"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୫ କ ଧାଡ଼ି:
| Image = PneumonisWedge09.JPG
|Alt = A black and white X ray picture showing a triangle white area on the left side. A circle highlights the area.
| Caption = ଏହି କୃଷ୍ନ-ଧବଳ ଏକ୍ସ-ରେ ଛବିରେ ଦେଖାଯାଉଛି: ନିମୋନିଆଦ୍ଵାରାନିମୋନିଆଦ୍ବାରା ଡାହାଣ ପାଖ ଫୁସଫୁସର କ୍ଷତିଗ୍ରସ୍ତ ସ୍ଥାନର ଗୋଟିଏ ତ୍ରିକୋଣାକାର ଧଳା ଛାଇ
| Alt = An X-ray: showing a white wedge in the right lung field of a chest X-ray.
| DiseasesDB = 10166
୨୧ କ ଧାଡ଼ି:
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ସାଧାରଣତଃ ଏହି ରୋଗ [[ଭୁତାଣୁ]] ବା [[ଜୀବାଣୁ ଦ୍ଵାରାଦ୍ବାରା]] ଏବଂ ଅଳ୍ପ କେତେକ କ୍ଷେତ୍ରରେ କେତେକ ଅଣୁଜୀବ, ଔଷଧ ଓ [[ଅଟୋଇମ୍ମ୍ୟୁନିଟି]]ଦ୍ଵାରାଦ୍ବାରା ସଂଘଟିତ ହୁଏ ।<ref name=RespText09/><ref name=Jeff2010>{{cite book |author=Jeffrey C. Pommerville |authorlink= |title=Alcamo's Fundamentals of Microbiology |edition=9th |publisher=Jones & Bartlett |location=Sudbury MA |year=2010 |page=323 |quote= |isbn=0-7637-6258-X |oclc= |url=https://books.google.com/books?id=RJNQwQB8IxIC&pg=PA323|accessdate=}}</ref> ଏହି ରୋଗର ସଙ୍କଟ ଦାୟକ ଅବସ୍ଥା ମଧ୍ୟରେ ଅନ୍ୟ ଫୁସଫୁସ ରୋଗ ଯଥା:- [[ସିସ୍ଟିକ ଫାଇବ୍ରୋସିସ]], [[ସିଓପିଡି]], [[ଆଜମା]], [[ଡାଏବେଟିସ ମେଲିଟସ]], [[ହୃଦ୍‌ରୋଧ]], [[ଧୁମ୍ରପାନ]] ଇତିହାସ, କାଶିବାର ଅକ୍ଷମତା ରୋଗ ସ୍ଟ୍ରୋକ୍ ବା ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ସିସ୍ଟମ । <ref>{{cite web|title=Who Is at Risk for Pneumonia?|url=http://www.nhlbi.nih.gov/health/health-topics/topics/pnu/atrisk|website=NHLBI|accessdate=3 March 2016|date=March 1, 2011}}</ref> ଲକ୍ଷଣ ଓ [[ଶାରୀରିକ ପରୀକ୍ଷା]] ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । <!-- <ref name=NIH2011Diag/> --> [[ଛାତି ଏକ୍ସ‌ରେ]], ରକ୍ତ ପରୀକ୍ଷା, ଓ [[ଖଙ୍କାର]] ବୀଜାଣୁ କୃଷି ([[କଲ୍‌ଚର]]) କରି ରୋଗ ନିର୍ଣ୍ଣୟ କରାଯାଏ ।<ref name=NIH2011Diag>{{cite web|title=How Is Pneumonia Diagnosed?|url=http://www.nhlbi.nih.gov/health/health-topics/topics/pnu/diagnosis|website=NHLBI|accessdate=3 March 2016|date=March 1, 2011}}</ref> ଏହି ରୋଗର ଉତ୍ସ ଅନୁସାରେ ଶ୍ରେଣୀ ବିଭାଗ କରାଯାଏ ।<ref>{{cite web|title=Types of Pneumonia|url=http://www.nhlbi.nih.gov/health/health-topics/topics/pnu/types|website=NHLBI|accessdate=2 March 2016|date=March 1, 2011}}</ref>
 
<!-- ପ୍ରତିଷେଧ ଓ ଚିକିତ୍ସା -->
୪୨ କ ଧାଡ଼ି:
| ଜର || <center>୭୧-୭୫%</center>
|-
| ଛୋଟ ଶ୍ଵାସଶ୍ବାସ || <center>୬୭-୭୫%</center>
|-
| ଖଙ୍କାର || <center>୬୦-୬୫%</center>
୫୦ କ ଧାଡ଼ି:
|}
[[ଫାଇଲ:Symptoms of pneumonia.svg|thumb|left|alt=ମନୁଷ୍ୟ ଶରୀରର ଚିତ୍ରରେ ନିମୋନିଆର ଲକ୍ଷଣ ସମୁହ ଦର୍ଶାଯାଇଛି|300px|ମନୁଷ୍ୟ ଶରୀରର ଚିତ୍ରରେ ନିମୋନିଆର ଲକ୍ଷଣ ସମୁହ ଦର୍ଶାଯାଇଛି]]
ନିମୋନିଆ ରୋଗୀଙ୍କର ସାଧାରଣତଃ କଫ ସହ କାଶ, କମ୍ପ ସହ ଜର, ଛୋଟ ଶ୍ଵାସଶ୍ବାସ, ଲମ୍ଵାଲମ୍ବା ପ୍ରଶ୍ଵାସପ୍ରଶ୍ବାସ ନେଲାବେଳେ ତୀବ୍ର ଫୋଡିବା ଭଳି ଛାତି ଯନ୍ତ୍ରଣା ଓ ବର୍ଦ୍ଧିତ ଶ୍ଵାସଶ୍ବାସ କ୍ରିୟା ହାର<ref name=BMJ06/> ଦେଖାଯାଏ । ବୟଷ୍କ ଲୋକଙ୍କର ବ୍ୟାକୁଳତା(Confusion) ଏକ ମୂଖ୍ୟ ଚିହ୍ନ ।<ref name=BMJ06>{{cite journal |author= Hoare Z | coauthors = Lim WS|title=Pneumonia: update on diagnosis and management |journal=BMJ | year= 2006 |pages=1077–9 |pmid=16675815|doi=10.1136/bmj.332.7549.1077 |url=http://www.bmj.com/content/332/7549/1077.full.pdf |volume=332 |issue= 7549 |pmc= 1458569 |format=PDF}}</ref> ପାଞ୍ଚ ବର୍ଷ ବୟଷରୁ କମ ସାନ ପିଲାମାନଙ୍କର ଜର, କାଶ, କଷ୍ଟକର ଶ୍ଵାସଶ୍ବାସ କ୍ରିୟା ଓ ଉପବାସ ମୂଖ୍ୟ ଲକ୍ଷଣ ହୁଏ । <br />
ଜର କୌଣସି ବିଧିବଦ୍ଧ ଭାବରେ ହୁଏ ନାହିଁ । ଅତି ସାଂଘାତିକ ରୋଗରେ ଓ ପୁଷ୍ଟିମାନ୍ଦ୍ୟ ଥିଲେ ଜର ନ ହୋଇପାରେ । ଦୁଇ ମାସରୁ ସାନ ପିଲାଙ୍କର ଅଧିକାଂଶ ସମଯରେ କାଶ ହୁଏ ନାହିଁ । ରୋଗ ସାଂଘାତିକ ହେଲେ ଚମ ନୀଳ ପଡେ, ଶୋଷ କମିଯାଏ, ବାତ ମାରେ, ଲଗାଏତ ବାନ୍ତି ହୁଏ, ଚେତନା କମ ରହେ ଓ ଉତ୍ତାପ ଅତି ଅଧିକ ବା କମ ରହେ । <br />
ଜୀବାଣୁ ଓ ଭୁତାଣୁ ଜନିତ ନିମୋନିଆରେ ଏହି ଭଳି ଲକ୍ଷଣ ଦେଖାଯାଏ । ଲେଜିଓନେଲା ଜନିତ ନିମୋନିଆରେ ପେଟ ଯନ୍ତ୍ରଣା, ତରଳ ଝାଡା ଓ ବ୍ୟାକୁଳତା ଦେଖାଯାଏ ।<ref>{{cite journal|last=Darby|first=J|coauthors=Buising, K|title=Could it be Legionella?|journal=Australian family physician|date=October 2008 |volume=37|issue=10|pages=812–5|pmid=19002299}}</ref> ସ୍ଟ୍ରେପ୍ଟୋକୋକସ୍ ନିମୋନିଆରେ ମାଟିଆ ଖଙ୍କାର ଦେଖାଯାଏ ।<ref>{{cite journal|last=Ortqvist|first=A|coauthors=Hedlund, J, Kalin, M|title=Streptococcus pneumoniae: epidemiology, risk factors, and clinical features|journal=Seminars in respiratory and critical care medicine|date=December 2005|volume=26|issue=6|pages=563–74|pmid=16388428|doi=10.1055/s-2005-925523}}</ref> କ୍ଲେବସିଲା ଜନିତ ନିମୋନିଆରେ ରକ୍ତିମ ଖଙ୍କାର ପଡେ ଯାହାକୁ କ୍ୟୁରାଣ୍ଟ ଜେଲି(currant jelly) ନାମ ଦିଆ ଯାଇଛି । ଯକ୍ଷ୍ମା, ଗ୍ରାମ ବିଯୁକ୍ତାତ୍ମକ ନିମୋନିଆ, ଫୁସଫୁସରେ ପୂଜ(Lung abcess) ଥିଲେ ଓ ତୀବ୍ର ବ୍ରୋଙ୍କାଇଟିସ୍‌ରେ ମଧ୍ୟ କଫ ସାଥୀରେ ରକ୍ତ ପଡେ । ମାଇକୋପ୍ଲାଜ୍ମା ନିମୋନିଆରେ ବେକର ଲସିକା ଗ୍ରନ୍ଥି ଫୁଲିଯାଏ, ଗଣ୍ଠି ଯନ୍ତ୍ରଣା ହୁଏ ଓ ମଝି କାନ ସଂକ୍ରମଣ ହୁଏ ।
୫୬ କ ଧାଡ଼ି:
== କାରଣ ==
[[ଫାଇଲ:Streptococcus pneumoniae.jpg|thumb|right|ଇଲେକ୍‌ଟ୍ରନ୍ ମାଇକ୍ରୋସ୍କୋପ୍‌ରେ ସ୍ଟ୍ରେପ୍ଟୋକୋକସ୍ ନିମୋନି ଜୀବାଣୁ]]
ନିମୋନିଆ ରୋଗ [[ଜୀବାଣୁ]] କିମ୍ଵାକିମ୍ବା [[ଭୁତାଣୁ]] ଓ ଅଳ୍ପ ମାତ୍ରାରେ [[କବକ]] କିମ୍ଵାକିମ୍ବା [[ପରଜୀବୀ]]ଦ୍ଵାରାଦ୍ବାରା ସୃଷ୍ଟି ହୁଏ । ଏକ ଶହରୁ ଅଧିକ ପ୍ରଜାତିର ସଂକ୍ରମଣ ପ୍ରତିନିଧି ଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଅଳ୍ପ କେତେକଙ୍କଦ୍ଵାରାକେତେକଙ୍କଦ୍ବାରା ଏହି ନିମୋନିଆ ରୋଗ ହୁଏ । ଜୀବାଣୁ ଓ ଭୁତାଣୁର ମିଶ୍ରିତ ସଂକ୍ରମଣ ୧୫% ଯୁବକ ଓ ୪୫% ପିଲାମାନଙ୍କଠାରେ ଦେଖାଯାଏ । ଯତ୍ନର ସହ ପରୀକ୍ଷା କଲେ ମଧ୍ୟ ଅର୍ଧେକ ରୋଗର ପ୍ରତିନିଧି ଚିହ୍ନି ହୁଏ ନାହିଁ । <br />
