"ଟ୍ରାକୋମା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଏହି ବିଷୟକୁ ଅପଡେଟ କରାଗଲା |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୨୮ କ ଧାଡ଼ି:
== ଚିକିତ୍ସା ==
=== ଆଣ୍ଟିବାୟୋଟିକ ===
ଆଜିଥ୍ରୋମାଇସିନ (୨୦ମି.ଗ୍ରା/କେ.ଜି.) ଦିନକୁ ଥରେ ପାଟିରେ ଦିଆଯାଏ । ମହଙ୍ଗା ହେଲେ ମଧ୍ୟ ଇଣ୍ଟରନ୍ୟାସନାଲ ଟ୍ରାକୋମା
=== ଅପରେଶନ ===
ଆଖି ପତାରେ ଅପରେଶନ କରି ଆଖି ବାଳ ଡୋଳା ମଧ୍ୟରେ ସ୍ପର୍ଷ ନ କରିବା ନିମନ୍ତେ ପତାକୁ ସିଧା କରିଦିଆଯାଏ ।<ref>Reacher M, Foster A, Huber J. “Trichiasis Surgery for Trachoma. The Bilamellar Tarsal Rotation Procedure.” 1993; World Health Organization, Geneva: WHO/PBL/93.29.</ref> ଏହି ଅପରେଶନ ପ୍ରାରମ୍ଭିକ ଅବସ୍ଥାରେ କଲେ ଭଲ, ଡେରି ହେଲେ ଅପରେଶନ ପରେ ସେହି ଅବସ୍ଥା ଆଉ ଥରେ ଲେଉଟିପାରେ ।<ref>{{cite journal |author=Burton MJ, Kinteh F, Jallow O, ''et al.'' |title=A randomised controlled trial of azithromycin following surgery for trachomatous trichiasis in the Gambia |journal=Br J Ophthalmol |volume=89 |issue=10|pages=1282–8 |date=October 2005 |pmid=16170117 |doi=10.1136/bjo.2004.062489 |url=http://bjo.bmj.com/cgi/pmidlookup?view=long&pmid=16170117 |pmc=1772881}}</ref><br />
===
ମୂଖ ସର୍ବଦା ସଫା ରଖିବା ଆବଶ୍ୟକ । ନାକ ଓ ଆଖିରୁ ସ୍ରାବ ହେଉଥିବା ପିଲାମାନଙ୍କର ଅନ୍ୟମାନଙ୍କ ଅପେକ୍ଷା ଦୁଇଗୁଣ ଅଧିକ ଟ୍ରାକୋମା ସମ୍ଭାବନା ଥାଏ । ସମ୍ପୁର୍ଣ୍ଣ
== ଆଧାର ==
|