"ଚନ୍ଦ୍ରଶେଖର ଆଜାଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୫ କ ଧାଡ଼ି:
ଆରମ୍ଭ କରିଥିବା ଅସହଯୋଗ ଆନ୍ଦୋଳନକୁ ମହାତ୍ମାଗାନ୍ଧୀ ୧୯୨୨ ମସିହାରେ ସ୍ଥଗିତ କରିବା ହେତୁ ଚନ୍ଦ୍ରଶେଖର ଆଜାଦ କ୍ରୋଧ ପ୍ରକାଶ କଲେ । ମନମଥନାଥ ଗୁପ୍ତା ନାମକ ଜଣେ ଯୁବ ସ୍ୱାଧୀନତା ସଂଗ୍ରାମୀ ତାଙ୍କୁ ହିନ୍ଦୁସ୍ଥାନ ରେପବଲିକାନ ଆସୋସିଏସନର ପୁରୋଧା ରାମ ପ୍ରସାଦ ବିସମିଲଙ୍କ ସହ ଭେଟ କରାଇଲେ । ତାପରେ ସେ ''ଏଚ.ଆର.ଏ''ର ଜଣେ ସକ୍ରିୟ ସଭ୍ୟ ହୋଇଗଲେ ଏବଂ ସେଥିପାଇଁ ପାଣ୍ଠି ଯୋଗାଡ଼ରେ ଲାଗିପଡିଲେ । ସେ ବ୍ରିଟିଶ ସରକାରଙ୍କ ସମ୍ପତ୍ତିକୁ ଲୁଣ୍ଠନ କରିବାକୁ ଆରମ୍ଭ କଲେ । କାକୋରି ରେଳଗାଡ଼ି ଲୁଣ୍ଠନ, ସେବେକାର ଭାଇସରୟଙ୍କ ରେଳଗାଡ଼ି ନଷ୍ଟ କରିବାର ଉଦ୍ୟମ ଏବଂ ଲାଲ ଲଜପତ ରାଏ ହତ୍ୟାକରିଥିବା ଜେ.ପି.ସଉନଦରସ ହତ୍ୟାରେ ତାଙ୍କର ଅବଦାନ ଥିଲା । କଂଗ୍ରେସର ସଦସ୍ୟ ହେବା ସତ୍ତ୍ୱେ ଜବାହରଲାଲ ନେହେରୁ ଚନ୍ଦ୍ରଶେଖରଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଉଥିଲେ ।<ref>{{cite journal |title=The Congress and the Revolutionaries in the 1920s |first1=S. K. |last1=Mittal |first2=Irfan |last2=Habib |journal=Social Scientist |volume=10 |issue=6 |date=June 1982 |pages=20–37 |jstor=3517065}} {{subscription required}}</ref>
===[[ଭଗତ ସିଂହ]]<nowiki/>ଙ୍କ ସହ ===
୧୯୨୪ ମସିହାର ବିସମିଲ, ଚାଟର୍ଜୀ, ସଚିନ୍ଦ୍ରନାଥ ସାନୟାଲ ଏବଂ ଶଚିନ୍ଦ୍ରନାଥ ବକ୍ସିଙ୍କ ନେତୃତ୍ୱରେ ହିନ୍ଦୁସ୍ଥାନ ରେପବଲିକାନ ଆସୋସିଏସନ ଗଠିତ ହୋଇଥିଲା । କାକୋରି ରେଳଗାଡ଼ି ଲୁଣ୍ଠନ ପରେ ବ୍ରିଟିଶ ସରକାର ଧୀରେ ଧୀରେ କ୍ରାନ୍ତିକାରୀ ମନୋବୃତ୍ତିକୁ ଦମନ କରିବାକୁ ଆରମ୍ଭ କଲେ । ଆଜାଦ ଏବଂ [[ଭଗତ ସିଂହ]] ମିଶି ''ଏଚ.ଆର.ଏ''କୁ ''ଏଚ.ଏସ.ଆର.ଏ'' ରୂପେ ପୁନଃଗଠିତ କରିଥିଲେ ।<ref>{{cite journal |title=Civil Disobedience 1930-31 |first=Irfan |last=Habib |authorlink=Irfan Habib |journal=Social Scientist |volume=25 |issue=9/10 |date=September 1997 |pages=43–66 |doi=10.2307/3517680 |jstor=3517680 |subscription=yes}}</ref> ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା, ସମାଜଵାଦୀସମାଜବାଦୀ ସିଦ୍ଧାନ୍ତାନୁସାରେ ସ୍ୱାଧୀନ ଭାରତର ନିର୍ମାଣ ।