ଫୁସଫୁସର ପ୍ରଦାହକୁ ନିମୋନିଆ କୁହାଯାଏ; ଯାହା କେବଳ ସଂକ୍ରମଣଦ୍ଵାରାସଂକ୍ରମଣଦ୍ବାରା ନ ହୋଇ ଅଟୋ ଇମ୍ମ୍ୟୁନ, ଔଷଧ କିମ୍ଵାକିମ୍ବା ରାସାୟନିକ ଦ୍ରବ୍ୟଦ୍ଵାରାଦ୍ରବ୍ୟଦ୍ବାରା ମଧ୍ୟ ହୋଇପାରେ । ଚିକିତ୍ସା ବିଜ୍ଞାନ ଅନୁସାରେ ଏହାର ପ୍ରକୃତ ନାମ ନିମୋନାଇଟିସ୍(Pneumonitis) ।<ref name="isbn0-7234-3200-7">{{cite book |author=Lowe, J. F.; Stevens, Alan |authorlink= |editor= |others= |title=Pathology |edition=2nd |publisher=Mosby |location=St. Louis |year=2000 |page=197 |isbn=0-7234-3200-7 |oclc= |doi= |url=http://books.google.co.uk/books?id=AfVxLi4QTZQC&pg=PA197|accessdate=}}</ref><ref>{{cite book|last=Snydman|first=editors, Raleigh A. Bowden, Per Ljungman, David R.|title=Transplant infections|year=2010|publisher=Wolters Kluwer Health/Lippincott Williams & Wilkins|location=Philadelphia|isbn=978-1-58255-820-2|page=187|url=http://books.google.com/books?id=NWa4FJv-eBYC&pg=PA447|edition=3rd}}</ref> <br />
ଧୁମ୍ରପାନ, ପ୍ରତିରୋଧ ଅକ୍ଷମତା, ମଦ୍ୟାଶକ୍ତ, ଅବରୋଧକାରୀ ଫୁସଫୁସ୍ ରୋଗ, ପୁରାତନ ବୃକ୍‌କ ରୋଗ ଓ ଯକୃତ ରୋଗ ଇତ୍ୟାଦି ନିମୋନିଆର ବାହକ ରୁପେ ପରିଚିତ । ପ୍ରୋଟୋନ୍ ପମ୍ପ ବିରୋଧକାରୀ ଔଷଧ କିମ୍ଵାକିମ୍ବା ଏଚ୍୨ ପ୍ରତିରୋଧକ ଔଷଧ ଖାଉଥିଲେ ନିମୋନିଆ ହେବା ସମ୍ଭାବନା ବଢିଯାଏ ।<ref>{{cite journal|last=Eom|first=CS|coauthors=Jeon, CY; Lim, JW; Cho, EG; Park, SM; Lee, KS|title=Use of acid-suppressive drugs and risk of pneumonia: a systematic review and meta-analysis|journal=CMAJ : Canadian Medical Association journal = journal de l'Association medicale canadienne|date=22 February 2011 |volume=183|issue=3|pages=310–9|pmid=21173070|doi=10.1503/cmaj.092129|pmc=3042441}}</ref> ଅଧିକ ବୟଷର ଲୋକଙ୍କର ମଧ୍ୟ ନିମୋନିଆ ସମ୍ଭାବନା ଅଧିକ ରହେ ।
=== ଜୀବାଣୁ ===
ଗୋଷ୍ଠି ଗ୍ରହିତ ନିମୋନିଆ ରୋଗୀଙ୍କ କ୍ଷେତ୍ରରେ ୫୦% ରୋଗ କେବଳ ସ୍ଟ୍ରେପ୍ଟୋକୋକସ୍ ନିମୋନି ଜୀବାଣୁଦ୍ଵାରାଜୀବାଣୁଦ୍ବାରା ହୁଏ ।<ref name=EOP10>{{cite journal |author=Anevlavis S | coauthors = Bouros D |title=Community acquired bacterial pneumonia|journal=Expert Opin Pharmacother |volume=11 |issue=3 |pages=361–74 |year=2010 |month=February|pmid=20085502|doi=10.1517/14656560903508770 }}</ref> ଅନ୍ୟ ଜୀବାଣୁ ମଧ୍ୟରେ ୨୦% ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି, ୧୩% କ୍ଲାମିଡିଆ ନିମୋନି ଓ ୩% ମାଇକୋପ୍ଲାଜ୍ମା ନିମୋନିଦ୍ଵାରାନିମୋନିଦ୍ବାରା ନିମୋନିଆ ହୁଏ । ସ୍ଵଲ୍ପସ୍ବଲ୍ପ ମାତ୍ରାରେ ରୋଗ ସୃଷ୍ଟିକାରୀ ଅନ୍ୟ ଜୀବାଣୁମାନଙ୍କର ନାମ ସ୍ଟାଫିଲୋକୋକସ୍ ଅରିଅସ୍, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଓ ବିଯୁକ୍ତାର୍ମକ ଗ୍ରାମ୍ ଜୀବାଣୁ । ଔଷଧ ବିରୋଧୀ ସ୍ଟ୍ରେପ୍ଟୋକୋକସ୍ ନିମୋନି ଓ ମେଥିସିଲିନ ଔଷଧ ବିରୋଧୀ ସ୍ଟାଫିଲୋକୋକସ୍ ଅରିଅସ୍ ମଧ୍ୟ ସାଧାରଣତଃ ରୋଗ ସୃଷ୍ଟି କରନ୍ତି । <br />
ସଂକଟ ପରିସ୍ଥିତି ଥିଲେ ରୋଗ ବାପିବାରେ ସୁବିଧା ହୁଏ । ମଦ୍ୟପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ଅବାୟୁଜୀବୀ ଓ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବର୍‌କୁଲୋସିସ୍; ଧୂମପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଜୀବାଣୁମାନଙ୍କଦ୍ଵାରାଜୀବାଣୁମାନଙ୍କଦ୍ବାରା ନିମୋନିଆ ହୁଏ । ପକ୍ଷୀ ସଂସ୍ପର୍ଷରେ ଆସିଲେ କ୍ଲାମିଡିଆ ସିଟାସି, ଫାର୍ମ ପଶୁମାନଙ୍କଠାରୁ କୋକ୍ସିଏଲା ବୁମେଟ୍ଟି, ପାକସ୍ଥଳୀ ଦ୍ରବ୍ୟ କାଢିବା ପରେ ଅବାୟୁଜୀବୀମାନେ ନିମୋନିଆ ସୃଷ୍ଟି କରନ୍ତି । ଶୀତଦିନେ ସ୍ଟ୍ରେପ୍ଟୋକୋକସ୍ ନିମୋନିଦ୍ଵାରାନିମୋନିଦ୍ବାରା ଅଧିକ ନିମୋନିଆ ହୁଏ ।
=== ଭୁତାଣୁ ===
ସମସ୍ତ ନିମୋନିଆ ରୋଗୀଙ୍କ ମଧ୍ୟରୁ ୧/୩ ଭାଗ ବୟଃପ୍ରାପ୍ତ ଲୋକଙ୍କୁ ହୁଏ ଓ ୧୫% ପିଲାମାନଙ୍କୁ ହୁଏ । ରୋଗ ସୃଷ୍ଟିକାରୀ ଭୁତାଣୁମାନଙ୍କ ନାମ: ରାଇନୋ ଭୁତାଣୁ, କରୋନା ଭୁତାଣୁ, ଇନ୍‌ଫ୍ଲୁଏଞ୍ଜା ଭୁତାଣୁ, ରେସ୍‌ପିରେଟରି ସିନ୍‌ସିଟିଆଲ୍ ଭୁତାଣୁ, ଆଡେନୋ ଭୁତାଣୁ ଓ ପାରାଇନ୍‌ଫ୍ଲୁଏଞ୍ଜା ଭୁତାଣୁ । ନବଜାତ, କ୍ୟାନ୍‌ସର୍ ରୋଗୀ, ପ୍ରତିରୋପିତ ରୋଗୀ ଓ ପୋଡା ଘାଆ ରୋଗୀଙ୍କ ବ୍ୟତିତ ଅନ୍ୟ ଲୋକଙ୍କୁ ହର୍‌ପ୍ଲେକ୍ସ ସିମ୍‌ପ୍ଲେକ୍ସ ଭୁତାଣୁ କ୍ଵଚିତକ୍ବଚିତ ଆକ୍ରମଣ କରେ ।<ref name=Text2010>{{cite book|last=Behera|first=D.|title=Textbook of pulmonary medicine|year=2010|publisher=Jaypee Brothers Medical Pub.|location=New Delhi|isbn=8184487495|pages=391–394|url=http://books.google.ca/books?id=0TbJjd9eTp0C&pg=PA391|edition=2nd }}</ref> ଅଙ୍ଗ ପ୍ରତିରୋପିତ ଓ ପ୍ରତିରୋଧ ଅକ୍ଷମ ଲୋକଙ୍କୁ ସାଇଟୋମେଗାଲୋ ଭୁତାଣୁ ଆକ୍ରମଣ କରେ । ଭୁତାଣୁ ସଂକ୍ରମିତ ନିମୋନିଆ ରୋଗୀଙ୍କର ଅନ୍ୟ କିଛି ସ୍ଵାସ୍ଥ୍ୟଗତସ୍ବାସ୍ଥ୍ୟଗତ ଅସୁବିଧା ଥିଲେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ସ୍ଟାଫିଲୋକୋକସ୍ ଅରିଅସ୍, କିମ୍ଵାକିମ୍ବା ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି ଜୀବାଣୁଦ୍ଵାରାଜୀବାଣୁଦ୍ବାରା ମଧ୍ୟ ସଂକ୍ରମିତ ହୁଅନ୍ତି । ଋତୁ ଅନୁସାରେ ଭିନ୍ନ ଭିନ୍ନ ଭୁତାଣୁ ଆକ୍ରମଣ କରନ୍ତି ଯେପରିକି ଶୀତଋତୁରେ ଇନ୍‌ଫ୍ଲୁଏଞ୍ଜା ଭୁତାଣୁ ଅର୍ଦ୍ଧାଧିକ ରୋଗୀଙ୍କ କାରଣ ରୁପେ ବିବେଚିତ ହୁଏ । ବେଳେ ବେଳେ ହାନ୍ଟା ଓ କରୋନା ଭୁତାଣୁ ଦ୍ଵୟଦ୍ବୟ ମଧ୍ୟ ନିମୋନିଆ ରୋଗ କରନ୍ତି ।
=== କବକ ===
ଯେଉଁମାନଙ୍କର ଦୁର୍ବଳ ପ୍ରତିରୋଧ ଥାଏ, ଏଡ୍‌ସ୍ ଥାଏ, ପ୍ରତିରୋଧ ବାଧକ ଔଷଧ ସେବନ କରନ୍ତି କିମ୍ଵାକିମ୍ବା ଅନ୍ୟ ରୋଗଗ୍ରସ୍ତ ଥାଆନ୍ତି, ସେମାନଙ୍କୁ ସାଧାରଣତଃ କବକ ଆକ୍ରମଣ କରେ । <ref name=Fungus2009>{{cite book|last=Maskell|first=Nick|title=Oxford desk reference.|year=2009|publisher=Oxford University Press|location=Oxford|isbn=9780199239122|pages=196|url=http://books.google.ca/books?id=MfEUkzQQ1BEC&pg=PA196|coauthors=Millar, Ann}}</ref> ଏହି କବକମାନଙ୍କର ନାମ: ହିସ୍ଟୋପ୍ଲାଜ୍ମା କ୍ୟାପ୍‌ସୁଲେଟମ୍, ବ୍ଲାସ୍ଟୋମାଇସେସ୍, କ୍ରିପ୍ଟୋକୋକସ୍ ନିଓଫର୍‌ମାନ୍ସ୍, ନିମୋସାଇଟିସ୍ ଜିରୋଭେସି ଓ କକ୍‌ସିଡିଓଡେସ୍ ଇମିଟିସ୍ । ମିସିସିପି ନଦୀ ଇଲାକାରେ ହିସ୍ଟୋପ୍ଲାଜ୍‌ମୋସିସ୍ କବକ ଜନିତ ଓ ଦକ୍ଷିଣ ପଶ୍ଚିମ ଆମେରିକାରେ କକ୍‌ସିଡିଓମାଇସେସ୍ କବକ ଜନିତ ନିମୋନିଆ ହୁଏ । କମ୍ ପ୍ରତିରୋଧ ଶକ୍ତି ଯୋଗୁ ଓ ଗମନାଗମନ ସୁବିଧା ଯୋଗୁ ବିଂଶ ଶତାବ୍ଦୀର ଦ୍ଵିତୀୟଦ୍ବିତୀୟ ଭାଗରେ ଅଧିକ ରୋଗ ହୋଇଥିଲା ।
=== ପରଜୀବୀ ===
