"ପଶ୍ଚିମ ଘାଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୬୩ କ ଧାଡ଼ି:
}}
 
[[ଭାରତ]]ର ୧୬୦୦କି.ମି ପରିବ୍ୟାତପ୍ତ ପଶ୍ଚିମଘାଟ ପର୍ବତମାଳ ହେଉଛି [[ବିଶ୍ଵବିଶ୍ବ]]ର ୮ ପ୍ରମୁଖ ଜୈବ ବିବିଧତା ପରିପୂର୍ଣ୍ଣ ଅଞ୍ଚଳ ମଧ୍ୟରେ ଅନ୍ୟତମ । ଏହାକୁ [[ଜାତିସଂଘ]] ପକ୍ଷରୁ ବିଶ୍ଵବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ମିଳିଛି ।<ref>{{cite web
|url=http://timesofindia.indiatimes.com/home/environment/flora-fauna/UN-designates-Western-Ghats-as-world-heritage-site/articleshow/14595602.cms
|title=''UN designates Western Ghats as world heritage site''
|publisher=Times of India
|accessdate=6 May 2013
}}</ref> [[ହିମାଳୟ]]ଠାରୁ ପୁରୁଣା କୁହାଯାଉଥିବା ଏହି ପର୍ବତମାଳା ଦେସରେ ମୈସୁମୀ ପ୍ରବାହକୁ ପ୍ରଭାବିତ କରିଥା ଏ। ଗୁଜରାଟ ଓ ମହାରାଷ୍ଟ୍ର ସୀମା ଠାରୁ ଆରମ୍ଭ ହୋଇ ଗୋଆ, କର୍ଣ୍ଣାଟକ, ତାମିଲନାଡୁ , କେରଳ ଆଦି ରାଜ୍ୟ ମଧ୍ୟ ଦେଇ ଶେଷରେ [[କନ୍ୟାକୁମାରୀ]]ଠାରେ ଏହି ପର୍ବତମାଳା ଶେଷ ହୋଇଛି । ୨୦୧୨ ମସିହା ଜୁଲାଇ ମାସରେ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନର ୱ୍ଏକ ବୈଠକରେ ଏହାକୁ ବିଶ୍ଵବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନିତ ପାଇଁ ଘୋଷଣା କରାଯାଇଥିଲା ।
 
== ଆଧାର ==
୮୧ କ ଧାଡ଼ି:
 
[[ଶ୍ରେଣୀ:ଭାରତର ପର୍ବତମାଳା]]
[[ଶ୍ରେଣୀ:ବିଶ୍ଵବିଶ୍ବ ଐତିହ୍ୟ]]