂପତଵାଲାଠାରେଭୂପତବାଲାଠାରେ ''ପରିଡା ମୂର୍ତ୍ତି କଳା କେନ୍ଦ୍ର'' ସ୍ଥାପନା କରି, ଷ୍ଟିଲ, ବ୍ରାସ ଓ ବ୍ରୋଞ୍ଜ ଭଳି ବିଭିନ୍ନ ସାମଗ୍ରୀରେ କଳାକୃତି ତିଆରି କରୁଛନ୍ତି । ଏହି କାମରେ ତାଙ୍କ ଚାରି ପୁଅ ମଧ୍ୟ ସହଯୋଗ କରନ୍ତି ।
 
== କଳାକୃତି ==
* ହରିଦ୍ଵାରହରିଦ୍ବାର ଜୟରାମ ଆଶ୍ରମରେ ଥିବା ସମୁଦ୍ର ମନ୍ଥନ କଳାକୃତି - ୧୯୯୨
* ଦିଲ୍ଲୀ ସଂସଦ ଭବନରେ ଥିବା ମହାରଣା ପ୍ରତାପଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି - ୨୦୦୭<ref>{{cite news|title=ହରିଦ୍ଵାରରେହରିଦ୍ବାରରେ କଟକର କଳା|url=http://epaper.prameyanews.com/41319-63457444-1-article.html|accessdate=17 September 2015|newspaper=ପ୍ରମେୟ ୧୭/୦୯/୨୦୧୫ ପୃଷ୍ଠା ୧୫}}</ref>
* ଉଦୟପୁର ବିମାନ ବନ୍ଦରଠାରେ ଥିବା ମହାରଣା ପ୍ରତାପଙ୍କ ପ୍ରତିମୂର୍ତ୍ତି<ref>http://www.eternalmewar.in/media/newsletter/templates/2009/nl93/Vol93_2.html</ref>
* ହିମାଚଳରେ ଝାନ୍ସି ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିମୂର୍ତ୍ତି<ref>http://nvonews.com/himachal-cm-unveils-statue-of-jhansi-ki-rani-laxmi-bai/</ref>