"ଜାନକୀ ଅମ୍ମାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୨ କ ଧାଡ଼ି:
'''ଜାନକୀ ଅମ୍ମାଲ ଏଡାଭଲେଥ କକ୍କଟ''' (୪ ନଭେମ୍ବର ୧୮୯୭ – ୭ ଫେବୃଆରୀ ୧୯୮୪) ଜଣେ ଭାରତୀୟ ମହିଳା ଉଦ୍ଭିଦ ବିଜ୍ଞାନ ବିଶେଷଜ୍ଞ ଥିଲେ ଯିଏ [[ସାଇଟୋଜେନେଟିକ୍ସ]] ଓ [[ଭୁଗୋଳ]] ସମ୍ବନ୍ଧରେ ଅନେକ ବୈଜ୍ଞାନିକ ଗବେଷଣା କରିଥିଲେ<ref name=ias>{{cite web|last=C.V|first=Subramanyan|title=Janaki Ammal|url=http://www.ias.ac.in/womeninscience/Janaki.pdf|publisher=Indian Association of Scientists|accessdate=20 October 2012}}</ref> । ତାଙ୍କର ଉଲ୍ଲେଖନୀୟ ଅବଦାନ [[ବାଇଗଣ]] ଓ [[ଆଖୁ]] ଉପରେ ପର୍ଯ୍ୟବେଶିତ ଥିଲା । କେରଳରୁ ସେ ଅନେକ ମୂଲ୍ୟବାନ [[ଔଷଧୀୟ ବୃକ୍ଷ]] ସଂଗ୍ରହ କରିଥିଲେ ।
== ପ୍ରାକ ଜୀବନ ==
କେରଳର ତଲସେରିରେ (ପୁରୁଣା ତେଲିଚେରି) ଜାନକୀ ଆମ୍ମାଲ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ<ref>{{cite web|last=Subramanian|first=C V|title=Edavaleth Kakkat Janaki Ammal&nbsp;— IAS Women in Science|url=http://www.ias.ac.in/womeninscience/Janaki.pdf|publisher=Indian Academy of Sciences|accessdate=22 December 2012}}</ref> । ତାଙ୍କର ପିତା ଦିଵାନଦିବାନ ବାହାଦୂରଏଡାଭାଲେଥ କକ୍କଟ କ୍ରିଷ୍ନନ ମାନ୍ଦ୍ରାଜ ପ୍ରେସିଡେନ୍ସିରେ ସବ ଜଜ ଥିଲେ । ତାଙ୍କର ୬ ଭାଇ ଓ ୫ ଭଉଣୀ ଥିଲେ । ପରିବାରରେ ଝିଅମାନଙ୍କୁ ବୌଦ୍ଧିକ ଚିନ୍ତାଧାରା ଓ [[ସୂକ୍ଷ୍ମ କଳା]] ବିଷୟରେ ଆଗେଇବାକୁ ଉତ୍ସାହିତ କରାଯାଉଥିଲା । ତେଲିଚେରିରେ ସ୍କୁଲ ଶିକ୍ଷା ସମାପ୍ତ ହେବା ପରେ କୁଇନ୍ସମେରୀ କଲେଜରୁ ସ୍ନାତକ ହେଲେ ଓ ୧୯୨୧ ମସିହାରେ ପ୍ରେସିଡେନ୍ସି କଲେଜରୁ ପ୍ରାଣୀ ବିଜ୍ଞାନରେ ସମ୍ମାନ ଲାଭ କଲେ । ତାଙ୍କର ଶିକ୍ଷକମାନଙ୍କର ଉପଦେଶ ଅନୁସାରେ ସେ [[ସାଇଟୋଜେନେଟିକ୍ସ]] ପଢ଼ିବାକୁ ସ୍ଥିର କଲେ ।
== ବୃତ୍ତି ==
ଜାନକୀ ମାଡ୍ରାସର (ଆଧୁନିକ ଚେନ୍ନଇ) ମହିଳା ଖ୍ରୀଷ୍ଟିଆନ କଲେଜରେ ଶିକ୍ଷା ଦାନ କରି ୧୯୨୫ ମସିହାରେ ଆମେରିକାର ମିସିଗାନ ୟୁନିଭରସିଟିରୁ ମାସ୍ଟର ଡିଗ୍ରୀ ପାଇଲେ । ସେଠାରୁ ଫେରି ସେହି ମହିଳା କଲେଜରେ ଶିକ୍ଷା ଦାନ ଜାରି କଲେ । ଆଉ ଥରେ ଓରିଏଣ୍ଟାଲ ବାର୍ବୋର ଫେଲୋ ପାଇ ମିସିଗାନ ଯାଇ ୧୯୩୧ ମସିହାରେ ଡି.ଏସ.ସି. ଡିଗ୍ରୀ ଲାଭ କଲେ । ସେଠାରୁ ଫେରିବା ପରେ ତିଭାନ୍ଦ୍ରମର ମହାରାଜା ବିଜ୍ଞାନ କଲେଜରେ ପ୍ରଫେସର ରୁପେ ୧୯୩୨ରୁ ୧୯୩୪ ପର୍ଯ୍ୟନ୍ତ କାମ କଲେ । କୋଏମ୍ବାଟୁରର ସୁଗରକେନ ବ୍ରିଡିଙ୍ଗ ଅନୁସ୍ଠାନରେ ସେ ଜେନେଟିସିସ୍ଟ ରୂପେ ୧୯୩୪ରୁ ୧୯୩୯ ପର୍ଯ୍ୟନ୍ତ କାମ କଲେ । ଇଂଲଣ୍ଡର ଜନ୍ ଇନ୍ନେସ୍ ହର୍ଟିକଲଚରାଲ୍ ଇନସ୍ଟିଚ୍ୟୁଟରେ ସେ ସହାୟକ ସାଇଟୋଲଜିଷ୍ଟ ରୂପେ ୧୯୪୦ରୁ ୧୯୪୫ ପର୍ଯ୍ୟନ୍ତ କାମ କଲେ । ତା ପରେ ରୟଲ ହର୍ଟିକଲଚରାଲ୍ ସୋସାଇଟି, ଵିସଲେରେବିସଲେରେ ସାଇଟୋଲୋଜସ୍ଟ ରୁପେ ୧୯୪୫ରୁ ୧୯୫୧ ପର୍ଯ୍ୟନ୍ତ କାମ କଲେ ।
 
ଜବାହରଲାଲ ନେହେରୁଙ୍କର ନିମନ୍ତ୍ରଣ ପାଇ ସେ ୧୯୫୧ରେ ବୋଟନିକାଲ ସର୍ଭେ ଅଫ ଇଣ୍ଡିଆ ଅନୁଷ୍ଠାନକୁ ପୁନଃସ୍ଥାପନ କରିବାକୁ ଭାରତ ଫେରି ଆସିଲେ<ref>{{cite news|title=Seminar to remember woman scientist|url=http://www.hindu.com/2010/10/27/stories/2010102758040300.htm|accessdate=10 August 2013|newspaper=The Hindu|date=27 October 2010}}</ref> । ସନ୧୯୫୨ରେ ସେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ପଦବୀରେ ଯୋଗଦାନ କରି ଶେଷରେ ଡାଇରେକ୍ଟର ଜେନେରାଲ୍ ହେଲେ<ref>{{cite news|title=Vice-President to open Inter-University Centre for Biosciences|url=http://www.thehindu.com/news/national/kerala/article496900.ece|accessdate=10 August 2013|newspaper=The Hindu|date=2 July 2010}}</ref> । <br />
୩୨ କ ଧାଡ଼ି:
== ପୁରସ୍କାର ଓ ସମ୍ମାନ ==
* ୧୯୩୫ - ଫେଲୋ ଅଫ୍ ଦି ଇଣ୍ଡିଆନ୍ ଏକାଡେମି ଅଫ୍ ସାଇନ୍ସ
* ୧୯୫୬ - ୟୁନିଭରସିଟି ଅଫ୍ ମିସିଗାନଦ୍ଵାରାମିସିଗାନଦ୍ବାରା ପ୍ରଦତ୍ତ ଅନରାରି ଏଲ୍.ଏଲ୍.ଡି.
* ୧୯୫୭ - ଫେଲୋ ଅଫ୍ ଇଣ୍ଡିଆନ୍ ନ୍ୟାସନାଲ୍ ସାଇନ୍ସ ଏକାଡେମି
* ୧୯୫୭ - ଭାରତ ସରକାରଙ୍କଦ୍ଵାରାସରକାରଙ୍କଦ୍ବାରା [[ପଦ୍ମଶ୍ରୀ]] ଉପାଧି
* ୨୦୦୦ - ଭାରତର ଏନ୍‌ଭିରନ ଓ ଫରେସ୍ଟ୍ରି ମନ୍ତ୍ରଣାଳାୟ ତାଙ୍କ ନାମରେ ନ୍ୟାସନାଲ ଆଵାର୍ଡଆବାର୍ଡ ଅଫ୍ ଟାକ୍ସୋନୋମି ପୁରସ୍କାର ଦେବା ଘୋଷଣା କରିଥିଲେ ।
== ଅନ୍ୟାନ୍ୟ ଉତ୍ସ ==
*S Kedharnath, Edavaleth Kakkat Janaki Ammal (1897–1984), ''Biographical Memoirs of Fellows of the Indian National Science Academy'', 13, pp.&nbsp;90–101, with portrait (1988).