"ନୋବେଲ ପୁରସ୍କାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୫ କ ଧାଡ଼ି:
|alt= A golden medallion with an embossed image of Alfred Nobel facing left in profile. To the left of the man is the text "ALFR•" then "NOBEL", and on the right, the text (smaller) "NAT•" then "MDCCCXXXIII" above, followed by (smaller) "OB•" then "MDCCCXCVI" below.
|description= ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ପ୍ରତିଭାଶାଳୀ ଯୋଗ୍ୟ ବିବେଚିତ ବ୍ୟକ୍ତି
|presenter= [[ସ୍ଵେଦିଶସ୍ବେଦିଶ ଏକାଡେମି]]<br />[[ରୋୟାଲ ସ୍ଵେଦିଶସ୍ବେଦିଶ ଏକାଡେମି ଅଫ ସାଇନ୍ସ]]<br />[[କାରୋଲିନ୍‌ସ୍କା ଇନ୍‌ଷ୍ଟିଚ୍ୟୁଟ୍]] <br />[[Norwegian Nobel Committee]]
|country= [[ସ୍ଵିଡେନସ୍ବିଡେନ]]<br />[[ନର୍ୱ୍ଏ]] (Peace Prize only)
|year= ୧୯୦୧
|website= [http://nobelprize.org nobelprize.org]
}}
[[ବିଶ୍ଵବିଶ୍ବ]]ରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଯେତେଗୁଡିଏ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି ତନ୍ମଧ୍ୟରେ '''ନୋବେଲ ପୁରସ୍କାର''' ହେଉଛି [[ବିଶ୍ଵବିଶ୍ବ]]ର ସର୍ବଶ୍ରେଷ୍ଠ ପୁରସ୍କାର। ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ।
== ପ୍ରତିଷ୍ଠାତା ଓ ପୁରସ୍କାର ==
ଏହି ପୁରସ୍କାରର ପ୍ରତିଷ୍ଠାତା ହେଲେ ସୁଇଡିଶ [[ବୈଜ୍ଞାନିକ]] ତଥା ଡିନାମାଇଟର ଉଦ୍ଭାବକ ଡ.[[ଆଲଫ୍ରେଡ ନୋବେଲ]]। ୧୯୦୧ଠାରୁ ଆଲଫ୍ରେଡ ନୋବେଲଙ୍କଦ୍ଵାରାନୋବେଲଙ୍କଦ୍ବାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେଶନ ତରଫରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଆଲଫ୍ରେଡଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ [[ସ୍ଵିଡେନସ୍ବିଡେନ]]ର ରାଜଧାନୀ [[ଷ୍ଟକହୋମ]]ଠାରେ '''ବ୍ୟାଙ୍କ ଅଫ ସ୍ଵିଡେନସ୍ବିଡେନ ପ୍ରାଇଜ୍ ଇନ୍ ଇକୋନୋମିକ ସାଇନ୍ସେସ୍'''ଦ୍ଵାରାଦ୍ବାରା ଆୟୋଜିତ ଏକ ସ୍ଵତନ୍ତ୍ରସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍,ଅର୍ଥ ଓ ଏକ ମାନପତ୍ର ପ୍ରଦାନ କରାଯାଇଥାଏ। ଆଲଫ୍ରେଡ ତାଙ୍କର ସମସ୍ତ ସମ୍ପତି ଏହି ଫାଉଣ୍ଡେଶନକୁ ଦାନ କରିଯାଇଛନ୍ତି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୨କୋଟି ୪୦ଲକ୍ଷ ଟଙ୍କା। ଏହି ଅର୍ଥରୁ ଯାହା ସୁଧ ମିଳେ ତାହାକୁ ନୋବେଲ ପୁରସ୍କାର ବାବଦରେ ଦିଆଯିବାର ବ୍ୟବସ୍ଥା ରହିଛି।<ref>http://www.nobelprize.org/nobel_prizes/about/</ref>
 
== ନୋବେଲ ପୁରସ୍କାର ଓ ଭାରତ ==
ନୋବେଲ ପୁରସ୍କାର ପାଇବାରେ [[ଭାରତ]] [[ବିଶ୍ଵବିଶ୍ବ]]ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମ ଦେଶରେ ଆଜି ପର୍ଯ୍ୟନ୍ତ ୬ ଜଣ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଏହି ପୁରସ୍କାର ମିଳିଛି।[[ଭାରତ]]ରେ ପ୍ରଥମେ ୧୯୧୩ ମସିହାରେ ବିଶ୍ଵକବିବିଶ୍ବକବି [[ରବିନ୍ଦ୍ରନାଥ ଟାଗୋର]]ଙ୍କୁ ସାହିତ୍ୟରେ ତାଙ୍କର ଲେଖା '''[[ଗିତାଞ୍ଜଳୀ]]''' ପାଇଁ ମିଳିଥିଲା। ତା ପରେ [[ସି.ଭି.ରମଣ]] ବିଜ୍ଞାନ ପାଇଁ ୧୯୩୦ରେ, ଡ.[[ହରଗୋବିନ୍ଦ ଖୁରାନା]]ଙ୍କୁ ୧୯୮୬ରେ, [[ମଦର ଟେରେସା]]ଙ୍କୁ ୧୯୭୯ରେ,ପ୍ରଫେସର [[ଅମର୍ତ୍ତ୍ୟ ସେନ]]ଙ୍କୁ ତାଙ୍କର କଲ୍ୟାଣମୂଳକ ଅର୍ଥନୀତି ପାଇଁ ୧୯୯୮ରେ , [[ବିଦ୍ୟାଧର ସୁରତପ୍ରସାଦ ନୈପାଲ୍]] ୨୦୦୧ରେ ସାହିତ୍ୟ ପାଇଁ, [[କୈଳାସ୍ ସତ୍ୟାର୍ଥୀ]]ଙ୍କୁ ବିଶ୍ୱ ଶାନ୍ତି କ୍ଷେତ୍ରରେ ନିଜର ଅବଦାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି ।ଏହିମାନେ ନିଜସ୍ଵନିଜସ୍ବ କ୍ଷେତ୍ରରେ ଅବଦାନ ଓ ଉତ୍କର୍ଷତା ପାଇଁ ବିଶ୍ୱର ଶ୍ରେଷ୍ଠ ପୁରସ୍କାର ପାଇ [[ଭାରତ]]ର ଗୌରବ ଦ୍ଵିଗୁଣିତଦ୍ବିଗୁଣିତ କରିପାରିଛନ୍ତି।<ref>http://www.infoqueenbee.com/2009/10/list-of-indians-awarded-nobel-prize.html</ref>
 
== ଆଧାର ==