"ପଞ୍ଚମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୯ କ ଧାଡ଼ି:
* [[ଭାଦ୍ରବ]] କୃଷ୍ଣ ପଞ୍ଚମୀ: ରକ୍ଷା ପଞ୍ଚମୀ / ରେଖା ପଞ୍ଚମୀ- [[ଜଗନ୍ନାଥ]]ଙ୍କ ରେଖା ଲାଗି । କବାଟରେ ଚିତ୍ରିତ ଘଣ୍ଟାକର୍ଣ୍ଣ ଓ ଭୈରବପୂଜା ।
* ଭାଦ୍ରବ ଶୁକ୍ଳ ପଞ୍ଚମୀ: [[ଋଷି ପଞ୍ଚମୀ]]/ ଗୁରୁପଞ୍ଚମୀ- [[ନୂଆଖାଇ]], ଏହା [[ଗୁରୁବାର]] ଦିନ ପଡ଼ିଲେ [[ଲକ୍ଷ୍ମୀ]] ପୂଜା ।
* [[ଆଶ୍ୱିନ]] କୃଷ୍ଣ ପଞ୍ଚମୀ: ଅଶ୍ଵପଞ୍ଚମୀଅଶ୍ବପଞ୍ଚମୀ / ନାହାଣ ପଞ୍ଚମୀ – ଅଶ୍ଵପୂଜାଅଶ୍ବପୂଜା
* ଆଶ୍ୱିନ ଶୁକ୍ଳ ପଞ୍ଚମୀ: ନତପଞ୍ଚମୀ – ଦୁର୍ଗାପୂଜାରମ୍ଭ (ପଞ୍ଚମୀଠାରୁ ନବମୀପର୍ଯ୍ୟନ୍ତ)
* [[ମାର୍ଗଶିର]] ଶୁକ୍ଳ ପଞ୍ଚମୀ: ବିବାହ ପଞ୍ଚମୀ: ରାମ ଓ ସୀତାଙ୍କ ବିବାହୋତ୍ସବ ଦିନ
* [[ପୌଷ]] ଶୁକ୍ଳ ପଞ୍ଚମୀ: କୁରାଳ ପଞ୍ଚମୀ (କୁମ୍ଭକାରଙ୍କର ପର୍ବ): ଏହି ଦିନ ପ୍ରତ୍ୟେକ କୁମ୍ଭକାର ସମ୍ପ୍ରଦାୟଙ୍କ ବିଲୁପ୍ତପ୍ରାୟ ସ୍ମୃତି ଶାଳଗୃହ, ଚକ, ପିଣ୍ଡ, ପିଟଣା ଆଦିକୁ ପୂଜାଅର୍ଚ୍ଚନା କରାଯାଇଥାଏ । [[କୁରାଳ ପୁରାଣ]]ପାଠ କରାଯାଏ ।
* [[ମାଘ]] ଶୁକ୍ଳପଞ୍ଚମୀ: ବସନ୍ତପଞ୍ଚମୀ / [[ଶ୍ରୀପଞ୍ଚମୀ]] – ସରସ୍ଵତୀସରସ୍ବତୀ ପୂଜା,<ref>{{cite web|title=Basanta Panchami|url=http://www.odishatourism.gov.in/portal/Festivals/ReligiousFestivals/BasantaPanchami.aspx|publisher=Odisha Tourism|accessdate=19 August 2015}}</ref> [[ଜଗନ୍ନାଥ]] ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ।
 
== ଆଧାର ==
"https://or.wikipedia.org/wiki/ପଞ୍ଚମୀ"ରୁ ଅଣାଯାଇଅଛି