"ଗ୍ରାଣ୍ଡମାଷ୍ଟର (ଚେସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ using AWB
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Grandmaster (chess)}}
'''ଚେସ ଗ୍ରାଣ୍ଡ ମାଷ୍ଟର''' ( ଜି. ଏମ. ) [[ବିଶ୍ଵବିଶ୍ବ]] [[ଚେସ]] ଖେଳାଳିମାନଙ୍କ ପାଈଁ ସବୁଠାରୁ ବଡ ଉପାଧି । ବିଶ୍ଵବିଶ୍ବ ଚେସ ମହାସଂଘ (FIDE) ଏହି ଉପାଧି ଉଭୟ ପୁରୁଷ ଓ ମହିଳା ଚେସ ଖେଳାଳିମାନଙ୍କୁ ଦେଇଥାଏ । ଯେ କୌଣସି ଖେଳାଳି ଥରେ ଏହି ଆଖ୍ୟା ପାଇଲେ , ତାହା ପୁରା ଜୀବନ ପାଇଁ ବୈଧ ରୁହେ। କୌଣସି ଖେଳାଳି ଏଲୋ ମାପକ ପଦ୍ଧତିରେ ୨୫୦୦ ପଏଣ୍ଟ ପାଇଲେ, [[ବିଶ୍ଵବିଶ୍ବ ଚେସ ମହାସଂଘ]] ତାହାଙ୍କୁ ଚେସ ଗ୍ରାଣ୍ଡ ମାଷ୍ଟରର ଆଖ୍ୟା ଦିଅନ୍ତି ।
==ଇତିହାସ==
==ଆଧାର==