ଫୁସ୍‌ଫୁସ୍‌କୁ ଆକ୍ରମଣ କରୁଥିବା ପରଜୀବୀମାନଙ୍କର ନାମ: ଟକ୍ସୋପ୍ଲାଜ୍ମା ଗୁଣ୍ଡି, ସ୍ଟ୍ରଙ୍ଗିଲଏଡେସ୍ ସ୍ଟେର୍‌କୋରାଲିସ୍, ଆସ୍କାରିସ୍ ଲୁମ୍ବ୍ରିକଏଡିସ୍ ଓ ପ୍ଲାଜ୍‌ମୋଡିଅମ ମାଲେରି । ଚର୍ମ ମାଧ୍ୟମ, ଖାଦ୍ୟ ମାଧ୍ୟମ ଓ କୀଟ ମାଧ୍ୟମରେ ପରଜୀବୀମାନେ ଦେହରେ ପ୍ରବେଶ କରନ୍ତି । ପାରାଗୋନିଅମ୍ ଵେସ୍ଟର୍‌ମାନିବେସ୍ଟର୍‌ମାନି ବ୍ୟତୀତ ଅଧିକାଂଶ ପରଜୀବୀ ସିଧା ସଳଖ ଫୁସ୍‌ଫୁସ୍‌କୁ ଆକ୍ରମଣ ନ କରି ଅନ୍ୟ ଅଙ୍ଗ ଆକ୍ରମଣ କରନ୍ତି ଓ ସେଠାରୁ ଏହା ବିସ୍ତାର ହୁଏ । ଆସ୍କାରିସ୍ ଓ ସ୍ଟ୍ରଙ୍ଗିଲଏଡ୍ ଜେନେରା ଦ୍ଵୟଦ୍ବୟ ଇଓସିନିକ ପ୍ରତିକ୍ରିୟା କରିବା ଯୋଗୁ ଇଓସିନୋଫିଲିକ୍ ନିମୋନିଆ ହୁଏ । ମ୍ୟାଲେରିଆରେ ସାଇଟିକାଇନ୍ ଯୋଗୁ ହୁଏ । ବିକଶିତ ରାଷ୍ଟ୍ରମାନଙ୍କରେ ଅନ୍ୟ ଦେଶମାନଙ୍କରୁ ଫେରୁଥିବା ଲୋକମାନେ ଏହି ରୋଗ ବ୍ୟାପିବାରେ ସାହଯ୍ୟ କରନ୍ତି । ଏହି ରୋଗ ପ୍ରତିରୋଧ ଶକ୍ତି ରହିତ ଲୋକମାନଙ୍କଠାରେ ଅଧିକ ଦେଖାଯାଏ ।<ref>{{cite journal|last=Vijayan|first=VK|title=Parasitic lung infections.|journal=Current opinion in pulmonary medicine|date=2009 May|volume=15|issue=3|pages=274–82|pmid=19276810}}</ref>
=== ଅଜ୍ଞାତ କାରଣ ===
ଅଣସଂକ୍ରମଣ ନିମୋନିଆ ବା ଇଣ୍ଟର୍‌ସ୍ଟିସିଆଲ୍ ନିମୋନିଆ ଗୋଟିଏ କାରଣ ଜଣା ନ ପଡୁଥିବା ନିମୋନିଆ ରୋଗ ସମଷ୍ଟି ବା ବିସ୍ତାରିତ ଫୁସ୍‌ଫୁସ୍ ରୋଗ ସମଷ୍ଟି । ଏହି ସମସ୍ଟିରେ ଥିବା ରୋଗମାନଙ୍କର ନାମ: ଡିଫ୍ୟୁଜ୍ ଆଲ୍‌ଭିଓଲାର୍ ଡାମେଜ୍, ଅର୍‌ଗାନାଇଜିଙ୍ଗ ନିମୋନିଆ, ନନ୍‌ସ୍ପେସିଫିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଲିମ୍ଫୋସାଇଟିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଡିସ୍କ୍ଵାମେଟିଭଡିସ୍କ୍ବାମେଟିଭ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ରେସ୍ପିରେଟରି ବ୍ରୋଙ୍କିଆଲ୍ ଇଣ୍ଟରସ୍ଟିସିଆଲ୍ ଫୁସ୍‌ଫୁସ୍ ରୋଗ ଓ ସାଧାରଣ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।
== ବିକାରୀ ଶରୀର କ୍ରିୟା(Pathophysiology) ==
 
[[ଫାଇଲ:New Pneumonia cartoon.jpg|thumb|right|alt=A schematic diagram of the human lungs with an empty circle on the right representing a normal alveola and one on the right showing an alveola full of fluid as in pneumonia|ଫୁସ୍‌ଫୁସ୍‌ରେ ଥିବା ବାୟୁ ଥଳୀରେ ନିମୋନିଆଦ୍ଵାରାନିମୋନିଆଦ୍ବାରା ତରଳ ପଦାର୍ଥ ପୂରି ରହିଛି(ଡାହାଣ ପାଖ), ବାମ ପାଖଟିର ସାଧାରଣ ଅବସ୍ଥା ଅଛି ।]]
ଅଧିକାଂଶ ସମୟରେ ଶ୍ଵାସଶ୍ବାସ ନଳୀର ଉପର ଭାଗରେ ସଂକ୍ରମଣ ହେବା ପରେ ନିମ୍ନ ଭାଗ ସଂକ୍ରମିତ ହୁଏ ।
=== ଭୁତାଣୁ ଜନିତ ===
ଅନେକ ଗୁଡିଏ ପଥ ମାଧ୍ୟମରେ ଭୁତାଣୁ ଫୁସ୍‌ଫୁସ୍‌ରେ ପହଞ୍ଚେ । ଫୁସ୍‌ଫୁସୀୟ ସିନ୍‌ସିଟିଆଲ୍ ଭୁତାଣୁ ପ୍ରଦୂଷିତ ଜିନିଷକୁ ଛୁଇଁବା ପରେ ଆଖି ଓ ନାକକୁ ସ୍ପର୍ଷ କଲେ ରୋଗ ସଂକ୍ରମଣ ହୁଏ ।<ref name=M31>Murray and Nadel (2010). Chapter 31.</ref> ପ୍ରଦୂଷିତ ବାୟୁବାହୀ ସୂକ୍ଷ୍ମ କଣା ପାଟି ବା ନାକ ବାଟେ ଫୁସ୍‌ଫୁସ୍‌‌କୁ ଯାଏ । ଥରେ ଉର୍ଦ୍ଧ୍ଵଉର୍ଦ୍ଧ୍ବ ବାୟୁ ପଥକୁ ଗଲେ ସେଠାରୁ ଫୁସ୍‌ଫୁସ୍‌‌କୁ ଯାଇ ବାୟୁ ଥଳୀ ଓ ଫୁସ୍‌ଫୁସ୍‌‌‌ର କୋଷମାନଙ୍କୁ ଆକ୍ରମଣ କରନ୍ତି । <ref name=Gary2010>{{cite book|last=al.]|first=editors, Gary R. Fleisher, Stephen Ludwig ; associate editors, Richard G. Bachur ... [et|title=Textbook of pediatric emergency medicine|year=2010|publisher=Wolters Kluwer/Lippincott Williams & Wilkins Health|location=Philadelphia|isbn=1605471593|pages=914|url=http://books.google.ca/books?id=a7CqcE1ZrFkC&pg=PA914|edition=6th ed.}}</ref> ମିଳିମିଳା ଓ ହର୍‌ପିସ୍ ଭୁତାଣୁ ରକ୍ତ ମାଧ୍ୟମରେ ଫୁସ୍‌ଫୁସ୍‌‌କୁ ଯାଏ । ଫୁସ୍‌ଫୁସ୍‌‌ ସଂକ୍ରମିତ ହେବା ପରେ ବିଭିନ୍ନ ମାତ୍ରାରେ କୋଷ ମୃତ୍ୟୁ ହୁଏ । ପ୍ରତିରୋଧ ବିଭାଗ ପ୍ରତିକ୍ରିୟା କରିବା ପରେ ଆହୁରି ଅଧିକ କୋଷ ମୃତ୍ୟୁ ହୁଏ । ଶ୍ଵେତଶ୍ବେତ ରକ୍ତ କଣିକା ମଧ୍ୟରୁ ମୋନୋନ୍ୟୁକ୍ଲିଆର କୋଷ ଅଧିକ ପ୍ରଦାହ ସୃଷ୍ଟି କରନ୍ତି । ଅନେକ ଭୁତାଣୁ ଫୁସ୍‌ଫୁସ୍‌‌କୁ ଆକ୍ରମଣ କରିବା ସହ ଅନ୍ୟ ଅଙ୍ଗମାନଙ୍କୁ ମଧ୍ୟ ଆକ୍ରମଣ କରନ୍ତି । ଭୁତାଣୁ ଶରୀରକୁ ଦୁର୍ବଳ କଲା ପରେ ଜୀବାଣୁ ମଧ୍ୟ ଅତି ସହଜରେ ତାହା ସହ ମିଶି ଆକ୍ରମଣ କରନ୍ତି ।ଏହାକୁ କୋମରବିଡ୍ ଅବସ୍ଥା କହନ୍ତି । <ref name=Viral09>{{cite journal |author=Figueiredo LT |title=Viral pneumonia: epidemiological, clinical, pathophysiological and therapeutic aspects |journal=J Bras Pneumol |volume=35 |issue=9 |pages=899–906 |year=2009 |month=September |pmid=19820817 |doi=10.1590/S1806-37132009000900012}}</ref>
=== ଜୀବାଣୁ ଜନିତ ===
ନାକ ଓ ଗଳାରେ ରହୁଥିବା ଅଧିକାଂଶ ଜୀବାଣୁ ଶୋଷି ହୋଇ ଶ୍ଵାସଶ୍ବାସ ପଥ ଦେଇ ଫୁସ୍‌ଫୁସ୍‌ର ପହଞ୍ଚେ । ଶୋଇଥିବା ଅବସ୍ଥାରେ ସାଧାରଣ ଜନ ସମୁଦାୟର ଅର୍ଦ୍ଧେକ ସଂଖ୍ୟା ଏହି ଉପାୟରେ ସଂକ୍ରମିତ ହୁଅନ୍ତି । ଗଳାରେ ସର୍ବଦା ଜୀବାଣୁ ଥିଲେ ମଧ୍ୟ ରୋଗ ସୃଷ୍ଟିକାରୀ ଜୀବାଣୁ କେତେକ ନିର୍ଦ୍ଦିଷ୍ଟ ସମୟରେ ଓ ଅବସ୍ଥାରେ ରହନ୍ତି । ପ୍ରଦୂଷିତ ବାୟୁ କଣାରେ ଥିବା ଯକ୍ଷ୍ମା ଓ ଲେଜିଓନେଲା ନିମୋଫିଲା ଜୀବାଣୁ ପ୍ରଶ୍ଵାସରେପ୍ରଶ୍ବାସରେ ପ୍ରବେଶ କରନ୍ତି । ରକ୍ତ ମାଧ୍ୟମରେ ମଧ୍ୟ ଜୀବାଣୁ ବିସ୍ତାର ଲାଭ କରନ୍ତି । ଫୁସ୍‌ଫୁସ୍‌ରେ ପ୍ରବେଶ କରିବା ପରେ ବାୟୁ ଥଳୀ ଓ ଫୁସ୍‌ଫୁସ୍‌ କୋଷ ମଧ୍ୟରେ ଥିବା ସ୍ଥାନରେ ଜୀବାଣୁ ପ୍ରବେଶ କଲେ ମାକ୍ରୋଫେଜ୍ ଓ ନିଉଟ୍ରୋଫିଲ୍ ଦ୍ଵୟଦ୍ବୟ ଏମାନଙ୍କୁ କର୍ତ୍ତବ୍ୟ ଶୁନ୍ୟ କରିବାକୁ ଚେଷ୍ଟା କରନ୍ତି ।<ref>{{cite book|last=Hammer|first=edited by Stephen J. McPhee, Gary D.|title=Pathophysiology of disease : an introduction to clinical medicine|year=2010|publisher=McGraw-Hill Medical|location=New York|isbn=0071621679|pages=Chapter 4|edition=6th ed.}}</ref> ନିଉଟ୍ରୋଫିଲ୍‌ରୁ ନିର୍ଗତ ସାଇଟୋକାଇନ୍ ପ୍ରତିରୋଧ ବିଭାଗକୁ ସକ୍ରିୟ କରନ୍ତି ।<ref name=Fein2006>{{cite book|last=Fein|first=Alan|title=Diagnosis and management of pneumonia and other respiratory infections|year=2006|publisher=Professional Communications|location=Caddo, OK|isbn=1884735630|pages=28–29|url=http://books.google.ca/books?id=hKdcHK719qgC&pg=PA28|edition=2nd ed.}}</ref> ଏହି କାରଣରୁ ଜର, କମ୍ପ ଓ ଥକ୍କା ଲାଗେ । ନିଉଟ୍ରୋଫିଲ୍, ଜୀବାଣୁ ଓ ରକ୍ତ ନଳୀରୁ ନିର୍ଗତ ତରଳ ପଦାର୍ଥ ବାୟୁ ଥଳିରେ ଜମା ହୋଇଯାଏ ଯାହା ଚିତ୍ରରେ ଦର୍ଶାଯାଇଛି ।<ref>{{cite book|last=Kumar|first=Vinay|title=Robbins and Cotran pathologic basis of disease.|year=2010|publisher=Saunders/Elsevier|location=Philadelphia, PA|isbn=1416031219|pages=Chapter 15|edition=8th ed.}}</ref>
== ରୋଗ ନିର୍ଣ୍ଣୟ ==
