"ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୭ କ ଧାଡ଼ି:
}}
<!-- Definition and symptoms -->
'''ଜ୍ଵରଜ୍ବର''', ([[ଇଂରାଜୀ ଭାଷା]]ରେ ଫିଭର ବା ପାଇରେକଶିଆ ଯଥାକ୍ରମେ '''Fever''' ବା '''pyrexia'''),<ref name="NC08">{{cite journal |author=Axelrod YK, Diringer MN |title=Temperature management in acute neurologic disorders |journal=Neurol Clin |volume=26 |issue=2 |pages=585–603, xi |date=May 2008 |pmid=18514828 |doi=10.1016/j.ncl.2008.02.005 |url=|last2=Diringer }}</ref> ରୋଗର ସଂଜ୍ଞା: ଦେହର [[ଦେହର ସାଧାରଣ ଉତ୍ତାପ|ଉତ୍ତାପ]] ସାଧାରଣ ତାପମାନରୁ ବୃଦ୍ଧି ପାଇଲେ ଜ୍ଵରଜ୍ବର ନାମ ଦିଆଯାଏ । <ref>{{cite book|title=Fever: Its Biology, Evolution, and Function|date=2015|publisher=Princeton University Press|isbn=9781400869831|page=57|url=https://books.google.ca/books?id=gIF9BgAAQBAJ&pg=PA57}}</ref><ref name=Gar2012p375>{{cite book|last1=Garmel|first1=Fever in adultsGus M.|title=An introduction to clinical emergency medicine|date=2012|publisher=Cambridge University Press|location=Cambridge|isbn=0521747767|pages=375|edition=2nd|url=https://books.google.ca/books?id=pyAlcOfBhjIC&lpg=PP1&dq=An%20Introduction%20to%20Clinical%20Emergency%20Medicine&pg=PA375}}</ref> ଶରୀରର ସାଧାରଣ ତାପମାନର ସର୍ବାଧିକ ମାନ ଉପରେ ମତୈକ୍ୟ ନାହିଁ ଓ ଏହାକୁ ୩୭.୫ରୁ ୩୮.୩ ସେ (୯୯.୫ରୁ ୧୦୦.୯) ମଧ୍ୟରେ ଧରାଯାଏ ।<ref name="NC08"/><ref name=CC09>{{cite journal |author=Laupland KB |title=Fever in the critically ill medical patient |journal=Crit. Care Med. |volume=37 |issue=7 Suppl |pages=S273–8 |date=July 2009 |pmid=19535958 |doi=10.1097/CCM.0b013e3181aa6117 }}</ref> ନିର୍ଦ୍ଧାରିତ ତାପମାତ୍ରାରୁ ଉତ୍ତାପ ଅଧିକ ହେଲେ [[ମାଂସପେଶୀ ଟୋନ|ମାଂସପେଶୀ ସଂକୋଚନ]] ଅଧିକ ହୋଇ ଶୀତ ଅନୁଭବ ହୁଏ । <ref name=Peds2011/> ଏହାଦ୍ଵାରାଏହାଦ୍ବାରା ଅଧିକ ଉତ୍ତାପ ସୃଷ୍ଟି ହୁଏ ଓ ଉତ୍ତାପ ସଂରକ୍ଷଣ ଚେଷ୍ଟା ହୁଏ । <ref name=Sue2014/> ବର୍ଦ୍ଧିତ ଉତ୍ତାପ କମିବାକୁ ଆରମ୍ଭ ହେଲେ ଦେହକୁ ଉଷୁମ ଲାଗେ, [[ଫ୍ଲଶ|ଲାଲ]] ଦେଖାଯାଏ [[ଝାଳ]] ବାହାରେ । <ref name=Sue2014>{{cite book|author1=Sue E. Huether|title=Pathophysiology: The Biologic Basis for Disease in Adults and Children|date=2014|publisher=Elsevier Health Sciences|isbn=9780323293754|page=498|edition=7|url=https://books.google.ca/books?id=l9XsAwAAQBAJ&pg=PA498}}</ref> କ୍ୱଚିତ ଜ୍ୱରଦ୍ୱାରା ଜ୍ୱରବାତ ସୃଷ୍ଟି ହୁଏ । <!-- <ref name=CDC2010/> --> ଏହା ଯୁବପିଲାଙ୍କର ଅଧିକ ହୁଏ । <ref name=CDC2010/> ସ୍ଵାଭାବିକସ୍ବାଭାବିକ ଭାବେ ଜ୍ଵରଜ୍ବର ୪୧ରୁ ୪୨ °ସେ (୧୦୫.୮ରୁ ୧୦୭.୬ ଫା)ରୁ ଅଧିକ ହୁଏ ନାହିଁ । <ref name=Gar2012p375/>
 
<!-- କାରଣ -->
ଅନେକ [[ମେଡ଼ିସିନ ସମ୍ପର୍କୀୟ ରୋଗ]]ରେ ଜ୍ଵରଜ୍ବର ହୁଏ ଓ ଏହା ଆଦୌ ସମସ୍ୟା ନ କରି ପାରେ ବା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । <!-- <ref name=Gar2012p5/> --> ଏହା ଭୂତାଣୁ, ଜୀବାଣୁ, ପରଜୀବୀ, ମୂତ୍ରନଳୀ ସଂକ୍ରମଣ ଯେପରିକି ସାଧାରଣ ଥଣ୍ଡା, ମେନିଞ୍ଜାଇଟିସ, ମ୍ୟାଲେରିଆ ଓ ଆପେଣ୍ଡିସାଇଟିସ ରୋଗ ଯୋଗୁ ହୁଏ । <!-- <ref name=Gar2012p5/> --> ସଂକ୍ରମଣ ବିହୀନ ରୋଗ ମଧ୍ୟରେ [[ଭାସ୍କୁଲାଇଟିସ]], [[ଗଭୀର ଶିରା ଥ୍ରୋମ୍ବୋସିସ]], ଔଷଧ ପ୍ରତିକ୍ରିୟା ଓ [[କର୍କଟ]] ଅନ୍ୟତମ । <ref name=Gar2012p5>{{cite book|last1=Garmel|first1=edited by S.V. Mahadevan, Gus M.|title=An introduction to clinical emergency medicine|date=2012|publisher=Cambridge University Press|location=Cambridge|isbn=9780521747769|page=5|edition=2nd}}</ref> ଜ୍ଵରଜ୍ବର ଓ [[ହାଇପରଥରମିଆ]] ପୃଥକ ଅଟେ, ହାଇପରଥର୍ମିଆ ରୋଗରେ ଅତ୍ୟଧିକ ଉତ୍ତାପ ସୃଷ୍ଟି ହୁଏ ବା [[ଉତ୍ତାପ ନିୟନ୍ତ୍ରଣ|ଉତ୍ତାପ ହ୍ରାସ]] ନିୟନ୍ତ୍ରଣ ହୋଇପାରେ ନାହିଁ । <ref name=NC08/>
 
<!-- ଚିକିତ୍ସା -->
ସାମାନ୍ୟ ଉତ୍ତାପ ବୃଦ୍ଧି ନିମନ୍ତେ ଚିକିତ୍ସା ଆବଶ୍ୟକ ନୁହେଁ । <ref name=Peds2011/> କିନ୍ତୁ ଚିକିତ୍ସା କଲେ ରୋଗୀକୁ ଆରାମ ଲାଗେ ଓ ବିଶ୍ରାମ ମିଳେ । <!-- <ref name=CDC2010/> --> କପାଳ ଉପରେ ଥଣ୍ଡା ଓଦା କପଡ଼ା ରଖିଲେ ଓ ଉଷୁମ ପାଣିରେ ସ୍ନାନ କଲେ ଉପକାର ମିଳେ । <ref name=CDC2010>{{cite web|title=Taking Care of Someone Who is Sick|url=http://www.cdc.gov/flu/homecare/treatfever.htm|accessdate=8 May 2015|date=August 13, 2010}}</ref> [[ଆଇବୁପ୍ରୋଫେନ]] ବା [[ପାରାସେଟାମଲ]] ଔଷଧ ଦେଲେ ଉତ୍ତାପ କମିଯାଏ । <ref>{{cite book|last1=Garmel|first1=edited by S.V. Mahadevan, Gus M.|title=An introduction to clinical emergency medicine|date=2012|publisher=Cambridge University Press|location=Cambridge|isbn=9780521747769|page=401|edition=2nd}}</ref> ତିନି ମାସରୁ କମ ବଯସର ଶିଶୁକୁ ଜ୍ଵରଜ୍ବର ହେଲେ ଡାକ୍ତରୀ ପରୀକ୍ଷା ଆବଶ୍ୟକ । <ref name=CDC2010/> ହାଇପରଥର୍ମିଆ ହେଲେ ଚିକିତ୍ସା ଆବଶ୍ୟକ ହୁଏ । <ref name=Peds2011/>
 
