"ଗୋପୀନାଥ ନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪୭ କ ଧାଡ଼ି:
| box_width =
}}
'''ଗୋପୀନାଥ ନନ୍ଦ''', ( ୨୧ ଅଗଷ୍ଟ ୧୮୬୯ - ୧୨ ଜାନୁଆରୀ ୧୯୨୪)<ref>{{cite web | url=http://gajapati.nic.in/sonsofsoil/eminent%5Cemiperson.htm | title=OTHER EMINENT PERSONS | publisher=Gajapati Dist. Adm. | accessdate=21 ଅଗଷ୍ଟ 2015}}</ref> ପ୍ରଥମ [[ଓଡ଼ିଆ ଭାଷା|ଓଡ଼ିଆ]] ଭାଷା-ତତ୍ତ୍ଵତତ୍ତ୍ବ ଆଲୋଚକ ଓ ଗବେଷକ । ସେ ଓଡ଼ିଆ ଭାଷାର ସମସ୍ତ ତଥ୍ୟ ସମ୍ବଳିତ "ଶବ୍ଦତତ୍ତ୍ଵବୋଧଶବ୍ଦତତ୍ତ୍ବବୋଧ ଅଭିଧାନ" ପ୍ରସ୍ତୁତ କରିଥିଲେ । ତାଙ୍କୁ "ଓଡ଼ିଶାର ପାଣିନି" କୁହାଯାଏ ।<ref name="Datta1988">{{cite book|author=Amaresh Datta|title=Encyclopaedia of Indian Literature|url=http://books.google.com/books?id=zB4n3MVozbUC&pg=PA1030|year=1988|publisher=Sahitya Akademi|isbn=978-81-260-1194-0|pages=1030–}}</ref>
 
==ବ୍ୟକ୍ତିଗତ ଜୀବନ==
୧୮୬୯ ମସିହା ଅଗଷ୍ଟ ୨୧ ତାରିଖରେ ଗୋପୀନାଥ ନନ୍ଦ ଜନ୍ମଗ୍ରହଣ କରିଥିଲେ । ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା, ଗୋପୀନାଥ ନିଜସ୍ଵନିଜସ୍ବ ପ୍ରଚେଷ୍ଠାରେ [[ସଂସ୍କୃତ ଭାଷା|ସଂସ୍କୃତ]], ପାଲି, ପ୍ରାକୃତ, [[ତେଲୁଗୁ ଭାଷା|ତେଲୁଗୁ]], [[ତାମିଲ ଭାଷା|ତାମିଲ]], [[ବଙ୍ଗଳା ଭାଷା|ବଙ୍ଗଳା]], [[ହିନ୍ଦୀ ଭାଷା|ହିନ୍ଦୀ]], [[କନ୍ନଡ଼ ଭାଷା|କନ୍ନଡ଼]], ପାରସୀ ଆଦି ଏଗାରଟି ଭାଷାରେ ପାରଦର୍ଶୀତା ଲାଭ କରିଥିଲେ । ତିରିଶ ବର୍ଷ ବୟସରେ ସେ ନିଜ ଶ୍ରବଣ ଶକ୍ତି ହରେଇଥିଲେ ।
 
