"ପ୍ୟାରିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Replacing Flag_of_Paris.svg with File:Flag_of_Paris_with_coat_of_arms.svg (by CommonsDelinker because: File renamed:).
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪୨ କ ଧାଡ଼ି:
'''ପ୍ୟାରିସ''', ([[French language|ଫରାସୀ]]: {{IPA-fr|paʁi||Paris1.ogg}})<!--Do not add English pronunciation per MOS:LEAD--> [[ଫ୍ରାନ୍ସ]]ର ରାଜଧାନୀ ଓ ସବୁଠାରୁ ଜନବହୁଳ ନଗର ଅଟେ । ଏହି ନଗରଟି ୧୦୫&nbsp;ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଏବଂ ୨୦୧୩ ମସିହା ଜନଗଣନା ଅନୁସାରେ ନଗର ପରିସର ଭିତରେ ଏହାର ଜନସଂଖ୍ୟା ୨,୨୨୯,୬୨୧ ଥିଲା ।<ref name="insee.fr">{{cite web| url=http://www.insee.fr/fr/themes/comparateur.asp?codgeo=dep-75 | title=Résumé statistique – Département de Paris (75)| author=[[INSEE]]| accessdate=2016-08-11|language=fr}}</ref>
 
ଖ୍ରୀ.ପୂ. ୩ୟ ଶତାବ୍ଦୀରେ [[Parisii (Gaul)|ପାରିସି]] (Parisii) ନାମକ ଜଣେ [[Celts|ସେଲ୍‌ଟିକ୍ ବ୍ୟକ୍ତି]] (Celtic) ପ୍ୟାରିସର ସ୍ଥାପନା କରିଥିଲେ । ପାରିସି ନାମାନୁସାରେ ସହରଟିର ନାମ ପ୍ୟାରିସ ହେଲା । ୧୨ଶ ଶତାବ୍ଦୀ ସୁଦ୍ଧା ପ୍ୟାରିସ, ପଶ୍ଚିମ ଦେଶଗୁଡ଼ିକ ଭିତରେ (western world) ବିଶାଳତମ ସହର ତଥା ଏକ ସମୃଦ୍ଧ ବାଣିଜ୍ୟ କେନ୍ଦ୍ର ଥିଲା । ସେତେବେଳ ସୁଦ୍ଧା [[List of medieval universities|ବିଶ୍ଵରବିଶ୍ବର ପ୍ରାଚୀନ ବିଶ୍ୱବିଦ୍ୟାଳୟ]]ମାନଙ୍କ ଭିତରୁ ଅନ୍ୟତମ [[University of Paris|''ୟୁନିଭର୍ସିଟି ଅଫ୍ ପ୍ୟାରିସ'']]ର ପ୍ରତିଷ୍ଠା ହୋଇସାରିଥିଲା । ୧୭ଶ ଶତାବ୍ଦୀ ବେଳକୁ ଏହା [[ଇଉରୋପ]]ର ପ୍ରମୁଖ ଅର୍ଥନୈତିକ, ବାଣିଜିକ, ଫ୍ୟାସନ, ବିଜ୍ଞାନ ଏବଂ କଳାର କେନ୍ଦ୍ର ପାଲଟି ଯାଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ବଜାୟ ରହିଛି ।
 
== ଇତିହାସ ==
"https://or.wikipedia.org/wiki/ପ୍ୟାରିସ"ରୁ ଅଣାଯାଇଅଛି