"ଧାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Regular Character Changes |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୯ କ ଧାଡ଼ି:
| କ୍ରମିକ || କିସମ || ସମୟ ବ୍ୟବଧାନ || ଜମି କିସମ || ଏକର ପିଛା ଉତ୍ପାଦନ || ଧାନର ବ୍ୟବହାର
|-
| ୧||ମହାନଦୀ ||୧୩୫ ଦିନ||ମଧ୍ୟମ||୧୫
|-
| ୨||ଚନ୍ଦ୍ରକାନ୍ତି||୧୩୫ ଦିନ||ମଧ୍ୟମ||୧୫
|-
| ୩||ଗେଡ଼ିଚେକି (ପାଣି ପ୍ରତି ସହନଶୀଳ)||୧୩୫ ଦିନ||ମଧ୍ୟମ||୨୦
|-
| ୪||ବାଙ୍ଗଲାଦେଶୀପାଟନାଇ||୧୪୦ ଦିନ||ମଧ୍ୟମ||୧୮
|-
| ୫||ଅର୍ଣ୍ଣପୂର୍ଣ୍ଣା||୧୩୫ ଦିନ||ମଧ୍ୟମ||୧୩
|-
| ୬||ଗୁଡ଼ମହୁ||୧୪୦ ଦିନ||ମଧ୍ୟମ||୧୮
|-
| ୭||ସୋନାଲି||୧୩୫ ଦିନ||ମଧ୍ୟମ||୧୩
|-
| ୮||ଚିତବାଙ୍ଗି (ପାଣି ପ୍ରତି ସହନଶୀଳ)||୧୪୦ ଦିନ||ମଧ୍ୟମ||୧୮
|-
| ୯||ଝୁମ୍ପୁଲି||୧୪୦ ଦିନ||ମଧ୍ୟମ||୨୦
|-
| ୧୦||ନାଲିଗିରି||୧୪୦ ଦିନ||ମଧ୍ୟମ||୧୮
|-
| ୧୧||ବଡ଼ନାଲି||୧୪୦ ଦିନ||ମଧ୍ୟମ||୧୭
|-
| ୧୨||ରଙ୍ଗମାଗୁର||୧୪୦ ଦିନ||ମଧ୍ୟମ||୧୮
|-
| ୧୩||କାକୁଡ଼ିମଞ୍ଜି (ପାଣି ପ୍ରତି ସହନଶୀଳ)||୧୪୦ ଦିନ||ମଧ୍ୟମ||୨୦
|-
| ୧୪||ପଞ୍ଜାବ ବାସୁମତୀ||୧୩୫ ଦିନ||ମଧ୍ୟମ||୧୩
|-
| ୧୫||କଟାମେହେର||୧୩୫ ଦିନ||ମଧ୍ୟମ||୧୩
|-
| ୧୬||ସୁନାଖିଲ||୧୩୫ ଦିନ||ମଧ୍ୟମ||୧୨
|-
| ୧୭||ନଦିଆଯୋଡ଼ି||୧୩୫ ଦିନ||ମଧ୍ୟମ||୧୮
|-
| ୧୮||ବେଗନାମେଣ୍ଟ||୧୩୫ ଦିନ||ମଧ୍ୟମ||୧୫
|-
| ୧୯||ଚନାଚୁର||୧୩୫ ଦିନ||ମଧ୍ୟମ||୧୪
|-
| ୨୦||ଆସାମଚୁଡ଼ି||୧୩୫ ଦିନ||ମଧ୍ୟମ||୧୮
|-
| ୨୧||ଲତାମହୁ||୧୪୦ ଦିନ||ମଧ୍ୟମ||୨୦
|-
| ୨୨||ମାଛକଣ୍ଟା||୧୪୦ ଦିନ||ମଧ୍ୟମ||୨୦
|-
| ୨୩||ମିନିକେତ||୧୩୫ ଦିନ||ମଧ୍ୟମ||୧୩
|-
| ୨୪||ହୁଣ୍ଡାଧାନ||୧୩୫ ଦିନ||ମଧ୍ୟମ||୧୮
|-
| ୨୫||ତୁଳସୀବାସ||୧୩୫ ଦିନ||ମଧ୍ୟମ||୧୩
|-
| ୨୬||ଥୋଳିମହିପାଲ||୧୪୦ ଦିନ||ମଧ୍ୟମ||୧୩
|-
| ୨୭||ସାନମୋତି||୧୩୫ ଦିନ||ମଧ୍ୟମ||୧୨
|-
| ୨୮||ଧଳାଫାରମ||୧୩୫ ଦିନ||ମଧ୍ୟମ||୧୩
|-
| ୨୯||ପୁଷ୍ପାଞ୍ଜଳି||୧୩୫ ଦିନ||ମଧ୍ୟମ||୧୨
|-
| ୩୦||କୋଲମା||୧୩୫ ଦିନ||ମଧ୍ୟମ||୧୩
|-
| ୩୧||ଜଳବୁଡ଼ି (ପାଣି ପ୍ରତି ସହନଶୀଳ)||୧୪୫ ଦିନ||ନିମ୍ନ||୧୮
|-
| ୩୨||କନକଚମ୍ପା||୧୪୦ ଦିନ||ମଧ୍ୟମ||୧୮
|-
| ୩୩||ଫୁଲମିଚି||୧୩୫ ଦିନ||ମଧ୍ୟମ||୧୪
|-
| ୩୪||ବିଘାରି||୧୩୫ ଦିନ||ମଧ୍ୟମ||୧୩
|-
| ୩୫||ବଙ୍ଗଳାଭୁତିଆ||୧୪୦ ଦିନ||ମଧ୍ୟମ||୧୮
|-
| ୩୬||କଳାମୋତି||୧୩୫ ଦିନ||ମଧ୍ୟମ||୧୫
|-
| ୩୭|| ଋଙ୍ଗି|| ୧୪୦ ଦିନ|| ମଧ୍ୟମ|| ୧୬
|-
| ୩୮||ଛୋଟକାନିଆ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୩୯||ମହୁଆ|| ୧୩୫ ଦିନ || ମଧ୍ୟମ|| ୧୪
|-
| ୪୦||ବିରଗଳି|| ୧୩୫ ଦିନ || ମଧ୍ୟମ|| ୧୩
|-
| ୪୧||ରଘୁସାଲ|| ୧୩୫ ଦିନ || ମଧ୍ୟମ|| ୧୪
|-
| ୪୨||ପରବ|| ୧୩୫ ଦିନ || ମଧ୍ୟମ|| ୧୪
|-
| ୪୩||ମେହେର|| ୧୨୦ ଦିନ|| ମଧ୍ୟମ|| ୧୩
|-
| ୪୪||ବସୁଆ (ମରୁଡ଼ି ସହନଶୀଳ)|| ୧୨୦ ଦିନ|| ଉଚ୍ଚ|| ୧୫
