"କ୍ୟାପିଟାଲ ହାଇସ୍କୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ no summary specified
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨ କ ଧାଡ଼ି:
{{Infobox school
|name = କ୍ୟାପିଟାଲ ହାଇସ୍କୁଲ
|image = [[ଫାଇଲ:CapitalHighSchoolFrontView.JPG|thumb|କ୍ୟାପିଟାଲ ହାଇସ୍କୁଲ ଭୁବନେଶ୍ଵରଭୁବନେଶ୍ବର]]
|motto =
|established = ୧୯୫୧
୧୭ କ ଧାଡ଼ି:
|campus type =
|campus size =
|location = [[ଭୁବନେଶ୍ଵରଭୁବନେଶ୍ବର]], [[ଓଡ଼ିଶା]], [[ଭାରତ]]
|website = {{Official|capitalhighschoolbhubaneswar.com|capitalhighschoolbhubaneswar.com}}
}}
 
'''କ୍ୟାପିଟାଲ ହାଇସ୍କୁଲ''' [[ଓଡ଼ିଶା|ଓଡ଼ିଶାର]] [[ଭୁବନେଶ୍ଵରଭୁବନେଶ୍ବର|ଭୁବନେଶ୍ଵରରେଭୁବନେଶ୍ବରରେ]] ଥିବା ଏକ [[ଓଡ଼ିଶା ସରକାର|ସରକାରୀ]] [[ଓଡ଼ିଆ ଭାଷା|ଓଡ଼ିଆ]] ମାଧ୍ୟମ ଉଚ୍ଚବିଦ୍ୟାଳୟ ।<ref>[http://books.google.com/books?id=L-IfAQAAIAAJ&q=capital+high+school+bhubaneswar&dq=capital+high+school+bhubaneswar&hl=en&sa=X&ei=JLumT9DHIMfOrQeSrr33AQ&ved=0CEEQ6AEwAA Press in India: Part 1 ]. Ministry of Information and Broadcasting, India. Office of the Registrar of Newspapers (1965)</ref>
 
== ଅବସ୍ଥିତି ==
ଏହି ବିଦ୍ୟାଳୟଟି [[ଭୁବନେଶ୍ଵରଭୁବନେଶ୍ବର]]ର କେନ୍ଦ୍ରସ୍ଥଳ ୩ ନମ୍ବର ଅଞ୍ଚଳରେ ଅବସ୍ଥିତ ।
 
== ବିଶେଷତ୍ବ ==
== ବିଶେଷତ୍ଵ ==
ଏହି ବିଦ୍ୟାଳୟଟି, ଭୁବନେଶ୍ଵରରଭୁବନେଶ୍ବରର ଅନ୍ୟତମ ପୁରାତନ ବିଦ୍ୟାଳୟ । ସ୍ଵାଧୀନତାସ୍ବାଧୀନତା ପରବର୍ତୀ ସମୟରେ ଏହି ବିଦ୍ୟାଳୟଟି ଭୁବନେଶ୍ଵରରେଭୁବନେଶ୍ବରରେ ଶିକ୍ଷାବ୍ୟବସ୍ଥାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଆସିଛି । ଏଠାରେ [[ଓଡ଼ିଆ ଭାଷା|ଓଡ଼ିଆ]] ମାଧ୍ୟମରେ ଶିକ୍ଷାଦାନ କରାଯାଏ ଓ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୧,୦୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବିଦ୍ୟାଳୟ ସହ ସଂଶ୍ଳିଷ୍ଠ ରହିଛି "ଠକ୍କର ବାପା ଆଦିବାସୀ ଛାତ୍ରାବାସ" । ଏଠାରେ ପ୍ରାୟ ୧୦୦ ଜଣ ଅନ୍ତେବାସୀ ରହି କ୍ୟାପିଟାଲ ହାଇସ୍କୁଲରେ ଶିକ୍ଷାଗ୍ରହଣ କରନ୍ତି । <ref name="Mishra2011">{{cite book|author=Bijoya Mishra|title=Higher Education of SC/ST Girls in Orissa: A Study of Participation and Attainment|url=http://books.google.com/books?id=JxzeUS95pJIC&pg=PA132|accessdate=24 September 2012|year=2011|publisher=Gyan Publishing House|isbn=978-81-212-1133-8|pages=132–}}</ref> ଏହି ବିଦ୍ୟାଳୟର ବିରାଟ ଖେଳ ପଡ଼ିଆରେ ବିଭିନ୍ନ ପ୍ରକାର କ୍ରୀଡାର ସୁବିଧା ରହିଛି । ବିଦ୍ୟାଳୟ ପରିସରରେ ଥିବା ବୃହତ ପ୍ରାଥନା ଗୃହଟିରେ ବିଭିନ୍ନ ପ୍ରକାରର ଆଞ୍ଚଳିକ ତଥା ରାଜ୍ଯସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।<ref>http://www.orissadiary.com/CurrentNews.asp?id=33521</ref> <ref>http://naveenpatnaik.com/news/Naveen-Patnaik-at-the-59th-NCC-Day-Celebration-at-Capital-High-School-Ground-Bhubaneswar/844.html</ref><ref>http://orissadiary.com/Bhubaneswar/ShowCityNews.asp?id=30227</ref>
 
