"ଚା’" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୩ କ ଧାଡ଼ି:
ଚା’ [[ପୃଥିବୀ]]ର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ। ଚା’ ଓଟି ଏହି ଦୁଇଟି ଶବ୍ଦ ଚୀନ ଦେଶରୁ ଆସିଛି। Tea ଇଂରାଜୀ ଶବ୍ଦ ହେଲେ ମଧ୍ୟ [[ଚୀନ]] ଦେଶର ଉତ୍ତର ଅଞ୍ଚଳରେ ଏହାକୁ ହଜାର ବର୍ଷ ଧରିଟି ନାମରେ କହାଯାଏ । <ref>http://wals.info/chapter/138</ref> ପରେ ଇଂରାଜୀ ଶବ୍ଦକୋଷକୁ ତାହା ଆସିଗଲା।ଉତ୍ତର ଚୀନରେଟି ଶବ୍ଦ ପ୍ରଚଳିତ ଅଛି।ମାତ୍ର ଦକ୍ଷିଣ ଚୀନରେ ଏହାକୁ ଚା’ ବୋଲି କହାଯାଏ ଏବଂ ଭାରତ ସମେତ ପୃଥିବୀର ଏହି ଚା’ ନାମରେ ପ୍ରସିଦ୍ଧ ହୋଇଯାଇଛି । ଆସାମରେ ଉଚ୍ଚାରଣ ଦୃଷ୍ଟିରୁ ଚା’କୁ '''ସା''' କହାଯାଏ।<ref>ପୌରୁଷ ପତ୍ରିକା</ref>
== ଗଛ ଓ ପରିବେଶ ==
ଚା’ର ବୋଟାନିକାଲ ନାମ ହେଉଛି '''କାଲେଲିଆ ସିନେନ୍ସିସ''' । ଏହାକୁ ନେକ ଏଭର ଗ୍ରୀନ ପ୍ଲାଣ୍ଟ ବୋଲି କହାଯାଏ । ମୂଖ୍ୟତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ହିଂ ଏହି ଗଛ ନିଜକୁ ଉପଯୋଜିତ କରି ବଢି ପାରିଥାଏ । ଅବଶ୍ୟ ଚା’ର କେତେକ ପ୍ରଜାତି ସାମୁଦ୍ରିକ ଜଳବାୟୁରେ ବଢୁଥିବା ଜଣାଯାଏ । ଗଛ ଲଗାଇବାର ଚାରି ବର୍ଷ ପରେ ଏହା ଫଳ ଧରେ ଓ ଏଥିରୁ ପ୍ରାୟ ବାର ବର୍ଷ ପର୍ଯ୍ୟନ୍ତ ଚା’ ଆମଦାନୀ କରାଯାଇପାରିଥାଏ । ମୂଖ୍ୟତଃ କଢ଼ ଓ ପତ୍ରକୁ ଚା’ ଭାବରେ ବ୍ୟବହାର କରାଯାଇଥାଏ । ଉଦ୍ଭିଦ ବିଜ୍ଞାନୀମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚା’ ଚାଷ ପାଇଁ ଅତିକମରେ ବର୍ଷିକ ୧୨୭ ସେଣ୍ଟିମିଟର( ୫୦ ଇଞ୍ଚ) ବୃଷ୍ଟିପାତ ଆବଶ୍ୟକ । ସେହି ପରି ଅମ୍ଳଯୁକ୍ତ ଭୂମି ବା ଏସିଡିକ୍ ସଏଲରେ ଏହି ଗଛ ଖୁବ ଭଲ ଭାବରେ ବଢିପାରିଥାଏ । ସେଥିଲାଗି ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ବା ୪୯୦୦ ଫୁଟ ଉଚ୍ଚରେ ହିଁ ସର୍ବାଧିକ ତଥା ଉଚ୍ଚ ଗୁଣଯୁକ୍ତ ଚା’ ଚାଷ କରାଯାଉଥିବା ଦେଖାଯାଏ । ଏହାର କାରଣ,ଏହି ଉଚ୍ଚତାରେ ଚା’ ଚାଷ କରିବାଦ୍ଵାରାକରିବାଦ୍ବାରା ଚା’ ଖୁବ ସ୍ଵାଦିଷ୍ଟସ୍ବାଦିଷ୍ଟ ହୋଇଥାଏ । <ref name="hort.purdue">{{cite web | url=http://www.hort.purdue.edu/newcrop/duke_energy/camellia_sinensis.html | title=Camellia Sinensis | publisher=Purdue University Center for New Crops and Plants Products | accessdate=2010-10-26}}</ref><ref>{{cite book |title=Tea Cuisine: A New Approach to Flavoring Contemporary and Traditional Dishes |last=Pruess |first=Joanna |year=2006 |publisher=Globe Pequot |isbn=1-59228-741-7 }}</ref> ଗୋଟିଏ ପରିପକ୍ଵପରିପକ୍ବ ଚା’ ଗଛର ଅଗରୁ ୧ରୁ ୨ ଇଞ୍ଚ ପର୍ଯୟନ୍ତ ଉତ୍ପାଦାନ କରାଯାଏ । ଏହାର କଢ଼ ଓ ପତ୍ରକୁ '''ଫ୍ଲସ''' ବୋଲି କହାଯାଏ । ପ୍ରତି ୧୫ ଦିନରେ ଚା’ ଗଛରେ ନୂଆ ଫ୍ଲସ ସୃଷ୍ଟି ହୋଇଥାଏ । <ref>{{cite book |author=Elizabeth S. Hayes |title=Spices and Herbs: Lore and Cookery |url=http://books.google.com/?id=htsIVCwRsEcC&dq= |publisher=Courier Dover Publications |year=1980 |isbn=0-486-24026-6|accessdate=2008-09-20 |page=74}}</ref> ଏଠାରେ ଗୋଟିଏ କଥା ଉଲ୍ଲେଖ ଯୋଗ୍ୟ ଯେ, ଚା’ ଚାଷରେ ସବୁବେଳେ ମନ୍ଥରତାକୁ ହିଁ ଗୁରୁତ୍ଵଗୁରୁତ୍ବ ପ୍ରଦାନ କରାଯାଏ । ଯେଉଁ ଚା’ ଗଛର ପତ୍ର ଖୁବ ଧୀରେ ଧୀରେ ବଢେ ସେହି ଚା’ର ମୂଲ୍ୟ ଅଧିକ ହୋଇଥାଏ । କାରଣ ଧୀରେ ଧୀରେ ବଢୁଥିବା ଚା’ର ସ୍ଵାଦସ୍ବାଦ ଅଧିକ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରନ୍ତି ଓ ଏହା ବହୁ ପରୀକ୍ଷିତ ମଧ୍ୟ । ଗୋଟିଏ ଚା’ ଗଛକୁ ଯଦି ଆଦୌ କଟାନଯାଏ ବା ଏଥିରୁ କଢ଼ ବା ପତ୍ରକୁ ଛିଣ୍ଡା ନ ଯାଏ ତା' ହେଲେ ଏହା ୧୬ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ମାତ୍ର ଚା’ ତୋଳିବାରେ ଅସୁବିଧା ହେଉଥିବା ହେତୁ ଏହି ଗଛକୁ ଜଣେ ବ୍ୟକ୍ତିର ଅଣ୍ଟା ପର୍ଯ୍ୟନ୍ତ ବଢିବାକୁ ସୁଯୋଗ ଦିଆଯାଏ । ସେଥିପାଇଁ ଚା’ ଗଛକୁ ଖୁବ ଧୀରେ ଧୀରେ ବଢିବାକୁ ଛଡାଯାଏ । ଫଳରେ ଚା’ ଗଛରୁ ଉତ୍ପାଦନ ଖୁବ ଦୃତଗତିରେ କରାଯାଇଥାଏ । <ref name="Tea Cultivation">[http://www.britannica.com/EBchecked/topic/585098/tea Britannica Tea Cultivation]. Retrieved June 2007.</ref>
 
