"ପ୍ରାଣନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪ କ ଧାଡ଼ି:
|name = ପ୍ରାଣନାଥ ପଟ୍ଟନାୟକ
|image =
|office = [[ବିଧାନ ସଭା ସଭ୍ୟ|ବିଧାୟକ]], [[ଓଡ଼ିଶା ବିଧାନ ସଭା|ଦ୍ଵିତୀୟଦ୍ବିତୀୟ ବିଧାନ ସଭା]]
|term_start = ୧ ଅପ୍ରେଲ ୧୯୫୭
| term_end = ୨୫ ଫେବୃଆରୀ ୧୯୬୧
୨୫ କ ଧାଡ଼ି:
}}
 
'''ପ୍ରାଣନାଥ ପଟ୍ଟନାୟକ''' (୧୬ ନଭେମ୍ବର ୧୯୦୫ - ୫ ଅକ୍ଟୋବର ୧୯୭୦) [[ଓଡ଼ିଶା]]ର ଜଣେ [[ବାମପନ୍ଥା|ବାମପନ୍ଥୀ]] ନେତା, ବିଧାୟକ, ଶିକ୍ଷାବିଦ ଓ ବିପ୍ଲବୀ ଥିଲେ । ସେ [[ଭାରତୀୟ ସ୍ଵାଧୀନତାସ୍ବାଧୀନତା ସଂଗ୍ରାମ]], [[ଓଡ଼ିଶା କୃଷକ ଆନ୍ଦୋଳନ]] ଓ [[ଓଡ଼ିଶାର ସାମ୍ୟବାଦ ଆନ୍ଦୋଳନ]], [[ଗଡ଼ଜାତ ପ୍ରଜା ଆନ୍ଦୋଳନ]], [[ଓଡ଼ିଶା ଭାଗଚାଷୀ ଆନ୍ଦୋଳନ]] ଓ [[ଓଡ଼ିଶା ଶିକ୍ଷା ଆନ୍ଦୋଳନ]]ରେ ଭାଗ ନେଇ ଶ୍ରେଣୀହୀନସମାଜ ଗଠନ ପାଇଁ ଆନ୍ଦୋଳନ କରିଥିଲେ । ସ୍ୱାଧୀନତା ସଂଗ୍ରାମ କାଳରେ ସେ ଦଶଥର [[ଇଂରେଜ ସରକାର]]ର କାରାଗାରେ ବନ୍ଦୀ ଜୀବନ କାଟିଥିଲେ । ବନ୍ଦୀଶାଳା ମଧ୍ୟରେ ଥିବା ସମୟରେ ସେ ୪୫ ଦିନ ଅନଶନ ଚଳାଇଥିଲେ । ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ କଂଗ୍ରେସ-ସମାଜବାଦୀ ପାର୍ଟିର ପ୍ରଥମ ସଭାପତି ଥିଲେ ।<ref>{{cite web|title=Prananath Pattnaik|url=http://www.odishahelpline.com/Profile-of-Prananath-Pattnaik-of-KHURDA-constituency-1095.html|publisher=Odisha Helpline|accessdate=30 September 2014}}</ref>
୧୯୬୫-୬୬ ମସିହାରେ ଗ୍ରୀଷ୍ମକାଳରେ ପ୍ରାଣନାଥ [[କଳାହାଣ୍ଡି ଜିଲ୍ଲା|କଳାହାଣ୍ଡି]] ଓ [[ବଲାଙ୍ଗିର ଜିଲ୍ଲା|ବଲାଙ୍ଗିର]]ର ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ଜନସେବାରେ ମୁଖ୍ୟ ଭୂମିକା ନେଇଥିଲେ ।<ref name=samaja>{{cite news|last=ପାଟ୍ଟଶାଣୀ|first=ପ୍ରସନ୍ନ|title=କ୍ରାନ୍ତିକାରୀ ଚେତନାର ବାର୍ତ୍ତାବହ ପ୍ରାଣନାଥ|accessdate=୩୦ ସେପ୍ତେମ୍ବର ୨୦୧୪|newspaper=ସମାଜ|date=୩୦ ସେପ୍ତେମ୍ବର ୨୦୧୪}}</ref>
 
୩୩ କ ଧାଡ଼ି:
 
