"ଚଢ଼େଇଆ ନାଚ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରେ +ରେ ) |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୯ କ ଧାଡ଼ି:
| descendant =
| culture = [[ଓଡ଼ିଆ ଚଳଣି]]
| origin = [[
| era =
| music = [[ଚଢ଼େଇଆ ସଙ୍ଗୀତ]]
| participants = ଚଢ଼େଇଆ, ଚଢ଼େଇଆଣି
}}
'''ଚଢ଼େଇଆ ନାଟ''' ବା '''ଚଢ଼େଇଆ ନାଚ''' ଏକ ପାରମ୍ପାରିକ [[ଓଡ଼ିଆ ଭାଷା|ଓଡ଼ିଆ]] ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।<ref>http://ezccindia.org/orissa.html</ref> ଏହା ବିଶେଷକରି [[ଭଦ୍ରକ ଜିଲ୍ଲା|ଭଦ୍ରକ]], [[
== ଇତିହାସ ==
ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।<ref>{{cite book |title=ଉନ୍ନୟନୀ,
== [[ଚଢ଼େଇଆ ସଙ୍ଗୀତ]] ==
୨୪ କ ଧାଡ଼ି:
ଭଙ୍ଗା ସଂଗିନୀ ମୋ ଗଳାର ହାର
ରସିକା ରମଣୀ ରସ ବିଲାସିନୀ
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥|[[ଚଢ଼େଇଆ ସଙ୍ଗୀତ]], [[
== ଆଧାର ==
୩୨ କ ଧାଡ଼ି:
{{ଓଡ଼ିଶା ପ୍ରସଙ୍ଗ}}
[[ଶ୍ରେଣୀ:
[[ଶ୍ରେଣୀ:ଓଡ଼ିଶାର ଲୋକନାଟ]]
[[ଶ୍ରେଣୀ:ଲୋକନାଟ]]
|