|-
| ୪୫||କାଳୁଆ (ମରୁଡ଼ି ସହନଶୀଳ)|| ୯୦ ଦିନ|| ଉଚ୍ଚ|| ୧୨
|-
| ୪୬||ବରୁନ ମୁଠି|| ୧୩୦ ଦିନ|| ମଧ୍ୟମ|| ୧୫
|-
| ୪୭||ମଧ୍ୟମ|| ୧୩୦ ଦିନ|| ମଧ୍ୟମ|| ୧୩
|-
| ୪୮||କଳାକିଆରି (ମରୁଡ଼ି ସହନଶୀଳ)|| ୯୦ ଦିନ|| ଉଚ୍ଚ|| ୧୨
|-
| ୪୯||ସାହାରା (ମରୁଡ଼ି ସହନଶୀଳ)|| ୧୦୦ ଦିନ|| ଉଚ୍ଚ|| ୧୩
|-
| ୫୦||ଭାତଫୁଲା|| ୧୨୦ ଦିନ|| ଉଚ୍ଚ|| ୧୨
|-
| ୫୧||ଜିରାଧାନ|| ୧୨୦ ଦିନ|| ଉଚ୍ଚ|| ୧୨
|-
| ୫୨||ରତ୍ନଧାନ|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୫୩|| ବାମନ ବାଇ|| ୭୦ ଦିନ|| ଉଚ୍ଚ|| ୮
|-
| ୫୪||ସୁବର୍ଣ୍ଣ କଖାରୁ|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୫୫||କାଇଁଚଫୁଲ|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୫୬||କାଜଲ|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୫୭||ମହୁଲଲାଟ|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୫୮||ନାଗରୀ|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୫୯||ମୋତି|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୬୦||ଜାତିଜଙ୍ଗସିଆଳି|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୬୧||ଚକାଆଖି|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୬୨||କଳା କାଇଁଚ|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୬୩||ଇସ୍ ପେତେନି|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୬୪||ଗୁଟୁକାମାଳି|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୬୫||ହୁଣ୍ଡାଧାନ|| ୧୪୦ ଦିନ|| ମଧ୍ୟମ|| ୧୬
|-
| ୬୬||ତୁଳସୀ ଝକୁଳ || ୧୪୦ ଦିନ|| ମଧ୍ୟମ|| ୧୫
|-
| ୬୭||ଭାରତୀ ସ୍ୱର୍ଣ୍ଣ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୬୮||ବାଲାଜୀ|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୬୯||କଳାଶ୍ରୀ (ପାଣି ପ୍ରତି ସହନଶୀଳ) || ୧୪୦ ଦିନ|| ମଧ୍ୟମ|| ୧୫
|-
| ୭୦||ପାଣିକାଜଳ (ପାଣି ପ୍ରତି ସହନଶୀଳ)|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୭୧||ସରଗ ନାଲୀ|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୭୨||ସାନ ଝିଲି|| ୧୩୫ ଦିନ|| ମଧ୍ୟମ|| ୧୨
|-
| ୭୩||ସ୍ବର୍ଣ୍ଣ ମସୁର|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୭୪||ଚିନାପାଖୁଡ଼ି|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୭୫||ସମଲାଞ୍ଜି|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୭୬||ଜଙ୍ଗଲିଜାତ|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୭୭||ମାଟିଆ|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୭୮||ନଡ଼ିଆ ଫୁଲ|| ୧୩୫ ଦିନ|| ମଧ୍ୟମ|| ୧୬
|-
