"ଦଶପଲ୍ଲା ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୩୫ କ ଧାଡ଼ି:
 
== ଇତିହାସ ==
 ମିଳୁଥିବା ପୁସ୍ତକ ଓ ଲେଖା ଅନୁସାରେ ପୂର୍ବରୁ ଦଶପଳ୍ଳା ନାମକ ସ୍ଥାନ ନଥିଲା । ଏହା ବୌଦ୍ଧ ରାଜ୍ୟର ଅଂଶ ଥିଲା । ସେଠାରେ ରାଜପୁତ ବଂଶର  ଭଞ୍ଜ ରାଜା ରାଜୁତି  କରୁଥିଲେ । ସେ ସମୟରେ ରାଜା ବୀର ଭଞ୍ଜ ଓ ତାଙ୍କର ପ୍ପୁତୁରା ସାଲ ଭଞ୍ଜଙ୍କ ମଧ୍ୟରେ ବିବାଦ ହେଲା । ସାଲ ଭଞ୍ଜ ପୁରୀର ଗଜପତି ମହାରାଜଙ୍କୁ ଦେଖା କରିବାକୁ ଜଗନ୍ନାଥ ସଡକରେ ପୁରୀ ଉଦେଶ୍ୟରେ ବାହାରିଲେ । ବାଟରେ ତାଙ୍କ ଅନୁଗାମୀ ମାନଙ୍କ ସହ ସେ ପଦ୍ମତୋଳା ଘାଟ ନାମକ ସ୍ଥାନରେ ଥିବା ସମୟରେ ନୟାଗଡ ରାଜ୍ୟର ରାଜା ଖବର ପାଇ ତାଙ୍କ ପାଖକୁ ଆସି ତାଙ୍କ ସହ ଚୁକ୍ତି କରି ସାଲ  ଭଞ୍ଜଙ୍କୁ ସେହି ଅଞ୍ଚଳର ରାଜା ଘୋଷଣା କାଲେ । ବୀର ଭଞ୍ଜ ଏହା ଜାଣି ତାଙ୍କର ସେନା ଧରି ଆକ୍ରମଣ କାଲେ । ହେଲେ ସାଲ ଓ ନୟାଗଡ ରାଜ୍ୟର ମିଳିତ ସେନାଦ୍ଵାରାସେନାଦ୍ବାରା ପରାସ୍ତ ହେଲେ । 
କୁହାଯାଇ ଯେହେତୁ ଯୁଦ୍ଧଦ୍ଵାରାଯୁଦ୍ଧଦ୍ବାରା ସାଲ ଭଞ୍ଜ "ଯଶ" ପ୍ରାପ୍ତ ହେଲେ ସେହି ଅନୁସାରେ ରାଜ୍ୟର ନାମ ଯଶପଳ୍ଳା ଦିଆଗଲା । କିନ୍ତୁ ପ୍ରାଚୀନ ଇତିହାସକାର ମାନେ କୁହନ୍ତି ଯେହେତୁ ସାଲ ଭଞ୍ଜଙ୍କ ରାଜ୍ୟରେ ମାତ୍ର ଦଶଟି ପଲ୍ଲା ବା ଗ୍ରାମ ଥିଲା ତାହାକୁ ଦଶପଲ୍ଲା କୁହାଗଲା । ଏହି ଘଟନା 1495ରେ ଘଟିଥିଲା । ସାଲ ଭଞ୍ଜ 3 ବର୍ଷ ଶାସନ କଳା ପରେ ତାଙ୍କ ପୁତ୍ର ନରନ ଭଞ୍ଜ ରାଜା ହେଲେ । 
 
ଦଶପଲ୍ଲର ରାଜଧାନୀ ବାଦମୂଳରୁ ଗଣିଆ , ତାହାପରେ ମଧ୍ୟଖଣ୍ଡ , ଓ ପୁରୁଣା ଦଶପଲ୍ଲାକୁ ବଦଳିଥିଲା । ଭଞ୍ଜ ବଂଶର ନବମ ରାଜା ପଦ୍ମନାଭ ଭଞ୍ଜ କନ୍ଧ ଜାତିର ମୁଖ୍ୟ କୁଞ୍ଜ ମାଲିକଙ୍କୁ ପରାସ୍ତ କରି କୁଞ୍ଜବନଗଡରେ ତାଙ୍କର ରାଜଧାନୀ କଲେ । '' କୁଞ୍ଜବନଗଦ କୁଞ୍ଜ ମାଲିକଙ୍କ ନାମରେ ହେଇଥିଲା । ''.<ref>[http://www.lankapodiyatra.com/ Lanka Podi yatra – Mahaveer Kshetra, Daspalla, Odisha]</ref>