"ଚିତ୍ତରଞ୍ଜନ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୧ କ ଧାଡ଼ି:
| occupation = ସାହିତ୍ୟିକ, ଅଧ୍ୟାପକ
|education = ପି.ଏଚ.ଡି
|alma_mater = [[ସମ୍ବଲପୁର ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]], [[ରେଭେନ୍ସା ମହାବିଦ୍ୟାଳୟ]]
|religion =
|spouse =
୨୩ କ ଧାଡ଼ି:
 
== ଜୀବନୀ ==
ଚିତ୍ତରଞ୍ଜନ ୧୯୫୯ ମସିହାରେ ପୁରୀ ଜିଲ୍ଲାର ବୀରପ୍ରତାପପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିତା, ମାତା ଉଭୟ ସାହିତ୍ୟାନୁରାଗୀ ଥିଲେ । ମା, ଶିଶୁ ଚିତ୍ତରଞ୍ଜନଙ୍କୁ ପାଠ ବାହାରେ ଅନ୍ୟ ସାହିତ୍ୟ ବହି ପଢିବା ପାଇଁ ପ୍ରେରଣା ଯୋଗାଇଥିଲେ । [[ରେଭେନ୍ସା ମହାବିଦ୍ୟାଳୟ]] ଓ [[ସମ୍ବଲପୁର ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]ରେ ପାଠ ପଢି, ଚିତ୍ତରଞ୍ଜନ ୧୯୮୮ ମସିହାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁବିଶ୍ବବିଦ୍ୟାଳୟରୁ ଇଂରାଜୀରେ ପି.ଏଚ.ଡି ଲାଭ କରିଛନ୍ତି । ତରୁଣ ବୟସରୁ [[ଝଙ୍କାର (ପତ୍ରିକା)|ଝଙ୍କାର]], [[ଆସନ୍ତାକାଲି]] ଆଦି ପତ୍ରିକାରେ ତାଙ୍କର କବିତା ପ୍ରକାଶ ପାଇଥିଲା । ୧୯୮୪ ମସିହା ଡିସେମ୍ବର ମାସରେ ତାଙ୍କର ପ୍ରଥମ କବିତା ସଂକଳନ ''ମୁଖଶାଳା'' ପ୍ରକାଶ ପାଇଥିଲା । ଚିତ୍ତରଞ୍ଜନ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ [[ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]ରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି ।
== ରଚନାବଳି ==
=== କବିତା ===
୩୭ କ ଧାଡ଼ି:
 
== ସମ୍ମାନ ଓ ପୁରସ୍କାର ==
* ଫ୍ରାନ୍ସର ଲିଅନ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ ସାରସ୍ଵତସାରସ୍ବତ ସମ୍ମାନ - ୨୦୦୭<ref>{{cite news|title=ପ୍ରଥମ ବହି|url=http://www.dharitri.com/sahityayan/261116/p2.htm|accessdate=28 November 2016|newspaper=ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୬- ଡିସେମ୍ବର ୯ ପୃଷ୍ଠା ୨}}</ref>
 
== ଆଧାର ==