"କୁଣାଳ ଷଡ଼ଙ୍ଗୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ନିର୍ବାଚନ ମଣ୍ଡଳି +ନିର୍ବାଚନ ମଣ୍ଡଳୀ)
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୨ କ ଧାଡ଼ି:
| citizenship = [[ଭାରତ|ଭାରତୀୟ]]
| education = ଏମ.ବି.ଏ
| alma_mater = ଲେଙ୍କେଷ୍ଟର ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ, ଏନ.ଆଇ.ଟି(ଜାମସେଦପୁର)
| occupation = ଝାଡ଼ଖଣ୍ଡ ବିଧାନ ସଭାର ବିଧାୟକ
| years_active =
୫୫ କ ଧାଡ଼ି:
}}
 
'''କୁଣାଳ ଷଡ଼ଙ୍ଗୀ''', [[ଝାଡ଼ଖଣ୍ଡ]] ବିଧାନ ସଭାର ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ବିଧାୟକ । ୨୦୧୪ ବିଧାନ ସଭା ନିର୍ବାଚନରେ, ସେ ପୂର୍ବ ସିଂହଭୂମିର ବାହାଡା଼ଗୋଡା଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ "ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା"ର ପ୍ରାଥୀ ଭାବେ, [[ଭାରତୀୟ ଜନତା ପାର୍ଟି]]ର ପ୍ରାଥୀ ଦୀନେଶ ଗୋସ୍ଵାମୀଙ୍କୁଗୋସ୍ବାମୀଙ୍କୁ ପରାଜିତ କରିଛନ୍ତି ।
 
== ବ୍ୟକ୍ତିଗତ ଜୀବନ ==
କୁଣାଳଙ୍କ ପିତା ଝାଡ଼ଖଣ୍ଡର ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଷଡ଼ଙ୍ଗୀ<ref>http://www.hindustantimes.com/india-news/jmm-party-of-poor-tribals-inducts-ivy-league-man/article1-1277868.aspx</ref> ଓ ମାତା ବିନି ଷଡ଼ଙ୍ଗୀ ଜଣେ ଓଡ଼ିଆ ଲେଖିକା ଅଟନ୍ତି । କୁଣାଳ ଏନ.ଆଇ.ଟି,ଜାମସେଦପୁରରୁ ଇଞ୍ଜିନିୟରିଂ ଓ [[ଲଣ୍ଡନ]]ର ଲେଙ୍କେଷ୍ଟର ବିଶ୍ଵବିଦ୍ୟାଳୟରୁବିଶ୍ବବିଦ୍ୟାଳୟରୁ ଏମ.ବି.ଏ ଶିକ୍ଷାଲାଭ କରିଛନ୍ତି ।<ref>http://timesofindia.indiatimes.com/city/ranchi/40-winners-never-went-beyond-school/articleshow/45647364.cms</ref> ସମାଜସେବା ଓ ରାଜନୀତିକୁ ଆସିବା ପୂର୍ବରୁ କୁଣାଳ, "ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼"ରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିସାରିଛନ୍ତି ।<ref>ସମାଜ ୨୦/୦୧/୨୦୧୫ କଟକ ସଂସ୍କରଣ ପୃଷ୍ଠା ୧୪</ref> ସେ [[ଓଡ଼ିଆ ଭାଷା|ଓଡ଼ିଆ]], [[ବଙ୍ଗଳା ଭାଷା|ବଙ୍ଗଳା]], [[ହିନ୍ଦୀ ଭାଷା|ହିନ୍ଦୀ]], [[ଇଂରାଜୀ ଭାଷା|ଇଂରାଜୀ]] ଓ [[ଫ୍ରେଞ୍ଚ ଭାଷା|ଫ୍ରେଞ୍ଚ]] ଆଦି ଭାଷାରେ କଥୋପକଥନ କରିପାରନ୍ତି । <ref>http://www.telegraphindia.com/1141113/jsp/jharkhand/story_1528.jsp#.VL4CkiwwDSg</ref>
 
== ଆଧାର ==