== ଇତିହାସ ==
କ୍ୟାପିଟାଲ ହାଇସ୍କୁଲ ୧୯୫୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ପ୍ରଥମ ପ୍ରଧାନ ଶିକ୍ଷକ ରୁପେ ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର ୧୬ ଜୁଲାଇ ୧୯୫୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟ ପ୍ରଥମେ ଆଜିର ଦୁଇ ନମ୍ବର ବାଳିକା ବିଦ୍ୟାଳୟରେ ଚାଲୁଥିଲା । ୧୯୫୮ ମସିହା ଅଗଷ୍ଟ ୨୪ ତାରିଖ ଦିନ ଦୁଇ ନମ୍ବର ମୂଳ ସ୍କୁଲରୁ ଅଲଗା ହୋଇ, କ୍ୟାପିଟାଲ ହାଇସ୍କୁଲ ଏବେକାର ତିନି ନମ୍ବରଠାରେ ଥିବା ନୂତନ କୋଠାଘରକୁ ଆସିଥିଲା । ଗଣେଶ ଚନ୍ଦ୍ର ମିଶ୍ର ମଧ୍ୟ ବଦଳି ହୋଇ ନୂଆ ସ୍କୁଲକୁ ପ୍ରଧାନ ଶିକ୍ଷକ ହୋଇ ଆସିଥିଲେ । ସୁଧାମଞ୍ଜରୀ ଦାସ ବାଳିକା କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ଵଦାୟିତ୍ବ ତୁଲାଇଥିଲେ । ଗଣେଶ ଚନ୍ଦ୍ର ମିଶ୍ରଙ୍କ ପରବର୍ତୀ ସମୟରେ ଶ୍ରୀ ଲକ୍ଷ୍ମଣ କର, ଶ୍ରୀ ଶରତ ଚନ୍ଦ୍ର ବସୁ<ref name="Assembly1965">{{cite book|author=Orissa (India). Legislative Assembly|title=Debates|url=http://books.google.com/books?id=-IYdAAAAIAAJ|accessdate=24 September 2012|year=1965}}</ref> ଇତ୍ୟାଦି ବହୁ ଛାତ୍ରବତ୍ସଳ ଶିକ୍ଷକ, ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵଦାୟିତ୍ବ ନିର୍ବାହ କରିଯାଇଛନ୍ତି । ଇତି ମଧ୍ୟରେ ବିଦ୍ୟାଳୟଟି ୬୧ ବର୍ଷ ପୁରଣ କରି ସାରିଛି । <ref>http://www.dailypioneer.com/state-editions/bhubaneswar/60987-capital-high-school-goes-gaga-from-today.html</ref>୨୮ ଓ ୨୯ ଅପ୍ରେଲ ୨୦୧୨ରେ ବିଦ୍ୟାଳୟର ହୀରକ ଜୟନ୍ତି ପାଳନ କରାଯାଇଥିଲା ।<ref>http://articles.timesofindia.indiatimes.com/2012-04-28/bhubaneswar/31451362_1_diamond-jubilee-school-pictures-medium</ref> ହୀରକ ଜୟନ୍ତି ଅବସରରେ ଭାରତୀୟ ଡାକବିଭାଗ ତରଫରୁ ସ୍କୁଲକୁ ଉତ୍ସର୍ଗୀକୃତ ଏକ ସ୍ଵତନ୍ତ୍ରସ୍ବତନ୍ତ୍ର ଲଫାପା ପ୍ରକାଶ କରାଯାଇଛି ।<ref>http://philamirror.info/2012/05/09/special-cover60-years-of-capital-high-school-bhubaneswar/</ref>
ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ଅର୍ଜନ କରିଛନ୍ତି ।
 
୫୬ କ ଧାଡ଼ି:
[[ଶ୍ରେଣୀ:ଓଡ଼ିଶାରେ ଶିକ୍ଷା]]
[[ଶ୍ରେଣୀ:ଓଡ଼ିଶାର ବିଦ୍ୟାଳୟ]]
[[ଶ୍ରେଣୀ:ଭୁବନେଶ୍ଵରଭୁବନେଶ୍ବର]]