"ଦି ଇକୋନୋମିକ୍ ଟାଇମସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୪ କ ଧାଡ଼ି:
{{main|ଦି ଇକୋନୋମିକ୍ ଟାଇମସ୍}}
==ବର୍ଣ୍ଣନା==
[[ଇକୋନୋମିକ୍ ଟାଇମସ୍]] [[ଇଂରାଜୀ]] ଭାଷାର ଏକ ଭାରତୀୟ ଦୈନିକ ଖବରକାଗଜ, ଯାହା ବେନେଟ୍, କୋଲେମାନ୍ ଓ କୋ. ଲିମିଟେଡ଼୍ଦ୍ଵାରାଲିମିଟେଡ଼୍ଦ୍ବାରା ପ୍ରକାଶିତ ହୁଏ ।ଏହାର ପ୍ରଥମ ସଂସ୍କରଣ ୧୯୬୧ ମସିହାରେ ହୋଇଥିଲା । ଏହା [[ବିଶ୍ଵବିଶ୍ବ]]ରେ ଇଂରାଜୀ ଭାଷାର ସର୍ବବୃହତ ପଠନକାରୀ ବ୍ୟବସାୟିକ [[ଖବରକାଗଜ]] ଏବଂ ଏହି ବିଭାଗରେ ପ୍ରଥମ ସ୍ଥାନରେ ରହିଛି [[ଦି ଓ୍ଵାଲ୍ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍]]<ref>The New Yorker, 8 Oct 2012, 'Citizens Jain' - Ken Auletta Timesp.52</ref>।ଇଟି ଏକସମୟରେ ୧୨ଟି ସହର ଯଥା [[ମୁମ୍ବାଇ]], [[ବେଙ୍ଗାଲୁରୁ]], [[ଦିଲ୍ଲୀ]], [[ଚେନ୍ନାଇ]], [[କୋଲକାତା]], [[ଲକ୍ଷ୍ନୌ]], [[ହାଇଦ୍ରାବାଦ]], [[ଜୟପୁର]], [[ଅହମଦାବାଦ]], [[ନାଗପୁର]], [[ଚଣ୍ଡିଗଡ଼]] ଓ [[ପୁନେ]]ରୁ ପ୍ରକାଶ ପାଏ ।
ଇଟିର ମୁଖ୍ୟ କାର୍ଯ୍ୟାଳୟ [[ମୁମ୍ବାଇ]]ରେ ଥିବା 'ଦି ଟାଇମସ୍ ଅଫ୍ ଇଣ୍ଡିଆ'ର କାର୍ଯ୍ୟାଳୟରେ ଅବସ୍ଥିତ । ଏହାର ମୁଖ୍ୟ ଖବର [[ଭାରତୀୟ]] ଅର୍ଥନୀତି, ଆନ୍ତର୍ଜାତୀୟ ଅର୍ଥ, 'ସେୟାର ମୂଲ୍ୟ' ଏବଂ ଅର୍ଥ ସହ ଜଡିତ ଅନ୍ୟାନ୍ୟ ଖବର ଉପରେ ପର୍ଯ୍ୟବେସିତ । ୧୯୬୧ ମସିହାରେ ଉଦଘାଟନ ସମୟରେ ଏହାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ ପି. ଏସ୍. ହରିହରନ୍ । ବର୍ତ୍ତମାନ 'ଦି ଇକୋନୋମିକ୍ ଟାଇମସ୍' ଓ '[[ଇଟି ନାଓ]]'ର ସମ୍ପାଦକୀୟ ନିର୍ଦ୍ଦେଶକ ହେଉଛନ୍ତି ରାହୁଲ ଯୋଶୀ ।
ଲଣ୍ଡନରେ ଥିବା 'ଫାଇନାନସିଆଲ୍ ଟାଇମସ୍' ଭଳି 'ଦି ଇକୋନୋମିକ୍ ଟାଇମସ୍', ସାଲମନ୍ ଗୋଲାପୀ କାଗଜ ଉପରେ ଛପାଯାଏ । ଏହା ଭାରତର ସମସ୍ତ ମୁଖ୍ୟ ସହରରେ ବିକ୍ରୟ କରାଯାଏ ।ଜୁନ ୨୦୦୯ ଠାରୁ ଏହା [[ଦୂରଦର୍ଶନ]]ରେ 'ଇଟି ନାଓ' <ref>{{cite web |url=http://www.indiantelevision.com/headlines/y2k9/jan/jan142.php |title=News Room Headlines - Times Group's biz channel is ET Now |publisher=Indiantelevision.com |date=19 January 2009 |accessdate=16 July 2010}}</ref><ref>{{cite web |author=Sruthijith KK @sruthijith |url=http://contentsutra.com/article/419-a-new-channel-is-born-et-now-goes-on-air-with-the-economic-times-advant/ |title=A New Channel Is Born: ET Now Goes On Air With ‘The Economic Times Advantage’ |publisher=contentSutra |date=17 June 2009 |accessdate=16 July 2010}}</ref>ନାମକ ଏକ ଚ୍ୟାନେଲ ନାମରେ ପ୍ରସାରଣ କରାଯାଉଛି ।
୩୪ କ ଧାଡ଼ି:
* ୧୯୮୦-୮୫ : ହନାନ୍ ଏଜେକିଏଲ୍
* ୧୯୮୫-୯୦ : ମନୁ ଶ୍ରଫ୍
* ୧୯୯୦(ଆରମ୍ଭ)-୧୯୯୦(ମଧ୍ୟ) : ଟି. ଏନ୍ ନିନାନ୍, ସ୍ଵାମୀନାଥନ୍ସ୍ବାମୀନାଥନ୍ ଆଙ୍କଲେସାରିଆ ଆୟାର୍
* ୧୯୯୦(ଶେଷ)-୨୦୦୪ : ଜୟଦୀପ ବୋଷ୍
* ୨୦୦୪-୧୦ : ରାର୍ଜିଶୀ ସିଙ୍ଘଲ ଓ ରାହୁଲ ଯୋଶୀ
୪୭ କ ଧାଡ଼ି:
ସମ୍ପାଦନା - ବିନୋଦ ମହାନ୍ତ
* '''ଇଟି ଟ୍ରାଭେଲ୍''' : ଏହି ରଙ୍ଗୀନ ସାପ୍ତାହିକୀ ଭ୍ରମଣ ଓ ପର୍ଯ୍ୟଟନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରେ । ଯେଉଁମାନେ ନିଜ ଦେଶ ତଥା ବିଦେଶ ସମ୍ପର୍କରେ ଜାଣିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏହା ଖୁବ୍ ଉପାଦେୟ ।
* '''ଜିଗ୍ ହ୍ଵିଲସ୍ହ୍ବିଲସ୍''' : ଏକ ରଙ୍ଗୀନ ସାପ୍ତାହିକୀ ଯାହା [[ଯାନବାହାନ]] ଶିଳ୍ପର ସମସ୍ତ ତଥ୍ୟ ଜଣାଏ ।
* '''ଇଟି ରିଅଲିଟି''' : ଭୂସମ୍ପତି ଉପରେ ଆଧାରିତ ଏକ ପତ୍ରିକା ।
* '''ଇଟି ଓ୍ଵେଲଥ୍ଓ୍ବେଲଥ୍''' : ଏହା ବ୍ୟକ୍ତିଗତ ଅର୍ଥ ଉପରେ ଆଧାରିତ ସାପ୍ତାହିକୀ ।
 
==ସ୍ଵତନ୍ତ୍ରସ୍ବତନ୍ତ୍ର ସଂସ୍କରଣ==
'ଦି ଇକୋନୋମିକ୍ ଟାଇମସ୍' ପତ୍ରିକା ପ୍ରତ୍ୟେକ ରବିବାର ପ୍ରକାଶିତ ହୁଏ । ସମ୍ପୂର୍ଣ୍ଣ ସପ୍ତାହରେ ପ୍ରକାଶ ପାଇନଥିବା ଛୋଟମୋଟ ଖବର ସବୁ ଏଥିରେ ପ୍ରକାଶ ପାଏ । ଏହି ସାପ୍ତାହିକୀରେ ପ୍ରକାଶ ପାଉଥିବା ବିଭିନ୍ନ ସ୍ତମ୍ଭଗୁଡିକ ହେଲା - 'ହ୍ଵାଟସ୍ହ୍ବାଟସ୍ ନ୍ୟୁଜ୍', 'ନ୍ୟୁଜ୍ ଇନ୍ ନମ୍ବରସ୍', 'ବିହାଇଣ୍ଡ୍ ଦି ନ୍ୟୁଜ୍', 'ସ୍ପଟ୍ ଲାଇଟ୍', 'କଭର୍ ଷ୍ଟୋରି', 'ଏକ୍ସପର୍ଟ ଭ୍ୟୁ', 'ଇକୋନୋମି', 'କଣ୍ଟ୍ରେସ୍ପ୍ରେଡ୍', 'ଟ୍ରାଭେଲ୍ ଗାଇଡ୍', 'ଫୁଡ୍ ଏଣ୍ଡ ଡ୍ରିଙ୍କ', 'ରେକମେଣ୍ଡେଡ୍' ଓ 'ଫିଲ୍ ସ୍ମାର୍ଟ' । 'ଫିଲ୍ ସ୍ମାର୍ଟ'ରେ ଏକ 'କକଟେଲ୍ କନଭରସେସନ୍' ଥାଏ, ଯାହା ବିଭିନ୍ନ ପଦ, ପଦ୍ଧତି, ବ୍ୟକ୍ତି ଓ ଭୌତିକ ସତ୍ତାହୀନ ମତ ମଧ୍ୟରେ ପାର୍ଥକ୍ୟ ଦର୍ଶାଏ । ଏଥିରେ 'ବିହାଇଣ୍ଡ୍ ଦି ଲାଇନସ୍' ମଧ୍ୟ ଥାଏ, ଯାହା ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ବର୍ଣ୍ଣନା କରେ ।
 
==ଏହା ମଧ୍ୟ ଦେଖନ୍ତୁ==