"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୮ କ ଧାଡ଼ି:
}}
 
'''ପପୁ ପମ ପମ''' (ଅନ୍ୟନାମ "ପପୁ", ''ତତ୍ତ୍ଵତତ୍ତ୍ବ ପ୍ରକାଶ ଶତପଥୀ'' ନାମରେ ଜନ୍ମିତ) ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା । ସେ ୨୦୧୫ ମସିହା ସୁଦ୍ଧା ୧୫ଟି [[ଓଡ଼ିଆ ସିନେମା ଜଗତ|ଓଡ଼ିଆ କଥା ଚିତ୍ର]]ରେ ଅଭିନୟ କରିସାରିଛନ୍ତି ।
 
== ପ୍ରାରମ୍ଭିକ ଜୀବନ ==
୨୪ କ ଧାଡ଼ି:
 
== ଅଭିନୟ ଜୀବନ ==
ପପୁ ଜଣେ ତାଲିମ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ । ସ୍ନାତକ କରିବା ପରେ ଗାୟନ ଓ ଅଭିନୟରେ ନିଜର ବୃତ୍ତି କରିବା ଲାଗି ସେ [[ଭୁବନେଶ୍ଵରଭୁବନେଶ୍ବର]] ଚାଲି ଆସିଲେ । ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ । ପ୍ରଥମେ ପପୁ ଓଡ଼ିଆ ଆଲବମ ଗୀତରେ ଗାଇଥିଲେ ଏବଂ ୬୦ଟି ଆଲବମ ଗୀତରେ ନିଜର ସ୍ଵରସ୍ବର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ । ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କ ପାଇଁ ବନ୍ଦ ହୋଇଗଲା । ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ । ଏହାପରେ ସେ ଏକ ଘରୋଇ ରେଡ଼ିଓ ଚ୍ୟାନେଲ '''ରେଡିଓ ଚକୋଲେଟ ୧୦୪ ଏଫଏମ'''ରେ '''ପପୁ ପମ ପମ''' ନାମରେ ଉପସ୍ଥାପକ ଭାବେ କିଛିଦିନ କାମ କରିଥିଲେ । ଏହାପରେ ତାଙ୍କ ଭାଗ୍ୟ ଭଲ ମୋଡ଼ ନେଲା । ୨୦୦୯ ମସିହାରେ [[ତରଙ୍ଗ ଟିଭି]] ସହିତ କମେଡି ଧାରାବାହିକରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ । ଏହାପରଠାରୁ ସେ [[ତରଙ୍ଗ ଟିଭି]] ଓ [[ତରଙ୍ଗ ମ୍ୟୁଜିକ]]ର ଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ '''ତୋ ଆଖିରେ ମୁ''', [[ସଞ୍ଜୁ ଆଉ ସଞ୍ଜନା]], ''' ଦିୱାନା''', '''ବାଳୁଙ୍ଗାଟୋକା''' ଏପରି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି ।
 
==ରାଜନୈତିକ ଜୀବନ==
୧୨୩ କ ଧାଡ଼ି:
 
==ପୁରସ୍କାର ଓ ସମ୍ମାନ==
[[ତରଙ୍ଗ ଟିଭି]]ଦ୍ଵାରାଦ୍ବାରା ଆୟୋଜିତ '''ତରଙ୍ଗ ସିନେ ଆୱାର୍ଡସ'''ରେ ମଧ୍ୟ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।
 
== ଗ୍ୟାଲେରୀ ==
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି