"ଚିତ୍ରା (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
 
== ଜ୍ୟୋତିଷୀୟ ପରିଚୟ ==
ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ [[ହିନ୍ଦୁ]] ଜ୍ୟୋତିଷମାନେ ୨୭ଟି ସ୍ଵତନ୍ତ୍ରସ୍ବତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ଵତନ୍ତ୍ରସ୍ବତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । <ref name="galacticcenter">{{cite web|title=The 27 Naxatras|url=http://galacticcenter.org/mercury-retrograde/the-27-nakshatras/|accessdate=30 May 2017}}</ref> ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।
 
ତେବେ ଅଶ୍ଵିନୀଠାରୁଅଶ୍ବିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୁପେ ଗଣନା କରିଅଛନ୍ତି । <ref name=cincinatitemple>{{cite web|title=Fundamentals of Vedic Astrology|url=http://cincinnatitemple.com/articles/Fundementals-of-Vedic-Astrology.pdf|accessdate=25 September 2015}}</ref>
 
=== ବିଶେଷତ୍ଵବିଶେଷତ୍ବ ===
* ହିନ୍ଦୁ ଜ୍ୟୋତିଷ ମତେ ଚିତ୍ରା ନକ୍ଷତ୍ର ଏକଗୋଟି ତାରାପୁଞ୍ଜର ([[:en:Spica]]) ସମାହାର ।<ref name=Googlebooks>{{cite book|last=Harness|first=Deniss M.|title=The Nakshastras|publisher=Motilal Banarasidas|pages=2-3|url=https://books.google.co.in/books?id=16KCUhgCQHMC&printsec=frontcover&dq=nakshatra+in+vedic+astrology&hl=en&sa=X&ved=0CD0Q6AEwBmoVChMInNWPlrGRyAIVBaKICh2kFwSK#v=onepage&q=nakshatra%20in%20vedic%20astrology&f=false}}</ref> ଏହି ତାରାପୁଞ୍ଜ ଏକ ମୋତି ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ଚିତ୍ରା ।<ref name=Ganeshspeaks>{{cite web|title=The 27 ‘Nakshatras’ in the Hindu System of Astrology|url=http://www.ganeshaspeaks.com/blog_The_27_Nakshatras_in_the_Hindu_System_of_Astrology_2414.action|accessdate=24 September 2015}}</ref>
* ଚିତ୍ରା ରାଶିଚକ୍ରରେ [[କନ୍ୟା (ରାଶି)]] ରାଶିରେ ୨୩ ଡିଗ୍ରୀ ୨୦ ମିନିଟରୁ ତୁଳାରାଶିରେ ୬ ଡିଗ୍ରୀ ୪୦ ମିନିଟ ଯାଏଁ ବ୍ୟାପ୍ତ ।
::ପ୍ରଥମ ପାଦ- Pe (पे)
::ଦ୍ଵିତୀୟଦ୍ବିତୀୟ ପାଦ- Po (पो),
 
::ତୃତୀୟ ପାଦ- Ra (रा) ଏବଂ
୩୫,୫୦୮

ଗୋଟି ସମ୍ପାଦନା