"ନୀଳକଣ୍ଠ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୧ କ ଧାଡ଼ି:
| spouse = ରାଧାମଣି ଦେବୀ
| children = ୨ପୁଅ ଓ ୩ ଝିଅ
| alma_mater = [[କଲିକତା ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]], [[ରେଭେନ୍ସା ମହାବିଦ୍ୟାଳୟ]]
| occupation = ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ, ସାମ୍ବାଦିକ, ଲେଖକ, ବାଗ୍ମୀ, କବି
|profession = ଶିକ୍ଷକ
| religion = ହିନ୍ଦୁ
୨୮ କ ଧାଡ଼ି:
}}
 
'''ନୀଳକଣ୍ଠ ଦାସ''' (୧୮୮୪-୧୯୬୭) ଓଡ଼ିଶାର [[ପୁରୀ ଜିଲ୍ଲା]]ର [[ସାକ୍ଷୀଗୋପାଳ]]ଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ଵାଧିନତାସ୍ବାଧିନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ''ପଣ୍ଡିତ ନୀଳକଣ୍ଠ ଦାସ'' ବୋଲି ମଧ୍ୟ ଡକାଯାଇଥାଏ ।
 
== ଶିକ୍ଷା ଓ ଜୀବନ ==
୬୬ କ ଧାଡ଼ି:
 
== ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ ==
[[ଓଡ଼ିଆ ଭାଷା]]କୁ ବାକି ପଡ଼ୋଶୀ ଭାଷାଭାଷିମାନଙ୍କ ଆକ୍ରମଣରୁ ଅଲଗା କରି ସ୍ଵତନ୍ତ୍ରସ୍ବତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]], [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ]], [[ଫକୀର ମୋହନ ସେନାପତି|ବ୍ୟାସକବି ଫକିର ମୋହନ ସେନାପତି]], [[ଗଙ୍ଗାଧର ମେହେର|ସ୍ଵଭାବସ୍ବଭାବ କବି ଗଙ୍ଗାଧର ମେହେର]], [[ରାଧାନାଥ ରାୟ|କବିବର ରାଧାନାଥ ରାୟ]] ଓ ଏମିତି ଅନେକ କର୍ମୀମାନଙ୍କ ସହ ସେ [[ଓଡ଼ିଶା|ଓଡ଼ିଶା ପ୍ରଦେଶ]] ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ ଯାହାର ଫଳ ସ୍ୱରୂପ '''[[ଓଡ଼ିଶା ଦିବସ|୧ ଅପ୍ରେଲ ୧୯୩୬]]'''ରେ ସ୍ଵତନ୍ତ୍ରସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା ।<ref>http://orissa.gov.in/e-magazine/Orissareview/2010/April/engpdf/31-39.pdf</ref>
 
== ସମାଜ ସଂସ୍କାର ଓ ଭାରତର ସ୍ଵାଧିନତାରେସ୍ବାଧିନତାରେ ଭୂମିକା ==
ସେ [[ଭାରତ|ଭାରତର]] ସ୍ଵାଧିନତାସ୍ବାଧିନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରି ୩ ଥର ( ୨ ବର୍ଷ ୨ ମାସ ) ହଜାରୀ ବାଗ ଜେଲରେ କାରାବରଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ [[ଓଡ଼ିଶା ବିଧାନ ସଭା]]ରେ ତାଙ୍କର ଓଜସ୍ଵିନୀଓଜସ୍ବିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ(ଦ) ଥିଲେ । ଜଣେ ସକ୍ରିୟ ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ଵରସ୍ବର ଉଠାଇଥିଲେ ।<ref>http://www.orissadiary.com/personality/freedom_fighter/NilakanthaDas.asp></ref> ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ । ସେତେବେଳେ ବ୍ରାହଣ ସମାଜରେ, ଦାଢୀ କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି, ସେ ଦାଢୀ କାଟି ନିଶ ରଖିଥିଲେ । ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧର ସମ୍ମୁଖିନ ହୋଇଥିଲେ ଓ ତାଙ୍କୁ ଦାଢୀ ହେବାକୁ ପଡିଥିଲା । ଏହି ପ୍ରଥାକୁ ବିଦ୍ରୁପ କରି, ସେ ''ମୋ ନିଶ'' ନାମରେ ପ୍ରବନ୍ଧ ଲେଖିଥିଲେ ।
 
== ସମ୍ମାନ ==
* ଡି. ଲିଟ([[ଉତ୍କଳ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]])
* ଉତ୍କଳ ଗୁରୁ ଉପାଧି -୧୯୫୧<ref>ପ୍ରମେୟ ୦୫/୦୮/୨୦୧୪ ପୃଷ୍ଠା ୮</ref>
* ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୩(ତାଙ୍କର ବହି ''ଆତ୍ମଜୀବନୀ'' ନିମନ୍ତେ) <ref>http://www.odisha360.com/infopedia/4/154/nilakantha-das</ref>
୮୮ କ ଧାଡ଼ି:
[[ଶ୍ରେଣୀ:ସାହିତ୍ୟିକ]]
[[ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଶାର ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:ବଛା ଲେଖା]]