"ଗରୁଡ଼" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରେ +ରେ ) |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୧୬ କ ଧାଡ଼ି:
}}
'''ଗରୁଡ''' ଗୋଟିଏ ପକ୍ଷୀ ଜାତିର ପ୍ରାଣୀ । [[ହିନ୍ଦୁ]] ଓ [[ବୌଦ୍ଧ ଧର୍ମ]]ଗ୍ରନ୍ଥରେ ଗରୁଡ ବିଷୟରେ ଅନେକ କିଛି ଲେଖା ଥିବାର ଜଣାପଡେ । ହିନ୍ଦୁ ଧର୍ମ ଅନୁଯାୟୀ, ଗରୁଡ [[ବିଷ୍ଣୁ]]ଙ୍କ ବାହାନ ରୂପେ ଜଣାଶୁଣା । ହିନ୍ଦୁ ଶାସ୍ତ୍ରରେ ବର୍ଣିତ ବିଷ୍ଣୁଙ୍କ ବାହନ ଗରୁଡଙ୍କୁ ଦେବତା ରୂପେ ମଧ୍ୟ ପୂଜା କରାଯାଏ । ଗରୁଡ ସର୍ପଜାତୀୟ ପ୍ରାଣୀ ତଥା [[ନାଗ]] ସାପ ଜାତୀୟ ପ୍ରାଣୀର ଗୋଟିଏ ପରମ ଶତୃ ଭବେ ପରିଚିତ। ଗରୁଡ ବିଭିନ୍ନ ନାମରେ ଜଣାଶୁଣା ଯଥା:- ଚିରାଗ,
ଯଦିଓ ଆଜିର ଯୁଗରେ ବିରଳପ୍ରାୟ ଏହି ପ୍ରାଣୀ ଦେଖିବାକୁ ମିଳେନାହିଁ ତଥାପି ଅନେକାଂଶ ସ୍ଥାନରେ ଛଞ୍ଚାଣ ଓ ଅମରପକ୍ଷୀକୁ ଗରୁଡ ଜାତୀୟ ପ୍ରାଣୀ ବୋଲି ପ୍ରସ୍ତୁତ କରାଯାଇଥାଏ । ଅନେକ ଧର୍ମଗ୍ରନ୍ଥରେ ଏହାକୁ ଏକ କାଳ୍ପନିକ ଜୀବରୂପେ ଚିତ୍ରଣ କରାଯାଇଛି । ହିନ୍ଦୁଧର୍ମ ଗ୍ରନ୍ଥ ଓ [[ପୁରାଣ]] ଇତ୍ୟଦିରେ ଗରୁଡକୁ ଏକ ଭିନ୍ନ ଜାତୀୟ ମନୁଷ୍ୟ ଓ ପକ୍ଷୀର ଏକ ମିଶ୍ରଣ ପ୍ରାଣୀ ଭାବରେ ଚିତ୍ରଣ କରାଯାଇଛି । ଗରୁଡର କର୍ମ ଓ ଚରିତ୍ରକୁ ହିନ୍ଦୁ ଓ ବୌଦ୍ଧ ଧର୍ମ ଗ୍ରନ୍ଥରେ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି । <ref name=Garuda>{{cite web|title=ଗରୁଡ|url=http://hindunet.org/god/animal_deities/garuda/|publisher=The Hindu Universe|accessdate=5 September 2015}}</ref>
ହିନ୍ଦୁ ଧର୍ମଗ୍ରନ୍ଥ [[ମହାଭାରତ]]ରେ ଗରୁଡର ଜନ୍ମ ଓ କର୍ମ ବିଷୟରେ ସବିଶେଷ ବ୍ୟାଖ୍ୟା କରାଯାଇଛି । ଉକ୍ତ ଗ୍ରନ୍ଥରେ ଥିବା ବର୍ଣ୍ଣନା ଅନୁଯାୟୀ '''କାଶ୍ୟପ''' ୠଷିଙ୍କୁ ଗରୁଡଙ୍କ ପିତା ଭାବେ ବର୍ଣ୍ଣନା କରାଯାଇଛି । '''ପ୍ରଜାପତି ଦକ୍ଷଙ୍କ''' ଦୁଇ କନ୍ୟା '''ବିନତା''' ଏବଂ '''କଦରୁ'''ଙ୍କୁ ସେ ବିବାହ କରିଥିଲେ । କାଶ୍ୟପ ଋଷି ନିଜର ଦୁଇ ପତ୍ନୀଙ୍କୁ ସେମାନଙ୍କ ଇଚ୍ଛା ମୁତାବକ, ବିନତାଙ୍କୁ ଦୁଇଟି ପୁତ୍ର ଓ କଦୁରୁଙ୍କୁ ଶହେଗୋଟି ସର୍ପ ଜାତୀୟ ପୁତ୍ର ପ୍ରାପ୍ତ ନିମନ୍ତେ ବରଦାନ କରିଥିଲେ ।
ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବା ଯୋଗୁଁ ହିନ୍ଦୁଧର୍ମର ବୈଷ୍ଣବ ଧର୍ମାନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ବ ଅଥବା ଗରୁଡ ପ୍ରତିମୁର୍ତ୍ତି ପୂଜାପାଇଥାଏ । ଏପରିକି ମହାଭାରତରେ ବର୍ଣିତ ତଥ୍ୟ ଅନୁଯାୟୀ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ସେନାବାହିନୀକୁ ଗରୁଡ ସେନା ନାମରେ ନାମିତ କରିଥିଲେ ଓ ପ୍ରଭୁ [[କୃଷ୍ଣ|ଶ୍ରୀକୃଷ୍ଣ]] ନିଜର [[ନନ୍ଦିଘୋଷ]] ରଥର ପତାକରେ ଗରୁଡ ଚିହ୍ନକୁ ସ୍ଥାନ ଦେଇଥିଲେ । [[ପୁରୀ]] [[ରଥ ଯାତ୍ରା]] ସମୟରେ [[ଜଗନ୍ନାଥ]]ଙ୍କ ନନ୍ଦିଘୋଷ ରଥର ପତାକରେ ମଧ୍ୟ ଗରୁଡ ଚିହ୍ନ ପ୍ରତୀୟମାନ ହୁଏ ।
ବୌଦ୍ଧଧର୍ମ ଗ୍ରନ୍ଥରେ ଗରୁଡଙ୍କୁ କେତେକ ବିଶିଷ୍ଟ ରାଜ୍ୟର ରାଜା ଓ ତାନ୍ତ୍ରୀକ ଶକ୍ତି ବିଶିଷ୍ଟ ଇଚ୍ଛାଧାରୀ ପୁରୁଷ ରୂପେ ମଧ୍ୟ ବର୍ଣ୍ଣନା କରାଯାଇଛି । ବୌଦ୍ଧ ଧର୍ମଗ୍ରନ୍ଥରେ ଯେଉଁ ଚାରିପ୍ରକାର ଗରୁଡ ରାଜାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ସେମାନେ ହେଲେ:- ମହା ଶକ୍ତିଶାଳୀ ଗରୁଡ ରାଜା, ବିଶାଳକାୟ ଗରୁଡ ରାଜା, ଇଚ୍ଛାପୂର୍ତ୍ତି ଗରୁଡ ରାଜା ଓ
''ଗରୁଡ ଚିହ୍ନ''- ଆଧୁନିକ ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଗରୁଡ ଚିହ୍ନକୁ ସାଂସ୍କୃତିକ ଓ ଜାତୀୟ ଚିହ୍ନ ଭାବେ ବ୍ୟବହାର କରାଯାଉଛି । ଯେପରିକି:-
୩୩ କ ଧାଡ଼ି:
* [[ବାର୍ଲି]] ଓ [[ଜାଭା]]ରେ ଗରୁଡକୁ ସେମାନଙ୍କ ସାଂସ୍କୃତିକ ପ୍ରତୀକ ଭବେ ବ୍ୟବହାର କରାଯାଏ ।
* ମଧ୍ୟ ଯୁଗର ହୋୟଂସାଳ ରାଜାଙ୍କ ଅଙ୍ଗରକ୍ଷୀଙ୍କୁ ଗରୁଡ ବୋଲି କୁହାଯାଉଥିଲା ।
* ଭାରତୀୟ ଆକଶ ବାହିନୀର ଗୋଟିଏ
==ଆଧାର==
|