"ଜୟଦ୍ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର)
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
[[ଫାଇଲ:Death_of_Jayadratha.jpg|thumb|300x300_ପିକସେଲ|ଅର୍ଜୁନଙ୍କ ପଶୁପତସ୍ତ୍ରଦ୍ଵାରାପଶୁପତସ୍ତ୍ରଦ୍ବାରା  ଜୟଦ୍ରଥ ବଧ ]]
ଭାରତର କିମ୍ବଦନ୍ତୀ କଥା [[ମହାଭାରତ]]ରେ ଜୟଦ୍ରଥ ଜଣେ ଚର୍ଚିତ ଚରିତ୍ର । କଥାନୁସାରେ ସେ ତତ୍କାଳୀନ ସିନ୍ଧୁ ସାମ୍ରାଜ୍ୟର ରାଜା ଥିଲେ । ୧୦୦ କୌରବ ଭାଇ ମାନଙ୍କ ଏକମାତ୍ର ଭଗିନୀ ଦୁଶାଳାଙ୍କୁ ସେ ବିବାହ କରିଥିଲେ । '''
 
== ବ୍ୟୁପତ୍ତି ତତ୍ଵତତ୍ବ ==
' ଜୟଦ୍ରଥ' ଶବ୍ଦଟି ଦୁଇଟି ସଂସ୍କୃତ ଶବ୍ଦରୁ ଉପନ୍ନ । ' ଜୟ' ଓ 'ରଥ 'ର ସମ୍ମିଳନରେ ଏହାର ଉପ୍ପତି । ଏହା ବିଜୟୀ ରଥର ଅଧିକାରୀଙ୍କୁ ବୁଝାଏ । 
* ସିନ୍ଧୁରାଜ ବୋଲି ମଧ୍ୟ ତାଙ୍କୁ କୁହାଯାଇଥିବାର ଉଲ୍ଲେଖ 
୧୧ କ ଧାଡ଼ି:
 
== ଭଗବାନ ଶିବଙ୍କ ପ୍ରଥମ ଆଶୀର୍ବାଦ ==
ପାଣ୍ଡବ ମାନଙ୍କ ଠାରୁ ପାଇଥିବା ଏହି ଅପମାନର ପ୍ରତିଶୋଧ ନେବା ପାଇଁ ଜୟଦ୍ରଥ ସର୍ବଦା ଉଦ୍ୟମ ରତ ଥିଲେ । ସେ ଭଗବାନ ଶିବଙ୍କୁ କଠୋର ତପସ୍ୟା ମାଧ୍ୟମରେ ସନ୍ତୁଷ୍ଟ କରି ତାଙ୍କ ପାଖରୁ ପାଣ୍ଡବ ମାନଙ୍କୁ ପରାସ୍ତ କରିବାର ବର ମାଗିଲେ । କିନ୍ତୁ ଶିବ ତାଙ୍କୁ ସେ ବର ନ ଦେଇ ତାଙ୍କୁ ପାଣ୍ଡବ ଶକ୍ତିଦ୍ଵାରାଶକ୍ତିଦ୍ବାରା ପରାଜିତ ନ ହେବାର ବର ପ୍ରଦାନ କଲେ । କିନ୍ତୁ ସେ ଜୟଦ୍ରଥଙ୍କୁ କହିଲେ କେବଳ ଅର୍ଜୁନ  ଙ୍କ ହିଁ ତାଙ୍କୁ ମାରି ପାରିବାର ଶକ୍ତି ରହିବ । 
 
== ତାଙ୍କ ପିତାଙ୍କ ଠୁ ଆଶୀର୍ବାଦ  ==
ଜୟଦ୍ରଥ ସିଂହାସନ ଆରୋହଣ କରିବା ପୂର୍ବରୁ ତାଙ୍କ ପିତା ବୃଦ୍ଧକ୍ଷତ୍ର ରାଜା ଥିବା ବେଳେ ଏକ ଦୈବବାଣୀ ଶୁଣିଥିଲେ ଯେ ଜୟଦ୍ରଥଙ୍କ ବଧ ହେବ । ସେ ହତୋଶହ ହେଇ ତାଙ୍କ ବଂଶ ନାଶ ହେଇଯିବା ଭୟରେ ଅରଣ୍ୟକୁ ଯାଇ ତପସ୍ୟାରେ ମଗ୍ନ ହେଲେ । କଠୋର ତପସ୍ୟା ପରେ ଦିବ୍ୟତା ଲାଭ କରି ତାଙ୍କ ପୁତ୍ର ଜୟଦ୍ରଥଙ୍କୁ ' ଅମରତ୍ଵଅମରତ୍ବ 'ର ବର ପ୍ରଦାନ କରିବାକୁ ଚାହିଲେ । ହେଲେ ତାଙ୍କର ଦିବ୍ୟ ଶକ୍ତି ଏଥିପାଇଁ ଯଥେଷ୍ଟ ନ ହେବାରୁ କେବଳ ଜୟଦ୍ରଥ ଛିନ୍ନ ମଶ୍ସିସ୍କ ଭୂମିରେ ପଡିଲେ ସହସ୍ର ଖଣ୍ଡ ହେଇ ମୃତ୍ୟୁ ହେବ ଅନ୍ୟଥା ସେ ଆମର ରହିବେ ବୋଲି ବର ଦେଇ ପାରିଲେ । 
 