== କିମ୍ବଦନ୍ତୀ ==
୨୨ କ ଧାଡ଼ି:
== ଇତିହାସ ==
=== ଭାରତ ===
କହାଯାଏ [[ଭାରତ|ଭାରତରେ]] ଚା' ଏକ ଅତିପୁରୁଣା ପାନୀୟ । ପ୍ରାଚୀନ କାଳରେ ମୁନିଋଷି ତଥା ବଇଦ ମାନେ ଚା’କୁ ଏକ ଔଷଧ ରୂପେ ବ୍ୟବହାର କରୁଥିଲେ । ଅବଶ୍ୟ ସେତେ ବେଳେ ଏହା ସମସ୍ତଙ୍କ ଲାଗି ଉଦ୍ଦିଷ୍ଟ ଏକ ବିଳାସ ଅଥବା ଅତ୍ୟାବଶ୍ୟକ ପାନୀୟ ନ ଥିଲା । କେହି କେହି ଚା'କୁ ଭାରତର ପ୍ରାଚୀଅନ୍ ପୌରାଣିକ ଗ୍ରନ୍ଥ [[ରାମାୟଣ]] ସହିତ ଯୋଡି ଦେଇଥାନ୍ତି । ସେମାନଙ୍କ ମତରେ ଆଜିର ଚା' ହିଁ ରାମାୟଣ ଯୁଅଗରେ ଥିଲା ଦୂର୍ମୁଲ୍ୟ '''ବିଷଲ୍ୟକରଣୀ''', ଯାହାକୁ ନେବାକୁ ଆସି [[ହନୁମାନ]] ସମଗ୍ର ପର୍ବତକୁ ଟେକି ନେଇ ପଳେଇଥିଲେ [[ଲଙ୍କା]] । ଅବଶ୍ୟ ଏହି ଭଳି କହିବା ପଛରେ କୈଣସି ତଥ୍ୟସିଦ୍ଧ ଯୁକ୍ତି ମିଳିନାହିଁ । ସେଭଳି ଚା' ସହିତ ବିଷଲ୍ୟକରଣୀର କୈଣସି ସମ୍ପର୍କ ନାହିଁ ବୋଲି ଗବେଷକଙ୍କ ସ୍ପଷ୍ଟମତ । ତେବେ ବିଧିବଦ୍ଧ ଭାବରେ ଚା’କେବେ ହେଲା ତାହାର କୈଣସି ପ୍ରମାଣ ମିଳେନାହିଁ । <ref name="sanjeevani">{{citation|first=K. N. |last=Ganeshaiah |first2=R. |first2=Vasudeva and |first3=R. Uma |first3=Shaanker |url=http://www.ias.ac.in/currsci/aug252009/484.pdf |title=In search of Sanjeevani |date=2009-08 |volume=97 |number=4 |journal=Current Science |accessdate=2010-11-17}}</ref> ଭାରତ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତକୁ ଯିବାପରେ ଏଠାରେ ଚା’ର ଆଦର ବଢିଲା ଓ ଚା’ [[ବିଶ୍ଵବିଶ୍ବ]] ବ୍ୟବସାୟରେ ସାମିଲ ହେଲା ବୋଲି କେତେଙ୍କ ମତ । ଆଜିର ଭାରତୀୟଙ୍କ ପାଇଁ ଚା’ ଏକ ଆବଶ୍ୟକ ପାନୀୟରେ ପରିଣତ ହୋଇଛି । ବିଶ୍ଵରବିଶ୍ବର ଚା’ ସସ୍କୃତିକୁ ଭାରତର ଅବଦାନ କିଛି କମ ନୁହେଁ । ବିଶ୍ଵରବିଶ୍ବର ଯେତେଲୋକ ଚା’ ପାନ କରନ୍ତି ସେମାନକ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ କିମ୍ବା ତଦୂର୍ଦ୍ଧ ହେଉଛନ୍ତି ଭାରତୀୟ । <ref>http://goindia.about.com/od/topdestinations/tp/5-Best-India-Tea-Gardens.htm</ref> ଭାରତରେ [[ଦାର୍ଜିଲିଂ]] ଓ [[ଆସାମ]]କୁ ଚା’ର [[ରାଜଧାନୀ]] ବୋଲି କହାଯାଏ ।
 
