"କ୍ୟାଲ୍‌ସିଅମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୩ କ ଧାଡ଼ି:
'''{{PAGENAME}}''' ହେଉଛି ଏକ [[ରାସାୟନିକ ମୌଳିକ]] ଯାହାର ପ୍ରତୀକ <big>Ca</big> ଓ [[ପରମାଣୁ କ୍ରମାଙ୍କ]] ୨୦ ଅଟେ । ଏହା ଭୂପୃଷ୍ଠର ପଞ୍ଚମ ସର୍ବାଧିକ ଉପଲବ୍ଧ ମୌଳିକ ଓ ଏକ ନରମ ଆଲ୍‌କାଲାଇନ୍ ଧାତୁ ଅଟେ । ସମୁଦ୍ର ଜଳରେ ଏହା ଦ୍ରବିଭୁତ ହେଉଥିବା ପଞ୍ଚମ ଆୟନ<ref>{{Cite book|title=Handbook of method for the analysis of the various parameters of the carbon dioxide system in sea water, version 2|author= Dickson, A. G. and Goyet, C. |publisher =ORNL/CDIAC-74|year=1994|url=http://cdiac.esd.ornl.gov/ftp/cdiac74/chapter5.pdf| chapter=5}}</ref> ।
 
ସଜୀବ ପ୍ରାଣୀର କୋଷତତ୍ତ୍ଵକୋଷତତ୍ତ୍ବ ନିମନ୍ତେ ଏହା ଏକ ଅତ୍ୟାବଶ୍ୟକ ପଦାର୍ଥ । ଏହା ଜୀବକୋଷ ଭିତରକୁ ଓ ବାହାରକୁ ଯିବା ଆସିବା କରୁଥାଏ । ହାଡ଼ ଓ ଦାନ୍ତ ଗଠନରେ ଏହା ଶକ୍ତି ପ୍ରଦାନ କରେ । ଶରୀରରେ ଧାତୁମାନଙ୍କ ମଧ୍ୟରେ ଏହା ସର୍ବାଧିକ ପରିମାଣରେ ଥାଏ । ଗୃହ ଉପକରଣ ଭାବରେ ଚୂନ ରୁପରେ ଏହା ପ୍ରାଗ ଐତିହାସିକ ଯୁଗରୁ (୭୦୦୦ରୁ ୧୪୦୦୦ ଖ୍ରୀ.ପୂ.) ବ୍ୟବହୃତ ହୋଇଆସୁଅଛି<ref name="minerals.usgs">{{cite web |title = Commodity report:Lime |publisher = United States Geological Survey | first = M. Michael | last = Miller | url = http://minerals.usgs.gov/minerals/pubs/commodity/lime/390498.pdf | accessdate= 2012-03-06}}</ref> । ଖାପାଜା ମେସୋପଟାମିଆରେ ( Khafajah mesopotamia) ୨୫୦୦ ଖ୍ରୀ.ପୂରେ ଚୂନ ଭାଟିରେ ପ୍ରସ୍ତୁତ ହେବା ପ୍ରମାଣ ଅଛି<ref>{{cite book | url =http://books.google.com/?id=ryap1yyEGAgC&pg=PA4 | page = 4 | title =Lime Kilns and Lime Burning | isbn =978-0-7478-0596-0 | author1 =Williams | first1 =Richard | year =2004}}</ref> । ୯୭୫ ମସିହାରେ ଏହା ପ୍ଲାସ୍ଟର ଅଫ୍ ପ୍ୟାରିସ୍ ଆକାରରେ ହାଡ଼ ଭଙ୍ଗା ଚିକିତ୍ସାରେ ବ୍ୟବହୃତ ହେଉଥିଲା ।
 
== ଧର୍ମ ==