ରୋଗ ଲକ୍ଷଣ, ଚିହ୍ନ ଓ ଛାତି ଏକ୍ସ-ରେ ଛବି ପରୀକ୍ଷା କରି ନିମୋନିଆ ରୋଗ ନିର୍ଣ୍ଣୟ କରାଯାଏ ।<ref name=Diag10>{{cite journal|last=Lynch|first=T|coauthors=Bialy, L, Kellner, JD, Osmond, MH, Klassen, TP, Durec, T, Leicht, R, Johnson, DW|title=A systematic review on the diagnosis of pediatric bacterial pneumonia: when gold is bronze|journal=PLoS ONE|date=2010-08-06|volume=5|issue=8|pages=e11989|pmid=20700510|doi=10.1371/journal.pone.0011989|pmc=2917358|editor1-last=Huicho|editor1-first=Luis}}</ref> ରୋଗ ଚିହ୍ନି ହେଲେ ମଧ୍ୟ ରୋଗର କାରଣ ସର୍ବଦା ଜାଣି ହୁଏ ନାହିଁ, ଜୀବାଣୁ ଓ ଅଣଜୀବାଣୁ ଚିହ୍ନିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷା ବାହାରି ନାହିଁ । ପିଲାମାନଙ୍କର ନିମୋନିଆ ହେଲେ କାଶ କିମ୍ଵାକିମ୍ବା ଶ୍ଵାସଶ୍ବାସ କ୍ରିୟାରେ ଅସୁବିଧା ହୁଏ, ଦ୍ରୁତ ଶ୍ଵାସଶ୍ବାସ ହାର ହୁଏ, ଛାତି ଭିତରକୁ ପଶିଯାଏ ଓ ସ୍ଵଳ୍ପସ୍ବଳ୍ପ ଚେତନା ହୁଏ । ଏହି ଲକ୍ଷଣ ସମସ୍ତ ଡବ୍ଲ୍ୟୁ. ଏଚ୍.ଓ. ସଂଜ୍ଞା ଅନ୍ତର୍ଭୁକ୍ତ । ନିମୋନିଆରେ ଶ୍ଵାସଶ୍ବାସ କ୍ରିୟା ହାର: ଦୁଇ ମାସରୁ ସାନ ପିଲାଙ୍କର ୬୦/ମିନିଟରୁ ଅଧିକ, ଦୁଇ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ୫୦/ମିନିଟ, ଏକ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ୪୦/ମିନିଟ ।<ref name=WHOBook>{{cite book|last=Ezzati|first=edited by Majid|title=Comparative quantification of health risks|year=2004|publisher=Organisation mondiale de la santé|location=Genève|isbn=978-92-4-158031-1|page=70|url=http://books.google.com/books?id=ACV1jEGx4AgC&pg=PA70|coauthors=Lopez, Alan D., Rodgers, Anthony, Murray, Christopher J.L.}}</ref> ପିଲା ମାନଙ୍କଠାରେ ଦ୍ରୁତ ଶ୍ଵାସଶ୍ବାସ କ୍ରିୟା ଓ ଛାତି ଭିତରକୁ ପଶିଯିବା ଚିହ୍ନମାନ ସ୍ଟେଥୋସ୍କୋପ୍‌ରେ ଶୁଭୁଥିବା କ୍ରାକ୍ଲ ଶବ୍ଦଠାରୁ ଅଧିକ ସମ୍ବେଦନଶୀଳ । <br />
ଯଦି ବିଶେଷ ଚିହ୍ନ ନାହିଁ ଓ ସ୍ଟେଥୋଦ୍ଵାରାସ୍ଟେଥୋଦ୍ବାରା କୌଣସି ଅସ୍ଵାଭାବିକଅସ୍ବାଭାବିକ ଶବ୍ଦ ଶୁଭୁନାହିଁ, ତାହା ହେଲେ ନିମୋନିଆ ସଙ୍କଟପୂର୍ଣ୍ଣ ହୁହେଁ ଓ ବିଶେଷ ପରୀକ୍ଷା ଅନାବଶ୍ୟକ ହୁଏ ।<ref>{{cite journal|last=Saldías|first=F|coauthors=Méndez, JI, Ramírez, D, Díaz, O|title=[Predictive value of history and physical examination for the diagnosis of community-acquired pneumonia in adults: a literature review]|journal=Revista medica de Chile|date=April 2007 |volume=135|issue=4|pages=517–28|pmid=17554463}}</ref> ଡାକ୍ତରଖାନା ଵାର୍ଡରେବାର୍ଡରେ ରହିଲେ ବିଭିନ୍ନ ପରୀକ୍ଷା କରାଯାଏ, ଯଥା: ପଲ୍ସ ଅକ୍ସିମେଟ୍ରି, ଛାତି ଏକ୍ସ-ରେ, ରକ୍ତର ସି.ବି.ସି., ସେରମ୍ ଏଲେକ୍ଟ୍ରୋଲାଟ୍, ସି ରିଆକ୍ଟିଭ ପ୍ରୋଟିନ୍ ଓ ଲିଭର ଫଙ୍କସନ୍ ପରୀକ୍ଷା କରାଯାଏ । ଇନ୍‌ଫ୍ଲୁଏଞ୍ଜା ସଦୃଶ ରୋଗ ଗୁଡିକ ଲକ୍ଷଣ/ଚିହ୍ନରୁ ନିର୍ଣ୍ଣୟ କରାଯାଏ କିନ୍ତୁ ଇନଫ୍ଲୁଏଞ୍ଜା ରୋଗ ନିମନ୍ତେ ପରୀକ୍ଷା ଆବଶ୍ୟକ ।<ref name=ILI05>{{cite journal|last=Call|first=SA|coauthors=Vollenweider, MA, Hornung, CA, Simel, DL, McKinney, WP|title=Does this patient have influenza?|journal=JAMA: the Journal of the American Medical Association|date=2005-02-23|volume=293|issue=8|pages=987–97|pmid=15728170|doi=10.1001/jama.293.8.987}}</ref> ଇନ୍‌ଫ୍ଲୁଏଞ୍ଜା ହେଉଥିବା ସ୍ଥାନ ଓ ରାପିଡ୍ ଇନ୍‌ଫ୍ଲୁଏଞ୍ଜା ପରୀକ୍ଷା ଉପରେ ଚିକିତ୍ସା ପର୍ଯ୍ୟବେଶିତ ହୁଏ ।<ref name=ILI05/>
=== ଶାରୀରିକ ପରୀକ୍ଷା ===
ରୋଗୀର ଶାରୀରିକ ପରୀକ୍ଷା କଲେ କମ୍ ରକ୍ତ ଚାପ, ଦୃତ ହୃତ୍‌ପିଣ୍ଡ ଗତି ଓ କମ୍ ଅମ୍ଳଜାନ ସାଚୁରେସନ୍ ଦେଖାଯାଏ । ଶ୍ଵାସଶ୍ବାସ କ୍ରିୟା ହାର ଦୃତ ହୁଏ ଓ ଏହା ଅନ୍ୟ କିଛି ଚିହ୍ନ ଦେଖାଯିବାର ଦିନେ ବା ଦୁଇ ଦିନ ପୂର୍ବରୁ ଦେଖା ଯାଇପାରେ । ଛାତି ପରୀକ୍ଷାରେ କିଛି ଅସାଧାରଣ ଜଣାଯାଏ ନାହିଁ କିନ୍ତୁ ରୋଗାକ୍ରାନ୍ତ ପଟର ଛାତି ଅଳ୍ପ ପ୍ରସାରିତ ହୁଏ । ପ୍ରଦାହ ହୋଇଥିବା ବଡ ଶ୍ଵାସଶ୍ବାସ ନଳୀରେ ବାୟୁ ଗତି କଲା ବେଳେ ଯେଉଁ ଶବ୍ଦ ଉତ୍ପନ୍ନ ହୁଏ ତାହାକୁ ବ୍ରୋଙ୍କିଆଲ ଶ୍ଵାସଶ୍ବାସ(bronchial breathing) କହନ୍ତି ଓ ଏହା ସ୍ଟେଥୋସ୍କୋପ୍ ସାହାଯ୍ୟରେ ଶୁଣାଯାଏ । ପ୍ରଶ୍ଵାସପ୍ରଶ୍ବାସ ନେଲା ବେଳେ ସଂକ୍ରମିତ ଫୁସ୍‌ଫୁସ୍ ଉପର ଛାତି ଉପରେ ଯେଉଁ ଶବ୍ଦ ଶୁଣାଯାଏ ତାହାକୁ କ୍ରାକ୍ଲ୍ ବା ରେଲ୍ସ୍(Rales) କହନ୍ତି । ପର୍‌କସନ୍ କଲେ ଛାତି ଶବ୍ଦ ନିଦା ଲାଗେ । <br />
=== ଇମେଜିଙ୍ଗ ===
[[ଫାଇଲ:CT scan of the chest, demonstrating right-sided pneumonia.jpg|thumb|alt=A black and white image show the internal organs in cross section as generated by CT. Where one would expect black on the left one seen a whiter area with black sticks through it.|ପାଠକ ଦେଖୁଥିବା ଚିତ୍ରର ବାମ ପଟରେ ବା ଛାତିର ଡାହାଣ ପାଖରେ ନିମୋନିଆ ଥିବା ସି.ଟି. ସ୍କାନରେ ଜଣା ଯାଉଛି ।]]
ରୋଗ ନିର୍ଣ୍ଣୟ ନିମନ୍ତେ ଅଧିକତର ଛାତି ଏକ୍ସ-ରେ କରି ଦେଖାଯାଏ । ମୃଦୁ ରୋଗ ହୋଇଥିଲେ ଯଦି ଔଷଧଦ୍ଵାରାଔଷଧଦ୍ବାରା ଉନ୍ନତି ହେଉ ନାହିଁ ବା ମୂଳ କାରଣ ଜଣା ନାହିଁ ତାହା ହେଲେ ଇମେଜିଙ୍ଗ ଦରକାର ହୁଏ ।<ref name=BTS09>{{cite journal|last=Lim|first=WS|coauthors=Baudouin, SV, George, RC, Hill, AT, Jamieson, C, Le Jeune, I, Macfarlane, JT, Read, RC, Roberts, HJ, Levy, ML, Wani, M, Woodhead, MA, Pneumonia Guidelines Committee of the BTS Standards of Care, Committee|title=BTS guidelines for the management of community acquired pneumonia in adults: update 2009|journal=Thorax|date=October 2009 |volume=64 |issue=Suppl 3|pages=iii1–55|pmid=19783532|doi=10.1136/thx.2009.121434}}</ref> ଆଡମିଶନ ହେବା ଭଳି ଅବସ୍ଥା ହେଲେ ଛାତି ଏକ୍ସ-ରେ ଆବଶ୍ୟକ ହୁଏ । ପରୀକ୍ଷା ତଥ୍ୟରୁ ରୋଗର ଭୟାବହତା ବା ଜୀବାଣୁ/ ଭୁତାଣୁ ରୋଗ ହୋଇଛି କି ନାହିଁ ସେ ବିଷୟରେ କିଛି ଜଣା ପଡେ ନାହିଁ । <br />
ଏକ୍ସ-ଛବି ଦେଖି ତିନି ପ୍ରକାର ବର୍ଗୀକରଣ କରାଯାଏ ଯଥା ଲୋବାର ନିମୋନିଆ, ବ୍ରଙ୍କୋନିମୋନିଆ ଓ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।<ref>{{cite book|last=Helms|first=editors, William E. Brant, Clyde A.|title=Fundamentals of diagnostic radiology|publisher=Wolters Kluwer/Lippincott Williams & Wilkins|location=Philadelphia|isbn=9781608319114|pages=435|url=http://books.google.ca/books?id=o_4eoeOinNgC&pg=PA435|edition=4th ed.}}</ref> ଗୋଷ୍ଠିଗତ ନିମୋନିଆ ଥିଲେ ଫୁସ୍‌ଫୁସ୍‌ର ଗୋଟିଏ ସେଗମେଣ୍ଟାଲ୍ ଲୋବ୍‌ରେ କନସୋଲିଡେସନ୍ ଦେଖାଯାଏ ଯାହାକୁ ଲୋବାର ନିମୋନିଆ କୁହାଯାଏ । କିନ୍ତୁ ତଥ୍ୟ ସବୁ ଅଲଗା ଅଲଗା ହୋଇପାରେ । ଫୁସ୍‌ଫୁସ୍‌ର ଦୁଇ ପାଖର ନିମ୍ନ ଭାଗ ବିଶେଷତଃ ଡାହାଣ ପାଖ ଅସ୍ଵଚ୍ଛଅସ୍ବଚ୍ଛ ଦେଖାଗଲେ ଆସ୍ପିରେସନ୍ ନିମୋନିଆ ସମ୍ଭାବନା ରହେ । ଭୁତାଣୁ ନିମୋନିଆ ହେଲେ ସାଧାରଣ ଦେଖା ଯାଇପାରେ, ଫୁଲି ଯାଇ ଦୁଇ ପାର୍ଶ୍ଵରେପାର୍ଶ୍ବରେ ଛୋଟ ଛୋଟ ଖଣ୍ଡ ଅସ୍ଵଚ୍ଛତାଅସ୍ବଚ୍ଛତା ଦେଖାଯାଏ । ପ୍ରାରମ୍ଭ ବେଳେ, ନିର୍ଜଳନ(Dehydration) ଥିଲେ ବା ପୃଥୁଳକାୟ ହୋଇଥିଲେ କୌଣସି ଅସାଧାରଣ ଛବି ଦେଖା ଯିବନାହିଁ । ସି.ଟି. ସ୍କାନ କଲେ ଅଧିକ ତଥ୍ୟ ମିଳେ ।<br />
