"ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୨ କ ଧାଡ଼ି:
: ପୌରାଣିକ ମତେ ଏ ଦିନ ରାତିରେ [[ଲକ୍ଷ୍ମୀ]] ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି “କୋଜାଗର୍ତ୍ତି”- କିଏ ଚେଇଁ ଅଛି? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ।
: ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ।
* [[କାର୍ତ୍ତିକ ପୂର୍ଣ୍ଣିମା]]: କାର୍ତ୍ତିକେଶ୍ଵରଙ୍କକାର୍ତ୍ତିକେଶ୍ବରଙ୍କ ପୂଜା କରାଯାଏ । ଡଙ୍ଗା ଭସାଯାଏ ।
* [[ପୌଷ]] ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ ।
* [[ମାଘ ପୂର୍ଣ୍ଣମୀ]]: ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା ବା ଅଇଘରା ପୂର୍ଣ୍ଣିମା ବା ଅଗିରା ପୂର୍ଣ୍ଣିମା ।