"ଗାମୁଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Gamucha}}
[[ଫାଇଲ:GAMUCHA.jpg|thumb|ଗାମୁଛା]]
ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । <ref>http://www.orissa.gov.in/people/dress.htm</ref>ଏହାର ଲମ୍ବ ସାଧାରଣତଃ ୧.୫ମିରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଙ୍ଗର ହୋଇଥାଏ । ଏହାକୁ [[ଓଡ଼ିଶା]], [[ଆସାମ]], [[ପଶ୍ଚିମବଙ୍ଗ]] ଏବଂ [[ବିହାର]]ରେ ବହୁଳ ଭାବରେ ବ୍ୟବହାର କରାଯାଏ । ଆସାମରେ ଏହା ଗାମୋସା ବା ଗାମୋଛା ନାମରେ ପରିଚିତ । <ref>http://assamgovt.nic.in/culture.asp</ref>ଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ ଲୋକପ୍ରିୟ । ହିନ୍ଦୁ ପୂଜା ପଦ୍ଧତିରେ ଗାମୁଛାର ପ୍ରମୁଖ ଭୁମିକା ରହିଛି । [[ପୂଜା (ଉପାସନା)|ପୂଜା]] କରିବା ସମୟରେ ମଧ୍ୟ ଏହାକୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ [[ଓଡ଼ିଶା]]ର [[ଖୋର୍ଦ୍ଧା ଜିଲ୍ଲା]] ପୃଥିବୀ ପ୍ରସିଦ୍ଧ । <ref>http://www.ordistricts.nic.in/district_profile/history.php</ref> ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହାକୁ ଏକ ଫେଶନ ସାମଗ୍ରୀ ରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଆସାମ ଗାମୋଛା ବିଶ୍ଵବିଶ୍ବ ରେକର୍ଡ଼ ପ୍ରତିଷ୍ଠା କରିସାରିଲାଣି ।<ref>http://timesofindia.indiatimes.com/india/Assamese-gamocha-makes-it-to-Guinness/articleshow/19451759.cms</ref> ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।<ref name="Dash1995">{{cite book|author=Satya Narayan Dash|title=Handloom Industry in India|url=http://books.google.com/books?id=a5xjc73xzqAC&pg=PA195|accessdate=5 June 2012|year=1995|publisher=Mittal Publications|isbn=978-81-7099-599-9|pages=195–}}</ref><ref>http://www.rourkelacity.com/rest-of-odisha/ranganipatana-shadhi-ebe-swapna/</ref>
 
== ଓଡି଼ଆ ଢଗ ଢମାଳିରେ ଗାମୁଛା ==
"https://or.wikipedia.org/wiki/ଗାମୁଛା"ରୁ ଅଣାଯାଇଅଛି