| ୭୯||ରାନ୍ଧୁଣୀ ପାଗଳ|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୮୦||ବାଇକାଣି|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୮୧||କଳମା ବାଙ୍କି|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୮୨||ଗୀତାଞ୍ଜଳି|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୮୩||ପିମ୍ପୁଡ଼ି ବାସ|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୮୪||ଖାସକାମିନି|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୮୫||ଯଦୁମଣି|| ୧୩୦ ଦିନ|| ମଧ୍ୟମ|| ୧୩
|-
| ୮୬||ରାମଭୋଗ|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୮୭||ଗେଣ୍ଡୁଫୁଲ|| ୧୩୫ ଦିନ|| ମଧ୍ୟମ|| ୧୮
|-
| ୮୮||ନାଲିହାତୀ|| ୧୩୫ ଦିନ|| ମଧ୍ୟମ|| ୧୨
|-
| ୮୯||ଅତୋରି|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୯୦||ରାହସ ଫାରମ|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୯୧||କରମା|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୯୨||ଅମନ|| ୧୩୫ ଦିନ|| ମଧ୍ୟମ|| ୧୨
|-
| ୯୩||ଉସାଗୁଡ଼ି|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୯୪||ରବଗୋଲା|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୯୫||ବାୟାଟୁଡୁଲ|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୯୬||ଖଜୁରିପେଣ୍ଡି|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୯୭||କଳାତୁଳସୀ|| ୧୩୫ ଦିନ|| ମଧ୍ୟମ|| ୧୨
|-
| ୯୮||ଭିରକୁଡ଼ି|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୯୯||ମନସୁରୀ|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୧୦୦||କଳାବୁଟ || ୧୩୫ ଦିନ|| ମଧ୍ୟମ|| ୧୫
|-
| ୧୦୧||ମଙ୍ଗଳ|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୧୦୨||ଗୋପାଳ ଭୋଗ (ପାଣି ପ୍ରତି ସହନଶୀଳ)|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୧୦୩||ନିର୍ମାଣୀ|| ୧୪୦ ଦିନ|| ମଧ୍ୟମ|| ୧୬
|-
| ୧୦୪||ମଲିଫୁଲ|| ୧୪୦ ଦିନ|| ମଧ୍ୟମ|| ୧୬
|-
| ୧୦୫||ଚିନିକାମିନି|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୧୦୬||ବିରଜା|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୧୦୭||ପଦ୍ମକେଶରୀ|| ୧୪୫ ଦିନ|| ମଧ୍ୟମ|| ୧୮
|-
| ୧୦୮||ସରୁଚିନାମାଳି (ପାଣି ପ୍ରତି ସହନଶୀଳ)|| ୧୪୦ ଦିନ|| ମଧ୍ୟମ|| ୨୦
|-
| ୧୦୯||ଧୋୟାମାଡ଼ି|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୧୧୦||ବଳମି|| ୧୪୦ ଦିନ|| ମଧ୍ୟମ|| ୧୬
|-
| ୧୧୧||ଗୋବିନ୍ଦ ଭୋଗ|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୧୧୨||ସୁନାପାଣି|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୧୧୩||କେନ୍ଦେରା ଝିଲି|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୧୧୪||ସଳିଆ|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୧୧୫||ଟବ୍ କୁଡ଼ି|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୧୧୬||ଜଗନ୍ନାଥ ଭୋଗ|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୧୧୭||ବଡ଼ ଚମ୍ପା|| ୧୪୫ ଦିନ|| ମଧ୍ୟମ|| ୨୦
|-
| ୧୧୮||ସରୁକଳିକାନ୍ତି|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୧୧୯||ମୁଳକୋଚିଧାନ|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୧୨୦||ଲକ୍ଷ୍ମୀସିଆଳି|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୧୨୧||ଚମରାମଣି|| ୧୩୫ ଦିନ|| ମଧ୍ୟମ|| ୧୦
|-
| ୧୨୨||ଭାଗବତୀ|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୧୨୩||ଋଷିକୁଲ୍ୟା|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୧୨୪||ରତ୍ନମୁଡ଼ି|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୧୨୫||ଚିଲିକା|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୧୨୬||ପଦ୍ମିନୀ|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୧୨୭||ଦୁବରାଜ|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୧୨୮||ସି.ଆର୍.୧୦୧୪ || ୧୫୦ ଦିନ|| ମଧ୍ୟମ|| ୧୬
|-
| ୧୨୯||ଲାଲ୍ କାମିନି|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୧୩୦||ନାଲିମାତ୍ରା|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୧୩୧||ମୋଡ଼ି|| ୧୪୦ ଦିନ|| ମଧ୍ୟମ|| ୧୦
|-
| ୧୩୨||ଭୋଜନି|| ୧୩୫ ଦିନ|| ମଧ୍ୟମ|| ୧୮
|-
| ୧୩୩||ବିଦୁଲତା|| ୧୩୫ ଦିନ|| ମଧ୍ୟମ|| ୨୦
|-
| ୧୩୪||ପ୍ରାଚି|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୧୩୫||କଳାଜିରି|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୧୩୬||କୃଷ୍ଣ ଭୋଗ|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୧୩୭||ପୋଡ଼ା ଟାଙ୍କୁ|| ୧୪୦ ଦିନ|| ମଧ୍ୟମ|| ୧୩.୫
|-
| ୧୩୮||ଲକ୍ଷ୍ମୀ ଭୋଗ|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୧୩୯||ରୂପା କଢ଼ି|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୧୪୦||କଳମ|| ୧୩୫ ଦିନ|| ମଧ୍ୟମ|| ୧୮
|-
| ୧୪୧||ଦୁସର|| ୧୩୫ ଦିନ|| ମଧ୍ୟମ|| ୧୬
|-
| ୧୪୨||ମାଟିଆଶାଳ|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୧୪୩||ମଇଁସିଆ|| ୧୪୫ ଦିନ|| ମଧ୍ୟମ|| ୧୩
|-
| ୧୪୪||ମା ସାରଳା|| ୧୪୦ ଦିନ|| ମଧ୍ୟମ|| ୧୪.୫
|-
| ୧୪୫||ନାଲିରତ୍ନଚୁଡ଼ି|| ୧୪୦ ଦିନ|| ମଧ୍ୟମ|| ୧୩.୫
|-
| ୧୪୬||ଶଙ୍ଖମୁଠିଆ ରତ୍ନଚୁଡ଼ି|| ୧୪୦ ଦିନ|| ମଧ୍ୟମ|| ୧୨.୫
|-
| ୧୪୭||କଲିକତି ଧାନ (ପାଣି ପ୍ରତି ସହନଶୀଳ)|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୧୪୮||ରତ୍ନଚୁଡ଼ି|| ୧୪୦ ଦିନ|| ମଧ୍ୟମ|| ୧୬