== କର୍ମ ଜୀବନ ==
[[ମହାତ୍ମା ଗାନ୍ଧୀ]] ନେତୃତ୍ତ୍ୱରେ ଚାଲିଥିବା [[ଜାତୀୟ ମୁକ୍ତି ସଂଗ୍ରାମ]]ରେ ସେ ଯୋଗ ଦେଇଥିଲେ । ଏହି ସମୟରେ ସେ ବ୍ରିଟିସ ସରକାରଙ୍କଦ୍ୱାରା ୧୦ ଥର କାରାବରଣ କରିଥିଲେ । ସମାଜକୁ ଅର୍ଥନୈତିକ ଗୋଲାମିରୁ ମୁକୁଳାଇବା ପାଇଁ ପ୍ରାଣନାଥ କୃଷକ ସଭା ଗଠନ କରିଥିଲେ । [[ନବକୃଷ୍ଣ ଚୌଧୁରୀ]], [[ଭଗବତୀ ଚରଣ ପାଣିଗ୍ରାହୀ]], [[ମାଳତୀ ଚୌଧୁରୀ]], [[ଗୁରୁଚରଣ ପଟ୍ଟନାୟକ]] ଓ [[ସୁରେନ୍ଦ୍ର ନାଥ ଦ୍ଵିବେଦୀଦ୍ବିବେଦୀ]] ଆଦି ସଂଗ୍ରାମୀମାନଙ୍କ ସହ ମିଶି ଓଡ଼ିଶାରେ [[କଂଗ୍ରେସ ସାମ୍ୟବାଦୀ ପାର୍ଟି]] ଗଠନ କରିଥିଲେ । ସେ ଏହାର ପ୍ରଥମ ଅଧିବେଶନରେ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ। ଭଗବତୀ ଚରଣ ଓ ଗୁରୁଚରଣଙ୍କ ସହିତ ମିଶି ଓଡ଼ିଶାରେ [[ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି|କମ୍ୟୁନିଷ୍ଟ ପାର୍ଟି]] ପ୍ରତିଷ୍ଠା କରିଥିଲେ । [[ବାରାଣସୀ]]ର [[କାଶୀ ଜାତୀୟ ବିଦ୍ୟାପୀଠ]]ରେ [[ଅାଚାର୍ଯ୍ୟ ନରେନ୍ଦ୍ର ଦେବ]] ଓ [[ଶ୍ରୀପ୍ରକାଶ]]ଙ୍କ ପାଖରେ ରହି ବିଶ୍ଵବିଶ୍ବ ଇତିହାସ, [[ମାର୍କସବାଦ]], ଅର୍ଥନୀତି ସମ୍ପର୍କରେ ଶିକ୍ଷାଲାଭ କରିଥିଲେ । ଏଥିପାଇଁ ସେ "ଶାସ୍ତ୍ରୀ" ଉପାଧିରେ ଭୂଷିତ ହୋଇଥିଲେ । ୧୯୩୬ ମସିହା ନିର୍ବାଚନରେ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରୁ କଂଗ୍ରେସ ପ୍ରାର୍ଥୀ ରୂପେ ସ୍ଵାଧୀନତାସ୍ବାଧୀନତା ପୂର୍ବ <!-- ସ୍ଵତନ୍ତ୍ରସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର --> ପ୍ରଥମ ବିଧାନ ସଭାକୁ ସଭ୍ୟ ଭାବେ ନିର୍ବାଚିତ ହେଇଥିଲେ । ୧୯୫୧ ମସିହାରେ ପୁଣିଥରେ ବିଧାନ ସଭାକୁ [[ଭାରତୀୟ କମ୍ୟୁନିଷ୍ଟ ପାର୍ଟି]] ପ୍ରାର୍ଥୀଭାବେ ନିର୍ବାଚିତ ହେଇଥିଲେ ।<ref>{{cite web|title=Prananath Pattnaik {{!}} MLA Profile|url=http://www.moodisha.com/Profile-of-Prananath-Pattnaik-of-KHURDA-constituency-1095.html|publisher=ମୋ ଓଡ଼ିଶା|accessdate=5 October 2016}}</ref>
 
== ପ୍ରତିଷ୍ଠା ==
୫୦ କ ଧାଡ଼ି:
[[ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଶା ବିଧାନ ସଭା ସଭ୍ୟ]]
[[ଶ୍ରେଣୀ:ଓଡ଼ିଶାର ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ]]