=== ଅଣୁଜୀବ ବିଜ୍ଞାନ ===
ସାଂଘାତିକ ହୋଇ ନ ଥିବା ବା ଘରେ ଚିକିତ୍ସିତ ହେଉଥିବା ରୋଗୀ ଚିକିତ୍ସାଦ୍ଵାରାଚିକିତ୍ସାଦ୍ବାରା ଆରାମ ନ ପାଉଥିଲେ କଫ ପରୀକ୍ଷା କରିବା ଆବଶ୍ୟକ ହୁଏ ଓ ଯକ୍ଷ୍ମା ଜୀବାଣୁର ଉପସ୍ଥିତି ଜାଣିବା ନିମନ୍ତେ ଖଙ୍କାର କଲ୍‌ଚର୍ କରାଯାଏ । ଜନ ସ୍ଵାସ୍ଥ୍ୟସ୍ବାସ୍ଥ୍ୟ କାରଣରୁ ମହାମାରୀ ସମୟରେ ଜୀବାଣୁ ଚିହ୍ନିବା ଦରକାର ହୁଏ । ଡାକ୍ତରଖାନାରେ ଭର୍ତ୍ତି ହେଲେ ଖଙ୍କାର ସହ ରକ୍ତ କଲ୍‌ଚର୍ କରାଯାଏ ।<ref name=BTS09/> ଏହା ସହ ଲେଜିଓନେଲା ଓ ସ୍ଟ୍ରେପ୍ଟୋକୋକସ୍ ଆଣ୍ଟିଜେନ ଉପସ୍ଥିତି ଜାଣିବା ନିମନ୍ତେ ପରିସ୍ରା ପରୀକ୍ଷା କରାଯାଏ । ଭୁତାଣୁ ଉପସ୍ଥିତି ଜାଣିବା ନିମନ୍ତେ କଲ୍‌ଚର ଓ [[ପଲିମରେଜ୍ ଚେନ୍ ରିଆକ୍‌ସନ୍]] ବା ପି.ସି.ଆର ପରୀକ୍ଷା କରାଯାଏ । କିନ୍ତୁ ଏଠାରେ ଉଲ୍ଲେଖନୀୟ, କେବଳ ୧୫% ରୋଗୀଙ୍କର ନିୟମିତ ପରୀକ୍ଷାଦ୍ଵାରାପରୀକ୍ଷାଦ୍ବାରା ରୋଗ ଜୀବାଣୁ ଜାଣି ହୁଏ ।
 
=== ବର୍ଗୀକରଣ ===
ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ପ୍ରକାରର ବର୍ଗୀକରଣ କରାଯାଏ ।
* ସଂକ୍ରାମକ ଓ ଅଣସଂକ୍ରାମକ ।<br /><ref>{{cite book|title=Stedman's medical dictionary.|year=2006|publisher=Lippincott Williams & Wilkins|location=Philadelphia|isbn=978-0-7817-6450-6|edition=28th}}</ref>
* ସ୍ଥାନ ଅନୁସାରେ - ଗୋଷ୍ଠୀରୁ ଆନୀତ, ଆସ୍ପିରେସନ୍ ଦ୍ଵାରାଦ୍ବାରା, ସ୍ଵାସ୍ଥ୍ୟସ୍ବାସ୍ଥ୍ୟ କର୍ମୀ ମାଧ୍ୟମରେ, ଚିକିତ୍ସାଳୟରୁ ଆନୀତ ଓ ଭେଣ୍ଟିଲେଟର୍ ଆନୀତ ।<br /><ref name=Rad07>{{cite journal|last=Sharma|first=S|coauthors=Maycher, B, Eschun, G|title=Radiological imaging in pneumonia: recent innovations|journal=Current Opinion in Pulmonary Medicine|date=May 2007 |volume=13|issue=3|pages=159–69|pmid=17414122|doi=10.1097/MCP.0b013e3280f3bff4}}</ref>
* ଫୁସ୍‌ଫୁସ୍‌ର ସ୍ଥାନ ଅନୁସାରେ - ଲୋବାର ନିମୋନିଆ, ବ୍ରଙ୍କୋନିମୋନିଆ, ତୀବ୍ର ଇଣ୍ଟରସ୍ଟିସିଆଲ୍ ନିମୋନିଆ । <br />
* ଜୀବାଣୁ ନାମ ଅନୁସାରେ <br /><ref>{{cite journal|last=Dunn|first=L|title=Pneumonia: classification, diagnosis and nursing management|journal=Nursing standard (Royal College of Nursing (Great Britain) : 1987)|date=2005 June 29-July 5|volume=19|issue=42|pages=50–4|pmid=16013205}}</ref>
* ଶିଶୁମାନଙ୍କର ସାଧାରଣ, ସାଙ୍ଘାତିକ ଓ ଅତି ସାଙ୍ଗାତିକ ।<ref>{{cite book|last=organization|first=World health|title=Pocket book of hospital care for children : guidelines for the management of common illnesses with limited resources.|year=2005|publisher=World Health Organization|location=Geneva|isbn=978-92-4-154670-6|page=72|url=http://books.google.com/books?id=xbkbRG5XYxsC&pg=PA72}}</ref>
=== ଭେଦାତ୍ମକ ନିର୍ଣ୍ଣୟ(Differential Diagnosis) ===
ଏକା ଭଳି ଲକ୍ଷଣ ଓ ଚିହ୍ନ ଥାଇ ଅନ୍ୟ ରୋଗମାନଙ୍କର ନାମ: କ୍ରନିକ୍ ଅବ୍‌ସ୍ଟ୍ରକ୍ଟିଭ ପଲ୍‌ମୋନାରି ରୋଗ(ସି.ଓ.ପି.ଡି), ଆଜ୍ମା(Asthma), ପଲ୍‌ମୋନାରି ଇଡିମା, ବ୍ରୋଙ୍କିଏକ୍ଟାସିସ୍, ଫୁସ୍‌ଫୁସ୍ କର୍କଟ ଓ ପଲ୍‌ମୋନାରି ଏମ୍‌ବୋଲିଜ୍ମ । କ୍ରନିକ୍ ଅବ୍‌ଟ୍ରକ୍ଟିଭ ପଲ୍‌ମୋନାରି ରୋଗ(ସି.ଓ.ପି.ଡି)ଦ୍ଵୟରେଦ୍ବୟରେ ରୋଗୀର ନାକରୁ ସଁ ସଁ ଶବ୍ଦ(Wheeze) ଆସେ । ଫୁସ୍‌ଫୁସ୍ ଶୋଥ ରୋଗରେ ଇ.ସି.ଜି. ପରିବର୍ତ୍ତନ ଦେଖାଯାଏ । କର୍କଟ ଓ ବ୍ରୋଙ୍କିଏକ୍ଟାସିସ୍‌ରେ କାଶ ବହୁତ ଦିନ ଧରି ହେଉଥିବାର ଇତିହାସ ଥାଏ । ଫୁସ୍‌ଫୁସ୍ ଏମ୍ବୋଲିଜ୍ମରେ ତୀବ୍ର ଛାତି ଯନ୍ତ୍ରଣା ସହ ଛୋଟ ଶ୍ଵାସଶ୍ବାସ ହୁଏ ।
== ନିବାରଣ ==
== ନିବାରଣ ==
ଟିକା, ପରିବେଶ ସୁରକ୍ଷା ଓ ଅନ୍ୟାନ୍ତ ସ୍ଵାସ୍ଥ୍ୟସ୍ବାସ୍ଥ୍ୟ ବିଷୟରେ ଉପଯୁକ୍ତ ଚିକିତ୍ସା: ଏହି ସମସ୍ତ ବିଷୟ ପ୍ରତି ଧ୍ୟାନ ଦେଲେ ନିବାରଣ ହୋଇ ପାରିବ । ଉପଯୁକ୍ତ ଯତ୍ନ ନେଲେ ପୃଥିବୀରେ ରୋଗୀ ସଂଖ୍ୟା ୪୦୦,୦୦୦ କମିଯିବ । ଶିଶୁ ମୃତ୍ୟୁ ସଂଖ୍ୟା ୬୦୦,୦୦୦ କମିଯିବ ।
=== ଟିକା ===
ଇନ୍ଫ୍ଲୁଏଞ୍ଜା ଏ ଓ ବି ନିମନ୍ତେ ଟିକା ମଧ୍ୟମ ଧରଣର କାମ କରେ ।<ref>{{cite journal|last=Jefferson|first=T|coauthors=Di Pietrantonj, C, Rivetti, A, Bawazeer, GA, Al-Ansary, LA, Ferroni, E|title=Vaccines for preventing influenza in healthy adults|journal=Cochrane database of systematic reviews |date=2010-07-07|issue=7|pages=CD001269|pmid=20614424|doi=10.1002/14651858.CD001269.pub4|editor1-last=Jefferson|editor1-first=Tom}}</ref> ୬ ମାସ ଓ ତଦୁର୍ଦ୍ଧ୍ଵତଦୁର୍ଦ୍ଧ୍ବ ବୟସ ଲୋକଙ୍କୁ ପ୍ରତି ବର୍ଷ ଟିକା ଦେବା ଦରକାର । ସ୍ଵାସ୍ଥ୍ୟସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଟିକା ଦେଲେ ସେମାନଙ୍କ ରୋଗୀମାନେ ରୋଗ ମୁକ୍ତ ହୋଇ ପାରିବେ । ମହାମାରୀ ହେଲେ ଆମାଣ୍ଟାଡାଇନ୍ ଓ ରିମାଣ୍ଟାଡାଇନ୍ ଦେଲେ ସାହାଯ୍ୟ ହୋଇପାରେ ।<br />
ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି ଓ ସ୍ଟ୍ରେପ୍ଟୋକୋକାଲ୍ ନିମୋନି ଟିକା ଭଲ କାମ କରୁଥିବା ପ୍ରମାଣ ମିଳିଛି । ଯୁବକମାନଙ୍କ ନିମନ୍ତେ ମଧ୍ୟ ସ୍ଟ୍ରେପ୍ଟୋକୋକାଲ୍ ନିମୋନି ଟିକା ଇନ୍‌ଭେସିଭ୍ ନିମୋକୋକାଲ୍ ରୋଗ ସଙ୍କଟ ଦୂର କରୁଛି ।<ref>{{cite journal|last=Moberley|first=SA|coauthors=Holden, J, Tatham, DP, Andrews, RM|title=Vaccines for preventing pneumococcal infection in adults|journal=Cochrane database of systematic reviews |date=2008-01-23|issue=1|pages=CD000422|pmid=18253977|doi=10.1002/14651858.CD000422.pub2|editor1-last=Andrews|editor1-first=Ross M}}</ref> ପର୍ଟୁସିସ୍, ଭାରିସେଲା ଓ ମିଳିମିଳା ଟିକା ମଧ୍ୟ ନିବାରଣରେ ସାହାଯ୍ୟ କରୁଛି । <br />
=== ଅନ୍ୟାନ୍ୟ ===
ଧୂମ୍ର ସେବନ ବନ୍ଦ ହେବା ଆବଶ୍ୟକ । ଏହାର ଅର୍ଥ ଧୂମ ପାନ ଓ ଘରେ କାଠ ଚୁଲି ଓ ଘସିରୁ ନିର୍ଗତ ହେଉଥିବା ଧୂମ ସେବନ, ଉଭୟ ବନ୍ଦ ହେବା ଦରକାର । ନିମୋନିଆ ରୋଗର ସବୁଠାରୁ ବଡ ସଙ୍କଟ ଭାବେ ଧୁଆଁ ସୁପରିଚିତ । ହାତର ସ୍ଵାସ୍ଥ୍ୟସ୍ବାସ୍ଥ୍ୟ ସୁରକ୍ଷା ଓ କାଶିଲା ବେଳେ ରୁମାଲ ଦେଇ କାଶିଲେ ଯଥେଷ୍ଟ ରୋଗ ନିବାରଣ ହୋଇ ପାରିବ । ରୋଗୀମାନେ ଅପରେଶନ ମୁଖା ପିନ୍ଧିଲେ ରୋଗ ବିସ୍ତାର କମିଯିବ । <br />