୧୮୨୦ଦଶକର ଆରମ୍ଭରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସାମରେ ପ୍ରଥମେ ଚା' ଚାଷ ଆରମ୍ଭ କରିଥିବା ଇତିହାସ କହେ । ୧୮୨୬ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହି ଅଞ୍ଚଳକୁ ଅହୋମ୍ ରାଜବଂଶ ରାଜାମାନଙ୍କୁ ଠାରୁ ହାତକୁ ନେଲା । ୧୮୩୭ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଅପର ଆସାମର [[ବାବୁଆ]]ଠାରେ ପ୍ରଥମେ ଚ' ବଗିଚା ତିଆରି କଲା । ୧୮୪୦ରେ ଆରମ୍ଭ ହେଲା କମ୍ପାନୀର ଚା' ବ୍ୟବସାୟ । ୧୮୫୦ବେଳକୁ ଆସାମ ସହିତ ଆଉ କେତେକ ଅଞ୍ଚଳକୁ ଚା' ଚାଷ ବେଶ ଦ୍ରୁତଗତିରେ ବ୍ୟାପିଯାଇଥିଲା । ତଥ୍ୟ ଅନୁଯାୟୀ , ଭାରତ ହେଉଛି ଚା' ଉତ୍ପାଦନ କ୍ଷେତ୍ରରେ ବିଶ୍ଵରବିଶ୍ବର ଦ୍ଵିତୀୟଦ୍ବିତୀୟ ବୃହତ୍ତମ ରାଷ୍ଟ୍ର । <ref>http://www.toptenofcity.com/commerce/top-10-largest-tea-producing-countries-2011.html</ref><ref>http://www.top5ofanything.com/index.php?h=d0fb35cf</ref><ref>Adivasis in Assam http://www.indiatogether.org/2008/may/soc-assamadi.htm</ref>
 
=== ଜାପାନ ===
୪୧ କ ଧାଡ଼ି:
 
==ଗୁଣ==
ଚା’ର ଅନେକ ଔଷଧୀୟ ଗୁଣ ଅଛି -ବିଶେଷ ଭାବରେ ଏହାର ରୋଗ ନିରୋଧକ ଗୁଣ (antioxidant)। ଚା’ ପତ୍ରରେ ସାତଶହ ପ୍ରକାରର ରାସାୟନିକ ଗୁଣ ରହିଛି। ଆମିନୋଏସିଡ , ଭିଟାମିନ୍ -ସି, ଇ ଓ କେ କାଫିନ ଆଦି। ନିୟମିତ ଚା’ ପାନଦ୍ଵାରାପାନଦ୍ବାରା ରକ୍ତଚାପ ନିୟନ୍ତ୍ରିତ ହୁଏ। ହୃଦରୋଗ ,ବହୁମୁତ୍ର , ଗଣ୍ଠିବାତ ଆଦି ରୋଗ ଏପରିକି ଦନ୍ତରୋଗରେ ମଧ୍ୟ ଚା’କୁ ଏକ ପ୍ରତିଷେଧକ ରୂପେ ଗ୍ରହଣ କରାଯାଉଛି।<ref>http://www.ivillage.com/top-10-health-benefits-drinking-tea/4-a-108301</ref> କିନ୍ତୁ ଆମେ ଦୁଗ୍ଧ ଓ ପ୍ରଚୁର ପରିମାଣର ଚିନି ମିଶାଇ ଯେପରି ଚା’ ପିଉଛୁ ତାହା ଚା’ର ଗୁଣକୁ ବିଶେଷ ଭାବରେ ନଷ୍ଟ କରିଦେଉଛି। ଖାଲିଅ ଗରମ ପାଣିରେ ଫୁଟାହେଇଥିବା ଚା’ ପିଇଲେ ତାହା ବେଶ ଲାଭଦାୟୀ।
 
