"ଟିଣ୍ଟୁ ଲୁକ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୫ କ ଧାଡ଼ି:
ଟିଣ୍ଟୁ ୮୦୦ ମିଟର ମହିଳା ଡୋଡାରେ ଭାରତୀୟ ଜାତୀୟ ରେକର୍ଡର ଅଧିକାରୀ । ସେ ୨୦୧୬ ମସିହାରେ [[ବ୍ରାଜିଲ]]ର [[ରିଓ]]ଠାରେ ହେଇଥିବା[[ ଅଲିମ୍ପିକ]] ଖେଳରେ 800 ମିଟର ମହିଳା ଦୌଡ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଏହା ପୂର୍ବରୁ ମଧ୍ୟ ୨୦୧୨ ମସିହା [[ଲଣ୍ଡନ]] ଅଲିମ୍ପିକରେ ମଧ୍ୟ ସେ ଭାଗ ନେଇଥିଲେ । ସେ ୨୦୧୫ ମସିହା ଏସିଯା ଚ୍ଚମ୍ପିୟାନ ହେବା ସହ ଅସିଆ ଅଥଲଟିକ ଏମଆଇଟିରେ ସମୁଦାଯ 6ଟି ପଦକ ହାସଲ କରିଥିଲେ । 
 
ଭାରତୀୟ ଦୌଡ-ରାଣୀ କୁହାଯାଉଥିବା ପି .ଟି . ଉଷାଙ୍କ ତାଲିମରେ ସେ ମହିଳା ୪୦୦ ମିଟର ଓ ମହିଳା ୪x୪୦୦ ମିଟର ରିଲେ ରେଶରେ ୨୦୧୩ ଏସୀୟ ଆଥଲେଟିକ ମିଟରେ ଭାଗ ନେଇ ସ୍ଵର୍ଣସ୍ବର୍ଣ ପଦକ ଜିତିଥିଲେ । ୨୦୧୪ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । 
 
== ପୁରସ୍କାର  ଓ ସମ୍ମାନ ସମୂହ ==