"ଗୁଲଜାରୀଲାଲ ନନ୍ଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୩୫ କ ଧାଡ଼ି:
'''ଗୁଲଜାରୀଲାଲ ନନ୍ଦା''' (୪ ଜୁଲାଇ ୧୮୯୮ – ୧୫ ଜାନୁଆରୀ ୧୯୯୮) ଜଣେ ଭାରତୀୟ ରାଜନୀତିଜ୍ଞ ଓ ଶ୍ରମ ଓ ଶ୍ରମିକ ସମ୍ପର୍କିତ ସମସ୍ୟା ବିଷୟକ ବିଶେଷଜ୍ଞ ଅର୍ଥନୀତିଜ୍ଞ ।<ref>{{cite web|url=http://www.rediff.com/news/1998/jan/15nan.htm |title=Rediff On The NeT: Former PM Gulzarilal Nanda dead |publisher=Rediff.com |date= |accessdate=2018-08-19}}</ref><ref>[https://books.google.com/books?id=NrctDwAAQBAJ&pg=SL2-PA90&dq=Gulzarilal+Nanda+15+jan+1998&hl=en&sa=X&ved=0ahUKEwjxt-jhh87WAhVREVAKHaLoAqIQ6AEIHTAA#v=onepage&q=Gulzarilal%20Nanda%2015%20jan%201998&f=false Profile of Gulzarilal Nanda]</ref> ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଯଥା ଜବାହରଲାଲଙ୍କ ମୃତ୍ୟୁ ପରେ ୧୯୬୪ରେ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ୧୯୬୬ରେ ସେ କମ ସମୟ ପାଇଁ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଉଭୟ ଥର ଶାସକ ଦଳ ଭାରତୀୟ ଜାତୀୟ କଂଗ୍ରେସର ନିର୍ବାଚିତ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାଙ୍କ ଅବଧି ଶେଷ ହୋଇଛି । ୧୯୯୭ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ [[ଭାରତରତ୍ନ]] ପ୍ରଦାନ କରାଯାଇଥିଲା ।
== ବାଲ୍ୟ ଜୀବନ ଓ ଶିକ୍ଷା ==
ଗୁଲଜାରୀଲାଲ ୪ ଜୁଲାଇ ୧୮୯୮ରେ ତତ୍କାଳୀନ ବ୍ରିଟିଶ ଭାରତର ପଞ୍ଜାବ ପ୍ରୋଭିନ୍ସସ୍ଥିତ ଶିଆଲକୋଟରେ ଏକ ପଞ୍ଜାବୀ ହିନ୍ଦୁ ପରିବାରରେ ଜନ୍ମଲାଭ କରିଥିଲେ । ( ଭାରତ ବିଭାଜନ ପରେ ସିଆଲକୋଟ ଅଞ୍ଚଳ ପାକିସ୍ଥାନ ଅନ୍ତର୍ଗତ ପଞ୍ଜାବ ପ୍ରୋଭିନ୍ସରେ ରହିଅଛି) ନନ୍ଦା ତାଙ୍କ ଶିକ୍ଷା ଲାହୋର, ଅମୃତସର, ଆଗ୍ରା ଏବଂ ଆଲ୍ଲାହାଵାଦରେଆଲ୍ଲାହାବାଦରେ ଲାଭ କରିଥିଲେ ।
 
== ଗବେଷଣା ଓ ଅଧ୍ୟାପନା ==
ନନ୍ଦା ଆଲାହାଵାଦଆଲାହାବାଦ ବିଶ୍ଵବିଦ୍ୟାଳୟରେବିଶ୍ବବିଦ୍ୟାଳୟରେ ଶ୍ରମ ଓ ଶ୍ରମିକ ସମସ୍ୟା ସମ୍ପର୍କରେ ଜଣେ ଗବେଷକ ବିଦ୍ୟାର୍ଥୀ ଭାବେ କାର୍ଯ୍ୟ କଲେ (1920–1921) । ୧୯୨୧ରେ ସେ ମୁମ୍ବାଇ ସ୍ଥିତ ଜାତୀୟ ବିଦ୍ୟାଳୟରେ ଅର୍ଥନୀତି ପ୍ରଫେସର ଭାବେ ଯୋଗ ଦେଲେ । ସେହି ବର୍ଷ ସେ ବ୍ରିଟିଶ ଶାସନ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।୧୯୨୨ରେ ସେ ଅହମଦନଗର ଟେକ୍ସଟାଇଲ ଶ୍ରମିକ ସଂଗଠନର ସମ୍ପାଦକ ଭାବେ ୧୯୪୬ ପର୍ଯ୍ୟନ୍ତ କାର୍ଯ୍ୟ କଲେ । ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ସତ୍ୟାଗ୍ରହରେ ଯୋଗ ଦେଇ ସେ ପ୍ରଥମେ ୧୯୩୨ରେ ଏବଂ ପରେ ୧୯୪୨ରୁ ୧୯୪୪ ଯାଏଁ ଜେଲ ଯାଇଥିଲେ । ଆଲାହାଵାଦଆଲାହାବାଦ ବିଶ୍ଵବିଦ୍ୟାଳୟରବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ତାଙ୍କୁ "Proud Past Alumni" ସମ୍ମାନରେ ସମ୍ମାନିତ କରିଥିଲେ ।<ref>[https://archive.is/20120707073335/http://auaa.in/?page_id=31 "She is Proud Past Alumni Allahabad University"]</ref><ref>[https://web.archive.org/web/20081011000917/http://www.auaa.in/proudpast.html " Internet Archive of Proud Past Alumni"]</ref><ref>[https://archive.is/20120707073335/http://auaa.in/?page_id=31 "" Internet Archive of Proud Past Alumni"]</ref>
 
ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଲଷ୍ମୀ ଏବଂ ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଥିଲେ ।<ref>{{cite book|last1=Kalhan|first1=Promilla|title=Gulzarilal Nanda: A Life in the Service of the People|date=1997|publisher=Allied Publishers|page=xvi|url=https://books.google.com/books?id=KuhcRfddkQMC&pg=PR16&lpg=PR16&dq=Gulzarilal+Nanda+laxmi&source=bl&ots=tLkgplfIoi&sig=Zd94Jjukpsfnj8nrOhJlJ5JGT1M&hl=en&sa=X&ei=KYv8U7bVGMOGuASv0IGgBw&ved=0CEcQ6AEwCg#v=onepage&q=Gulzarilal%20Nanda%20laxmi&f=false|accessdate=26 August 2014}}</ref>