"ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-,}} +}},)
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Religion}}
[[ଫାଇଲ:Religious symbols-4x4.svg|250px|thumb|Symbols from twelve World religious movements, in alphabetical order.<br />[[Christianity]], [[Bahá'í Faith]]<br />[[Buddhism]], [[Daoism]] (Taoism), [[Hinduism]], [[Islam]]<br />[[Kami-no-michi]] (Shinto), [[Jainism]], [[Judaism]], [[Paganism]]<br />[[Shenism]] (Chinese Folk Tradition), [[Sikhism]]]]
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ଵରେଏକତ୍ବରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ '''ଧର୍ମ''' ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ଵାସବିଶ୍ବାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ଵାସଅନ୍ଧବିଶ୍ବାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ଵରଈଶ୍ବର । ପ୍ରତ୍ଯେକ ଧର୍ମ ଈଶ୍ଵରଙ୍କଈଶ୍ବରଙ୍କ ସ୍ଥିତିକୁ ସ୍ଵୀକାରସ୍ବୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
== ତତ୍ତ୍ଵତତ୍ତ୍ବ ==
ପ୍ରତ୍ୟେକ ଧର୍ମର ମୌଳିକବାଣୀ ଈଶ୍ଵରଈଶ୍ବର କିମ୍ବା ଈଶ୍ଵରଙ୍କଈଶ୍ବରଙ୍କ ପ୍ରତିନିଧିଙ୍କ ମୂଖରୁ ନିଃସୃତ । ପ୍ରତ୍ୟେକ ଧର୍ମରେ ପୁଣି ରହିଛି ଦିବ୍ୟତା ଉପରେ ଆଧାରିତ ପ୍ରାମାଣିକ ଗ୍ରନ୍ଥମାନ । କିନ୍ତୁ ଗୋଟିଏ ହେଲେ ଧର୍ମଗ୍ରନ୍ଥରେ ଭୌତିକ [[ବିଶ୍ଵବିଶ୍ବ]]ର ପ୍ରକୃତି ଓ ତାର କାର୍ଯ୍ୟଧାରା ବିଷୟରେ ପ୍ରାୟତଃ କୈଣସି ଉଲ୍ଲେଖ ନାହିଁ ।
 
== ବିଶ୍ଵାସବିଶ୍ବାସ ==
ଭଗବାନ ସଦାସର୍ବଦା ମନୁଷ୍ୟରେ ଭିତରେ ହିଁ ଥାଆନ୍ତି । ମୁସଲମାନ ହେଉ କିମ୍ବା ହିନ୍ଦୁ, ନିଜ ଭିତରେ ଥିବା ଭଗବାନଙ୍କୁ ଦେଖିବା ହିଁ ପ୍ରକୃତ ଯୋଗ । ଜଣେ ପ୍ରକୃତ ମଣିଷ ସଦାସର୍ବଦା ପରୋପକାର, ସହନଶୀଳ, ଅନ୍ୟର ମନରେ ଦୁଃଖ ନଦେବା, ନିୟମ ମାନି ଚଳିବା ଆଦି ହେଉଛି ପ୍ରକୃତ ଧର୍ମ । ଗୀତା, ବାଇବେଲ,କୋରାନ ଇତ୍ୟାଦି ହେଉଚି ସମାନ । ଏଥିରେ ଥିବା ତଥ୍ୟ ଗୁଡିକୁ ପଢିବା ଉଚିତ୍ । ଏହାର ପ୍ରକୃତ ଅର୍ଥ ନ ବୁଝି ଅଲଗା ଅର୍ଥ ବାହାର କରି ନିଜ ଭିତରେ ମତଭେଦ ଲାଗିରହୁଛି । ଓଡ଼ିଆ ଜାତି ସାଧାରଣତଃ ଟିକେ ବେଶି ଧର୍ମଭିରୁ । ଅନ୍ଧବିଶ୍ବାସ ଏଇଠି ବେଶି । କିଏ ଫୁଲମାଳ ପକାଇ ସୁଗନ୍ଧ ଲଗାଇ ଚିତା ଚଇତନ ହୋଇଗଲେ ଆମେ ତାକୁ ସାକ୍ଷାତ ଭଗବାନ ବୋଲି ମାନିନେଉ । ଢାଳି ଦେଉ ତାଙ୍କ ପାଦତଳେ ନିଜର କଷ୍ଟଅର୍ଜିତ ସମ୍ପତ୍ତି । ସେ କାଳେ ପ୍ରୀତ ହେଲେ ଭରିଦେବେ ଜୀବନରେ ଅନେକ ସୁଖ .. ନାଁ ସେମିତି ହୁଏନି । ମଣିଷ କେବଳ ସୁଖ ଖୋଜେ .. ଜାଣେନି ଦୁଃଖ ଭିତରେ ହିଁ ସୁଖ ଅନ୍ତର୍ନିହିତ ଥାଏ । ଦୁଃଖର ଗଦା ଭିତରୁ ସୁଖ ଖୋଜିବା ଉଚିତ । ଦୁଃଖରେ ଭାଙ୍ଗି ନ ପଡି ଓ ସୁଖରେ ବିହ୍ବଳ ନ ହୋଇ ଶାନ୍ତଚିତ୍ତରେ ଚିନ୍ତା କଲେ ହିଁ ଶାନ୍ତି ମିଳେ ଓ ସମାଧାନର ବାଟ ମିଳେ ।
 