[[File:The tree at whose platform Azad shot himself.jpg|thumb|ଆଲ୍ଲାହାବାଦର ଆଲଫ୍ରେଡ଼ ପାର୍କରେ ଥିବା ଗଛ ଯେଉଁଠାରେ ଆଜାଦ ମୃତ୍ୟୁବରଣ କରିଥିଲେ ]]
=== ମୃତ୍ୟୁ ===
ଚନ୍ଦ୍ରଶେଖର ୧୯୩୧ ମସିହା ଫେବୃୟାରୀ ୨୭ ତାରିଖରେ ଆଲ୍ଲାହାବାଦର ଆଲଫ୍ରେଡ଼ ପାର୍କରେ ମୃତ୍ୟୁବରଣ କରିଥିଲେ ।<ref>{{cite book |last=Bhattacherje |first=S. B. |date=1 May 2009 |title=Encyclopaedia of Indian Events & Dates |url=https://books.google.com/?id=oGVSvXuCsyUC&pg=SL1-PA63&dq=St.+Peter%27s+Church+allahabad#v=onepage&q=Allahabad&f=false |location= |publisher=Sterling Publishers Pvt. Ltd |pages=B–19 |isbn= 9788120740747|accessdate=24 March 2014 }}</ref> ନିଜ ଭାଇ ଏବଂ ନିଜକୁ ବଞ୍ଚାଇବାର ଉଦ୍ୟମରେ ସେ ନିଜେ କ୍ଷତବିକ୍ଷତ ହେବାସହ ସେ ତିନିଜଣ ପୁଲିସଙ୍କୁ ମାରିଦେଇଥିଲେ ଓ କେତେକଙ୍କୁ ଆଘାତ କରିଥିଲେ । ଇତିମଧ୍ୟରେ ସୁଖଦେବ ଖସିପଳେଇବାକୁ ସକ୍ଷମ ହୋଇଥିଲେ । ମାତ୍ର ନିଜେ କେବେ ଜୀବିତାବସ୍ଥାରେ ଇଂରେଜଙ୍କଦ୍ୱାରା ଧରା ହେବାକୁ ଚାହୁଁନଥିବାରୁ ନିଜ ପିସ୍ତଲରେ ସେ ନିଜକୁ ଗୁଳି ମାରିଦେଲେ । ସେହି ପିସ୍ତଲ ଏବେ ଆଲ୍ଲାହାବାଦ ସଂଗ୍ରହାଳୟରେ ସଂରକ୍ଷିତ ହୋଇ ରହିଛି ।<ref name="Khatri 1983 138–139">{{Cite book|title=Shaheedon Ki Chhaya Mein|last=Khatri|first=Ram Krishna|year=1983|publisher=Vishwabharati Prakashan|location=Nagpur|pages=138–139}}</ref>
୩୨ କ ଧାଡ଼ି:
[[ଶ୍ରେଣୀ:୧୯୦୬ ଜନ୍ମ]]
[[ଶ୍ରେଣୀ:୧୯୩୧ ମୃତ୍ୟୁ]]
[[ଶ୍ରେଣୀ:ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ]]
[[ଶ୍ରେଣୀ:ଭାରତୀୟ ସ୍ୱାଧୀନତା ଗଣସମ୍ପାଦନା ୨୦୧୮ରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]