"ଚକ୍ରଧର ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଚକ୍ରଧର ମହାପାତ୍ର ଆରମ୍ଭ କରାଗଲା
 
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪୬ କ ଧାଡ଼ି:
 
== ଜୀବନୀ ==
ଚକ୍ରଧର ୧୯୦୮ ମସିହାରେ [[କଟକ ଜିଲ୍ଲା]]ର [[ନରସିଂହପୁର]]ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଜୀବନ ତାଙ୍କର ସଂଘର୍ଷମୟ ଥିଲା । ପାଠପଢିବା ପାଇଁ [[କଟକ]] ଆସିଥିଲେ ଓ ପରବର୍ତ୍ତୀ ଜୀବନ କଟକରେ ହିଁ ବିତିଥିଲା । ସେ [[ଓଡ଼ିଆ ଭାଷା|ଓଡ଼ିଆ]] ସହିତ [[ହିନ୍ଦୀ]], [[ବଙ୍ଗଳା ଭାଷା|ବଙ୍ଗଳା]], [[ଇଂରାଜୀ ଭାଷା|ଇଂରାଜୀ]] ଓ [[ସଂସ୍କୃତ ଭାଷା|ସଂସ୍କୃତ]] ଆଦି ଭାଷାରେ ପାରଙ୍ଗମ ଥିଲେ । କିଶୋର ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି, କଲିକତା ଓ କରାଚୀ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ । [[ଉତ୍କଳ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]ଦ୍ୱାରା ପ୍ରକାଶିତ "ଜ୍ଞାନକୋଷ"ରେ ସେ ଜଣେ ଭାଷା ସହାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ନରସିଂହପୁର ରାଜ୍ୟର ଦେବୋତ୍ତର ମ୍ୟାନେଜର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀ [[କନକ ମଞ୍ଜରୀ ମହାପାତ୍ର]] ଜଣେ ଶିଶୁ ସାହିତ୍ୟିକ ଭାବେ ପରିଚିତ ।<ref name="ReddySumangala1998">{{cite book|author1=Philomena Royappa Reddy|author2=P. Sumangala|title=Women in Development: Perspectives from Selected States of India|url=https://books.google.com/books?id=RkG3AAAAIAAJ|year=1998|publisher=B.R. Publishing Corporation|isbn=978-81-7018-978-7}}</ref> ୧୯୮୨ ମସିହା<ref name="Das2000">{{cite book|author=Sisir Kumar Das|title=History of Indian Literature|url=https://books.google.com/books?id=sHklK65TKQ0C&pg=PA751|year=2000|publisher=Sahitya Akademi|isbn=978-81-7201-006-5|pages=751–}}</ref> ଅକ୍ଟୋବର ୨୪ତାରିଖରେ ଚକ୍ରଧରଙ୍କର ମହାପ୍ରୟାଣ ଘଟିଥିଲା ।
 
== ରଚନାବଳୀ ==