|-
| ୧୪୯||ହବିର (ପାଣି ପ୍ରତି ସହନଶୀଳ)|| ୧୫୦ ଦିନ|| ନିମ୍ନ|| ୧୬
|-
| ୧୫୦||ସୋଲାରି|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୧୫୧||ପୁଷ|| ୧୪୦ ଦିନ|| ମଧ୍ୟମ|| ୧୧.୫
|-
| ୧୫୨||ଶାଳଫୁଲ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୧୫୩||କଳାସୁର|| ୧୫୦ ଦିନ|| ନିମ୍ନ|| ୨୨
|-
| ୧୫୪||ମୋଚେଇବାଙ୍କି|| ୧୩୫ ଦିନ|| ମଧ୍ୟମ|| ୧୨
|-
| ୧୫୫||ଲାଲୁଚାନ୍ଦ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୧୫୬||ମିରିଗି ଶିଆଳି (ପାଣି ପ୍ରତି ସହନଶୀଳ)|| ୧୪୫ ଦିନ|| ମଧ୍ୟମ|| ୧୮
|-
| ୧୫୭||ଧଳାମାଟିଆ|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୧୫୮||ବାସନା ଭୋଗ|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୧୫୯||ଖେଚୁଡ଼ି ଭୋଗ || ୧୪୦ ଦିନ|| ମଧ୍ୟମ|| ୧୨
|-
| ୧୬୦||ଭୁଷଣ ମୁଖୀ|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୧୬୧||ଗୁଡ଼ୁ ମାଟିଆ|| ୧୫୦ ଦିନ|| ନିମ୍ନ|| ୧୪
|-
| ୧୬୨||ପ୍ରଭାସି|| ୧୩୫ ଦିନ|| ମଧ୍ୟମ|| ୨୬
|-
| ୧୬୩||ମସୁର|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୧୬୪||ନାଲିଚହଟ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୧୬୫||ବଉଳ|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୧୬୬||ଗୁଣ୍ଠୁଣି|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୧୬୭||କାବେରୀ|| ୧୩୫ ଦିନ|| ମଧ୍ୟମ|| ୧୨
|-
| ୧୬୮||କାରଲୁ କାବେରୀ|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୧୬୯||ବାଙ୍କୋଇ|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୧୭୦||କେତକୀଯୋହା|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୧୭୧||ସମ୍ବଲପୁରୀ|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୧୭୨||ଶ୍ରାବଣୀ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୧୭୩||ମାଟିଆ ଚମ୍ପା || ୧୪୫ ଦିନ|| ନିମ୍ନ|| ୧୪
|-
| ୧୭୪||ଭାସବାବୁଲ|| ୧୩୫ ଦିନ|| ମଧ୍ୟମ|| ୧୬
|-
| ୧୭୫||ଗେଡ଼ିଫାରମ|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୧୭୬||ଧଳାକାର୍ତ୍ତିକ|| ୧୩୫ ଦିନ|| ମଧ୍ୟମ|| ୧୬
|-
| ୧୭୭||ଗେଡ଼ା ଆଙ୍ଗୁଠି|| ୧୪୦ ଦିନ|| ମଧ୍ୟମ|| ୧୭
|-
| ୧୭୮||ଧୂସର|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୧୭୯||ଧଳାଖଜରା|| ୧୪୫ ଦିନ|| ନିମ୍ନ|| ୨୦
|-
| ୧୮୦||ପଥରା (ପାଣି ପ୍ରତି ସହନଶୀଳ)|| ୧୩୦ ଦିନ|| ମଧ୍ୟମ|| ୨୦
|-
