"ପୂର୍ଣ୍ଣଚନ୍ଦ୍ର ବିଡିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ remove religion from person
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୧ କ ଧାଡ଼ି:
|spouse = ମାଣିକ ବିଡିକା
|children =
|parents = ବିଶ୍ଵମ୍ବରବିଶ୍ବମ୍ବର ବିଡିକା<br />ଜମାଣି ବିଡିକା
|awards =
|signature =
୨୮ କ ଧାଡ଼ି:
|box_width =
}}
'''ପୂର୍ଣ୍ଣଚନ୍ଦ୍ର ବିଡିକା''' (ଜନ୍ମ- ୪ ଏପ୍ରିଲ୍ ୧୯୫୭ ମସିହା) ଜଣେ ଓଡ଼ିଆ ଆଥଲେଟିକ୍ସ (ଶକ୍ତି ଉତ୍ତୋଳକ) ଅଟନ୍ତି । ଆମେରିକାର କିଲୋନ୍ ଟେକ୍‌ସାସ୍‌ରେ ଅନୁଷ୍ଠିତ ବିଶ୍ଵବିଶ୍ବ ଶକ୍ତି ଉତ୍ତୋଳକ ଚମ୍ପିଅନ୍‌ସିପ-୨୦୦୬ରେ ଭାଗ ନେଇ ସେ ଚାରୋଟି ସ୍ଵର୍ଣ୍ଣପଦକସ୍ବର୍ଣ୍ଣପଦକ ହାସଲ କରିଥିଲେ<ref>[http://www.thehindu.com/todays-paper/tp-national/tp-otherstates/world-champion-works-as-messenger/article1186587.ece "thehindu"]News dated 26-01-2008</ref> ।
 
==ସଂକ୍ଷିପ୍ତ ଜୀବନି==
୪ ଏପ୍ରିଲ୍ ୧୯୫୭ରେ [[ଓଡ଼ିଶା]]ର [[ରାୟଗଡ଼ା]] ସହରରେ ସେ ଜନ୍ମ ଗ୍ରହଣ କରିଥିଲେ । ପିତା ବିଶ୍ଵମ୍ବରବିଶ୍ବମ୍ବର ବିଡିକା ଓ ମାତା ଜମାଣି ବିଡିକା ଆଦିବାସୀ ପରିବାରର ଅଟନ୍ତି । ରାୟଗଡା ନିକଟସ୍ଥ କେରେଡାରେ ଏକ ବ୍ୟାଙ୍କରେ ଜଣେ ମେସେଞ୍ଜର୍ ଭାବେ ସେ ଜୀବିକା ନିର୍ବାହ କରୁଥିଲେ । ଦାରିଦ୍ର୍ୟତା ଓ ଅନିୟମିତ ତାଲିମ ସତ୍ତ୍ୱେ ନିଜ ପରିଶ୍ରମ ବଳରେ ସେ ଅନେକ ପଦକ ହାସଲ କରିପାରିଛନ୍ତି <ref>[http://www.orisports.com/PersonDetails.aspx?pId=Mzc= "orisports"]</ref><ref>[http://www.newindianexpress.com/states/odisha/article281422.ece?service=print "newindianexpress"]News dated ୧୬-୧୧-୧୦୧୦</ref> ।
 
== କ୍ୟାରିଅର ==