"ନିରଞ୍ଜନ ଶତପଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସୌଦାମିନୀ ମିଶ୍ର
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୨ କ ଧାଡ଼ି:
| birth_place = ବାଉଁଶଲୁଣ୍ଡି, ଭଞ୍ଜନଗର, ଗଞ୍ଜାମ ଜିଲ୍ଲା
| death_date = {{Death date and age|2015|01|06|1927|08|27}}
| death_place = ଭୁବନେଶ୍ଵରଭୁବନେଶ୍ବର
| death_cause =
| resting_place =
୪୫ କ ଧାଡ଼ି:
୨୭ ଅଗଷ୍ଟ ୧୯୨୭ ମସିହାରେ ସେ [[ଗଞ୍ଜାମ ଜିଲ୍ଲା]] ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶତପଥୀ ଆଇଏ ପାସ୍‍ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବାୟୁସେନାରେ ଯୋଗ ଦେଇଥିଲେ ।<ref>ପ୍ରମେୟ, ୭ ଜାନୁଆରୀ ୨୦୧୫, ପୃଷ୍ଠା:୩</ref>
ତାଙ୍କୁ ଓଡ଼ିଶା ପୁଲିସର ସର୍ଜେଣ୍ଟ ଭାବେ ନିଯୁକ୍ତି ମିଳିଥିଲା; ହେଲେ ସେ ସୁଯୋଗ ପ୍ରତ୍ୟାହାର କରି ପେସାଦାର ଅଭିନେତାର ପରିଚୟ ସୃଷ୍ଟି କରିଥିଲେ । ୧୯୭୪ରେ ଅନ୍ନୂର୍ଣ୍ଣା ଥିଏଟର ‘ଏ ଗୃପ’ରେ ଯୋଗ ଦେଇଥିଲେ । ପରେ ସେ ଅନ୍ନପୂର୍ଣ୍ଣା ‘ବି’ ଗୃପ କଟକରେ ଯୋଗ ଦେଇ ‘ଘର ସଂସାର’ ନାଟକରେ ମିଃ ବର୍ମା ଭୂମିକାରେ ମର୍ମସ୍ପର୍ଶୀ ଅଭିନୟ କରି ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ଏହି ନାଟକ ତାଙ୍କୁ ଜଣେ ଲୋକପ୍ରିୟ ଅଭିନେତାଭାବେ ପ୍ରତିଷ୍ଠା ଆଣିଦେଇଥିଲା । ମଞ୍ଚ ନାଟକ ବ୍ୟତୀତ ସେ ଓଡ଼ିଆ କଥାଚିତ୍ର [[ଶ୍ରୀ ଜଗନ୍ନାଥ]], [[ସହରୀ ବାଘ]], [[ଘର ବାହୁଡ଼ା]], [[ଅଲିଭା ଦାଗ]], [[ଘର ସଂସାର]], [[ଅଦିନ ମେଘ]], [[ଜୀବନସାଥୀ]], ‘ନିଝୁମ ରାତିର ସାଥୀ’ ପ୍ରଭୃତି କଥାଚିତ୍ରରେ ଅଭିନୟ କରିଥିଲେ ।
୬ ଜାନୁଆରୀ ୨୦୧୫, ମଙ୍ଗଳବାର ଅପରାହ୍ଣରେ ଭୁବନେଶ୍ଵରସ୍ଥଭୁବନେଶ୍ବରସ୍ଥ ଭିଏସ୍‍ଏସ୍‍ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । କିଛି ମାସ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ , ପୁତ୍ର, କନ୍ୟା, ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।<ref>ସମାଜ, ୭ ଜାନୁଆରୀ ୨୦୧୫, ପୃଷ୍ଠା:୩</ref>
==ପୁରସ୍କାର ଓ ସମ୍ମାନ==
ତାଙ୍କର ଅନନ୍ୟ ସାଧନା ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ (୧୯୯୧), ଶାରଳା ପୁରସ୍କାର, କଳିଙ୍ଗ ପୁରସ୍କାର, ଓଡ଼ିଶା ସିନେ କ୍ରିଟିକ୍‍ ଆସୋସିଏସନ, ଶତାବ୍ଦୀର କଳାକାର ସମ୍ମାନ, ଇଟ୍‍ ସମ୍ମାନ, ମନନ ସମ୍ମାନ, ପଞ୍ଚମବେଦ ସମ୍ମାନ ପାଇଥିଲେ ।