| ୧୮୧||ମୁକ୍ତାବଳି|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୧୮୨||ବାସମଙ୍ଗି|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୧୮୩||ଦେବରାନି|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୧୮୪||ହରିଶଙ୍କର|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୧୮୫||ମଗାଇ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୧୮୬||ବାୟାଗୁଣ୍ଠ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୧୮୭||କଳାକୃଷ୍ଣ|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୧୮୮||ଅମୃତମଣ୍ଡ|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୧୮୯||କଟକଲ (ପାଣି ପ୍ରତି ସହନଶୀଳ)|| ୧୫୦ ଦିନ|| ନିମ୍ନ|| ୧୮
|-
| ୧୯୦||ମହିପାଲ (ପାଣି ପ୍ରତି ସହନଶୀଳ) || ୧୪୫ ଦିନ|| ନିମ୍ନ|| ୧୮
|-
| ୧୯୧||ନାଲିପଥର ମୁକ୍ତା|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୧୯୨||ପୁନ୍ନି|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୧୯୩||କୃଷ୍ନଭୋଗ|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୧୯୪||ଭାତଧାନ|| ୧୩୫ ଦିନ|| ମଧ୍ୟମ|| ୧୦
|-
| ୧୯୫||ନାଲିଭୁତିଆ (ପାଣି ପ୍ରତି ସହନଶୀଳ)|| ୧୫୦ ଦିନ|| ନିମ୍ନ|| ୨୨
|-
| ୧୯୬||୧୨୪୨|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୧୯୭||ମୟୁରକଣ୍ଠିଆ|| ୧୩୫ ଦିନ|| ମଧ୍ୟମ|| ୧୬
|-
| ୧୯୮||ରାଜ କର|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୧୯୯||ଗେଲେଇ|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୨୦୦||ଚମ୍ପା (ପାଣି ପ୍ରତି ସହନଶୀଳ)|| ୧୪୫ ଦିନ|| ନିମ୍ନ|| ୧୮
|-
| ୨୦୧||ବୌଦିଆ ଚମ୍ପା (ପାଣି ପ୍ରତି ସହନଶୀଳ)|| ୧୪୫ ଦିନ|| ନିମ୍ନ|| ୨୦
|-
| ୨୦୨||ବାଳମୁକୁଳି (ପାଣି ପ୍ରତି ସହନଶୀଳ)|| ୧୪୦ ଦିନ|| ମଧ୍ୟମ|| ୨୦
|-
| ୨୦୩||ରାଜବଲ୍ଲଭ (ପାଣି ପ୍ରତି ସହନଶୀଳ)|| ୧୪୫ ଦିନ|| ନିମ୍ନ|| ୨୦
|-
| ୨୦୪||କନ୍ୟା (ବନ୍ୟା ପ୍ରତି ସହନଶୀଳ)|| ୧୫୦ ଦିନ|| ନିମ୍ନ|| ୧୮
|-
| ୨୦୫||ହାତୀପିଞ୍ଜରା (ପାଣି ପ୍ରତି ସହନଶୀଳ)|| ୧୪୫ ଦିନ|| ନିମ୍ନ|| ୨୦
|-
| ୨୦୬||ବଡ଼ଝିଲି|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୨୦୭||କଦଳୀଆଚମ୍ପା (ପାଣି ପ୍ରତି ସହନଶୀଳ)|| ୧୪୫ ଦିନ|| ନିମ୍ନ|| ୧୮
|-
| ୨୦୮||ଅନାମିକା (ବନ୍ୟା ପ୍ରତି ସହନଶୀଳ)|| ୧୫୦ ଦିନ|| ନିମ୍ନ|| ୨୦
|-
| ୨୦୯||ନନ୍ଦିପର୍ବତକାଳିଆ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୨୧୦||କେଦାର ଗୌରୀ (ପାଣି ପ୍ରତି ସହନଶୀଳ)|| ୧୫୦ ଦିନ|| ନିମ୍ନ|| ୨୨
|-
| ୨୧୧||କଳାମୋତି|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୧୨||ବାଇଗଣମଞ୍ଜି|| ୧୩୫ ଦିନ|| ମଧ୍ୟମ|| ୧୨
|-
| ୨୧୩||ନନ୍ଦି|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୨୧୪||ଲୁନଶ୍ରୀ (ପାଣି ପ୍ରତି ସହନଶୀଳ)|| ୧୪୦ ଦିନ|| ମଧ୍ୟମ|| ୧୬
|-
| ୨୧୫||ମଛାକାନ୍ତ (ପାଣି ପ୍ରତି ସହନଶୀଳ)|| ୧୪୫ ଦିନ|| ନିମ୍ନ|| ୧୬
|-
| ୨୧୬||ରଞ୍ଜିତ|| ୧୩୫ ଦିନ|| ମଧ୍ୟମ|| ୧୫