୧୨ କ ଧାଡ଼ି:
 
== ଅନୁସନ୍ଧାନ ==
ଧାର୍ମିକ ଅନୁସନ୍ଧାନ ହେଉଛି ମାନବର ପ୍ରାରମ୍ଭିକ ବୌଦ୍ଧିକ ଅନୁସନ୍ଧାନ ଏବଂ ସଂଗଠିତ ଧର୍ମ ହେଉଛି ମନୁଷ୍ୟଦ୍ଵାରାମନୁଷ୍ୟଦ୍ବାରା ଗଠିତ ହେଇଥିବା ବୋଧହୁଏ ସର୍ବ ପ୍ରଥମ ସମାଜିକ ସଂସ୍ଥା । ଧର୍ମ ମାନବ ସମାଜ ଉପରେ ପ୍ରବଳ ପ୍ରଭାବ ବିସ୍ତାର କରି ଆସିଛି ଏବଂ ଧର୍ମ ହିଁ ଇତିହାସ ପାଇଁ ରହିଆସିଛି ଏକ ପ୍ରବଳ ଉତପ୍ରେରକ ଶକ୍ତି ରୂପେ । ପ୍ରତ୍ୟେକ ସଂଗଠିତ ସମାଜରେ ରହିଛନ୍ତି ଧର୍ମତ୍ୟାଗୀ, ଧର୍ମବିରାଗୀ ଏବଂ ଅପଧର୍ମୀ ବ୍ୟକ୍ତିମାନେ । ସେମାନଙ୍କ ମଧ୍ୟରେ ବିବାଦ ତଥା ସଂଘର୍ଷ ଉପୁଜିବା କାରଣରୁ ମୂଳ ଧାର୍ମିକ ଗୋଷ୍ଠୀରେ ନୂଆନୂଆ ଉପଗୋଷ୍ଠୀମାନ ଜନ୍ମ ନେଇଛି ।
 
ମଣିଷର ଅନ୍ତରତମ ପ୍ରଦେଶକୁ ପ୍ରବେଶ କରି ଅନୁସନ୍ଧାନ କରିବା, ତାର ଆକଂକ୍ଷା ଏବଂ ସମ୍ଭାବିତ ସମ୍ଭାବନାକୁ ଅନ୍ଵେଷଣଅନ୍ବେଷଣ କରିବା , ବ୍ୟକ୍ତି ଓ ସମାଜକୁ ସୁସ୍ଥ ରଖୁଥିବା ମୂଲ୍ୟବୋଧର ସନ୍ଧାନ କରିବା,ସ୍ଵାର୍ଥପରତାରୁସ୍ବାର୍ଥପରତାରୁ ମୁକ୍ତହେଇ ତଥା ନିଜ '''ସ୍ଵସ୍ବ'''ର ଊର୍ଦ୍ଧକୁ ଆରୋହଣ କରି ମଣିଷ ଜୀବନର ଉଚ୍ଚତର ଉଦ୍ଦେଶ୍ୟର ରହସ୍ୟ ଉନ୍ମୋଚନ କରିବା ହିଁ ଧର୍ମର ଲକ୍ଷ୍ୟ ।
== Bibliography ==
<div class="references-small">
"https://or.wikipedia.org/wiki/ଧର୍ମ"ରୁ ଅଣାଯାଇଅଛି