<!-- ରୋଗାନୁଶୀଳନ, ସମାଜ ଓ ସଂସ୍କୃତି -->
ଜ୍ଵରଜ୍ବର ଏକ ଅତି ସାଧାରଣ [[ଡାକ୍ତରୀ ଚିହ୍ନ]] । <!-- <ref name=Peds2011> --> ପରାମର୍ଶ ନିମନ୍ତେ ଆସୁଥିବା ଶିଶୁଙ୍କ ମଧ୍ୟରୁ ୩୦ % ଏହା ଯୋଗୁ ଆସନ୍ତି, <ref name=Peds2011>{{cite journal|last1=Section on Clinical Pharmacology and|first1=Therapeutics|last2=Committee on|first2=Drugs|last3=Sullivan|first3=JE|last4=Farrar|first4=HC|title=Fever and antipyretic use in children.|journal=Pediatrics|date=March 2011|volume=127|issue=3|pages=580–7|pmid=21357332}}</ref> ଗମ୍ଭୀର ଅସୁସ୍ଥ ଥିବା ଲୋକଙ୍କ ମଧ୍ୟରୁ ୭୫ % ଏହା ଯୋଗୁ ହୁଏ । <ref>{{cite journal|last1=Kiekkas|first1=P|last2=Aretha|first2=D|last3=Bakalis|first3=N|last4=Karpouhtsi|first4=I|last5=Marneras|first5=C|last6=Baltopoulos|first6=GI|title=Fever effects and treatment in critical care: literature review.|journal=Australian critical care : official journal of the Confederation of Australian Critical Care Nurses|date=August 2013|volume=26|issue=3|pages=130–5|pmid=23199670}}</ref> ଜ୍ଵରଜ୍ବର ଏକ ପ୍ରତିରକ୍ଷାକାରୀ କ୍ରିୟା ହେଲେ ମଧ୍ୟ ଏହାର ଚିକିତ୍ସା କଲେ ଅବସ୍ଥା ଖରାପ ହୁଏ ନାହିଁ ।<ref>{{cite journal|last1=Schaffner|first1=A|title=[Fever--useful or noxious symptom that should be treated?].|journal=Therapeutische Umschau. Revue therapeutique|date=March 2006|volume=63|issue=3|pages=185–8|pmid=16613288}}</ref><ref>{{cite journal|last1=Niven|first1=DJ|last2=Stelfox|first2=HT|last3=Laupland|first3=KB|title=Antipyretic therapy in febrile critically ill adults: A systematic review and meta-analysis.|journal=Journal of critical care|date=June 2013|volume=28|issue=3|pages=303–10|pmid=23159136}}</ref> ପିତାମାତା ଜ୍ଵରକୁଜ୍ବରକୁ ଆବଶ୍ୟକତାଠାରୁ ଅଧିକ ଗମ୍ଭୀରତାର ସହ ଚିନ୍ତା କରନ୍ତି ଯାହାକୁ [[ଇଂରାଜୀ ଭାଷା]]ରେ ଫିଭର ଫୋଭିଆ ବା “ଅହେତୁକ ଜ୍ଵରଜ୍ବର ଭୟ” କୁହାଯାଏ । <ref name=Peds2011/>
 
