"ଉତ୍କଳ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଦୟାକରି ଅଧିକ ଜଣା ଅଜଣା କଥା ସବୁ ଏଠାରେ ଯୋଡନ୍ତୁ
 
ଟିକେNo edit summary
୧ କ ଧାଡ଼ି:
[[File:Orissa-map.jpg|thumb|300px|right|ଓଡ଼ିଶା ମାନଚିତ୍ର]]
'''ଓଡ଼ିଶା ଦିବସ''' ("'''ଉତ୍କଳ ଦିବସ''') ପହିଲା ଏପ୍ରିଲ ଦିନ ସମଗ୍ର ଓଡ଼ିଶାରେ ପାଳନ କରାଯାଏ । ଏପ୍ରିଲ ପହିଲା ୧୯୩୬ରେ ଓଡ଼ିଶା ରାଇଜ ଗଠନ ହେବା ଦିନରେ ଏହି ଦିନ ପାଳନ କରାଯାଏ ।
 
୧୫୬୮ରେ ଶେଷ ହିନ୍ଦୁ ରଜା ମୁକୁନ୍ଦ ଦେବଙ୍କ ଦେହଛାଡିବା ପରେ, ବ୍ରିଟିସ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଇଅଜରାଇଜ <ref>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf]</ref>
 
କରିବା ପାଇଁ ମଧୁବାବୁ (ମଧୁସୁଦନ ଦାସ), [[ଫକିର ମୋହନ ସେନାପତି]], [[ଗୋପବନ୍ଧୁ ଦାସ]], ପଣ୍ଡିତ [[ନିଳକଣ୍ଠ ଦାସ]], [[ଗଙ୍ଗାଧର ମେହେର]], [[ରାଧାନାଥ ରାଏ]], ବାମଣ୍ଡାର ରଜା ସୁଢଳ ଦେବ ଓ [[ମୟୁରଭଞ୍ଜ]]ର ରଜା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଓଡ଼ିଶାକୁ ଏକ ଅଲଗା ରାଇଜ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପହିଲା ଓଡ଼ିଶା ରାଇଜ ଛଅଟି ଜିଲା- [[କଟକ]], [[ପୁରୀ]], [[ବାଲେଶ୍ଵର]], [[ସମ୍ବଲପୁର]], [[କୋରାପୁଟ]] ଓ [[ଗଞ୍ଜାମ]]କୁ ନେଇ ତିଆରି କରାଯାଇଥିଲା । ସାର ଅସ୍ଟିନ ହବାକ ଓଡ଼ିଶାର ପହିଲା ରାଇଜପାଳ ଭବରେ ଶପଥ ନେଇଥିଲେ । <ref>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf ଓଡ଼ିଶା ରିଭିଉ ଇ-ବହି ଏପ୍ରିଲ ୨୦୦୮]</ref>, <ref>[http://orissagov.nic.in/e-magazine/Orissareview/April2006/engpdf/formation_of_orissa_as_separate.pdf ଓଡ଼ିଶା ରିଭିଉ ଏପ୍ରିଲ ୨୦୦୬] ଅଲଗା ଓଡ଼ିଶା ରାଇଜ ଗଠନ- ପରେଶ୍ଵର ସାହୁ</ref><ref>[http://timesofindia.indiatimes.com/india/Orissas-new-name-is-Odisha/articleshow/7780712.cms ଟାଇମସ ଅଫ ଇଣ୍ଡିଆ, ଓଡ଼ିଶାର ନାଆଁ ବଦଳ]</ref> ଏବେ [[ଓଡ଼ିଶା]]ରେ ୩୦ଟି ଜିଲା ଅଛି ।
 
==ରେଫେରେଁସ==