|-
| ୨୧୭||ଧଳାଚିନିକାମିନି|| ୧୩୫ ଦିନ|| ମଧ୍ୟମ|| ୧୨
|-
| ୨୧୮||ଚିନାପୋନି|| ୧୩୫ ଦିନ|| ମଧ୍ୟମ|| ୧୨
|-
| ୨୧୯||ମନସୁରୀ|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୨୦||ରାଜାଢ଼ିଙ୍କା|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୨୨୧||ଗୋରୁଚଇ|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୨୨||ଉହୁଲି|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୨୨୩||ବଡ଼ମୋତି|| ୧୪୦ ଦିନ|| ମଧ୍ୟମ|| ୧୬
|-
| ୨୨୪||ମେଥିମହିପାଲ|| ୧୪୦ ଦିନ|| ମଧ୍ୟମ|| ୧୬
|-
| ୨୨୫||ଲାଲଗଇନି || ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୨୬||ଫକିର|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୨୭||କଣିକା|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୨୨୮||ମେସୋଧାନ|| ୧୩୫ ଦିନ|| ମଧ୍ୟମ|| ୧୨
|-
| ୨୨୯||ଶହେଏକଚାଳିଶ|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୨୩୦||ବାହାଲଗୁଡା|| ୧୩୦ ଦିନ|| ମଧ୍ୟମ|| ୧୨
|-
| ୨୩୧||ଚକିଶାଳ|| ୧୩୫ ଦିନ|| ମଧ୍ୟମ|| ୧୩
|-
| ୨୩୨||୧୦୮୧ (ପାଣି ପ୍ରତି ସହନଶୀଳ)|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୨୩୩||କାହ୍ନାଖଇରି|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୨୩୪||ଛୁଞ୍ଚିଧାନ|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୨୩୫||କସୁର ମାଧିଆ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୨୩୬||ଈଶେରେଶ୍ବର|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୨୩୭||ବାସୁମତି|| ୧୩୫ ଦିନ|| ମଧ୍ୟମ|| ୧୦
|-
| ୨୩୮||କଦଳୀକେଣ୍ଡା (ପାଣି ପ୍ରତି ସହନଶୀଳ)|| ୧୫୫ ଦିନ|| ମଧ୍ୟମ|| ୨୨
|-
| ୨୩୯||ପାହାଡ଼ଝିଲି|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୪୦||ମାଟିଆଝିଲି || ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୪୧||ମୋଟାବାଙ୍କୋଇ (ପାଣି ପ୍ରତି ସହନଶୀଳ)|| ୧୪୫ ଦିନ|| ମଧ୍ୟମ|| ୧୫
|-
| ୨୪୨||ଜାମୁବାସୁମତି|| ୧୩୫ ଦିନ|| ମଧ୍ୟମ|| ୧୪
|-
| ୨୪୩||ସୁନାଖିଲ|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୨୪୪||ଝିଲିପରି|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୨୪୫||ବେଣୀକର|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୨୪୬||ରକ୍ତବିଜୁଳି|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୪୭||ରାଜେନ୍ଦ୍ର|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୨୪୮||ଶଙ୍ଖୁଆ|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୨୪୯||ମାଣିକେଶ୍ବରୀ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୨୫୦||ହଳଦିସାପୁର|| ୧୪୦ ଦିନ|| ମଧ୍ୟମ|| ୧୬