==ସାହିତ୍ୟ ସାଧନା==
[[ଓଡ଼ିଆ ସାହିତ୍ୟ]]କୁ ଗୋପୀନାଥଙ୍କ ସର୍ବଶ୍ରେଷ୍ଠ ଅବଦାନ ଥିଲା '''ଶବ୍ଦତତ୍ତ୍ଵବୋଧଶବ୍ଦତତ୍ତ୍ବବୋଧ ଅଭିଧାନ''' । ଏହା ସମ୍ପୂର୍ଣ୍ଣ ଭାରତବର୍ଷରେ ନିଜ ଧରଣର ଏକାକୀ ଅଭିଧାନ ଥିଲା । ଅନ୍ୟ ଭାଷାରେ ସେତେବେଳେ ଏ ଭଳି କୌଣସି ଅଭିଧାନ ନଥିଲା । ଏହି ଶବ୍ଦତତ୍ତ୍ଵବୋଧଶବ୍ଦତତ୍ତ୍ବବୋଧ ଅଭିଧାନରୁ ଅନୁପ୍ରାଣିତ ହୋଇ [[ଗୋପାଳ ଚନ୍ଦ୍ର ପ୍ରହରାଜ]] ପରବର୍ତ୍ତୀ ସମୟରେ [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]] ରଚନା କରିଥିଲେ । ଗୋପୀନାଥ ଓଡ଼ିଆ ଭାଷାର ସମସ୍ତ ତଥ୍ୟ ସମ୍ବଳିତ '''ବୃହତ ବ୍ୟାକରଣ''' ମଧ୍ୟ ରଚନା କରିଥିଲେ । ଅନ୍ୟାନ୍ୟ ଭାଷାରେ ଲେଖାଥିବା [[ମହାଭାରତ]] ସହିତ [[ସାରଳା ମହାଭାରତ]]ର ତୁଳନାତ୍ମକ ବିଶ୍ଳେଷଣ କରି, ସାରଳା ମହାଭାରତର ମୌଳିକତାକୁ ପ୍ରତିପାଦିତ କରିପାରିଥିଲେ ।<ref>http://odisha.gov.in/e-magazine/Orissareview/june_july-2007/engpdf/Pages118-119.pdf</ref> କବିତା ଓ ନାଟକ ରଚନାରେ ମଧ୍ୟ ସେ ସିଦ୍ଧହସ୍ତ ଥିଲେ ।
 
[[ପାରଳାଖେମୁଣ୍ଡି]] ଥିଲା ଗୋପୀନାଥଙ୍କର କର୍ମକ୍ଷେତ୍ର । ସେତେବେଳେ ପାରଳାଖେମୁଣ୍ଡି ମାନ୍ଦ୍ରାଜ ପ୍ରେସିଡେନ୍ସିର ଅନ୍ତର୍ଭୂକ୍ତ ଥିଲା ଓ ସେଠାରେ [[ତେଲୁଗୁ ଭାଷା]]ର ବହୁଳ ପ୍ରଭାବ ଥିଲା । ଏହିଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେସତ୍ତ୍ବେ, ଗୋପୀନାଥ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ ।
 
==ରଚନାବଳୀ==
୬୭ କ ଧାଡ଼ି:
* ବିକ୍ରମୋର୍ବଶୀୟ
* ଦ୍ରୌପଦୀ ବସ୍ତ୍ରହରଣ
* ରାମାଶ୍ଵମେଧରାମାଶ୍ବମେଧ<ref>ସମ୍ବାଦ ୨୧/୦୮/୨୦୧୫ ଭୁବନେଶ୍ଵରଭୁବନେଶ୍ବର ସଂସ୍କରଣ ପୃଷ୍ଠା ୪ରେ ପ୍ରକାଶିତ ଓଡ଼ିଶାର ପାଣିନି</ref>
===ଅନ୍ୟାନ୍ୟ===
* ଶବ୍ଦତତ୍ତ୍ଵବୋଧଶବ୍ଦତତ୍ତ୍ବବୋଧ ଅଭିଧାନ<ref name="SharmaNanda1962">{{cite book|author1=Gopinath Nanda Sharma|author2=Gopīnātha Nanda|title=Shabdatatwabodha abhidhan|url=http://books.google.com/books?id=kXpTAAAAYAAJ|year=1962|publisher=Bi. Si. Dāśa}}</ref>
* ବୃହତ ବ୍ୟାକରଣ
* ଭାରତ ଦର୍ପଣ
* ଓଡ଼ିଆ ଭାଷାତତ୍ତ୍ଵଭାଷାତତ୍ତ୍ବ<ref>{{cite news|title=ପ୍ରଥମ ଓଡ଼ିଆ ଭାଷାତତ୍ତ୍ଵଭାଷାତତ୍ତ୍ବ ଗବେଷକ|accessdate=14 January 2016|newspaper=ସମ୍ବାଦ ଭୁବନେଶ୍ଵରଭୁବନେଶ୍ବର ସଂସ୍କରଣ ୧୪/୦୧/୨୦୧୬ ପୃଷ୍ଠା ୪}}</ref>
 
== ଆଧାର ==