"ନାରୀବାଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
[[ଫାଇଲ:Woman-power_emblem.svg|ଡାହାଣ|thumb|162x162_ପିକସେଲ|ନାରିବାଦର ପ୍ରତୀକ ]]
'''ନାରୀବାଦର '''ବିଚାରଧାରା  ରାଜନୈତିକ ଓ [[ସାମାଜିକ ଆନ୍ଦୋଳନ]]ର ଭାଗ ଯାହାର ମୂଳ ଲକ୍ଷ ସମାଜରେ ନାରୀଙ୍କୁ ସ୍ଵତନ୍ତ୍ରସ୍ବତନ୍ତ୍ର ଅଧିକାର ପ୍ରଦାନ କରେଇବା । <ref name="Hawkesworth">{{Cite book|title=Globalization and Feminist Activism|last=Hawkesworth|first=Mary E.|publisher=Rowman & Littlefield|year=2006|isbn=9780742537835|pages=25–27}}</ref><ref name="Beasley">{{Cite book|title=What is Feminism?|last=Beasley|first=Chris|publisher=Sage|year=1999|isbn=9780761963356|location=New York|pages=3–11}}</ref> ଏହା ନାରୀଙ୍କୁ ଶିକ୍ଷା ଓ ରୋଜଗାର କ୍ଷେତ୍ରରେ ମଧ୍ୟ ସମାନ ଅଧିକାର ଦିଏ । 
 
ବିଭିନ୍ନ ମହିଳା ସଂଗଠନ ସମାଜରେ ନାରୀଙ୍କୁ କିପରି ସମାନ ଅଧିକାର ଦିଆଯିବ ତାହା ନେଇ ଅଭିଯାନ କରନ୍ତି, ସେହି ଅଧିକାର ଗୁଡ଼ିକ ହେଲା, ଭୋଟର ଅଧିକାର, ସମାନ ଦରମା, ଶିକ୍ଷାର ଅଧିକାର ଓ ଅନ୍ୟ ଅଧିକାର ସାବ୍ୟସ୍ତ କରିବାରେ ସହାୟତା କରିଥାଏ । ନାରିବାଦର ବିଚାର ରଖୁଥିବା ଲୋକ ମହିଳାଙ୍କୁ ବିଭିନ୍ନ ଘରୋଇ ହିଂସା, ବଳତ୍କାର ଓ ଯୌନଉତ୍ପୀଡନରୁ ନିଜକୁ କିପରି ମୁକୁଳେଇବ ତାହା ନେଇ ସହାୟତା ମଧ୍ୟ କରନ୍ତି । <ref name="Echols">{{Cite book|title=Daring to Be Bad: Radical Feminism in America, 1967–1975|last=Echols|first=Alice|publisher=University of Minnesota Press|year=1989|isbn=0-8166-1787-2|location=Minneapolis|author-link=Alice Echols}}</ref>
"https://or.wikipedia.org/wiki/ନାରୀବାଦ"ରୁ ଅଣାଯାଇଅଛି