{{^|ଆମ ଦେହରେ ହାତ ମାରିଲେ ତାହା ସବୁବେଳେ ସାମାନ୍ୟ ଉଷୁମ ଲାଗିଥାଏ । ଏହାର କାରଣ ହେଲା ଦେହର ଏକ ନିର୍ଦ୍ଦିଷ୍ଟ [[ତାପମାତ୍ରା]] ରହିଥାଏ । ପ୍ରତି ମୁହୂର୍ତ୍ତରେ ଦେହ ଭିତରେ ଯେଉଁ କ୍ରିୟା ପ୍ରକ୍ରିୟାସବୁ ସଂପାଦିତ ହେଉଛି, ତାର ପ୍ରଭାବରୁ କିଛିଟା ତାପ ଉତ୍ପନ୍ନ ହୋଇଥାଏ ଓ ସେଇଥିପାଇଁ ଦେହ ଉଷୁମ ଲାଗେ । ତେବେ ଏହା ଏକ ନିର୍ଦ୍ଦିଷ୍ଟ ମାପର ହୋଇଥାଏ ଓ ତାହା ହେଉଛି ୯୮.୪ ଡିଗ୍ରୀ [[ଫାରେନହିଟ]] ବା ୩୭ ଡିଗ୍ରୀ [[ସେଲସିଅସ]] । ଆମ ଚାରିପାଖର ତାପମାତ୍ରା ଯେତେ ବଢ଼ିଲେ ବା କମିଲେ ମଧ୍ୟ ଦେହର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହୁଏନାହିଁ, କାରଣ ଦେହର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ମସ୍ତିଷ୍କରେ ଏକ ତାପ ନିୟନ୍ତ୍ରଣ କେନ୍ଦ୍ର ରହିଛି । ଯେତେବେଳେ ଏହି କେନ୍ଦ୍ର ଉତ୍ତେଜିତ ହୋଇଯାଏ, ଦେହର ତାପମାତ୍ରା ବଢ଼ିଯାଏ । ଦେହର ତାପମାତ୍ରା ଅଧିକ ହୋଇଗଲେ ଯେଉଁ ଅବସ୍ଥା ହୁଏ, ତାକୁ ହିଁ ଜ୍ଵରଜ୍ବର ବୋଲି କୁହାଯାଏ ।}}
 
== ପ୍ରକୃତରେ ଜ୍ଵରଜ୍ବର ହୁଏ କାହିଁକି ? ==
ଜ୍ଵରଜ୍ବର ହେଉଛି ଆମ ଦେହର ଏକ ପ୍ରାକୃତିକ ପ୍ରତିକ୍ଷେପ କ୍ରିୟା । ଆମ ଦେହ ଭିତରେ କୌଣସି ରୋଗ ସୃଷ୍ଟି ହେବାପାଇଁ କିଛି ନା କିଛି ବାହ୍ୟ ଶକ୍ତି ଦରକାର । ଏହି ବାହ୍ୟ ଅଣୁଜୀବ (ବୀଜାଣୁ ଶକ୍ତି ବା ଭୂତାଣୁ ଆଦି) ହୋଇପାରେ କିମ୍ବା ଅନ୍ୟ କିଛି ବିଷାକ୍ତ ରାସାୟନିକ ପଦାର୍ଥ ମଧ୍ୟ ହୋଇପାରେ । କୌଣସି କାରଣରୁ ଏହି ବାହ୍ୟ ଶକ୍ତି ଆମ ଶରୀର ଭିତରେ ପ୍ରବେଶ କଲେ ଆମ ଶରୀରର ପ୍ରତିରକ୍ଷାକାରୀ ଶକ୍ତି ସେହି ବାହ୍ୟ ଶକ୍ତିକୁ ତଡ଼ିଦେବା ନିମନ୍ତେ ନିଜର ପ୍ରତିକ୍ରିୟା ଦେଖାଇ ସେମାନଙ୍କ ସହିତ ସଂଘର୍ଷ କରେ। ବାହ୍ୟ ଶକ୍ତି ସହିତ ଶରୀରର ଜୈବିକ ଶକ୍ତିର ଏହି ପ୍ରତିକ୍ରିୟା ବା ସଂଘର୍ଷ ଫଳରେ ଦେହ ଭିତରେ ଏକ ବିଷାକ୍ତ ଉପାଦାନ ସୃଷ୍ଟି ହୋଇଥାଏ, ଯାହାର ନାଁ ହେଉଛି "ପାଇରୋଜେନ" ଏହି ଉପାଦାନଟି ମସ୍ତିଷ୍କର ତାପକେନ୍ଦ୍ରକୁ ଉତ୍ତେଜିତ କରେ ଓ ଦେହର ତାପମାତ୍ରା ବଢ଼ିଯାଏ । ସେତିକିବେଳେ ଆମକୁ ଜ୍ଵରଜ୍ବର ହୁଏ । ସେଇଥିପାଇଁ ଜ୍ଵରକୁଜ୍ବରକୁ ଡାକ୍ତରୀ ଭାଷାରେ "ପାଇରେକସିଆ" ବୋଲି କୁହାଯାଏ । ଏହି ସଂଘର୍ଷରେ ବାହ୍ୟ ଶକ୍ତି ପରାଜିତ ହେଲେ ସେହି ପ୍ରାଥମିକ ଜ୍ଵରଜ୍ବର ଅବସ୍ଥାରୁ ହିଁ ରୋଗ ଆଉ ନବଢ଼ି ଭଲ ହୋଇଯାଏ । କିନ୍ତୁ ଦେହର ପ୍ରତିରକ୍ଷା ଶକ୍ତି ପରାଜିତ ହେଲେ ବାହ୍ୟ ଶକ୍ତି ସକ୍ରିୟ ହୋଇଥାଏ ଓ ରୋଗ ଉତ୍କଟ ରୂପ ନିଏ ।
 
== ଜ୍ଵରଜ୍ବର କ'ଣ ଏକ ରୋଗ ? ==
ସମସ୍ତଙ୍କର ଧାରଣା ଯେ ଜ୍ଵରଜ୍ବର ଗୋଟିଏ ରୋଗ । କିନ୍ତୁ ପ୍ରକୃତରେ ଏହା ଠିକ ନୁହେଁ । ଜ୍ଵରଜ୍ବର ହେଉଛି କୌଣସି ରୋଗର ଲକ୍ଷଣ ମାତ୍ର। ସାମାନ୍ୟ ଥଣ୍ଡା, ସର୍ଦ୍ଦି ଠାରୁ ଆରମ୍ଭ କରି [[ନିମୋନିଆ]], [[ଯକ୍ଷ୍ମା]], [[ଟାଇଫଏଡ]], [[ମ୍ୟାଲେରିଆ]], [[ବାତଜ୍ଵରବାତଜ୍ବର]], [[ଡେଙ୍ଗୁ ଜର]], [[ମିଳିମିଳା]], [[ହାଡ଼ଫୁଟି]], [[ତରଳଝାଡ଼ା]], [[କ୍ୟାନସର]], [[ପୋଲିଓ]], [[ଏଡସ]]ପରି ପ୍ରାୟ ପ୍ରତ୍ୟେକ ରୋଗରେ ଜ୍ଵରଜ୍ବର ହୋଇଥାଏ । ତେବେ ପ୍ରତ୍ୟେକ ରୋଗ ପାଇଁ ଜ୍ଵରରଜ୍ବରର ରୂପ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଜ୍ଵରକୁଜ୍ବରକୁ ଏକ ରୋଗ ବୋଲି ଭାବି ସାଧାରଣ ଭାବରେ ତା'ର ଚିକିତ୍ସା କରି ମୂଳ ରୋଗ ପ୍ରତି ଧ୍ୟାନ ନଦେଲେ ଜ୍ଵରଜ୍ବର ତ ଭଲ ହୁଏନାହିଁ, ବରଂ ଉପଯୁକ୍ତ ଚିକିତ୍ସା ଅଭାବରୁ ମୂଳ ରୋଗଟି ବଢ଼ିଚାଲେ ।
 
== ଦେହରେ ଜ୍ଵରଜ୍ବର ଅଛି ବୋଲି ଜାଣିବେ କେମିତି ? ==
ଦେହର ତାପମାତ୍ରା ବଢ଼ିଗଲେ ଜ୍ଵରଜ୍ବର ହୋଇଛି ବୋଲି ଜଣାପଡେ଼ । ସାଧାରଣତଃ ହାତ ପାପୁଲିର ପଛପଟଦ୍ଵାରାପଛପଟଦ୍ବାରା କପାଳ, ବେକ, ଗାଲ, ପିଠି କିମ୍ବା ପେଟକୁ ଛୁଇଁ ଦେହରେ ତାତି ଅଛି କି ନା ତାହା ଜାଣି ହୋଇଯାଏ। ତେବେ ପ୍ରକୃତରେ ଦେହର ତାପମାତ୍ରା କେତେ ଅଛି ତାହା ଠିକ ଭାବରେ ଜାଣିବା ପାଇଁ ଏକ ଯନ୍ତ୍ର ବ୍ୟବହାର କରାଯାଏ । ଏହି ଯନ୍ତ୍ରର ନା ହେଉଛି "ଜ୍ଵରଜ୍ବର ତାପମାନ ଯନ୍ତ୍ର" ବା "କ୍ଲିନିକାଲ ଥର୍ମୋମିଟର"। ଜ୍ଵରଜ୍ବର ମାପିବା ପାଇଁ ଦୁଇ ପ୍ରକାର ମାନକ ବିଶିଷ୍ଟ ତାପମାନ ଯନ୍ତ୍ର ବ୍ୟବହୃତ ହୋଇଥାଏ । ଗୋଟିଏ ହେଲା "ଫାରେନହିଟ" ମାନକ ଓ ଅନ୍ୟଟି ହେଲା "ସେଣ୍ଟିଗ୍ରେଡ଼" ବା "ସେଲସିୟସ" ମାନକ। ତେବେ ଜ୍ଵରଜ୍ବର ମାପିବା ପାଇଁ ଫାରେନହିଟ ମାନକ ହିଁ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ରୋଗୀର ଜିଭତଳେ, କାଖ ଖୋଲରେ, ଜଙ୍ଘ ସନ୍ଧିରେ ଅଥବା ମଳଦ୍ଵାରମଳଦ୍ବାର ଭିତରେ ତାପମାନ ଯନ୍ତ୍ରକୁ ରଖି ଦେହର ତାପମାତ୍ରା ନିର୍ଣ୍ଣୟ କରାଯାଏ ।
 
== ଜ୍ଵରରଜ୍ବରର ପ୍ରକାର ଭେଦ ==
ଦୁଇଟି ବିଷୟକୁ ଆଖି ଆଗରେ ରଖି ଜ୍ଵରରଜ୍ବରର ପ୍ରକାରଭେଦ କରାଯାଇଥାଏ। ଗୋଟିଏ ହେଲା ତାପମାତ୍ରାର ପରିମାଣ ଓ ଅନ୍ୟଟି ହେଲା ଜ୍ଵରରଜ୍ବରର ପ୍ରକୃତି।<br />
==== ତାପମାତ୍ରାର ପରିମାଣ ଅନୁଯାୟୀ ଜ୍ଵରରଜ୍ବରର ପ୍ରକାର ଭେଦ <ref>http://www.orissabigyanacademy.nic.in/pdf/Bigyan-Diganta-January-2012.pdf Monthly Odia magazine "Bigyan Diganta"(January,2012 ) * Content Copied using OR-TTsarala2UNICODE CONVERTER</ref> ====
{| class="wikitable"
|-
! ସଂ. !! ତାପମାତ୍ରାର ପରିମାଣ !! ଜ୍ଵରରଜ୍ବରର ପ୍ରକାର ଭେଦ
|-
| ୧ || ୯୭ ଡିଗ୍ରୀ ଫା.ରୁ ୯୯ ଡି.ଫା.(ହାରାହାରି ୯୮.୪ ଡି.ଫା.) || ସ୍ଵାଭାବିକସ୍ବାଭାବିକ ତାପମାତ୍ରା
|-
| ୨ ||୯୯ ଡି.ଫା.ରୁ ୧୦୧ ଡି.ଫା.|| ସାମାନ୍ୟ ଜ୍ଵରଜ୍ବର
|-
| ୩ || ୧୦୧ ଡି.ଫା.ରୁ ୧୦୩ ଡି.ଫା. || ମଧ୍ୟମ ଧରଣର ଜ୍ଵରଜ୍ବର
|-
| ୪ || ୧୦୩ ଡି.ଫ।.ରୁ ୧୦୬ ଡି.ଫା. || ସାଙ୍ଘ।ତିକ ଜ୍ଵରଜ୍ବର
|-
| ୫ ||୧୦୬ ଡି.ଫ।.ରୁ ଅଧିକ || ଅତି ସାଙ୍ଘାତିକ ଜ୍ଵରଜ୍ବର
|}
 
== ଜ୍ଵରରଜ୍ବରର ପ୍ରକୃତି ଅନୁଯାୟୀ ପ୍ରକାରଭେଦ ==
ଦିନ ଭିତରେ ଦେହରେ ରହୁଥିବା ତାପମାତ୍ରାର ଗତି ଓ ପ୍ରକୃତିକୁ ବିଚାର କରି ମଧ୍ୟ ଜ୍ଵରରଜ୍ବରର ବିଭିନ୍ନ ପ୍ରକାର ନାମକରଣ କରାଯାଇଥାଏ । ଯଥା:-
# ଯେଉଁ ଜ୍ଵରରେଜ୍ବରରେ ଦେହର ତାପମାତ୍ରା ଦିନକ ଭିତରେ ଦେଢ଼ ଡିଗ୍ରୀ ଫାରେନହଟ ଭିତେର କମ ବେଶୀ ହୁଏ, ତାକୁ "ଅବିରାମ ଜ୍ଵରଜ୍ବର" ବୋଲି କୁହାଯାଏ । [[ଟାଇଫଏଡ]] ଓ [[ନିମୋନିଆ]] ପରି ରୋଗରେ ଏହି ଜ୍ଵରଜ୍ବର ହୋଇଥାଏ ।
# ଯେଉଁ ଜ୍ଵରରେଜ୍ବରରେ ଦିନ ଭିତରେ ଦେହର ତାପମାତ୍ରା ଦେଢ଼ ଡିଗ୍ରୀରୁ ଅଧିକ କମ ବେଶୀ ହୁଏ, ତାହାକୁ "ସ୍ଵଳ୍ପସ୍ବଳ୍ପ ବିରାମ ଜ୍ଵରଜ୍ବର" ବୋଲି କୁହାଯାଏ।
# ଆଉ କେତେକ ଜ୍ଵରଜ୍ବର ଅଛି, ଯେଉଁଥିରେ ଜ୍ଵରଜ୍ବର ଦିନେ ଭିତରେ କିଛି ଘଣ୍ଟା ପାଇଁ ଛାଡ଼ିଯାଇ ଦେହର ତାପମାତ୍ରା ସାଧାରଣ ହୋଇଯାଏ ତା'ପରେ ପୁଣି ଜ୍ଵରଜ୍ବର ଆସେ। ଏହି ପ୍ରକାର ଜ୍ଵରକୁଜ୍ବରକୁ "ସବିରାମ ଜ୍ଵରଜ୍ବର" ବୋଲି କୁହାଯାଏ । [[ମ୍ୟାଲେରିଆ]] ଓ [[ବାତଜ୍ଵରବାତଜ୍ବର]] ପରି ରୋଗରେ ଏହି ପ୍ରକାର ଜ୍ଵରଜ୍ବର ହୁଏ । ଦିନରେ ଏକ ନିର୍ଦ୍ଦିଷ୍ଟ ସମୟରେ କିମ୍ବା ଦିନେ ଦୁଇଦିନ ଛଡ଼ାରେ ଆସୁଥିବାରୁ ଏହାକୁ "ପାଳିଜ୍ଵରପାଳିଜ୍ବର" ବୋଲି ମଧ୍ୟ କୁହାଯାଏ । ପାଳି ଅନୁସାରେ ମଧ୍ୟ ଏହାର ବିଭିନ୍ନ ନାମକରଣ କରାଯାଇଥାଏ । ଜ୍ଵରଜ୍ବର ପ୍ରତିଦିନ ଆସୁଥିଲେ ତାକୁ "କେ୍ଵାଟିଡିଆନକେ୍ବାଟିଡିଆନ" ଜ୍ଵରଜ୍ବର ବୋଲି କୁହାଯାଏ । ସେହିପରି ଦିନେ ଛଡ଼ା ଦିନେ ଅନ୍ତରରେ ଆସୁଥିଲେ "ଟର୍ସିଆନ" ଓ ଚାରିଦିନରେ ଥରେ ଆସୁଥିଲେ "କ୍ଵାର୍ଟାନକ୍ବାର୍ଟାନ" ଜ୍ଵରଜ୍ବର ବୋଲି କୁହାଯାଏ ।
# ଯେଉଁ ଜ୍ଵରଜ୍ବର କୌଣସି ନିୟମ କାନୁନ ମାନେ ନାହିଁ, ତାକୁ "ଅନିୟମିତ ଜ୍ଵରଜ୍ବର" ବୋଲି କୁହାଯାଏ ।
== ଜ୍ଵରଜ୍ବର ହେଲେ କ'ଣ ହୁଏ ? ==
ଜ୍ଵରଜ୍ବର ହେଲେ ଦେହ ତାତିବାତ ଏକ ସାଧାରଣ କଥା। ତା'ଛଡ଼ା ଏଥିରେ [[ମୁଣ୍ଡବ୍ୟଥା]] ହୁଏ, ଦେହ ହାତ ଘୋଳା ବିନ୍ଧା କରେ ଓ ଦରଜ ହୋଇଯାଏ । ଶୀତ, କଂପ ଆଦି ହୁଏ । ଜ୍ଵରଜ୍ବର ଛାଡ଼ିଗଲା ପରେ ଦେହରୁ [[ଝାଳ]] ବାହାରେ । ଦେହ ଅଳସୁଆ ଲାଗେ । କୌଣସି କାମ କରିବାକୁ ଇଚ୍ଛା ହୁଏନାହିଁ । ସବୁବେଳେ ଶୋଇ ରହିବାକୁ ଇଚ୍ଛା ହୁଏ । ଭୋକ କମି ଯାଏ। ଖାଇବାକୁରୁଚି ଆସେନାହିଁ । ବେଳେବେଳେ ଅଇ, ବାନ୍ତି ମଧ୍ୟ ହୁଏ । ସର୍ଦ୍ଦି, ଥଣ୍ଡା ହୋଇଥିଲେ ନାକରୁ ପାଣିଗଡେ଼, [[ଛିଙ୍କ]] ହୁଏ । କାଶ ବି ହୋଇପାରେ । ଏସବୁ ବ୍ୟତୀତ ଯେଉଁ ରୋଗ ପାଇଁ ଜ୍ଵରଜ୍ବର ହୋଇଥାଏ, ସେହି ରୋଗର ନିର୍ଦ୍ଦିଷ୍ଟ ଲକ୍ଷଣ ସବୁ ମଧ୍ୟ ପ୍ରକାଶ ପାଇ ଥାଏ । ଜ୍ଵରଜ୍ବର ଅଧିକ ହୋଇଗଲେ ବାତ ମାରେ । ପିଲାମାନଙ୍କଠାରେ ଜ୍ଵରଜ୍ବର ହୋଇ ବାତ ମାରିଲେ ତାକୁ "ପିହୁଳା ମାରିବା" ବୋଲି କୁହାଯାଏ । ଅତି ସାଙ୍ଘାତିକ ଜ୍ଵରରେଜ୍ବରରେ ରୋଗୀ ବେହୋସ ମଧ୍ୟ ହୋଇଯାଇପାରେ ।
== କ'ଣ କରିବେ ? ==
ଜ୍ଵରରଜ୍ବରର ପ୍ରାଥମିକ ଚିକିତ୍ସା ଅତି ସହଜ । ଦେହରେ ବଢ଼ି ଯାଇଥିବା ତାପମାତ୍ରାକୁ ସ୍ଵାଭାବିକସ୍ବାଭାବିକ ଅବସ୍ଥାକୁ ଆଣିବା ହେଉଛି ଜ୍ଵରଜ୍ବର ଚିକିତ୍ସାର ମୂଳ ଲକ୍ଷ୍ୟ । ତେଣୁ ଘରେ କାହାକୁ ଜ୍ଵରଜ୍ବର ହେଲେ କୌଣସି ପ୍ରକାର ବ୍ୟସ୍ତ ବିବ୍ରତ ନହୋଇ ନିମ୍ନଲିଖିତ ଚିକିତ୍ସା ପ୍ରଣାଳୀ ଅନୁସରଣ କରିବା ଉଚିତ ।
==== ପ୍ରାଥମିକ ପ୍ରତିବିଧାନ ====
* ରୋଗୀ ଦେହରେ ଥିବା ଲୁଗାପଟାକୁ ପତଳା କରି ଦିଅନ୍ତୁ ବା କାଢ଼ି ଦିଅନ୍ତୁ । ଛୋଟପିଲା ହୋଇଥିଲେ ତାକୁ ସଂପୂର୍ଣ୍ଣ ଲଙ୍ଗଳା କରିଦିଅନ୍ତୁ ।
* ରୋଗୀକୁ ଆଦୌ ଘୋଡ଼ାଇ ରଖନ୍ତୁ ନାହିଁ । ଏହାଦ୍ଵାରାଏହାଦ୍ବାରା ଦେହର ତାପମାତ୍ରା ଆହୁରି ବଢ଼ିଯାଏ ।
* ରୋଗୀ ଦେହରେ ଯେମିତି ଖୋଲାପବନ ବାଜି ପାରିବ, ସେ ବ୍ୟବସ୍ଥା କରନ୍ତୁ । ଘରର ଦୁଆର ଝରକା ଆଦି ଖୋଲିଦିଅନ୍ତୁ ଏବଂ ପଙ୍ଖାଚଲାନ୍ତୁ । ରୋଗୀ ଦେହରେ ପବନ ବାଜିଲେ ରୋଗୀର କୌଣସି କ୍ଷତି ହୁଏନାହିଁ ବରଂ ଦେହର ତାପମାତ୍ରା କମିଯାଏ ।
* ରୋଗୀ କପାଳରେ ପାଣି ପଟି ପକାନ୍ତୁ । ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଓଦା ଗାମୁଛାରେ ରୋଗୀ ଶରୀରକୁ ପୋଛିଦିଅନ୍ତୁ । ତେବେ ଏଥି ମଧ୍ୟରୁ ଥରକେ କେବଳ ଗୋଟିଏ ପ୍ରଣାଳୀ ଅନୁସରଣ କରନ୍ତୁ ।
* ଦରକାରପଡ଼ିଲେ ରୋଗୀକୁ ପାଣିରେ ସଂପୂର୍ଣ୍ଣ ବୁଡ଼ାଇ ଗାଧୋଇ ଦିଅନ୍ତୁ । ଅନେକଙ୍କ ଧାରଣା, ଜ୍ଵରଜ୍ବର ହୋଇଥିବା ବ୍ୟକ୍ତିକୁ ଗାଧୋଇ ଦେଳେ ସନ୍ନିପାତ ହୋଇଯାଏ । କିନ୍ତୁ ଏହା ଏକ ଭୁଲ ଧାରଣା । ବରଂ ଏହାଦ୍ଵାରାଏହାଦ୍ବାରା ଦେହର ତାପମାତ୍ରା କମିଯାଇ ଉପକାର ମିଳିଥାଏ ।
* କୌଣସି ପରିସ୍ଥିତିରେ ଜ୍ଵରଜ୍ବର କମାଇବା ପାଇଁ ବରଫ କିମ୍ବା ବରଫ ମିଶା ପାଣି ବ୍ୟବହାର କରନ୍ତୁ ନାହିଁ । ଏହା ବିପରୀତ କ୍ରିୟା କରିଥାଏ, ବରଫ କିମ୍ବା ବରଫ ମିଶା ପାଣି ଦେହରେ ବାଜି ରୋଗୀକୁ ଶୀତଲାଗେ ଓ ତା'ର ଦେହହାତ ଥରେ । ଏହି ଥରିବା ଯୋଗୁଁ ତା'ର ଦେହର ତାପମାତ୍ରା ଆହୁରି ବଢ଼ିଯାଇପାରେ ।
* ରୋଗୀକୁ ଟିକେ ଘଷା ଆଉଁସା କରନ୍ତୁ । ଦେହପୀଡ଼ା ହେଉଥିଲେ ଏହାଦ୍ଵାରାଏହାଦ୍ବାରା ଆରାମ ମିଳିଥାଏ ।
* ରୋଗୀର ଲୁଗାପଟା, ବିଛଣାଚଦର ଆଦିକୁ ସଫ। ସୁତୁରା ରଖନ୍ତୁ । ରୋଗୀ ଶୋଉଥିବା ଘରକୁ ମଧ୍ୟ ସଫ। ସୁତୁରା ରଖି ଫିନାଇଲ ମିଶା ପାଣିରେ ପୋଛା ପୋଛି କରନ୍ତୁ।
 
== ଜ୍ଵରଜ୍ବର ପାଇଁ ଖାଦ୍ୟ ==
* ଜ୍ଵରଜ୍ବର ଭୋଗୁଥିବା ବ୍ୟକ୍ତିର ଖାଦ୍ୟପେୟ ଉପରେ ଯଥେଷ୍ଟ ଗୁରୁତ୍ଵଗୁରୁତ୍ବ ଦିଅନ୍ତୁ । କାରଣ ଜ୍ଵରଜ୍ବର ହେଲେ ଦେହରୁ [[ଶ୍ଵେତସାରଶ୍ବେତସାର]], [[ପୁଷ୍ଟିସାର]], [[ଭିଟାମିନ]] ଓ [[ଜଳ]]ର ପରିମାଣ କମିଯାଇଥାଏ । ତେଣୁ ରୋଗୀକୁ ଯଥେଷ୍ଟ ପାଣି ପିଇବାକୁ ଦିଅନ୍ତୁ । ସାଧାରଣ ପାଣି ସହିତ ପଇଡ଼ ପାଣି, ଓ.ଆର.ଏସ. ଚିନି ବା ମିଶ୍ରିର ସର୍ବତ, ଲେମ୍ବୁ ସର୍ବତ, ଫଳରସ ଇତ୍ୟାଦି ମଧ୍ୟ ଦିଅନ୍ତୁ । କିନ୍ତୁ ଥଣ୍ଡା କୋମଳ ପାନୀୟ ବା ଆଇସକ୍ରିମ ଆଦି ଦିଅନ୍ତୁ ନାହିଁ ।
* ପାଣି ସହିତ ଉତ୍ତମ ଲଘୁପାକ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ । ଅନେକ କହନ୍ତି, ଜ୍ଵରରେଜ୍ବରରେ ଭାତ ଖାଇବା କଥା ନୁହେଁ । ଭାତ ଖାଇଲେ ଜ୍ଵରଜ୍ବର ଲେଉଟେ । କିନ୍ତୁ ଏହା ଏକ ଭୁଲ ଧାରଣା । ବରଂ ଭଲଭାବରେ ଖିଆ ପିଆ କଲେ ଜ୍ଵରରେଜ୍ବରରେ ଦେହ ଦୁର୍ବଳ ହୋଇଯାଏ ନାହିଁ ।
* ଜ୍ଵରଜ୍ବର ହେଲେ କେତେକ ରୋଗୀକୁ କେବଳ ସାଗୁ, ବାର୍ଲି ଇତ୍ୟାଦି ଖାଇବାକୁ ଦିଅନ୍ତି । କିନ୍ତୁ କେବଳ ଏହା ଦେବା ଉଚିତ ନୁହେଁ । ସାଗୁ, ବାର୍ଲି ଦିଅନ୍ତୁ, ତା' ସହିତ କ୍ଷୀର, ନରମ ଭାତ (ଦୋରନ୍ଧା ବା ଘଡ଼ି ଭାତ ହେଲେ ଭଲ), ନରମ ରୁଟି, ପାଉଁରୁଟି, ବିସ୍କୁଟ, [[ଛେନା]], ପରିବା ସୁପ, ପରିବା ସିଝା, ପାଣି ସନ୍ତୁଳା, ଡାଲି ପାଣି, [[ଅଣ୍ଡା]], [[ମାଛ]] କିମ୍ବା [[ମାଂସ]]ର ବିନା ମସଲାର ଝୋଳ, ଚୁନାମାଛ ଭଜା, ଚୁଡ଼ାଭଜା, [[ମୁଡ଼ି]], [[ହୁଡୁମ୍ବ]] ଇତ୍ୟାଦି ମଧ୍ୟ ଦିଅନ୍ତୁ । ଅନେକ ଲୋକ ଜ୍ଵରଜ୍ବର ହେଲେ ଆଇଁଷ ଦେବାକୁ ବାରଣ କରିଥାନ୍ତି । କିନ୍ତୁ ଏହା ଠିକ ନୁହେଁ । ଜ୍ଵରଜ୍ବର ହେଲେ ଦେହରୁ [[ପୁଷ୍ଟିସାର]]ର ପରିମାଣ କମିଯାଇ ଥାଏ । ତେଣୁ [[ଆଇଁଷ]] ଜାତୀୟ ଖାଦ୍ୟ ଦେଲେ ଦେହ ଆବଶ୍ୟକ କରୁଥିବା ପୁଷ୍ଟିସାର ପାଇଯାଇଥାଏ । ତେବେ ଖାଦ୍ୟ ଦେବାବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ, ରୋଗୀକୁ ଯେଉଁ ଖାଦ୍ୟ ଦେବେ, ଏକାବେଳକେ ପେଟ ପୂରାଇ ନଦେଇ ଅଳ୍ପ ଅଳ୍ପ ପରିମାଣରେ ଦିନ ଭିତରେ ପାଞ୍ଚ ଛଅ ଥର କରି ଦିଅନ୍ତୁ । ବେଶି ତେଲ, ମସଲା ଓ ରାଗ ହୋଇଥିବା ଖାଦ୍ୟ ଦିଅନ୍ତୁ ନାହିଁ ।
== ଔଷଧ ଚିକିତ୍ସା ==
ଜଳ ଚିକିତ୍ସାରେ ସୁଫଳ ନମିଳିଲେ ଦେହର ତାପମାତ୍ରାକୁ କମାଇ ବା ପାଇଁ "[[ପାରାସିଟାମଲ]]" ଜାତୀୟ ଔଷଧ ମଧ୍ୟ ଦିଆଯାଇ ପାରେ । କିନ୍ତୁ ଏହାକୁ ଦେବା ପୂର୍ବରୁ ଏହାର ମାତ୍ରା ବିଷୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
==== କେତେବେଳେ ଡାକ୍ତରଙ୍କୁ ଦେଖାଇବେ ? ====
ଏସବୁ ସତ୍ବେ ଦେହର [[ତାପମାତ୍ରା]] ନ କମିଲେ କିମ୍ବା ଜ୍ଵରଜ୍ବର ଦୀର୍ଘଦିନ ଧରି ଲାଗି ରହିଲେ, ଜ୍ଵରଜ୍ବର ସହିତ କାଶ, [[କଫ]] , କଫରେ ରକ୍ତ, ନାଳରକ୍ତ ଝାଡ଼ା, ଓଜନ ହାନି, କ୍ଷୁଧା ହାନି ଇତ୍ୟାଦି ହେଲେ ରୋଗୀକୁ ଡାକ୍ତରଙ୍କୁ ଦେଖାଇ ବାର ବ୍ୟବସ୍ଥା କରନ୍ତୁ । ଡାକ୍ତର ରୋଗୀର [[ରକ୍ତ]], ମଳ, ମୂତ୍ର, କଫ ଆଦି ପରୀକ୍ଷା କରି ଏବଂ ଆବଶ୍ୟକ ପଡ଼ିଲେ [[ଏକ୍ସ-ରେ]], [[ଅଲଟ୍ରାସାଉଣ୍ଡ]], [[ସି.ଟି.ସ୍କାନ]] ପରି ବିଶେଷ ଧରଣର ପରୀକ୍ଷା କରି ମୂଳ ରୋଗକୁ ଚିହ୍ନଟ କରିଥାନ୍ତି ଓ ତଦନୁଯାୟୀ ଚିକିତ୍ସା କରିଥା'ନ୍ତି ।<br />
ଜ୍ଵରଜ୍ବର ପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଅଧିକାଂଶ ଜ୍ଵରଜ୍ବର କେବଳ ପ୍ରାଥମିକ ଚିକିତ୍ସାରେ ହିଁ ଭଲ ହୋଇଯାଇଥାଏ ।
== ଆହୁରି ଦେଖନ୍ତୁ ==
* [[ମ୍ୟାଲେରିଆ]]
"https://or.wikipedia.org/wiki/ଜ୍ୱର"ରୁ ଅଣାଯାଇଅଛି