== କୁରୁଷେତ୍ର ଯୁଦ୍ଧ ରେ ==
କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଜୟଦ୍ରଥ ସ୍ଵାଭାବିକସ୍ବାଭାବିକ ଭାବରେ କୌରବ ମାନଙ୍କ ସହ ଯୋଗ ଦେଇ ପାଣ୍ଡବ ସେନାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ଦ୍ରୋଣଚାର୍ଜ୍ୟଙ୍କଦ୍ଵାରାଦ୍ରୋଣଚାର୍ଜ୍ୟଙ୍କଦ୍ବାରା ପ୍ରଣିତ ଚକ୍ରବୁହ୍ୟ ରଚନାରେ ଜୟଦ୍ରଥ ନେତୃତ୍ଵନେତୃତ୍ବ ନେଇ ପାଣ୍ଡବ ମାନଙ୍କୁ ଅସୁବିଧାରେ ପକେଇଲେ । କେହି ପାଣ୍ଡବ ସେ ଚକ୍ରବୁହ୍ୟ ଭେଦ କରିବାରେ ସମର୍ଥ ନ ହେବାରୁ ଅର୍ଜୁନଙ୍କ ପୁତ୍ର ବାଳକ ଅଭିମନ୍ୟୁ ଅଲୌକିକ ଶକ୍ତି ବଳରେ ସେହି ଚକ୍ରବୁହ୍ୟ ଭେଦ କରିବାକୁ ସମର୍ଥ ହେଲେ । କିନ୍ତୁ ସେ ଚକ୍ରବୁହ୍ୟ ଭିତରେ କୌରବ ମାନଙ୍କୁ ପରାସ୍ତ କଲା ପରେ ବାହାରକୁ ଆସିବାର କୌଶଳ ଶିଖି ନଥିବାରୁ ବାହାରି ପାରିଲେ ନାହି । ତେଣୁ ସେ ଅନ୍ୟତ୍ର ଯୁଦ୍ଧରେ ମଗ୍ନ ଥିବା ଅନ୍ୟ ପାଣ୍ଡବ ମାନଙ୍କ ଠାରୁ ଅଲଗା ହେଇଗଲେ । ଏକାକୀ ଅଭିମନ୍ୟୁ କୌରବ ମାନଙ୍କ ସମ୍ମିଳିତ ଆକ୍ରମଣରେ ବର୍ବର ଭାବେ ନିହତ ହେଲେ । 
 