ପ୍ରତ୍ୟେକ ମଣିଷ ପାଇଁ ଚା’ ଏକ ଉପଯୋଗୀ ପାନୀୟ । ତଥ୍ୟ ଅନୁଯାୟୀ ,ଏଥିରେ ରହିଛି ଅତିକମରେ ୭୦୦ ପ୍ରକାରର ସ୍ଵାଥ୍ୟନୁକୂଳିତସ୍ବାଥ୍ୟନୁକୂଳିତ କେମିକାଲ୍ସ ବା ରସାୟନ । ସେଥି ମଧରୁ ଆମିନୋ ଏସିଡ, ଭିଟାମିନ (ସି,ଇ ଏବଂ କେ) ,କ୍ୟାଫେଇନ ଏବଂ ପଲିସାକାରାଇଡ୍ସ ଇତ୍ୟାଦି ଅନ୍ୟତମ । ସମ୍ପ୍ରତି ଚା’ ପାନୀୟକୁ ଧ୍ୟାନ ତଥା ଯୋଗ ସହିତ ଯୋଡି ଦିଆଯାଇଛି । ମଣିଷ ଶରୀରର ସେଲ୍-ମେଡିଏଟେଦ୍ ଇମ୍ୟୁନୁ ଫଙ୍କସନରେ ଚା’ଏକ ଗୁରୁତ୍ଵପୂର୍ଣ୍ଣଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଗବେଷକଙ୍କ ଦୃଢ଼ମତ । ମଣିଷ ପାକସ୍ଥଳୀର ଅନ୍ତ୍ର ସମସ୍ୟାକୁ ଦୂର କରିବାରେ ଚା’ ଏକ ଗୁରୁତ୍ଵପୂର୍ଣ୍ଣଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେହି ଭଳି ନିୟମିତ ଚା’ ପିଇବାଦ୍ଵାରାପିଇବାଦ୍ବାରା ଶରୀରର ରକ୍ତଚାପ ସ୍ଵାଭାବିକସ୍ବାଭାବିକ ରହିବା ସହିତ ଲିପିଡ୍ ଡିପ୍ରେସିଂ ଆକ୍ଟିଭିଟିକୁ ମଧ୍ୟ ସନ୍ତୁଳିତ କରିଥାଏ । ଏହା ରକ୍ତ ଶର୍କରାର ସକ୍ରିୟତାକୁ ହ୍ରାସକରି ଉଭୟ କରୋନାରୀ ହାର୍ଟ୍ ଡିଜିଜ୍ ଏବଂ ମଧୁମେହର ଆଶଙ୍କାକୁ କମ କରିଥାଏ । ଉଭୟ ଗ୍ରୀନ୍ ଏବଂ ବ୍ଲାକ୍ ଚା’କୁ ଆଣ୍ଟିଅକ୍ସିଡାଣ୍ଟ ବୋଲି କହାଯାଏ । <ref>http://en.wikipedia.org/wiki/Tea_processing</ref>
 
ଗ୍ରୀନଟି ସେବନ କରିବାଦ୍ଵାରାକରିବାଦ୍ବାରା ଏଥିରେ ଥିବା ଭିଟାମିନ - ସି ଏବଂ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଫ୍ରୀ - ରାଡିକାଲ୍ସକୁ ନଷ୍ଟ କରେ । ଫଳରେ ପ୍ରତିରକ୍ଷା ତନ୍ତ୍ର ସୁଦୃଢ ରହେ । ଦିନରେ ୩/୪ ଥର ଏହାକୁ ସେବନ କଲେ ଶରୀର ରୋଗମୁକ୍ତ ହୁଏ । ଏହାବ୍ୟତୀତ ଶରୀରରେ ଥିବା କ୍ୟାନ୍‌ସର ସେଲ୍ ବୃଦ୍ଧିକୁ ଏହା ରୋକିଥାଏ । ଏହାକୁ ନିୟମିତ ପାନକଲେ ପାଚନ ନଳୀ ଏବଂ ମୁତ୍ରାଶୟ କ୍ୟାନ୍‌ସରର ସମ୍ଭାବନା ହ୍ରାସ ପାଇଥାଏ । ଛଣା ଚା'ଠାରୁ ଗ୍ରୀନଟି ଅଧିକ ଉପାଦେୟ । ଏହାଦ୍ଵାରାଏହାଦ୍ବାରା ଶରୀରରେ କୋଲେଷ୍ଟରଲର ମାତ୍ରା ସନ୍ତୁଳିତ ରହିଥାଏ । ଏଥିସହ ଷ୍ଟୋକ୍‌ର ଆଶଙ୍କା କମ୍ ହୁଏ ।
 
== ଶିଳ୍ପ ==
"https://or.wikipedia.org/wiki/ଚା’"ରୁ ଅଣାଯାଇଅଛି