"ଚାନ୍ଦିପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୬ କ ଧାଡ଼ି:
latd = 21.47 | longd = 87.02 |
state_name = ଓଡ଼ିଶା |
district = [[ବାଲେଶ୍ଵରବାଲେଶ୍ବର ଜିଲା|ବାଲେଶ୍ଵରବାଲେଶ୍ବର]] |
locator_position=left |
leader_title = |
୨୪ କ ଧାଡ଼ି:
footnotes = |
}}
'''ଚାନ୍ଦିପୁର'''({{Lang-en|Chandipur}}) ବା '''ଚାନ୍ଦିପୁର ବେଳାଭୂମି''' [[ଓଡ଼ିଶା]]ର [[ବାଲେଶ୍ଵରବାଲେଶ୍ବର ଜିଲ୍ଲା]]ର ଏକ ବେଳାଭୂମି । ଏହା [[ବଙ୍ଗୋପସାଗର]] ନିକଟରେ ଓ [[ବାଲେଶ୍ଵରବାଲେଶ୍ବର]] ସହର ଠାରୁ ୧୬ କି.ମି. ଦୂରରେ ଅବସ୍ଥିତ । ଏହା ଏକ ନିଆରା ବେଳାଭୂମି ଯେଉଁଠାରେ ସମୁଦ୍ର ପାଣି ବେଳାଭୂମିରୁ ୧-୪ କି.ମି. ଯାଏଁ ଘୁଞ୍ଚିଯାଏ ଓ ଜୁଆର ସମୟରେ ପୁଣି ଫେରିଥାଏ । ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଉଦାହରଣ ସ୍ଵରୂପସ୍ବରୂପ ଜଦି ସକାଳେ ଜୁଆର ଆସେ ତାହେଲେ ବାର ଘଂଟା ପରେ ଭଟ୍ଟା ଆସିବ। ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ । ମିର୍ଜାପୁର ପଟ ବେଳାଭୂମିରେ [[ଅଶ୍ଵଖୁରାକୃତିଅଶ୍ବଖୁରାକୃତି କଙ୍କଡା]] ବା ନାଲି କଙ୍କଡ଼ା <!--Horseshoe crab--> ଦେଖିବାକୁ ମିଳିଥାଏ । ନିକଟରେ [[ବୁଢ଼ାବଳଙ୍ଗ ନଦୀ]]ର ମୁହାଣ ପାଖରେ ବଳରାମ ଗଡ଼ିଠାରେ ଏକ ମାଛଧରା ବନ୍ଦର ଅଛି ।
 
ଚାନ୍ଦିପୁରଠାରେ [[ଭାରତୀୟ ସେନା]]ର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ମଧ୍ୟ ଅଛି ।
୩୬ କ ଧାଡ଼ି:
 
== ଗମନାଗମନ ==
ଚାନ୍ଦିପୁରକୁ [[ବାଲେଶ୍ଵରବାଲେଶ୍ବର]]ରୁ ସଡ଼କ ପଥରେ ଯାଇହେବ । ବାଲେଶ୍ଵରବାଲେଶ୍ବର ସଡ଼କ ପଥରେ [[୫ ନମ୍ବର ଜାତୀୟ ରାଜପଥ]]<!--[[National Highway 5]] ([[NH-5]])--> ଓ ରେଳପଥଦ୍ଵାରାରେଳପଥଦ୍ବାରା [[ଭୁବନେଶ୍ଵରଭୁବନେଶ୍ବର]] ଓ [[କଲିକତା]] ସହ ସଂଯୁକ୍ତ ।
 
== ଦ୍ରଷ୍ଟବ୍ୟ ==
୪୮ କ ଧାଡ଼ି:
<!--{{Hydrology of Orissa}}-->
 
[[ଶ୍ରେଣୀ:ବାଲେଶ୍ଵରବାଲେଶ୍ବର ଜିଲ୍ଲାର ଗାଆଁ ଓ ସହର]]
[[ଶ୍ରେଣୀ:ଓଡ଼ିଶାର ବେଳାଭୂମି]]
[[ଶ୍ରେଣୀ:ବେଳାଭୂମି]]