କେତେକ ରୋଗ ଯଥା ଏଚ୍.ଆଇ.ଭି., ଡାଏବେଟିସ୍ ଓ ଅପପୁଷ୍ଟିର ଚିକିତ୍ସା କଲେ ନିମୋନିଆ ସଂକଟ ଦୂର ହୁଏ ।<ref>{{cite journal |author=Green H, Paul M, Vidal L, Leibovici L |title=Prophylaxis for Pneumocystis pneumonia (PCP) in non-HIV immunocompromised patients |journal=Cochrane Database Syst Rev |volume= |issue=3 |pages=CD005590 |year=2007 |pmid=17636808 |doi=10.1002/14651858.CD005590.pub2 |url= |editor1-last=Green |editor1-first=Hefziba}}</ref>
ଛଅ ମାସରୁ କମ ଶିଶୁମାନଙ୍କୁ ସ୍ତନ ପାନ କରାଇଲେ ନିମୋନିଆ ସଂକଟ ତଥା ଭଯାବହତା କମିଯାଏ । ଟ୍ରାଇମେଥୋପ୍ରିମ୍/ସଲ୍ଫାମେଥୋକ୍ସାଜୋଲ୍ ଔଷଧ ଖାଇଲେ ନିମୋସିସ୍ଟିକ୍ ନିମୋନିଆ ସଙ୍କଟ କମିଯାଏ ଓ ଏଚ୍.ଆଇ.ଭି ବ୍ୟତୀତ ଅନ୍ୟ ପ୍ରତିରୋଧ ଅକ୍ଷମତା ଥିଲେ ଉପକାର କରେ ।<ref>{{cite journal |author=Green H, Paul M, Vidal L, Leibovici L |title=Prophylaxis for Pneumocystis pneumonia (PCP) in non-HIV immunocompromised patients |journal=Cochrane Database Syst Rev |volume= |issue=3 |pages=CD005590 |year=2007 |pmid=17636808 |doi=10.1002/14651858.CD005590.pub2 |url= |editor1-last=Green |editor1-first=Hefziba}}</ref> <br />
ଗର୍ଭିଣୀ ମହିଳାମାନଙ୍କର ଗ୍ରୁପ୍ ବି ସ୍ଟ୍ରେପ୍ଟୋକୋକସ୍ ଓ କ୍ଲାମିଡିଆ ଟ୍ରକୋମାଟିସ୍ ଜୀବାଣୁ ଅଛି କି ନାହିଁ ପରୀକ୍ଷା କରି ଯଦି ଥାଏ ତାହା ହେଲେ ଆଣ୍ଟିବାୟୋଟିକ ଦେଲେ ନବଜାତ ଶିଶୁଙ୍କର ନିମୋନିଆ ରୋଗ ହାର କମିଯାଏ ।<ref>{{cite journal|last=Taminato|first=M|coauthors=Fram, D; Torloni, MR; Belasco, AG; Saconato, H; Barbosa, DA|title=Screening for group B Streptococcus in pregnant women: a systematic review and meta-analysis|journal=Revista latino-americana de enfermagem|date=November–December 2011 |volume=19|issue=6|pages=1470–8|pmid=22249684}}</ref><ref>{{cite journal|last=Darville|first=T|title=Chlamydia trachomatis infections in neonates and young children|journal=Seminars in pediatric infectious diseases|date=October 2005 |volume=16|issue=4|pages=235–44|pmid=16210104|doi=10.1053/j.spid.2005.06.004}}</ref> ଏଚ୍.ଆଇ.ଭି. ନିବାରଣ ପନ୍ଥା ପ୍ରଦାନ କଲେ ମାଆଠାରୁ ଶିଶୁକୁ ଡେଇଁବା ଭୟ କମିଯାଏ ।<ref>{{cite book|title=Global Action Plan for Prevention and Control of Pneumonia (GAPP)|year=2009|publisher=World Health Organization|url=http://whqlibdoc.who.int/hq/2009/WHO_FCH_CAH_NCH_09.04_eng.pdf}}</ref> ନବଜାତ ଶିଶୁର ତଣ୍ଟିରୁ [[ମେକୋନିଅମ୍]] ଓ [[ଆମ୍ନିଓଟିକ୍]] ପଦାର୍ଥ ଶୋଷିବାଦ୍ଵାରାଶୋଷିବାଦ୍ବାରା ଆସ୍ପିରେଶନ୍ ନିମୋନିଆ<ref name=Rog2009>{{cite journal|last=Roggensack|first=A|coauthors=Jefferies, AL; Farine, D; Basso, M; Delisle, MF; Hudon, L; Mundle, WR; Murphy-Kaulbeck, LC; Ouellet, A; Pressey, T|title=Management of meconium at birth|journal=Journal of obstetrics and gynaecology Canada : JOGC = Journal d'obstetrique et gynecologie du Canada : JOGC|date=April 2009 |volume=31|issue=4|pages=353–4, 355–7|pmid=19497156}}</ref> କମିବା ହାର କମିବା ଜଣା ନ ପଡୁ ଥିବାରୁ ଅନେକ ସ୍ଥାନରେ ଏହି ପ୍ରଥାକୁ ଉତ୍ସାହିତ କରାଯାଉ ନାହିଁ । ଦୁର୍ବଳ ତଥା ବୟସ୍କା ମହିଳାମାନଙ୍କର ପାଟି ସ୍ଵାସ୍ଥ୍ୟରସ୍ବାସ୍ଥ୍ୟର ଯତ୍ନ ନେଲେ ଆସ୍ପିରେଶନ୍ ନିମୋନିଆ ସଙ୍କଟ କମ୍ ହୁଏ ।<ref>{{cite journal|last=van der Maarel-Wierink|first=CD|coauthors=Vanobbergen, JN; Bronkhorst, EM; Schols, JM; de Baat, C|title=Oral health care and aspiration pneumonia in frail older people: a systematic literature review|journal=Gerodontology|date=6 March 2012 |pmid=22390255|doi=10.1111/j.1741-2358.2012.00637.x|pages=no}}</ref>
== ଚିକିତ୍ସା ==
{|class="wikitable" align="right"
୧୨୧ କ ଧାଡ଼ି:
| ୟୁରିଆ>7&nbsp;ମି.ମୋଲ୍/ଲି ||<center>୧</center>
|-
| ଶ୍ଵାସଶ୍ବାସ କ୍ରିୟା ହାର>୩୦ ||<center>୧</center>
|-
| [[Blood pressure|ସିସ୍ଟୋଲିକ୍ ଚାପ]]<୯0mmHg, ଡାୟାସ୍ଟୋଲିକ୍ ଚାପ<୬0mmHg||<center>୧</center>
୧୨୮ କ ଧାଡ଼ି:
|-
|}
ସାଧାରଣତଃ ଖାଇବା ଆଣ୍ଟିବାୟୋଟିକ୍, ବିଶ୍ରାମ, କଷ୍ଟ ଦୂରକାରୀ ଔଷଧ ଓ ତରଳ ପଦାର୍ଥ ଗ୍ରହଣ ରୋଗ ଭଲ ହେବା ନିମନ୍ତେ ଯଥେଷ୍ଟ ହୁଏ । ଯଦି ଅନ୍ୟ କୌଣସି ରୋଗ ସାଥୀରେ ଥାଏ ବା ଶ୍ଵାସଶ୍ବାସ କଷ୍ଟ ହେଉଥାଏ, ତାହା ହେଲେ ଉନ୍ନତ ଚିକିତ୍ସା ଆବଶ୍ୟକ ହୁଏ । ଜଦି ଲକ୍ଷଣମାନଙ୍କର ଉନ୍ନତି ହେଉ ନ ଥାଏ, ଘରୋଇ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ବା ଜଟୀଳତା ଦେଖାଯାଏ ତେବେ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ହୁଏ । ପୃଥିବୀରେ ପିଲାମାନେ ଭୋଗୁଥିବା ନିମୋନିଆରେ ୭ରୁ ୧୩ % ରୋଗୀ ଭର୍ତ୍ତି ହୁଅନ୍ତି । ବୟସ୍କମାନଙ୍କ କ୍ଷେତ୍ରରେ ସି.ୟୁ.ଆର୍.ବି-୬୫(CURB-65)ସ୍କୋର୍ ଅନୁସାରେ ଆଡ୍‌ମିସନ୍ କରାହୁଏ । ସ୍କୋର ୦ବା୧ ଥିଲେ ଘରୋଇ ଚିକିତ୍ସା, ୨ ଥିଲେ ସ୍ଵଳ୍ପସ୍ବଳ୍ପ ସମୟ ଭର୍ତ୍ତି ଓ ୩-୫ ଥିଲେ ଭଲ ରୁପେ ନିଘା ରଖାଯାଏ । ପିଲାମାନଙ୍କର ଶ୍ଵାସଶ୍ବାସ ଅସୁବିଧା ବା ୯୦ % ଅମ୍ଳଜାନ ସାଚୁରେସନରୁ କମ ଥିଲେ ଭର୍ତ୍ତି କରାୟାଏ ।<ref name=PIDS11>{{cite journal|last=Bradley|first=JS|coauthors=Byington, CL, Shah, SS, Alverson, B, Carter, ER, Harrison, C, Kaplan, SL, Mace, SE, McCracken GH, Jr, Moore, MR, St Peter, SD, Stockwell, JA, Swanson, JT|title=The Management of Community-Acquired Pneumonia in Infants and Children Older Than 3 Months of Age: Clinical Practice Guidelines by the Pediatric Infectious Diseases Society and the Infectious Diseases Society of America|journal=Clinical infectious diseases : an official publication of the Infectious Diseases Society of America|date=2011-08-31|pmid =21880587|volume= 53|issue= 7|pages= e25–76|doi=10.1093/cid/cir531}}</ref>
=== ଜୀବାଣୁ ଜନିତ ===