|-
| ୨୫୧||କାଇଁଚମାଳି|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୫୨||ଘଣ୍ଟିସାଳ|| ୧୪୦ ଦିନ|| ମଧ୍ୟମ|| ୧୨
|-
| ୨୫୩||ଦହିସର|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୫୪||ଧଳାପାଖିଆ|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୫୫||ତୁଳସୀଫୁଲ|| ୧୪୦ ଦିନ|| ମଧ୍ୟମ|| ୧୩
|-
| ୨୫୬||କଣ୍ଠିଆଚମ୍ପା (ପାଣି ପ୍ରତି ସହନଶୀଳ)|| ୧୪୫ ଦିନ|| ନିମ୍ନ|| ୧୮
|-
| ୨୫୭||ହାତୀଦାନ୍ତ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୨୫୮||ଉତ୍କଳପ୍ରସୁ|| ୧୪୦ ଦିନ|| ମଧ୍ୟମ|| ୧୪
|-
| ୨୫୯||ବାଉଁଶଗଜ|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୨୬୦||ବୀରମଣି|| ୧୪୦ ଦିନ|| ମଧ୍ୟମ|| ୧୫
|-
| ୨୬୧||ଦୀନସିଂପାଟନା|| ୧୪୦ ଦିନ|| ମଧ୍ୟମ|| ୧୮
|-
| ୨୬୨||ଦୁଧୁଖଜରା (ପାଣି ପ୍ରତି ସହନଶୀଳ)|| ୧୪୫ ଦିନ|| ନିମ୍ନ|| ୧୮
|-
| ୨୬୩||ଧଳାମାଟିଆ|| ୧୪୦ ଦିନ|| ମଧ୍ୟମ|| ୧୬
|-
| ୨୬୪||ଗୋବିନ୍ଦପୁରି (ପାଣି ପ୍ରତି ସହନଶୀଳ)|| ୧୪୦ ଦିନ|| ମଧ୍ୟମ|| ୧୭
|-
| ୨୬୫||ମୋଟାବାଙ୍କୋଇ (ପାଣି ପ୍ରତି ସହନଶୀଳ)|| ୧୪୫ ଦିନ|| ନିମ୍ନ|| ୧୮
|-
| ୨୬୬||ପତଳଗି|| ୧୪୦ ଦିନ|| ମଧ୍ୟମ|| ୧୪
|-
|}</div>
୫୪୯ କ ଧାଡ଼ି:
== ଚାଷ ପ୍ରଣାଳୀ ==
ଏହି ଶସ୍ୟଟିକୁ ସାଧାରଣତଃ ବର୍ଷାଦିନେ ଚାଷ କରାଯାଏ ଓ ଶୀତରୁତୁରେ ଅମଳ କରାଯାଏ । [[ଭାରତ]]ରେ ଚାଷ ଜମିଗୁଡିକୁ ଭାଗ ଭାଗ କରି ଏହାକୁ ଚାଷ କରାଯାଏ । ଧାନ ଫସଲରେ ଖାଦ୍ୟ ସାରର
ମଞ୍ଜି ଠାରୁ ବିଭିନ୍ନ ଅଭିବୃଦ୍ଧି ଅବସ୍ଥାରେ ଧାନର ସାରର ଆବଶ୍ୟକତା ଭିନ୍ନ ଏବଂ ପ୍ରତି ସମୟରେ ଏହି ଖାଦ୍ୟସାର ଧାନର ଖାଦ୍ୟସାର ଆବଶ୍ୟକତାକୁ ପୂରଣ କରୁଥିବା ଦରକାର । ଅଙ୍କୁରୋଦଗମ ଠାରୁ ତଳି ପ୍ରସ୍ତୁତି ପର୍ଯ୍ୟନ୍ତ କିମ୍ବା ବୁଣା ଧାନରେ ୨ ସପ୍ତାହ ପର୍ଯ୍ୟନ୍ତ ଧାନର ଅଭିବୃଦ୍ଧି ଅତି ଧୀର ଗତିରେ ହୁଏ। ତେଣୁ ସେତେବେଳେ ଏହାକୁ କମ୍ ଖାଦ୍ୟସାର ଦରକାର ହୁଏ । ଏହି ଅବସ୍ଥାରେ ଫସଫୋରସ, ପୋଟାସ ଏବଂ ସଲଫର ହେଉଛି ମୁଖ୍ୟ ଖାଦ୍ୟସାର । କିନ୍ତୁ, ଯବକ୍ଷାରଜାନର ପ୍ରୟୋଗ ଏହି ସମୟରେ ବହୁତ କମ ହେବା ଉଚିତ । ପ୍ରାରମ୍ଭିକ ବୃଦ୍ଧି ସମୟରେ ଧାନକୁ ସୁଷମ ଖାଦ୍ୟସାର ଦରକାର ହୁଏ। ପୁରା ଫସଫୋରସର ମାତ୍ରା ଏହି ଅବସ୍ଥାରେ ହିଁ ପ୍ରୟୋଗ କରାଯିବ ଦରକାର । ଏହା ଧାନ ଗଛର ଚେରକୁ ମଜବୁତ କରିଥାଏ ଏବଂ ଗଛକୁ ସୁସ୍ଥ ସବଳ ହୋଇ ବଢିବାରେ ସାହାଯ୍ୟ କରେ। କିନ୍ତୁ ଯେତେବେଳେ ଧାନର ପିଲ ବାହାରେ , ସେତେବେଳେ ଏହାକୁ ଅଧିକ ଖାଦ୍ୟସାର ଦରକାର ହୁଏ ଓ ଅଧିକ ଯବକ୍ଷାରଯାନ ଦରକାର ହୁଏ। ସେହିପରି କେଣ୍ଡା ବାହାରିବା ସମୟରେ ଯବକ୍ଷାରାଜାନର ପ୍ରୟୋଗ ନିତାନ୍ତ ଆବଶ୍ୟକ।
== ଉତ୍ପାଦିତ ଖାଦ୍ୟ ==
ଏଥିରୁ ଉତ୍ପାଦିତ ଖାଦ୍ୟ (ସାଧାରଣତଃ ଓଡ଼ିଶାରେ ମିଳୁଥିବା ଓ ତିଆରି କରାଯାଉଥିବା) [[ଚାଉଳ]], [[ଚୁଡ଼ା]], [[ମୁଢ଼ି]], [[ଲିଆ]]। ଓଡ଼ିଶାରେ ଏହାକୁ ପୂଜାସମଗ୍ରୀ ରୂପେ ମଧ୍ୟ ବ୍ୟବହାର କରାଯାଏ।
|