"ଚିକିତ୍ସା ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ମେଡିସିନରୁ ଚିକିତ୍ସା ବିଜ୍ଞାନକୁ ଘୁଞ୍ଚାଇଲେ: ଉପଯୁକ୍ତ ନାମ
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Medicine}}
ଏହି ମେଡିସିନ ବିଷୟଟି ଚିକିତ୍ସାର କଳା ଓ ବିଜ୍ଞାନ ବିଷୟରେ ଲିଖିତ । ଔଷଧ ଅର୍ଥରେ ଜାଣିବାକୁ ହେଲେ [[ଔଷଧ ତତ୍ତ୍ଵତତ୍ତ୍ବ]] ପଢ଼ିବାକୁ ଅନୁରୋଧ ।
[[File:Asklepios.3.jpg|thumb|Statue of [[Asclepius]], the [[Greek God|Greek god]] of medicine, holding the symbolic [[Rod of Asclepius]] with its coiled [[snake|serpent]]]]
'''ମେଡିସିନ''' {{IPAc-en|ˈ|m|ɛ|d|s|ɨ|n|audio=En-uk-medicine.ogg}}, US English {{IPAc-en|ˈ|m|ɛ|d|ɨ|s|ɨ|n|audio=En-us-medicine.ogg}}) ବା ଭେଷଜ ବିଜ୍ଞାନରେ ରୋଗ ବିଷୟରେ ବିଶଦ ବିବରଣୀ ସହ ରୋଗ ନିର୍ଣ୍ଣୟ, ଚିକିତ୍ସା ଓ ପ୍ରତିରୋଧର ବ୍ୟାଖ୍ୟା ଥାଏ<ref>[http://oxforddictionaries.com/ Oxford English Dictionary] definition of "[http://oxforddictionaries.com/definition/medicine?q=medicine medicine]"</ref> । ଜନ ସାଧାରଣ ମେଡିସିନ ଶବ୍ଦର ଅର୍ଥ [[ଔଷଧ]] ବୁଝନ୍ତି, କିନ୍ତୁ ମେଡିସିନ ବିଷୟର ଅର୍ଥ [[ଚିକିତ୍ସା ବିଜ୍ଞାନ]] ବା [[ଭେଷଜ ବିଜ୍ଞାନ]] । ଏହାର ଅନ୍ୟ ଏକ ଅର୍ଥ ଔଷଧ । ଇଂରାଜୀରେ ଏହାକୁ କନ୍‌ଭେନ୍‌ସନାଲ୍ (conventional) , ଅର୍ଥୋଡକ୍ସ (orthodox), ସାଇଣ୍ଟିଫିକ୍ (scientific) କିମ୍ଵାକିମ୍ବା ମେନ୍‌ସ୍ଟ୍ରିମ ମେଡିସିନ (mainstream) ନାମ ଦିଆଯାଏ । ମାନବର ସ୍ଵାସ୍ଥ୍ୟସ୍ବାସ୍ଥ୍ୟ ରକ୍ଷା, ସ୍ଵାସ୍ଥ୍ୟସ୍ବାସ୍ଥ୍ୟ ସୁବିଧା, ସ୍ଵାସ୍ଥ୍ୟସ୍ବାସ୍ଥ୍ୟ ପୁନରୁଦ୍ଧାର, ପ୍ରତିରୋଧ, ପ୍ରତିଷେଧ ଓ ରୋଗ ଚିକିତ୍ସା ଏହାର ପରିସର ମଧ୍ୟରେ ଆସେ । [[ଅଲ୍ଟର‌ନେଟ ମେଡିସିନ]] ([[alternative medicine]]) ନାମକ ଅନ୍ୟ ଏକ ବିଭାଗ ମଧ୍ୟରେ ମେଡିସିନ ବ୍ୟତୀତ ଆହୁରି ଅନେକ ପ୍ରକାର ଚିକିତ୍ସା ପଦ୍ଧତି ଅଛି। <br />
ପ୍ରଚଳିତ ମେଡିସିନ ବିଜ୍ଞାନରେ ବାୟୋମେଡିକାଲ ବିଜ୍ଞାନ ଓ ରିସର୍ଚ୍ଚ, ଜେନେଟିକ୍ସ, ବିଭିନ୍ନ ଟେକ୍ନୋଲୋଜି ସହାୟତାରେ ରୋଗ ନିର୍ଣ୍ଣୟ, ଔଷଧ, ଅପରେଶନ, ରାଡିଏସନ ଇତ୍ୟାଦିର ବିବରଣୀ ଥାଏ <ref>{{cite web | url=http://dictionary.reference.com/browse/medicine | title=Dictionary, medicine | accessdate=December 2, 2013}}</ref>
। ଏହା ସହ [[ଫିଜିଓଥେରାପି]] ଅଙ୍ଗାଙ୍ଗୀ ବାବେ ଜଡ଼ିତ । <br />
୧୯ କ ଧାଡ଼ି:
* ବାୟୋଫିଜିକ୍ସ (Biophysics)
* ସାଇଟୋଲୋଜି (citology)
* ଏମ୍ଵ୍ରିଓଲୋଜିଏମ୍ବ୍ରିଓଲୋଜି (Embryology)
* ଏଣ୍ଡୋକ୍ରିଇନୋଲୋଜି (Endocrinology)
* ଏପିଡେମିଓଲୋଜି (Epidemiology)