ଜୀବାଣୁ ଜନିତ ନିମୋନିଆର ଚିକିତ୍ସା ଫଳକୁ ଆଣ୍ଟିବୟୋଟିକ ବହୁତ ଉନ୍ନତ କରିଛି । ବିଭିନ୍ନ ଆଣ୍ଟିବାୟୋଟିକ ବିଭିନ୍ନ ପରିସ୍ଥିତି ଅନୁଯାୟୀ ଦିଆଯାଏ ଯଥା: ବୟସ, ସ୍ଵାସ୍ଥ୍ୟସ୍ବାସ୍ଥ୍ୟ ଓ ରୋଗ ଗ୍ରହଣ ସ୍ଥାନ । ଇଂଲଣ୍ଡରେ ଗୋଷ୍ଠିଗତ ରୋଗରେ ପ୍ରଥମ ଧାଡି ଚିକିତ୍ସା ରୁପେ ଆମୋକ୍ସିସିଲିନ୍ ସହ ଡକ୍ସିସାଇକ୍ଲିନ୍ ବା କ୍ଲାରିଥ୍ରୋମାଇସିନ ଦିଆଯାଏ । ଉତ୍ତର ଆମେରିକାରେ ଅଣଗତାନୁଗତିକ ଗୋଷ୍ଠିଗତ ନିମୋନିଆ ଦେଖାଯାଏ । ଏଥି ନିମନ୍ତେ ଆମୋକ୍ସିସିଲିନ୍ ବଦଳରେ ଯୁବକମାନଙ୍କୁ ଆଜିଥ୍ରୋମାଇସିନ କିମ୍ଵାକିମ୍ବା ଏରିଥ୍ରୋମାଇସିନ୍ ସହ ଡକ୍ସିସାଇକ୍ଲିନ ଦିଆଯାଉଛି ।<ref name=Lutfiyya>{{cite journal |author=Lutfiyya MN | coauthors = Henley E, Chang LF, Reyburn SW |title=Diagnosis and treatment of community-acquired pneumonia |journal=Am Fam Physician |volume=73 |issue=3 |pages=442–50 |year=2006 |month=February |pmid=16477891 |url=http://www.aafp.org/afp/2006/0201/p442.pdf |format=PDF}}</ref> ପିଲାମାନଙ୍କର ମୃଦୁ ବା ମଧ୍ୟମ ଧରଣର ନିମୋନିଆ ହୋଇଥିଲେ ଆମୋକ୍ସିସିଲିନ୍ ପ୍ରଥମ ଧାଡି ଚିକିତ୍ସା ରୁପେ ଦିଆଯାଏ । ଜଟୀଳତା ବିହୀନ ରୋଗରେ ଆନୁସଙ୍ଗିକ ଅବାଞ୍ଛିତ ପ୍ରତିକ୍ରିୟା ଯୋଗୁ ଫ୍ଲୋରୋକୁଇନୋଲିନ୍ ଦିଆ ଯାଉ ନାହିଁ ।<ref name=EOP10/><ref>{{cite journal|last=Eliakim-Raz|first=N|coauthors=Robenshtok, E; Shefet, D; Gafter-Gvili, A; Vidal, L; Paul, M; Leibovici, L|title=Empiric antibiotic coverage of atypical pathogens for community-acquired pneumonia in hospitalized adults|journal=Cochrane database of systematic reviews |date=12 September 2012 |volume=9|pages=CD004418|pmid=22972070|doi=10.1002/14651858.CD004418.pub4|editor1-last=Eliakim-Raz|editor1-first=Noa}}</ref> ସାଧାରଣତଃ ୧୦ ଦିନ ଔଷଧ ଦିଆଯାଉ ଥିଲେ ମଧ୍ୟ ୩ରୁ ୫ ଦିନର ଚିକିତ୍ସାରେ ମଧ୍ୟ ଉପକାର ମିଳୁଛି । ଡାକ୍ତରଖାନାରୁ ସଂକ୍ରମିତ ରୋଗ ନିମନ୍ତେ ଚତୁର୍ଥ ପିଢି ସେଫାଲୋସ୍ପୋରିନ, ଫ୍ଲୋରୋକୁଇନୋଲୋନ୍, ଆମିନୋଗ୍ଲାଇକୋସାଇଡ୍ ଓ ଭାଙ୍କୋମାଇସିନ ଦିଆଯାଉଛି ।<ref name=HAPGuideline>{{cite journal |author=[[American Thoracic Society]]; [[Infectious Diseases Society of America]] |title=Guidelines for the management of adults with hospital-acquired, ventilator-associated, and healthcare-associated pneumonia |journal=Am J Respir Crit Care Med |volume=171 |issue=4 |pages=388–416 |year=2005 |month=February |pmid=15699079 |doi=10.1164/rccm.200405-644ST}}</ref> ଏହି ଔଷଧ ଶିରା ମାଧ୍ୟମରେ ଦିଆଯାଏ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତରଖାନାରେ ୯୦% ରୋଗ ପ୍ରାରମ୍ଭିକ ଆଣ୍ଟିବାୟୋଟିକ୍ଦ୍ଵାରାଆଣ୍ଟିବାୟୋଟିକ୍ଦ୍ବାରା ଭଲ ହୋଇଯାଆନ୍ତି ।
=== ଭୁତାଣୁ ଜନିତ ===
ଇନ୍ଫ୍ଲୁଏଞ୍ଜା ଏ ଓ ବି ଭୁତାଣୁଦ୍ଵାରାଭୁତାଣୁଦ୍ବାରା ହେଉଥିବା ନିମୋନିଆ ନିମନ୍ତେ ନିୟୁରାମିନିଡେଜ୍ ଇନହିବିଟର ଜାତୀୟ ଔଷଧ ଦିଆଯାଏ । ଗୋଷ୍ଟିଗତ ନିମୋନିଆ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧର ଉପଦେଶ ଦିଆଯାଉ ନାହିଁ । ଇନ୍ଫ୍ଲୁଏଞ୍ଜା ଏ ନିମନ୍ତେ ରିମାଟିଡିନ୍ ଓ ଆମାଟିଡିନ୍ ଦିଆଯାଏ ଓ ଉଭୟ ଏ ଓ ବି ନିମନ୍ତେ ଓସେଲ୍ଟାମିଭିର୍, ଜାନାମିଭିର୍ କିମ୍ଵାକିମ୍ବା ପେରାମିଭିର ଦିଆଯାଏ । ରୋଗ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଏହି ଔଷଧ ଦିଆଗଲେ ବହୁତ ଉପକାର ମିଳେ । ଆଭିଆନ୍ ଇନ୍‌ଫ୍ଲୁଏଞ୍ଜା ବା "ବାର୍ଡ ଫ୍ଲୁ", ରିମାଟିଡିନ୍ ଓ ଆମାଟିଡିନ୍ ଔଷଧ ପ୍ରତିରୋଧ ଦେଖାଏ । ସମ ସାମୟିକ ଜୀବାଣୁ ସଂକ୍ରମଣର ସମ୍ଭାବନାକୁ ଏଡେଇ ଦେବା ଅସମ୍ଭବ ହେତୁ ଆଣ୍ଟିବାୟୋଟିକ୍ ଦିଆଯାଏ । ବ୍ରିଟିସ୍ ଥୋରାସିକ୍ ସୋସାଇଟି କମ୍ ମାତ୍ରାର ରୋଗରେ ଆଣ୍ଟିବାୟୋଟିକ ଦେବାକୁ ବାରଣ କରନ୍ତି ।
=== ଶୋଷଣ ===
(Aspiration)<br />
ଆସ୍ପିରେସନ୍ ପରବର୍ତ୍ତୀ ନିମୋନିଆରେ କେଉଁ ଜୀବାଣୁ ଓ କେଉଁ ପରିସ୍ଥିତିରେ ଜୀବାଣୁ ଆସିଛି ସେ ସବୁର ସମୀକ୍ଷା କରି ଔଷଧ ଦିଆଯାଏ । କ୍ଲିଣ୍ଡାମାଇସିନ୍, ଆମିନୋଗ୍ଲାଇକୋସାଇଡ କିମ୍ଵାକିମ୍ବା ବିଟାଲାକ୍ଟାମ୍ ଆଣ୍ଟିବାୟୋଟିକ୍ ଓ ମେଟ୍ରୋନିଡାଜଲ୍ ଦ୍ଵୟଦ୍ବୟ ଦିଆଯାଏ । କର୍ଟିକୋସ୍ଟିରଏଡ ଦିଆଯାଏ କିନ୍ତୁ ଏହାର ସୀମିତ ଉପକାରୀତା ଅଛି ।
== ପୂର୍ବାନୁମାନ ==
ଅଧିକାଂଶ ଧରଣର ନିମୋନିଆ ଚିକିତ୍ସାଦ୍ଵାରାଚିକିତ୍ସାଦ୍ବାରା ୩ରୁ ୬ ଦିନ ମଧ୍ୟରେ ଉନ୍ନତି କରନ୍ତି । ଚାରି ସପ୍ତାହ ମଧ୍ୟରେ ଏକ୍ସ-ରେ ଚିତ୍ର ପୁର୍ବାବସ୍ଥାକୁ ଫେରି ଆସେ ଓ ମୃତ୍ୟୁ ହାର ୧ %ରୁ କମ ରହେ । ବୟସ୍କ ଲୋକ ଓ ପୂର୍ବରୁ ଅନ୍ୟ କିଛି ଫୁସ୍‌ଫୁସ୍ ଅସୁବିଧା ଥିଲେ ଭଲ ହେବାକୁ ୧୨ ସପ୍ତାହ ଲାଗେ । ଡାକ୍ତରଖାନାରେ ଆଡ୍‌ମିଶନ୍ ହୋଇଥିବା ଲୋକଙ୍କର ମୃତ୍ୟୁ ହାର ୧୦ % ହେଲେ ଇଣ୍ଟେନ୍‌ସିଭ କେୟାରରେ ଥିବା ଲୋକଙ୍କର ମୃତ୍ୟୁ ହାର ୩୦ରୁ ୫୦ % ହୁଏ ।<br />
ଆଗରୁ ଅନ୍ୟ ଫୁସ୍‌ଫୁସ୍ ରୋଗ ଥିଲେ ବା ବୟସ୍କ ଲୋକ ହୋଇଥିଲେ ଜଟୀଳତା ବହୁତ ଅଧିକ ହୁଏ ।
=== ପୂର୍ବାନୁମାନର ନିୟମ ===
୧୪୫ କ ଧାଡ଼ି:
=== ପ୍ଲୁରାଲ୍ ଇଫ୍ୟୁଜନ୍, ଏମ୍ପାଇମା, ଆବସେସ୍ ===
[[ଫାଇଲ:Pleural effusion.jpg|thumb|right|alt=An X-ray showing a chest lying horizontal. The lower black area which is the right lung is smaller with a whiter area below it of a pulmonary effusion. There are red arrows marking the size of these.|ଏକ୍ସ-ରେ ଚିତ୍ରରେ ଦେଖାଯାଉଥିବା[[ପ୍ଲୁରା ଏଫ୍ୟୁଜନ୍]]: A ତୀର ଛାତିରେ ଥିବା ତରଳ ପଦାର୍ଥ ସ୍ତର ଦର୍ଶାଉଛି । B ତୀର ଫୁସ୍‌ଫୁସ୍‌ର ଓସାର ଦର୍ଶାଉଛି । ପ୍ଲୁରାରେ ତରଳ ପଦାର୍ଥ ଜମିଥିବା ଯୋଗୁ ଫୁସ୍‌ଫୁସ୍ ଆକାର କମି ଯାଇଛି । ]]
ଫୁସ୍‌ଫୁସ୍ ଚାରି ପାଖରେ ଘେରି ରହିଥିବା ପ୍ଲୁରା ମଧ୍ୟରେ ତରଳ ପଦାର୍ଥ ଜମି ଯାଇ ପାରେ । ବେଳେ ବେଳେ ଏହି ପଦାର୍ଥ ଜୀବାଣୁଦ୍ଵାରାଜୀବାଣୁଦ୍ବାରା ସଂକ୍ରମିତ ହୋଇ ପୂଜ ହୋଇ ଗଲେ ତାହାକୁ ଏମ୍ପାଇମା କହନ୍ତି । ପାରାନିମୋନିକ୍ ଇଫ୍ୟୁଜନ ଓ ଏମ୍ପାଇମା ଦ୍ଵୟରଦ୍ବୟର ପାର୍ଥକ୍ୟ ଜାଣିବା ନିମନ୍ତେ ଛୁଞ୍ଚିଦ୍ଵାରାଛୁଞ୍ଚିଦ୍ବାରା ତାହାକୁ କାଢି ପରୀକ୍ଷା କରାଯାଏ । ଏମ୍ପାଇମା ଥିଲେ ତାହାକୁ ନିଷ୍କାସନ କରିବା ଦରକାର ହୁଏ । ନିଷ୍କାସନ ନ କଲେ ଆଣ୍ଟିବାୟୋଟିକ ପ୍ଲୁରାଲ୍ କ୍ୟାଭିଟି ଭିତରେ ପହଞ୍ଚି ପାରିବ ନାହିଁ । ପୂଜ ନ ଥିଲେ ଜଦି ଚିକିତ୍ସାଦ୍ଵାରାଚିକିତ୍ସାଦ୍ବାରା ଏହର ଆକାର ନ କମେ ତାହା ହେଲେ ନିଷାସନ ଆବଶ୍ୟକ ହୁଏ । <br />
କ୍ଵଚିତକ୍ବଚିତ ଏହି ଜୀବାଣୁ ଫୁସ୍‌ଫୁସ୍‌ରେ ଛୋଟ ଥଳୀ ତିଆରି କରନ୍ତି ଯାହାକୁ ଆବସେସ୍(Lung abcess) କହନ୍ତି । ଏହା ଦେଖିବା ନିମନ୍ତେ ଏକ୍ସ୍-ରେ ବା ସି.ଟି. ସ୍କାନ ଦରକାର ହୁଏ । ଆସ୍ପିରେସନ୍ ନିମୋନିଆରେ ଏହା ଅଧିକ ହୁଏ । ବହୁତ ଦିନ ଧରି ଏହା ନିମନ୍ତେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ । ବେଳେ ବେଳେ ସର୍ଜନ୍ ଏହାର ନିଷ୍କାସନ କରନ୍ତି ।
=== ବିଫଳ ଶ୍ଵାସକୀୟଶ୍ବାସକୀୟ ଓ ରକ୍ତ ସଞ୍ଚାଳନ ===
(Respiratory and circulatory failure)<br />
