"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୫ କ ଧାଡ଼ି:
* The Storage Networking Industry Association
}}
'''କ୍ଲାଉଡ଼ ଟେକ୍ନୋଲୋଜି''' ଏକ [[ଇଣ୍ଟରନେଟ]]ଦ୍ଵାରାଦ୍ବାରା ପ୍ରଚଳିତ ଟେକ୍ନୋଲୋଜି । ଏହାକୁ ଅନ୍ ଡିମାଣ୍ଡ କମ୍ପ୍ୟୁଟିଙ୍ଗ ମଧ୍ୟ କୁହାଯାଏ । ଏଠାରେ ଡାଟା ଓ ରିସୋରସ୍ ଗୁଡିକ ଏକ ଗ୍ରୁପ୍ ମଧ୍ୟରେ ଯୋଡି ହୋଇଥିବା କମ୍ପୁଟର ସହିତ ବଣ୍ଟନ କରାଯାଇଥାଏ । ଏକ ଗ୍ରୁପ୍‌ରେ ଯୋଡିହୋଇରହିଥିବା କମ୍ପୁଟର ମାନଙ୍କୁ ଏକ ସମୂହକୁ ଏହି ଡାଟା ଏବଂ ରିସୋରସ୍ ସବୁ ଦେଖିପାରିବେ । କ୍ଲାଉଡ୍ କମ୍ପୁଟିଂଗ୍ ଓ ଷ୍ଟୋରେଜ୍ ସଲୟୁସନ୍ କ୍ଲାଉଡ୍ ଟେକ୍ନୋଲଜି ବ୍ୟବହାରକାରିଙ୍କୁ ଓ ସଂସ୍ଥା ମାନଙ୍କୁ ଷ୍ଟୋରେଜ୍ ପାଇଁ ଜାଗା ପ୍ରଦାନ କରେ ଓ ଥାର୍ଡ ପାର୍ଟି ଡାଟା ସେଣ୍ଟର୍ଦ୍ଵାରାସେଣ୍ଟର୍ଦ୍ବାରା ତାଙ୍କର ଷ୍ଟୋର କରିଥିବା ଡାଟାକୁ ପ୍ରକ୍ରିୟା କରିବାର କ୍ଷମତା ଦିଏ । କ୍ଲାଉଡ୍ ଟେକ୍ନୋଲାଜି ନେଟୱର୍କିଂ ପାଇଁ ଏକ ଆଦର୍ଶ । ଏହା ସର୍ବବ୍ୟପୀ, ସୁବିଧାଜନକ, ଓ ଅନ୍-ଡିମାଣ୍ଡରେ (ଆବଶ୍ୟକତା ଅନୁସାରେ) ଏକ ନେଟୱର୍କ୍-କମ୍ପୁଟର ରିସୋର୍ସକୁ ନିଜର କ୍ଲାଉଡ୍‌ର ରିସୋର୍ସ୍ ବ୍ୟବହାର କରିବାର ଅନୁମତି ଓ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ବଦଳ କରିହେଉଥିବା କମ୍ପ ରେସୋର୍ସ୍ ନେଟ୍ଵର୍କନେଟ୍ବର୍କ, ସର୍ଭର, ଷ୍ଟୋରେଜ, ଆପ୍ଲିକେସନ୍ ଓ ସର୍ଭିସ୍ର ଏକ ସମୁହ । ଏହାକୁ ଅତି ଶୀଘ୍ର ଭାବରେ ଅଳ୍ପ ଖର୍ଚରେ ମ୍ୟନେଜ୍ କରିହୁଏ । ପ୍ରସ୍ତାବକ ଏହା ଦାବୀ କରନ୍ତି ଯେ କ୍ଲାଉଡ କମ୍ପ୍ୟୁଟିଙ୍ଗ୍ ବଡ ବଡ ଅନୁଷ୍ଠାନ ମାନଙ୍କୁ ନିଜର ପରିକଳ୍ପନା ଉପରେ ନିଜର ଧ୍ୟାନ କନ୍ଦ୍ରିତ କରି ଇନ୍‌ଫାଷ୍ଟ୍ରକ୍‌ଚର ଖର୍ଚ କମ କରିବାରେ ସାହଜ୍ୟ କରିଥାଏ । ଏହି ଅନୁଷ୍ଠାନ ଗୁଡିକ ଏହା ମଧ୍ୟ ଦାବି କରନ୍ତି ଯେ ଉଦ୍ୟୋଗ କର୍ମୀ ମାନଙ୍କ ପାଇଁ ତାଙ୍କର ଆପ୍ଲିକେସନକୁ ଦ୍ରୁତ ଗତିରେ ଚଳାଇବା ପାଇଁ ଓ ଅଧିକ ସୁବିଧାରେ ଓ କମ୍ ଭରଣପୋଷଣ କରି ଚଳାଇରଖିବାକୁ କ୍ଲାଉଡ ଟେକ୍ନୋଲଜି ସୁବିଧା ପ୍ରଦାନ କରେ । ଆଇ.ଟିର ଦ୍ରୁତଗତିରେ ବୃଦ୍ଧି ହେଉଥିବା ବେଳେ ବ୍ୟବସାୟ ଡିମାଣ୍ଡ ଓ ବୃଦ୍ଧି-ହ୍ରାସକୁ ସଠିକ୍ ଭାବରେ ବ୍ୟବସ୍ଥିତ କରିବା ପାଇଁ ମଧ୍ୟ କ୍ଲାଉଡ୍ ଟେକ୍ନୋଲଜି ସହଜୋଗ କରିଥାଏ ।
 
କ୍ଲାଉଡ ଟେକ୍ନୋଲୋଜି ସେବାର ଚାହିଦା ଆଜିକାଲି ବୃଦ୍ଧି ହେବାରେ ଲାଗିଛି ଓ କ୍ଲାଉଡର ଅଧିକ କମ୍ପ୍ୟୁଟିଙ୍ଗ୍ କ୍ଷ୍ୟମତା, ସସ୍ତା ସେବା଼, ଉନ୍ନତ ମାନର କାର୍ଯ୍ୟ ପ୍ରକ୍ରିୟା, ସହଜରେ ପ୍ରବେଶ କରିବା ପରି ଅନେକ ସୁବିଧା ହେତୁ ତା'ର ଲୋକପ୍ରିୟତା ବ୍ରୁଦ୍ଧି ହେଉଛି । କ୍ଲାଉଡ ଭେଣ୍ଡର ମାନେ ତାଙ୍କ ସଂସ୍ଥାର ବ୍ରୁଦ୍ଧି ହେଉଥିବା ଚାହିଦା ୫୦ ପ୍ରତିଶତ ପ୍ରତି ବର୍ଷ ହୋଇଛି । କିନ୍ତୁ ଏହା ଏକ ନୁତନ ପର୍ଯ୍ୟାୟରେ ଥିବା ହେତୁ କେତେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହଉଚି ଓ ଆଗତ ଭବିଷ୍ୟତରେ ଏହାକୁ ଠିକ କରାଯିବାର ଚେଷ୍ଟା ମଧ୍ୟ ଚାଲିଛି ।
୩୮ କ ଧାଡ଼ି:
==ବିଶେଷ ଗୁଣ==
 
