"କେଦାର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪୯ କ ଧାଡ଼ି:
'''କେଦାର ମିଶ୍ର''', ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ସାହିତ୍ୟିକ, ସାମ୍ବାଦିକ ଏବଂ ସମ୍ପାଦକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା, ପ୍ରବନ୍ଧ, ସ୍ତମ୍ଭରଚନା ସହ ଏକାଧିକ ପତ୍ରିକାର ସମ୍ପାଦନା ସହିତ ଜଡିତ ରହିଆସିଛନ୍ତି । ନୃତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଏବଂ ମଞ୍ଚ ଉପରେ ସେ ନିୟମିତ ସମୀକ୍ଷା ଲେଖନ୍ତି । ଏତଦ ଭିନ୍ନ ଜଣେ ସାହିତ୍ୟ ସଙ୍ଗଠକ ଓ ମଞ୍ଚ ପରିଚାଳକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥାନ୍ତି ।<ref>{{cite news|accessdate=15 April 2016|newspaper=ଦ ସନଡେ ଇଣ୍ଡିଆନ ୨୮/୦୬/୨୦୦୯}}</ref>
 
କେଦାର, ୧୯୭୧ ମସିହାରେ [[ସୋନପୁର|ସୋନପୁରଠାରେ]] ଜନ୍ମଗ୍ରହଣ କରିଥିଲେ । ସେ [[ସମ୍ବଲପୁର ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]ରେ ଅଧ୍ୟୟନ କରିଥିଲେ ।
 
== ସାହିତ୍ୟ ସର୍ଜନା ==