ନିମୋନିଆ ସଂକ୍ରମଣ ଓ ପ୍ରଦାହ କ୍ରିୟା ମିଶି ତୀବ୍ର ରେସ୍ପିରେଟରି ସିନ୍ଡ୍ରୋମ୍ ହୁଏ ଓ ଶ୍ଵାସଶ୍ବାସ କ୍ରିୟା ପ୍ରଭାବିତ ହୁଏ । ଫୁସ୍‌ଫୁସ୍‌ରେ ତରଳ ପଦାର୍ଥ ଜମି ଯାଇ ଶକ୍ତ ହୋଇଯାଏ । ଅମ୍ଳଜାନ ସଂଗ୍ରହ ହୋଇ ନ ପାରିବା କାରଣରୁ ବଞ୍ଚିବା ନିମନ୍ତେ ଭେଣ୍ଟିଲେଟର ଆବଶ୍ୟକ ହୁଏ । <br />
ପ୍ରତିରୋଧ ଅକ୍ଷମତା ଓ ହାଇପୋସ୍ପ୍ଲେନିସ୍ମ୍ ଥିଲେ ରକ୍ତ ବିଷାକ୍ତ(Septic) ହେବା ସମ୍ଭାବନା ବଢିଯାଏ । ସବୁ ଲକ୍ଷଣମାନଙ୍କୁ ବିଚାରକୁ ନେଲା ବେଳେ ମାୟୋକାର୍ଡିଆଲ୍ ଇନ୍‌ଫାର୍କସନ୍ ଓ ପଲ୍‌ମୋନାରୀ ଏମ୍ବୋଲିସ୍ମ ରୋଗ ଦ୍ଵୟଦ୍ବୟ ଥିବାର ସମ୍ଭାବନାକୁ ଏଡେଇ ଦେଇ ହୁଏ ନାହିଁ ।<ref name=C250>Cunha (2010). Pages 250-251.</ref> <br />
== ସଂକ୍ରମଣ ଅନୁଶୀଳନ ==
{{Main|Epidemiology of pneumonia}}
୧୭୨ କ ଧାଡ଼ି:
ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୪୫୦ ନିୟୁତ ଲୋକ ନିମୋନିଆ ରୋଗରେ ଆକ୍ରାନ୍ତ ହୁଅନ୍ତି । ସବୁ ବୟଷର ଲୋକ ଆକ୍ରାନ୍ତ ହୋଇ ବର୍ଷକୁ ପ୍ରାୟ ୪ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । ମୃତ୍ୟୁ ହାର ଶିଶୁ ଓ ବୟଷ୍କ ଲୋକଙ୍କର ଅଧିକ(୭ %) ହୁଏ । ବିକାଶଶୀଳ ଦେଶମାନଙ୍କରେ ବିକଶିତ ଦେଶମାନଙ୍କ ଅପେକ୍ଷା ୫ଗୁଣ ଅଧିକ ମୃତ୍ୟୁ ହୁଏ । ଭୁତାଣୁ ଜନିତ ନିମୋନିଆ ୨୦୦ ନିୟୁତ ଲୋକଙ୍କୁ ହୁଏ । ଆମେରିକାରେ ୨୦୦୯ ମସିହାରେ ଏହି ରୋଗ ମୃତ୍ୟୁ ତାଲିକାରେ ନବମ ସ୍ଥାନ ଅଧିକାର କରିଥିଲା । <br />
=== ଶିଶୁ ===
୨୦୦୮ ମସିହାରେ ୧୫୬ ନିୟୁତ ଲୋକଙ୍କୁ ନିମୋନିଆ ଆକ୍ରମଣ କରିଥିଲା ଓ ତନ୍ମଧ୍ୟରୁ ୧୫୬ ନିୟୁତ କେବଳ ବିକଶିତ ରାଷ୍ଟ୍ରରେ ହୋଇଥିଲା । ଅଧିକ ରୋଗ ହେଉଥିବା ଦେଶମାନଙ୍କର ନାମ ଭାରତ,(୪୩ ନିୟୁତ), ଚୀନ ଓ ପାକିସ୍ଥାନ । ନବଜାତ ଶିଶୁମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ଡବ୍ଲ୍ୟୁ.ଏଚ.ଓ. ଅନୁସାରେ ଶିଶୁମାନଙ୍କ ମଧ୍ୟରେ ପ୍ରତି ୩ଜଣରେ ଜଣେ ନିମୋନିଆ ଯୋଗୁ ମୃତ୍ୟୁ ବରଣ କରେ । ପ୍ରାୟ ଅଧା ରୋଗ ଟିକାଦ୍ଵାରାଟିକାଦ୍ବାରା ନିବାରଣ କରି ହେବ । <br />
== ଇତିହାସ ==
[[ଫାଇଲ:WPA Pneumonia Poster.jpg|thumb|alt=A poster with a shark in the middle of it which reads "Pneumonia Strikes Like a Man Eating Shark Led by its Pilot Fish the Common Cold"|left|[[Works Progress Administration|WPA]] ପୋଷ୍ଟରରେ 'ନିମୋନିଆ ଏକ ମଣିଷମରା ସାର୍କ' ଲେଖାଯାଇଛି, ୧୯୩୬/୧୯୩୭]]
ମାନବ ଇତିହାସରେ ନିମୋନିଆ ଗୋଟିଏ ସାଧାରଣ ରୋଗ<ref name=History03>{{cite book|last=al.]|first=Ralph D. Feigin ... [et|title=Textbook of pediatric infectious diseases|year=2003|publisher=W. B. Saunders|location=Philadelphia|isbn=978-0-7216-9329-3|page=299|edition=5th|url=http://books.google.com/books?id=G6k0tpPMRsIC&pg=PA299}}</ref> । ହିପୋକ୍ରେଟଙ୍କ(ଖ୍ରୀ.ପୂ. ୪୬୦ରୁ ଖ୍ରୀ.ପୂ. ୩୭୦) ଲିଖିତ ଲକ୍ଷଣ: "ପେରିନିମୋନିଆ ଓ ପ୍ଲୁରା ରୋଗ ଏହି ଭଳି ଲକ୍ଷ କରିବା କଥା: ଯଦି ଜ୍ଵରଜ୍ବର ତୀବ୍ର ଅଛି, ଯନ୍ତ୍ରଣା ଗୋଟିଏ ପଟରେ ବା ଉଭୟ ପାଖରେ ହେଉଛି, ଯଦି କାଶ ହେଉଛି, କଫ ମାଟିଆ ରଙ୍ଗ ହେଉଛି, ଫେଣ ଯୁକ୍ତ ହେଉଛି । ଯଦି ଶ୍ଵାସଶ୍ବାସ କ୍ରିୟାରେ କଷ୍ଟ ହେଉଛି, ଝାଡା ହେଉନାହିଁ, ପରିସ୍ରା ପତଳା ହେଉଛି, ଝାଳ ବୋହୁଛି ତାହା ହେଲେ ଏହି ରୋଗ ଭଲ ହେବା ସମ୍ଭାବନା କମ ଅଛି"।<ref name=hippo>Hippocrates ''On Acute Diseases'' [[s:On Regimen in Acute Diseases|wikisource link]]</ref>
ଏମ୍ପାଇମା ହୋଇଥିଲେ ପୂଜ ନିଷ୍କାସନ କରିବା କଥା ଲେଖିଥିଲେ । ମେମୋନିଡେସ୍ ଲେଖିଥିଲେ: ତୀବ୍ର ଜର, ପ୍ଲୁରା ଯନ୍ତ୍ରଣା, ଛୋଟ ଓ ଦୃତ ଶ୍ଵାସଶ୍ବାସ କ୍ରିୟା, ନାଡି ଦନ୍ତୁରିତ ଓ କାଶ,<ref name=maimo>Maimonides, ''Fusul Musa'' ("''Pirkei Moshe''").</ref> ଏହି ସମସ୍ତ ନିମୋନିଆର ଲକ୍ଷଣ । ପୁରୁଣା ଲୋକମାନେ ନିମୋନିଆ ରୋଗ ବିଷୟରେ ଜାଣିଥିବା କଥା ହିପୋକ୍ରେଟ ଲେଖିଥିଲେ । ସେତେବେଳେ ଲେଖିଥିବା ଲକ୍ଷଣ ସମୂହ ଆଜିକାଲିର ବର୍ଣ୍ଣନା ସହ ମିଶିଯାଉଛି । <br />
୧୮୭୫ ମସିହାରେ ଏଡ୍‌ଵିନ୍ଏଡ୍‌ବିନ୍ କ୍ଲେବ୍ ପ୍ରଥମେ ମୃତ ନିମୋନିଆ ରୋଗୀର ଶ୍ଵାସଶ୍ବାସ ନଳୀରେ ଜୀବାଣୁ ଥିବା ଲକ୍ଷ କରିଥିଲେ ।<ref name=klebs>{{cite journal |author=Klebs E |title=Beiträge zur Kenntniss der pathogenen Schistomyceten. VII Die Monadinen |journal=Arch. Exptl. Pathol. Parmakol. |volume=4 |issue=5/6 |pages=40–488 |date=1875-12-10}}</ref> କାର୍ଲ୍ ଫ୍ରିଏଡ୍‌ଲାଣ୍ଡର(୧୮୮୨)<ref name=fried>{{cite journal |author=Friedländer C |title=Über die Schizomyceten bei der acuten fibrösen Pneumonie |journal=Virchow's Arch pathol. Anat. U. Physiol. |volume=87 |issue=2 |pages=319–324 |date=1882-02-04 |doi=10.1007/BF01880516}}</ref> ଓ ଆଲ୍‌ବର୍ଟ ଫ୍ରାଙ୍କେଲ୍(୧୮୮୪)<ref name=fraenkel>{{cite journal |author=Fraenkel A |title=Über die genuine Pneumonie, Verhandlungen des Congress für innere Medicin |journal=Dritter Congress |volume=3 |pages=17–31 |date=1884-04-21}}</ref> ଯଥାକ୍ରମେ ପ୍ରଥମେ କ୍ଲେବସିଲା ଓ ସ୍ଟ୍ରେପ୍ଟୋକୋକସ୍ ଜୀବାଣୁ ଚିହ୍ନି ଥିଲେ । ଫ୍ରିଏଡ୍‌ଲାଣ୍ଡର ପ୍ରଥମେ ଗ୍ରାମ ସ୍ଟେନ୍ ପ୍ରଚଳନ କରିଥିଲେ । କ୍ରିସ୍ଟିଆନ୍ ଗ୍ରାମ୍ ପ୍ରଥମେ ଏହି ସ୍ଟେନ୍ଦ୍ଵାରାସ୍ଟେନ୍ଦ୍ବାରା ଜୀବାଣୁ ପୃଥକୀକରଣ କରିଥିଲେ ଓ ଦେଖେଇ ଥିଲେ ନିମୋନିଆ ଏକାଧିକ ଜୀବାଣୁଦ୍ଵାରାଜୀବାଣୁଦ୍ବାରା ହୋଇପାରେ ।<ref name=gram>{{cite journal |author=Gram C |title=Über die isolierte Färbung der Schizomyceten in Schnitt- und Trocken-präparaten |journal=Fortschr. Med |volume=2 |issue=6 |pages=185–9 |date=1884-03-15}}</ref> <br />
ଆଧୁନିକ ଭେଷଜ ବିଜ୍ଞାନର ପିତା ରୁପେ ପରିଚିତ ସାର ଉଇଲିଅମ୍ ଓସ୍‌ଲର୍ ୧୯୧୮ ମସିହାରେ ନିମୋନିଆକୁ ମୃତ୍ୟୁ ମାନବମାନଙ୍କର କ୍ୟାପଟେନ ନାମରେ ଅଭିହିତ କରିଥିଲେ । ଏହାକୁ ସେ ବୃଦ୍ଧମାନଙ୍କର ସାଙ୍ଗ ନାମ ଦେଇଥିଲେ କାରଣ ଲୋକମାନେ କଷ୍ଟ ବିହୀନ ଚଞ୍ଚଳ ମୃତ୍ୟୁ ଲାଭ କରୁଥିଲେ ।<br />
ବିଂଶ ଶତାବ୍ଦିରେ ପେନିସିଲିନ ଓ ଅନ୍ୟାନ୍ୟ ଆଣ୍ଟିବାୟୋଟିକର ଆବିଷ୍କାର, ଅପରେଶନ, ଇଣ୍ଟେନ୍‌ସିଭ କେୟାର ଇତ୍ୟାଦିର ପ୍ରଚଳନ ପରେ ନିମୋନିଆ ଚିକିତ୍ସାର ଫଳାଫଳରେ ପରିବର୍ତ୍ତନ ଦେଖାଗଲା । ଟିକା ଉଦ୍ଭାବନ ପରେ ମଧ୍ୟ ନିମୋନିଆର ହାର ଆହୁରି କମିଗଲା ।<br />
== ସମାଜ ଓ ସଭ୍ୟତା ==
ବିକାଶଶୀଳ ଦେଶମାନଙ୍କରେ ଅତ୍ୟଧିକ ନିମୋନିଆ ହେଉଥିବାରୁ ବିକଶିତ ଦେଶମାନଙ୍କର ସଚେତନତା ଅଭାବ ଯୋଗୁ ୧୨ ନଭେମ୍ଵରନଭେମ୍ବର ତାରିଖକୁ ନିମୋନିଆ ଦିବସ ରୁପେ ଅଭିହିତ କରା ହୋଇଛି । ଏହି ଦିନ ଚିନ୍ତାଶୀଳ ନାଗରିକମାନେ ଓ ନୀତି ନିର୍ଦ୍ଧାରକମାନେ ଉପଯୁକ୍ତ କର୍ମ ପନ୍ଥା ନେବା ନିମନ୍ତେ ସ୍ଥିର କରିବାକୁ ପରାମର୍ଶ ଦିଆ ଯାଇଛି । ଏହି ରୋଗ ନିମନ୍ତେ ପୃଥିବୀରେ ବାର୍ଷିକ ୧୭ ବିଲିଅନ୍ ଡଲାର ଖର୍ଚ ହେଉଛି ।
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି