"ଚିନ୍ତାମଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪୧ କ ଧାଡ଼ି:
== ଜନ୍ମ ଓ ଜୀବନ ==
ଚିନ୍ତାମଣି ମହାନ୍ତି ୧୬ ମାର୍ଚ୍ଚ ୧୮୬୭ ମସିହାରେ [[ଭଦ୍ରକ ଜିଲ୍ଲା]]ର ନିକଟସ୍ଥ ଅସ୍ତଳଠାରେ ଜନ୍ମ ଗ୍ରହଣ କରିଥିଲେ ।<ref>{{cite web|title=KABI SHEKHAR CHINTAMANI MOHANTY|url=http://www.orissadiary.com/personality/poet/KABI_SHEKHAR_CHINTAMANI_MOHANTY.asp|publisher=OrissaDiary|accessdate=16 March 2015}}</ref>
୧୮୮୪ ମସିହାରୁ ୧୯୦୩ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ୧୯୦୩ ମସିହାରେ ଶିକ୍ଷକତା ଛାଡି ହିତବାଦିନୀ, ଉତ୍କଳବାସୀ, ସ୍ଵଦେଶସ୍ବଦେଶ ଲକ୍ଷ୍ମୀ, ମନୋରମା ଓ ଜ୍ଞାନଦର୍ପଣ ପ୍ରଭୃତି ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ଵଦାୟିତ୍ବ ବହନ କରିଥିଲେ । କବି ଚିନ୍ତାମଣି ନିଜ ଜୀବନକାଳ ମଧ୍ୟରେ ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ ରଚନା କରିଥିଲେ । ୧୯୩୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ଆନ୍ଧ୍ର ଗବେଷଣା ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ 'କବିଶେଖର' ଉପାଧି ମିଳିଥିଲା । <ref>{{cite news|last=ରାୟ|first=ଅପୂର୍ବ ରଞ୍ଜନ|title=କବିଶେଖର ଚିନ୍ତାମଣି ମହାନ୍ତି|accessdate= ୧୬ ମାର୍ଚ୍ଚ ୨୦୧୫|newspaper=ସୂର୍ଯ୍ୟପ୍ରଭା|date=୧୬ ମାର୍ଚ୍ଚ ୨୦୧୫|page=ଆ}}</ref>
ସେ ୧୭ ଡିସେମ୍ବର ୧୯୪୩ ମସିହାରେ ଦେହତ୍ୟାଗ କରିଥିଲେ ।
== ରଚନାବଳୀ ==