ପାଣ୍ଡବ ମାନେ ଅଭିମନ୍ୟୁଙ୍କୁ ଉଦ୍ଧାର କରିବାକୁ   ଭିତରକୁ ଯିବାର ଯେତେ ଉଦ୍ୟମ କଲେ ମଧ୍ୟ ଜୟଦ୍ରଥ ଶିବଙ୍କ ଠାରୁ ପାଇଥିବା ବର ବଳରେ ସମସ୍ତ ପାଣ୍ଡବ ଶକ୍ତିଙ୍କୁ ଅଟକେଇ ରଖିବାରେ ସମର୍ଥ ହେଇଥିଲେ । ଅର୍ଜୁନ ଅଭିମନ୍ୟୁଙ୍କ ମୃତ୍ୟୁର କାରଣ ଜୟଦ୍ରଥ ବୋଲି ଜାଣି ତାଙ୍କୁ ନିହତ କରିବାର ଶପଥ ନେଲେ । ଆର ଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଜୟଦ୍ରଥଙ୍କୁ ନିହତ କରିବାକୁ ଅର୍ଜୁନ ତାଙ୍କର ପ୍ରତିଙ୍ଗ୍ୟା କଲେ , ନ ପାରିଲେ ନିଜେ ମଶାଣି ଶିଖାରେ ଆତ୍ମାହୁତି ଦେବି ବୋଲି କହିଲେ । ୧୪ ଶ ଦିନର ଯୁଦ୍ଧ ଏହା ଉପରେ ପର୍ଜ୍ୟବେଶିତ ହେଲା । 
୨୫ କ ଧାଡ଼ି:
ପରଦିନ ଭୀମ, ସାତ୍ୟକି ଓ ଅର୍ଜୁନ କୌରବ ସେନାକୁ ଭେଦ କରି ଭୀଷଣ ଯୁଦ୍ଧରେ ବ୍ୟସ୍ତ ରହିଲେ ଭି ସୂର୍ଯ୍ୟ ଅସ୍ତ ହେବାର କିଛି ସମୟ ଆଗ ଯାଏ ଅର୍ଜୁନ ଜୟଦ୍ରଥଙ୍କ ନିକଟକୁ ପହଞ୍ଚି ପାରିନଥିଲେ । ସାରା କୌରବ ସେନା ଜୟଦ୍ରଥଙ୍କୁ କବଚ ପରି ଘେରି ସୁରକ୍ଷ୍ୟା ଦଉଥିଲେ । ଏହି ସମୟରେ ଶ୍ରୀକୃଷ୍ଣ ତାଙ୍କର କୂଟନୀତି ଆରମ୍ଭ କରିଥିଲେ । ସେ ତାଙ୍କର ସୁଦର୍ଶନ ଚକ୍ରକୁ ସୂର୍ଯ୍ୟଙ୍କୁ ଘୋଡେଇ ସନ୍ଧ୍ୟା ହେଇଯାଇଥିବାର ଭ୍ରମ ସୃଷ୍ଟି କରିବାକୁ ଆଦେଶ ଦେଲେ । ସନ୍ଧ୍ୟା ପରେ ଯୁଦ୍ଧ ନ କରିବାର ପରମ୍ପରା ଥିବା ଯୋଗୁ କୌରବ ସେନା ଜୟଦ୍ରଥଙ୍କୁ ରଷ୍ୟା କରିପାରିଛୁ ଭାବି ଆନନ୍ଦାରେ କୋଳାହଳ କଲେ ଓ ଅର୍ଜୁନ ଆତ୍ମଦାହ କରିବେ ବୋଲି ଭାବିଲେ । ଏହି ସମୟରେ ହଠାତ ସୁଦର୍ଶନ ଚକ୍ର ସୂର୍ଯ୍ୟଙ୍କୁ ଅନାବରଣ କଲେ ଓ ସେହି ସୁଯୋଗରେ ଅର୍ଜୁନ ଜୟଦ୍ରଥଙ୍କୁ ବଧ କଲେ । ଅର୍ଜୁନଙ୍କ ଅସ୍ତ୍ର ଆନ୍ଧାସ୍ତ୍ର ଜୟଦ୍ରଥଙ୍କ ସିର ଛେଦନ କରି ତାକୁ ଅରଣ୍ୟରେ ଥିବା ଜୟଦ୍ରଥଙ୍କ ପିତାଙ୍କ କୋଳରେ ପକେଇ ଦେଲା । ତପସ୍ୟା ରତ  ବୃଦ୍ଧକ୍ଷତ୍ର ହଠତ୍ ଉଠିପଡିବାରୁ ଜୟଦ୍ରଥଙ୍କ ଶିର ଭୂମିରେ ପତନ ହେଇ ତାହା ପିତାଙ୍କ ବର  ଅନୁସାରେ ସହସ୍ର ଖଣ୍ଡରେ ପରିଣତ ହେଲା । 
 
ଉପର ଲିଖିତ କାହାଣୀର କିଛି ଅନ୍ୟ ପ୍ରକାର ବର୍ଣ୍ଣନା ମଧ୍ୟ ରହିଛି । କେତେକଙ୍କ ମତରେ ଅର୍ଜୁନ ତାଙ୍କର ଧନୁଦ୍ଵାରାଧନୁଦ୍ବାରା ହିଁ ଜୟଦ୍ରଥଙ୍କୁ ବଧ କରିଥିଲେ । 
 
== ପରବର୍ତୀ ଘଟଣା ==
"https://or.wikipedia.org/wiki/ଜୟଦ୍ରଥ"ରୁ ଅଣାଯାଇଅଛି