<p>୧. '''ଚାହିଦା ହିସାବରେ ନିଜସ୍ଵନିଜସ୍ବ ସେବା''' - ଯେ କୌଣସି ଗ୍ରାହକ ନିଜ ଦରକାର ହିସାବରେ ନିଜର କ୍ଲାଉଡ଼ର ଷ୍ଟୋରେଜ, କଂପ୍ୟୁଟିଂଗ୍ କ୍ଷମତା, ସର୍ଭରର ଟାଇମ ଓ ଅନ୍ୟ ବ୍ୟବହାରକାରୀଙ୍କ ସହିତ ପାରସ୍ପରିକ କ୍ରିୟାର କ୍ଷମତାକୁ ଉନ୍ନତମାନ କରାଯାଇପାରିବ ଅନ୍ୟଥା ବଦଳ ମଧ୍ୟ କରାଯାଇପାରିବ ।
<br>
୨. '''ପ୍ରସସ୍ତ ନେଟଵାର୍କ୍ନେଟବାର୍କ୍ ପ୍ରବେସ ସୁବିଧା''' - ଇଣ୍ଟରନେଟରେ କ୍ଲାଉଡ଼ ପାଇଁ ଅନେକ କ୍ଷମତା ଯୁକ୍ତ ଗୁଣ ରହିଛି ଏବଂ ତାହା ଷ୍ଟାଣ୍ଡାର୍ଡ ଜଂତ୍ରକ୍ରିୟା ଦ୍ବାରା ଆଗକୁ ବଢା ଯାଇପାରିବ । ଏହା ଛୋଟ ଓ ବଡ କ୍ଲାଏଣ୍ଟ ପ୍ଲାଟଫର୍ମ ରୂପରେ ବୃଦ୍ଧି ହୋଇପାରିବ ।
<br>
୩. '''ସାଧନ ପାଇବା''' - ପ୍ରୋଭାଇଡରଙ୍କ କମ୍ପ୍ୟୁଟିଂ ସାଧନ ଅନେକ ଗ୍ରାହକଙ୍କ ସହିତ ଯୋଡ଼ା ଯାଇପାରିବ । ଏହା ଗ୍ରାହକଙ୍କ ଡିମାଣ୍ଡ ପୂର୍ଣ୍ଣ କରିବାକୁ ସହାୟତା ଦେବ ।
<br>
୪. '''କ୍ଷୀପ୍ର ସ୍ଥିତିସ୍ଥାପକତା''' - କ୍ଲାଉଡ଼ର କ୍ଷମତାକୁ ସ୍ଵଇଚ୍ଛାରେସ୍ବଇଚ୍ଛାରେ କ୍ଷୀପ୍ର କରାଯାଇପାରିବ । ଏହା ବୃଦ୍ଧି ହେଉଥିବା ଗ୍ରାହକଙ୍କ ସହ ଯୋଡି ହେବାର ସୁବିଧା ଦିଏ କାରଣ ପ୍ରତିଦିନ ଭାବରେ ଗ୍ରାହକଙ୍କ ଡିମାଣ୍ଡ ବୃଦ୍ଧି ହେଉଛି ।
<br>
୫. '''ପରିମିତ କାର୍ଯ୍ୟ''' - କ୍ଲାଉଡ଼ର ଜଂତ୍ର ନିଜସ୍ୱ ଭାବରେ କ୍ଲାଉଡ଼କୁ କଣ୍ଟ୍ରୋଲ କରନ୍ତି ଏବଂ କ୍ଲାଉଡ଼ କମ୍ପ୍ୟୁଟିଂର କ୍ଷମତାକୁ ଅନୁକୂଳ ତମ କରନ୍ତି । ଏହାର ରେସୋର୍ସ ଉପରେ ନଜର ରଖ ଯାଇପାରିବ, କଣ୍ଟ୍ରୋଲ କରାଯାଇପାରିବ, ଓ ବ୍ୟବହାର ମଧ୍ୟ କରାଯାଇପାରିବ ।
୧୨୦ କ ଧାଡ଼ି:
===କ୍ଲାଉଡ଼ ସେବାର ବିକ୍ରେତା===
 
କ୍ଲାଉଡର ଏକ ବିକ୍ରେତା ତାର ଉପଦାନ ଓ ସେବାକୁ ବିକ୍ରି କରେ ଓ କ୍ଲାଉଡ କମ୍ପ୍ୟୁଟିଙ୍ଗ, ସ୍ଟୋରେଜ୍ର ସେବାଗୁଦିକୁ ସୁବିଧାରେ ପ୍ରାପ୍ତ କରାଇଥାଏ । ଉଦାହରଣ ସ୍ଵରୁପସ୍ବରୁପ:-
 
* କମ୍ପ୍ୟୁଟର ବ୍ୟବହୃତ ଉପକରଣ (Dell, HP, IBM, Sun Microsystems)
୧୨୭ କ ଧାଡ଼ି:
** ଈନଫ୍ରାସ୍ଟ୍ରକଚର୍ (Solace Systems, Layer 7 Technologies, F5 Networks)
 
* କମ୍ପ୍ୟୁଟର ବ୍ୟବହୃତ ସଫ୍ଟଵେର୍ସଫ୍ଟବେର୍ (3tera, GigaSpaces, Hadoop)
 
** ଅପରେଟିଙ୍ଗ୍ ସିସ୍ଟମ୍ (Windows Azure, Linux and Solaris)
୧୪୨ କ ଧାଡ଼ି:
* ସିକୁରିଟି (OAuth, OpenID, SSL/TLS)
 
* ସିନ୍ଡିକେସନ୍ ବା ସଙ୍ଘତ୍ଵସଙ୍ଘତ୍ବ (Atom)
 
===କ୍ଲାଏଣ୍ଟ===
୧୬୨ କ ଧାଡ଼ି:
* ଡାଟା (XML, JSON)
 
* ଵେବ୍ବେବ୍ ସର୍ଭିଶେସ୍ (REST)
 
==ଆଧାର==